Home Left

ତଥ୍ୟ ଦେଇ ନ ଥିବା ୨ ଅଧିକାରୀଙ୍କୁ ଜରିମାନା

ଧର୍ମଶାଳା,୨୧ା୧୧ (ବଟକୃଷ୍ଣ ପରିଡ଼ା): ସୂଚନା ଅଧିକାର ଅଇନରେ ତଥ୍ୟ ପ୍ରଦନ କରି ନ ଥିବା ଧର୍ମଶାଳା ବ୍ଲକର ୨ ଅଧିକାରୀଙ୍କୁ ଅର୍ଥ ଦଣ୍ଡ ମିଳିଛି । ସୂଚନା ଅନୁଯାୟୀ, ଧର୍ମଶାଳା ବ୍ଲକରେ କରୋନା କଟକଣା ସମୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ଜାଲିଆତି…

ଆକର୍ଷିତ କରୁଛି ଓଡ଼ିଶା ପାଭିଲିୟନ ସାଜସଜ୍ଜା

ଭୁବନେଶ୍ୱର, ୨୧।୧୧(ଅସମାପିକା ସାହୁ):ଦିଲ୍ଲୀରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ସୋମବାର ଥିଲା ସପ୍ତମ ଦିବସ। ବାଣିଜି୍ୟକ ଦିବସ ପରେ ରବିବାରଠାରୁ ସର୍ବସାଧାରଣଙ୍କ ପାଇଁ ଏହି ମେଳା ଖୋଲା ହୋଇଥିବାରୁ ପ୍ରଗତି ମଇଦାନ ପରିସର ସମେତ ଓଡ଼ିଶା ପାଭିଲିୟନରେ ପ୍ରବଳ ଜନଗହଳି…

ଭାରତ ହାରିବା ପରେ ହୃଦଘାତରେ ପ୍ରଶଂସକଙ୍କ ମୃତ୍ୟୁ, ପଶ୍ଚିମବଙ୍ଗରେ ଆତ୍ମହତ୍ୟା କଲେ ଯୁବକ

ନୂଆଦିଲ୍ଲୀ,୨୧।୧୧: ଚଳିତ ବର୍ଷ କ୍ରିକେଟ ବିଶ୍ୱକପ ଫାଇନାଲରେ ଭାରତର ପରାଜୟ ହେତୁ ଦେଶବାସୀଙ୍କ ହୃଦୟ ଭାଙ୍ଗି ଯାଇଥିଲା। ଏହି ସମୟରେ ତିନି ଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଭାରତର ପରାଜୟରେ ଦୁଃଖିତ, ଜଣେ ୨୩ବର୍ଷୀୟ ଯୁବକ ପଶ୍ଚିମବଙ୍ଗର ବ୍ୟାଙ୍କୁରା ଜିଲାରେ…

ଟିମ ଇଣ୍ଡିଆ ଖେଳାଳିଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୧୧: ବିଶ୍ୱକପ ଫାଇନାଲରେ ଭାରତୀୟ ଦଳ ହାରିଯାଇଛି। ଅଷ୍ଟ୍ରେଲିଆ ମ୍ୟାଚରେ ଟିମ ଇଣ୍ଡିଆକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଷ୍ଟାଡିୟମରେ ପହଞ୍ଚିଥିଲେ। ମ୍ୟାଚରେ ଦଳର ପରାଜୟ ପରେ ସେ ଡ୍ରେସିଂ…

ଇମୋଶନାଲ୍‌ ହେଲେ ନୀଳନୟନା

ବଲିଉଡ୍‌ର ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସୁନ୍ଦର ଏବଂ ଦକ୍ଷ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ସେ ନିଜ କ୍ୟାରିୟରରେ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି। ବ୍ୟକ୍ତିଗତ ଜୀବନରେ ବହୁତ ସଫଳ ହୋଇଥିବା ଐଶ୍ୱର୍ଯ୍ୟା ବ୍ୟକ୍ତିଗତ ଜୀବନରେ ମଧ୍ୟ ନିଜର ଦାୟିତ୍ୱକୁ ସୂଚାରୁ…

ହମାସ ସହ ସମ୍ପର୍କ ଅଭିଯୋଗରେ ଫ୍ରିଲାଂସ ଖବରଦାତାଙ୍କୁ ଗିରଫ କଲା ଇସ୍ରାଏଲ ସେନା

ଜେରୁଜେଲମ,୨୧।୧୧: ଆମେରିକାର ନ୍ୟୁଜ ଚ୍ୟାନେଲ ଏନବିସି ନ୍ୟୁଜରେ କାର୍ଯ୍ୟ କରୁଥିବା ପାଲେଷ୍ଟାଇନର ଜଣେ ଫ୍ରିଲାନ୍ସର୍‌ ମିରୱାଟ ଅଲ-ଆଜେଙ୍କୁ ଆତଙ୍କବାଦୀ ଉତ୍ତେଜନା ଏବଂ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଥିବା ଅଭିଯୋଗରେ ଇସ୍ରାଏଲ ସେନା ଗିରଫ କରିଛି। ଗିରଫ ପରେ ଏନବିସି ନ୍ୟୁଜ…

ମହାପ୍ରଭୁଙ୍କ ଦର୍ଶନ ପାଇଁ ଯନ୍ତ୍ରଣା ଭୋଗୁଛନ୍ତି ଭକ୍ତ

ପୁରୀ, ୨୧ା୧୧(ଅଜିତ୍‌ ମହାନ୍ତି):ସମ୍ପ୍ରତି ପବିତ୍ର କାର୍ତ୍ତିକ ମାସ ଚାଲିଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେଉଛି। ଶ୍ରୀମନ୍ଦିର ଏବଂ ବଡ଼ଦାଣ୍ଡରେ ଭକ୍ତ ଓ ହବିଷିଆଙ୍କ ଗହଳି ଅଧିକ ରହୁଛି। ଭକ୍ତମାନେ ଘଣ୍ଟ ଘଣ୍ଟା ଧରି ବ୍ୟାରିକେଡରେ ଠିଆହୋଇ ରହୁଛନ୍ତି।…

ପ୍ରେମିକାଙ୍କ ଫଟୋ ଭାଇରାଲ ଘଟଣା: ପ୍ରେମିକ ଗିରଫ

ଭୁବନେଶ୍ୱର,୨୧।୧୧(ସୂର୍ଯ୍ୟକାନ୍ତ ବେହେରା):ପ୍ରେମିକା ଦୂରେଇଯିବାରୁ ତାଙ୍କ ନାଁରେ ଫେକ୍‌ ଇନ୍‌ଷ୍ଟାଗ୍ରାମ ଆଇଡି ଖୋଲି ଖରାପ ଟିପ୍ପଣୀ ଦେବା ସହ ଫଟୋ ଭାଇରାଲ କରିବା ଅଭିଯୋଗରେ ତମାଣ୍ଡୋ ଥାନା ପୋଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଛି। ସେ ହେଲେ ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳର…

ପୁଣି ପ୍ରାର୍ଥୀ ହେବା ନେଇ ଆଶଙ୍କାରେ ୩ ବିଧାୟକ

ବ୍ରହ୍ମପୁର,୨୧ା୧୧(ନରସିଂହ ସାହୁ): ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡିରୁ ୧୨ ବିଧାୟକ ନିର୍ବାଚିତ ହୋଇଥିଲେ। କେବଳ ସାନଖେମୁଣ୍ଡି ଆସନରୁ କଂଗ୍ରେସ ପ୍ରାର୍ଥୀ ଜିତିଥିଲେ। ଗୋପାଳପୁରରୁ ନିର୍ବାଚିତ ବିଧାୟକ ବିଜେଡିରୁ…

ଡିସେମ୍ବର ୨୬ରେ ପ୍ରତାପ ଜେନାଙ୍କ ପରବର୍ତ୍ତୀ ଶୁଣାଣି

ନିଶ୍ଚିନ୍ତକୋଇଲି,୨୧।୧୧ (ଅଶୋକ କୁମାର ମହାପାତ୍ର):ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ହାଇକୋର୍ଟ ହସ୍ତକ୍ଷେପ କରିବା ପରେ ସାଲେପୁର ଜେଏମ୍‌ଏଫ୍‌ସି(ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ) ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଶୁଣାଣି ଘୁଞ୍ଚାଇ ଦେଇଛନ୍ତି। ଡିସେମ୍ବର ୨୬ରେ ଏହି ମାମଲାର ପରବର୍ତ୍ତୀ…

ଫାର୍ମାସିଷ୍ଟ ଭରସାରେ ସ୍ବାସ୍ଥ୍ୟକେନ୍ଦ୍ର

ଖଜୁରିପଡ଼ା,୨୧ା୧୧(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ ବାରିକୁମ୍ପା ମେଡ଼ିକାଲରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଯାଇଛି। ଲୋକଙ୍କୁ ମିଳୁଛି ଦିନ ବେଳା ଡାକ୍ତର ବିହୀନ ଚିକିତ୍ସା ସୁବିଧା। ରାତିରେ ମିଳୁଛି ଆଟେନାନଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା। ଆଜକୁ ୧୩ ଦିନ ହେଲା ଫାର୍ମାସିଷ୍ଟ ଭରସାରେ…

ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବେ ସାଲୁଗା ପ୍ରଧାନ

ଭୁବନେଶ୍ୱର,୨୧ା୧୧(ଅନିଲ ଦାସ):ଜି.ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି। ଉପବାଚସ୍ପତି ନିର୍ବାଚନ ପାଇଁ ସେ ସୋମବାର ପୂର୍ବାହ୍ନରେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗତ ନଭେମ୍ବର ୮ରେ ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଉପବାଚସ୍ପତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri