ନଦୀ ପୁନରୁଦ୍ଧାରର ଅଗ୍ରଦୂତ
ସାରା ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନ ଏବେ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କର ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏ କ୍ଷେତ୍ରରେ ସହଭାଗୀ କରାଇବେ, ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ…
୫ ବର୍ଷରେ ମଲେଣି ୨,୮୧୭ ବନ୍ୟପ୍ରାଣୀ
ଭୁବନେଶ୍ୱର,୨୨।୧୧(ଅନିଲ ଦାସ): ରାଜ୍ୟର ଜଙ୍ଗଲରେ ବନ୍ୟପ୍ରାଣୀ ସୁରକ୍ଷିତ ନାହାନ୍ତି। ରେଳ ଦୁର୍ଘଟଣା, ରାସ୍ତା ଦୁର୍ଘଟଣା, ବିଦ୍ୟୁତ୍ ଆଘାତ, ଶିକାରୀ ଏବଂ ବିଷ ପ୍ରୟୋଗ ଯୋଗୁ ଅଧିକାଂଶ ବନ୍ୟପ୍ରାଣୀଙ୍କ ମୃତ୍ୟୁ ଘଟୁଛି। ବିଭିନ୍ନ କାରଣରୁ ଗତ ୫ ବର୍ଷରେ ରାଜ୍ୟରେ ୨,୮୧୭ ବନ୍ୟପ୍ରାଣୀଙ୍କ…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଜି -୨୦ର ଭର୍ଚୁଆଲ ସମ୍ମିଳନୀ, ରୁଷିଆ ରାଷ୍ଟ୍ରପତି, ଚାଇନା ପ୍ରଧାନମନ୍ତ୍ରୀ ମଧ୍ୟ ହେବେ ସାମିଲ
ନୂଆଦିଲ୍ଲୀ,୨୨।୧୧: ବୁଧବାର ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ ଜି -୨୦ ଶିଖର ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ସାମିଲ ହେବେ। ଭାରତର ଅଧ୍ୟକ୍ଷତାରେ ସେପ୍ଟେମ୍ବରରେ ଦଳର ବାର୍ଷିକ ଶିଖର ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଥିବା…
ଚୋର ସନ୍ଦେହ: ୨ ଜଣଙ୍କୁ ପିଟି ହତ୍ୟା
ବରଗଡ଼,୨୨।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ଅଧୀନ ସାହୁଟିକ୍ରା ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଚୋର ସନ୍ଦେହରେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକମାନେ ଠେଙ୍ଗା, ବାଡ଼ି ଆଦି ମାରଣାସ୍ତ୍ରରେ ପିଟି ପିଟି ୨ଜଣ ଯୁବକଙ୍କୁ ହତ୍ୟା କରିଛନ୍ତି। ମୃତକ…
ଆମେରିକା ନାଗରିକଙ୍କୁ ଦେଶରେ ପ୍ରବେଶ କରିବା ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଲା ଫିଲିପାଇନ୍ସ
ଓ୍ବାଶିଂଟନ୍,୨୨।୧୧: ଆମେରିକୀୟ ଯାତ୍ରୀ ଆନ୍ଥୋନି ଲରେନ୍ସ ଉପରେ ଫିଲିପାଇନ୍ସ ଆଜୀବନ ପ୍ରତିବନ୍ଧକ ଲଗାଇଛି। ଡିଜିଟାଲ ଇମିଗ୍ରେଶନ ଫର୍ମରେ “ଅପମାନଜନକ ଶବ୍ଦ” ପୂରଣ କରିବା ଏବଂ ଇମିଗ୍ରେଶନ ଅଧିକାରୀଙ୍କ ସହ ଅସଦାଚରଣ ପାଇଁ ଫିଲିପାଇନ୍ସ ବ୍ୟୁରୋ ଅଫ ଇମିଗ୍ରେଶନ ଦ୍ୱାରା ଏହି ପଦକ୍ଷେପ…
ଶ୍ରେଣୀଗୃହରେ ଉଠବସ୍: ଛାତ୍ରଙ୍କ ମୃତ୍ୟୁ
ରସୁଲପୁର,୨୨।୧୧(ରଞ୍ଜିତ ରାଉତ): ଯାଜପୁର ଜିଲା କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ସାନଓରାଳି ସୂର୍ଯ୍ୟନାରାୟଣ ନୋଡାଲ ଉପ୍ରା ବିଦ୍ୟାଳୟର ଶ୍ରେଣୀ କକ୍ଷରେ ଉଠବସ୍ବେଳେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ହେଲେ ସାନଓରାଳି ଗ୍ରାମର ନିତ୍ୟାନନ୍ଦ ସେଠୀଙ୍କ ପୁଅ ତଥା…
ଟାଟା ପାୱାରର ନୂତନ ଅଭିଯାନ
ଭୁବନେଶ୍ୱର,୨୨।୧୧: ଟାଟା ପାଓ୍ବାରର ନୂତନ ଅଭିଯାନ ଓଃ ମାଇଁ ବିଉଟିଫୁଲ ଓଡ଼ିଶା ଫଟୋଗ୍ରାଫି ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ବର୍ଷ ନଭେମ୍ବର ୩୦ ପର୍ଯ୍ୟନ୍ତ ଉକ୍ତ ପ୍ରତିଯୋଗିତାର ଆବେଦନ ଗ୍ରହଣ କରାଯିବ। ଉଲ୍ଲେଖଯୋଗ୍ୟ, ଟାଟା ପାୱାର ଓ…
ଶେୟାର ବଜାର କାରବାରରେ ଉତ୍ସାହ
ଭୁବନେଶ୍ୱର,୨୨।୧୧: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ବଢ଼ାଇଛନ୍ତି। ବିଶେଷକରି ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ…
ଓଡ଼ିଶାରେ ଜିଓ ଏୟାରଫାଇବର
ଭୁବନେଶ୍ୱର,୨୨।୧୧: ବିଶ୍ୱର ସର୍ବବୃହତ୍ ଘରୋଇ ମୋବାଇଲ ଡାଟା ନେଟ୍ୱର୍କ ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ସର୍ବାଧୁନିକ ହୋମ୍ ଏଣ୍ଟରଟେଣ୍ଟମେଣ୍ଟ ସ୍ମାର୍ଟହୋମ୍ ସେବା ଏବଂ ହାଇ-ସ୍ପିଡ୍ ବ୍ରଡ୍ବ୍ୟାଣ୍ଡ୍ ସମନ୍ବିତ ଏଣ୍ଡ୍-ଟୁ-ଏଣ୍ଡ୍ ସମାଧାନ ଜିଓ ଏୟାରଫାଇବର ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।…
ପଶ୍ଚିମବଙ୍ଗରେ ୨୦,୦୦୦ କୋଟି ନିବେଶ କରିବ ଆର୍ଆଇଏଲ୍
ଭୁବନେଶ୍ୱର,୨୨।୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାଠାରେ ଆୟୋଜିତ ୭ମ ବେଙ୍ଗଲ ଗ୍ଲୋବାଲ ସମ୍ମିଟ୍ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଶ୍ଚିମବଙ୍ଗରେ ୨୦,୦୦୦କୋଟି ଟଙ୍କା ବିନିଯୋଗ କରିବା ନେଇ ଘୋଷଣା କରିଛନ୍ତି। ଉକ୍ତ ବିନିଯୋଗ…
ପଙ୍କଜ ଆଡଭାନୀଙ୍କୁ ୨୬ତମ ବିଶ୍ୱ ବିଲିୟାଡର୍ସ ଟାଇଟଲ
ଦୋହା, ୨୨ା୧୧ (ପି.ଟି.): ଭାରତୀୟ କ୍ୟୁଇଷ୍ଟ ପଙ୍କଜ ଆଡଭାନୀ ଏଠାରେ ଚାଲିଥିବା ଆଇବିଏସ୍ଏଫ ଓ୍ବାଲର୍ଡ ବିଲିୟାଡର୍ସ ଚାମ୍ପିୟନଶିପ୍ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ସେ ନିଜ ଦେଶର ସୌରଭ କୋଠାରୀଙ୍କୁ ୧୦୦୦-୪୧୬ ବ୍ୟବଧାନରେ ହରାଇ ଦେଇଛନ୍ତି। ଗତବର୍ଷ କୁଆଲାଲମ୍ପୁର ଟାଇଟଲ ମୁକାବିଲାର…
ଗୋଆକୁ ହରାଇ ଓଡ଼ିଶା ଗ୍ରୁପ୍ ଚାମ୍ପିୟନ
ସୁନ୍ଦରଗଡ,୨୨ା୧୧(ଜୟ ନାରାୟଣ ମେଣ୍ଡୁଳି): ଜିଲା କ୍ରୀଡା ସଂସଦ ଓ ଫୁଟବଲ ଆସୋସିଏସନ ଅଫ ଓଡିଶା(ଫାଓ)ର ମିଳିତ ଆନୁକୂଲ୍ୟରେ ସୁନ୍ଦରଗଡ ଷ୍ଟାଡିୟମରେ ଆୟୋଜିତ ୨୮ତମ ଜାତୀୟ ମହିଳା ଫୁଟବଲ ଚମ୍ପିୟାନ ସିପ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଅନ୍ତିମ ଦିବସରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ…
Archives


