Home Left

ଦର୍ଶକ ସଂଖ୍ୟାରେ ରେକର୍ଡ ଭାଙ୍ଗିଲା ଚଳିତ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୨ା୧୧(ପି.ଟି.): ସଦ୍ୟ ସମାପିତ ୨୦୨୩ କ୍ରିକେଟ ବିଶ୍ୱକପ୍‌ ଦର୍ଶକ ସଂଖ୍ୟାରେ ରେକର୍ଡ ଭାଙ୍ଗିଛି। ସାଢେ ୬ ସପ୍ତାହ ଧରି ଏହି ବିଶ୍ୱକପ୍‌ ଦର୍ଶକଙ୍କ ମନୋରଞ୍ଜନ କରିଥିବା ବେଳେ ରବିବାର ଅନୁଷ୍ଠିତ ଫାଇନାଲରେ ଆୟୋଜକ ଭାରତକୁ ପରାସ୍ତ କରି ଷଷ୍ଠ ଥର ପାଇଁ…

ଟ୍ରାନ୍ସଜେଣ୍ଡର ଖେଳାଳିଙ୍କୁ ବ୍ୟାନ୍‌ କଲା ଆଇସିସି

ଅହମଦାବାଦ,୨୨ା୧୧(ପି.ଟି.): ଟ୍ରାନ୍ସଜେଣ୍ଡର ଖେଳାଳି ମାନଙ୍କୁ ମହିଳା କ୍ରିକେଟରୁ ବ୍ୟାନ୍‌ କରିଛି ଆଇସିସି। ମଙ୍ଗଳବାର ଆଇସିସିର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁ ଖେଳାଳି ମାନେ ପୁରୁଷ ଭାବେ ଯୌବନ ହାସଲ କରି ସାରିଥିବେ ସେମାନେ ମହିଳା ବର୍ଗରେ କ୍ରିକେଟ ଖେଳି…

ସାପକୁ ଭଲ ପାଆନ୍ତି ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ କିଛି ଦିନ ହେବ ପ୍ରେମିକ ଆଦିତ୍ୟ ରୟ କପୁରଙ୍କ ସହ ଡେଟିଂକୁ ନେଇ ଚର୍ଚ୍ଚାରେ ଥିଲେ। ହେଲେ ଏବେ ସେ ଆଉ କିଛି କାରଣ ପାଇଁ ସମସ୍ତଙ୍କ ନଜରକୁ ଆସିଛନ୍ତି। ନିକଟରେ ଅନନ୍ୟାଙ୍କ କିଛି…

ଦୌଡ଼ ପ୍ରତିଯୋଗିତାରେ ଦମ୍ପତିଙ୍କ କମାଲ

ଡେରାଡୁନ: ଛୋଟବେଳୁ ସମସ୍ତେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ଅନେକ ପୁରସ୍କାର ଜିତିଥାନ୍ତି। ବୟସ ବଢିବା ସହିତ ସେଥିରେ କମି ଦେଖିବାକୁ ମିଳିଥାଏ। ହେଲେ ନିକଟରେ ଦମ୍ପତିଙ୍କୁ ୬୦ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଛୋଟ ପିଲାଙ୍କ ପରି ପ୍ରତିଯୋଗିତାରେ ଭାଗ ନେଇଥିବା…

ଘର ବିକି ଜଙ୍ଗଲରେ ଜୀବନ

ୱାଶିଂଟନ: ଟଙ୍କାର ଅଭାବ କାରଣରୁ ଲୋକେ ଭଲ ଘର ଖଣ୍ଡେ ନ କରିପାରି ଖାଟିମାଟି ଘରେ ଜୀବନ ବିତାନ୍ତି। ହେଲେ ବିଦେଶରେ ପରିସ୍ଥିତି ଅଲଗା। ଏଠାରେ ଲୋକେ ସବୁକିଛି ଛାଡ଼ିକି ପ୍ରାକୃତିକ ସ୍ଥାନରେ ଜୀବନ ବିତାଇବାକୁ ଚାହାନ୍ତି। ଆମେରିକାର ଏକ ଦମ୍ପତି…

ସୁଡ଼ଙ୍ଗରୁ ଆସିଲା ଶ୍ରମିକଙ୍କ ଭିଡିଓ

ଉତ୍ତରକାଶୀ,୨୨ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ମଙ୍ଗଳବାର ଦଶମ ଦିନରେ ପହଞ୍ଚିଛି। ଶ୍ରମିକଙ୍କ ଉଦ୍ଧାର ଲାଗି ବାର୍‌କୋଟ୍‌ ଶେଷ ଭାଗରୁ ଏକ ବିକଳ୍ପ ସୁଡ଼ଙ୍ଗ ନିର୍ମାଣ ଆରମ୍ଭ ହୋଇଛି। ଉକ୍ତ ବ୍ୟାକ୍‌ଅପ୍‌ ଟନେଲର ବ୍ୟାସ ପାଖାପାଖି…

ସ୍କୁଲ୍‌ରେ ପଢ଼ାଯିବ ରାମାୟଣ, ମହାଭାରତ

ନୂଆଦିଲ୍ଲୀ,୨୨ା୧୧: ସ୍କୁଲ୍‌ ସାମାଜିକ ବିଜ୍ଞାନ ପାଠ୍ୟକ୍ରମରେ ସଂଶୋଧନ ପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି ରାମାୟଣ ଏବଂ ମହାଭାରତକୁ ପାଠ୍ୟପୁସ୍ତକରେ ସାମିଲ କରିବାକୁ ସୁପାରିସ କରିଛି। ଏଥିସହିତ ଶ୍ରେଣୀଗୃହ କାନ୍ଥରେ ସମ୍ବିଧାନର…

ପ୍ରସ୍ତାବିତ ୩ ଆଇନର ହିନ୍ଦୀ ନାମ ରହିବ

ନୂଆଦିଲ୍ଲୀ,୨୨ା୧୧: ପ୍ରସ୍ତାବିତ ୩ ଆପରାଧିକ ଆଇନକୁ ଦିଆଯାଇଥିବା ହିନ୍ଦୀ ନାମ ଅସାମ୍ବିଧାନିକ ନୁହେଁ ବୋଲି ମଙ୍ଗଳବାର ଏକ ସଂସଦୀୟ କମିଟି କହିଛି। ଏଥିସହ ଏନେଇ କେତେକ ରାଜନୈତିକ ଦଳ ଓ ସେଗୁଡ଼ିକର ନେତାମାନଙ୍କ ସମାଲୋଚନାକୁ ପ୍ୟାନେଲ ଖଣ୍ଡନ କରିଛି। ଏମ୍‌ପି ବ୍ରିଜ୍‌ଲାଲଙ୍କ…

ମୁକ୍ତି ଆଶାରେ ପଣବନ୍ଦୀ

ଦୋହା/ଗାଜା ସିଟି/ ଜେରୁଜେଲମ୍‌,୨୨ା୧୧: ଅକ୍ଟୋବର ୭ରେ ଯୁଦ୍ଧ ଆରମ୍ଭ ପରଠୁ ହମାସ୍‌ ଆତଙ୍କବାଦୀମାନେ ପଣବନ୍ଦୀ କରି ରଖିଥିବା ଲୋକଙ୍କୁ ଖୁବ୍‌ଶୀଘ୍ର ମୁକ୍ତ କରିପାରନ୍ତି। ଏନେଇ ହମାସ୍‌ ଓ ଇସ୍ରାଏଲ ମଧ୍ୟରେ କାତାର ମଧ୍ୟସ୍ଥତା କରୁଛି। ସନ୍ଧି ନିକଟତର ହୋଇଥିବା ହମାସ୍‌ ନେତା…

ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ: ମୁଖ୍ୟ କୋଚ୍‌ ଦୌଡ଼ରେ ଆଗରେ ଅଛନ୍ତି ଏହି ୩ କ୍ରିକେଟର

ନୂଆଦିଲ୍ଲୀ,୨୧।୧୧: ଭାରତର ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡଙ୍କ ସମୟରେ ଖେଳାଳିମାନଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ରେ ଦଳ ଫାଇନାଲରେ ପ୍ରବେଶ କରିଥିଲା। ତେବେ ଏଥିରେ ପରାଜୟ ସହ ଦ୍ରାବିଡଙ୍କ…

ନେହେରୁଙ୍କ ଆଦିବାସୀ ସ୍ତ୍ରୀ: ଜୀବନ ସାରା ନିଜ ଗାଁରେ କରିପାରି ନ ଥିଲେ ପ୍ରବେଶ…

ଧାନବାଦ,୨୧।୧୧ : ପୁଣିଥରେ ଝାଡଖଣ୍ଡ ରାଜ୍ୟର ବୁଦ୍ଧନି ମାଝିଂୟାଇନ ପୁଣିଥରେ ଏହି ଖବରରେ ଅଛନ୍ତି। ୧୯୫୯ ମସିହାରେ, ଯେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା ସେ ଏକ ଡ୍ୟାମ ପ୍ରକଳ୍ପରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ସେତେବେଳେ ଦେଶର ତତ୍କାଳୀନ…

ଅଭାବୀ ବିକ୍ରିର ଶିକାର ହେଉଛନ୍ତି ମକାଚାଷୀ

କୋକସରା,୨୧।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ପର୍ଯ୍ୟାପ୍ତ ମାତ୍ରାରେ ମକାଚାଷ ବିଗତ କିଛିବର୍ଷ ହେବ କରାଯାଉଛି। କୋକସରା ବ୍ଲକର ଅନେକ ପଞ୍ଚାୟତରେ ଧାନ ଚାଷ ପାଇଁ ଜଳସେଚନର କୌଣସି ସୁବିଧା ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri