ମୁକ୍ତି ଆଶାରେ ପଣବନ୍ଦୀ
ଦୋହା/ଗାଜା ସିଟି/ ଜେରୁଜେଲମ୍,୨୨ା୧୧: ଅକ୍ଟୋବର ୭ରେ ଯୁଦ୍ଧ ଆରମ୍ଭ ପରଠୁ ହମାସ୍ ଆତଙ୍କବାଦୀମାନେ ପଣବନ୍ଦୀ କରି ରଖିଥିବା ଲୋକଙ୍କୁ ଖୁବ୍ଶୀଘ୍ର ମୁକ୍ତ କରିପାରନ୍ତି। ଏନେଇ ହମାସ୍ ଓ ଇସ୍ରାଏଲ ମଧ୍ୟରେ କାତାର ମଧ୍ୟସ୍ଥତା କରୁଛି। ସନ୍ଧି ନିକଟତର ହୋଇଥିବା ହମାସ୍ ନେତା…
ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ: ମୁଖ୍ୟ କୋଚ୍ ଦୌଡ଼ରେ ଆଗରେ ଅଛନ୍ତି ଏହି ୩ କ୍ରିକେଟର
ନୂଆଦିଲ୍ଲୀ,୨୧।୧୧: ଭାରତର ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ରାହୁଲ ଦ୍ରାବିଡଙ୍କ ସମୟରେ ଖେଳାଳିମାନଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ନିକଟରେ ଶେଷ ହୋଇଥିବା ବିଶ୍ୱକପ୍ରେ ଦଳ ଫାଇନାଲରେ ପ୍ରବେଶ କରିଥିଲା। ତେବେ ଏଥିରେ ପରାଜୟ ସହ ଦ୍ରାବିଡଙ୍କ…
ନେହେରୁଙ୍କ ଆଦିବାସୀ ସ୍ତ୍ରୀ: ଜୀବନ ସାରା ନିଜ ଗାଁରେ କରିପାରି ନ ଥିଲେ ପ୍ରବେଶ…
ଧାନବାଦ,୨୧।୧୧ : ପୁଣିଥରେ ଝାଡଖଣ୍ଡ ରାଜ୍ୟର ବୁଦ୍ଧନି ମାଝିଂୟାଇନ ପୁଣିଥରେ ଏହି ଖବରରେ ଅଛନ୍ତି। ୧୯୫୯ ମସିହାରେ, ଯେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା ସେ ଏକ ଡ୍ୟାମ ପ୍ରକଳ୍ପରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ସେତେବେଳେ ଦେଶର ତତ୍କାଳୀନ…
ଅଭାବୀ ବିକ୍ରିର ଶିକାର ହେଉଛନ୍ତି ମକାଚାଷୀ
କୋକସରା,୨୧।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ପର୍ଯ୍ୟାପ୍ତ ମାତ୍ରାରେ ମକାଚାଷ ବିଗତ କିଛିବର୍ଷ ହେବ କରାଯାଉଛି। କୋକସରା ବ୍ଲକର ଅନେକ ପଞ୍ଚାୟତରେ ଧାନ ଚାଷ ପାଇଁ ଜଳସେଚନର କୌଣସି ସୁବିଧା ନ…
କିଆରାଙ୍କୁ ବିବାହ କରିବା ପରେ ବଦଳିଯାଇଛି ମୋ’ ଜୀବନ: ସିଦ୍ଧାର୍ଥ
ବମ୍ବେ: ବିବାହ ପରେ ବଦଳିଗଲେଣି ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା। ଏକଥା ଆମେ ନୁହେଁ, ଅଭିନେତା ନିଜେ କହିଛନ୍ତି। ଲୋକପ୍ରିୟ ଚାଟ୍ ଶୋ’ ‘କଫି ଉଇଥ୍ କରନ୍ ୮’ରେ ଅତିଥି ଭାବେ ଯୋଗଦେଇ ସିଦ୍ଧାର୍ଥ ଏଭଳି ମନ୍ତବ୍ୟ ଦେଇଛନ୍ତି। ଶୋ’ର ଆଗାମୀ…
ପାକିସ୍ତାନରେ ଟିମ ଇଣ୍ଡିଆର ଜୟଜୟକାର…
ଇସଲାମାବାଦ,୨୧।୧୧ : ଭାରତୀୟ କ୍ରିକେଟ ଦଳର ୨୦୨୩ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବା ପଦ୍ଧତିକୁ ପ୍ରଶଂସା କରାଯାଉଛି। ପାକିସ୍ତାନର ଦ୍ରୁତ ବୋଲର ୱାସିମ ଆକ୍ରାମ ଭାରତୀୟ କ୍ରିକେଟର ପ୍ରଶଂସକ ପାଲଟିଛନ୍ତି। ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ପରାଜିତ ହେବା ସତ୍ତ୍ୱେ…
ଗଞ୍ଜାମ ଜିଲାକୁ ମରୁଡ଼ି ଘୋଷଣା କରି ସହାୟତା ଦେବା ନେଇ ଦାବି
ଛତ୍ରପୁର,୨୧।୧୧(ସନ୍ତୋଷପାଢ଼ୀ, ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାକୁ ମରୁଡ଼ି ଘୋଷଣା କରି ସହାୟତା ଦେବା ଲାଗି ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦାବି ହୋଇଛି। ଏ ନେଇ ଜ଼ିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲାରେ ୭୫ ଭାଗ…
୨୦୨୩ ଶ୍ରେଷ୍ଠ ଟିମ୍ ତାଲିକାରେ ନାହାନ୍ତି ବୁମରା…
ମୁମ୍ବାଇ,୨୧।୧୧ : ବିଶ୍ୱକପ ୨୦୨୩ଶେଷ ହୋଇଛି। ଅଷ୍ଟ୍ରେଲିଆ ଟାଇଟଲ ମ୍ୟାଚରେ ଟିମ ଇଣ୍ଡିଆକୁ ପରାସ୍ତ କରି ଷଷ୍ଠ ଥର ବିଶ୍ୱକପ ଟ୍ରଫି କବଜା କରିଛି। ଅନେକ ଖେଳାଳି ଟୁର୍ନାମେଣ୍ଟରେ ନିଜର ଭଲ ପ୍ରଦର୍ଶନ କରିଥିଲେ । କେତେକ ବ୍ୟାଟ୍ସମ୍ୟାନ ସେମାନଙ୍କର ଶକ୍ତିଶାଳୀ…
ସଚିନ ନୁହନ୍ତି କୋହଲି ହେଉଛନ୍ତି ମହାନ କ୍ରିକେଟର: ବ୍ରେଟ ଲିଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ,୨୧।୧୧ : ବିଶ୍ୱକପ ଟ୍ରଫି ଜିତିବାର ଭାରତୀୟ ଦଳର ସ୍ବପ୍ନ ପୁଣି ଥରେ ପୂରଣ ହୋଇନାହିଁ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଏଥର ଟାଇଟଲ ଜିତିବାର ଅତି ନିକଟତର ହୋଇଥିଲା, କିନ୍ତୁ ଅଷ୍ଟ୍ରେଲିଆ ଭାରତକୁ ପରାଜିତ କରିଥିଲା। ଏହି ବିଶ୍ୱକପରେ…
ଉପବାଚସ୍ପତି ପ୍ରାର୍ଥୀଙ୍କୁ ସାକ୍ଷାତ କଲେ ସୋରଡା ବିଧାୟକ
ସୋରଡ଼ା,୨୧।୧୧(ଲମ୍ବୋଦର ପାଣିଗ୍ରାହୀ ): ରାଜ୍ୟ ଉପବାଚସ୍ପତି ପ୍ରାର୍ଥୀ ତଥା ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ମଙ୍ଗଳବାର ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଭୁବନେଶ୍ବରରେ ସାକ୍ଷାତ କରିଛନ୍ତି। ତାଙ୍କୁ ସ୍ବାଗତ କରିବାସହ ବିକଶିତ ଭାବନାରେ ଆଗେଇଯିବାକୁ ଜଗନ୍ନାଥଙ୍କ ପାଖେ ପ୍ରାର୍ଥନା କରିଛନ୍ତି।…
ଭାରତ ହାରିଲା କେବଳ ରୋହିତଙ୍କ ଏହି ନିଷ୍ପତ୍ତି ପାଇଁ: ଗମ୍ଭୀର-ଓ୍ବାସିମ ଆକ୍ରାମ…
କୋଲକାତା,୨୧।୧୧ : ଭାରତର ବିଶ୍ୱକପ ଟ୍ରଫି ଜିତିବାର ସ୍ବପ୍ନ ୧୨ ବର୍ଷ ପରେ ସାକାର ହୋଇପାରିଲା ନାହିଁ। ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ପରାଜିତ ହୋଇଛି। ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନମାନେ ଟାଇଟଲ ମ୍ୟାଚରେ…
ସାରାଙ୍କ ବିବାହ କରାଇବା ମୋର ପରବର୍ତ୍ତୀ ମିଶନ: କରନ ଜୋହର
ମୁମ୍ବାଇ: ଷ୍ଟାର କିଡସ୍ଙ୍କ ନାଁ ଆସିଲେ ସାରା ଅଲ୍ଲୀ ଖାନଙ୍କ ନାଁ ମଧ୍ୟ ଆସିଥାଏ। ପ୍ରଶଂସକଙ୍କୁ ବହୁତ ଗୁଡିଏ ଫିଲ୍ମ ଭେଟି ଦେଇ ସେ ମଧ୍ୟ ଦର୍ଶକଙ୍କ ହୃଦୟରେ ଘରଟିଏ କରିଛନ୍ତି। ନିକଟରେ ଲୋକପ୍ରିୟ ଟିଭି ଶୋ ‘କଫି ଓ୍ବିଥ କରନ’କୁ…
Archives


