Home Left

ନବଜାତଙ୍କ ଗୋଡରେ ଲାଗିବ ଟ୍ୟାଗ୍‌

ଭୁବନେଶ୍ୱର,୬।୧୦: କ୍ୟାପିଟାଲ ହସ୍ପିଟାଲ ଛୁଆ ଅଦଳବଦଳ ଅଭିଯୋଗ ଘଟଣା ପରେ ଏବେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏଣିକି ନବଜାତକଙ୍କ ଗୋଡରେ ଟ୍ୟାଗ ଲଗାଯିବ। ଅନ୍ୟପକ୍ଷେ ଡିଏନଏ ରିପୋର୍ଟ ଆସିବା ପରେ ହସ୍ପିଟାଲ ନିର୍ଦ୍ଦେଶକ କହିଲେ ଶିଶୁଙ୍କ ବାପାଙ୍କ ବିରୋଧରେ ମାନହାନୀ…

ନେଦରଲାଣ୍ଡସ୍‌ ଆଗରେ ୨୮୭ ରନ୍‌ର ବିଜୟ ଟାର୍ଗେଟ୍‌

ହାଇଦ୍ରାବାଦ,୬।୧୦: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ୨୦୨୩ ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡସ୍‌ ଅଧିନାୟକ ସ୍କଟ ଏଡୱାର୍ଡସ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପାକିସ୍ତାନ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ୪୯…

ଅକ୍ଟୋବର ୨୧ରେ ପାକିସ୍ତାନ ଫେରିବେ ନଓ୍ବାଜ

ଇସଲାମାବାଦ,୬।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଦଳ ଅନୁମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ସେ ଅକ୍ଟୋବର ୨୧ରେ ଲଣ୍ଡନରେ ଆତ୍ମନିର୍ବାସନରୁ ତାଙ୍କ ଯୋଜନାବଦ୍ଧ ପ୍ରତ୍ୟାବର୍ତ୍ତନକୁ ବିଳମ୍ବ କରିପାରନ୍ତି। ଜାନୁୟାରୀରେ ହେବାକୁ ଥିବା ଆସନ୍ତା ସାଧାରଣ ନିର୍ବାଚନରେ ପାକିସ୍ତାନୀ ମୁସଲିମ ଲିଗ-ନୱାଜ…

୨୨ରେ ମା’ ମାଣିକେଶରୀଙ୍କ ଛତରଯାତ୍ରା: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଜିଲାପାଳ

ଭବାନୀପାଟଣା,୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ମା’ ମାଣିକେଶରୀ ପବିତ୍ର ଛତର ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଉପସ୍ଥିତ ଥିଲେ।…

ଏମିତି ଜୀବନସାଥି ଚାହୁଁଛନ୍ତି କ୍ରିତି

ମୁମ୍ବାଇ: ନିଜର ଆକ୍ଟିଂ ଟ୍ୟାଲେଣ୍ଟକୁ ନେଇ ଧିରେ ଧିରେ ବଲିଉଡ ଦୁନିଆରେ ନିଜର ଏକ ଭିନ୍ନ ପରିଚୟ ତିଆରି କଲେଣି ନାୟିକା କ୍ରିତି ସାନନ। ୨୦୧୪ରେ ଫିଲ୍ମ ‘ହିରୋପନ୍ଥୀ’ ଜରିଆରେ ବଲିଉଡରେ ଡେବ୍ୟୁ କରିବା ପରେ ସେ ସିନେପ୍ରେମୀଙ୍କୁ ପୈସା ଓ୍ବସୁଲ…

ଚର୍ଚ୍ଚାରେ ଅନମୋଲ ଅଙ୍କିତା

ଭବାନୀପାଟଣା,୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଭବାନୀପାଟଣା ସହରର ଝିଅ ଅନମୋଲ ଅଙ୍କିତା ନୂଆଦିଲ୍ଲୀସ୍ଥିତ ନୂଆ ସଂସଦ ଭବନରେ ଲାଲବାହାଦୁର ଶାସ୍ତ୍ରୀଙ୍କ ଉପରେ ଇଂଲିଶରେ ବକ୍ତୃତା ଉପସ୍ଥାପନା କରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ…

କମିଶନ ଟଙ୍କା ନ ଦେବାରୁ ବୁଲ୍‌ଡୋଜର ଲଗାଇ ରାସ୍ତା ଖୋଳିଦେଲେ

ଶାହାଜାହାନପୁର,୫ା୧୦: ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତାକାମ ଠିକା ନେଇଥିବା କମ୍ପାନୀ କମିଶନ ନେ ଦେବାରୁ ସ୍ଥାନୀୟ ଭାଜପା ବିଧାୟକଙ୍କ ପ୍ରତିନିଧି ବୁଲ୍‌ଡୋଜର ଲଗାଇ ନିର୍ମାଣାଧୀନ ରାସ୍ତାର ଅଧା କିଲୋମିଟର ଖୋଳିଦେଇଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ…

ସମାଲୋଚନାର ଶିକାର ହେଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ନାମ ନିକଟରେ ଅନଲାଇନ ଜୁଆ ଆପ ‘ମହାଦେବ ବୁକ’ରେ ସାମ୍ନାକୁ ଆସିଥିଲା। ଏହି ମାମଲାରେ ଯାଞ୍ଚ ପାଇଁ ଇଡି ପକ୍ଷରୁ ତାଙ୍କୁ ସମନ ପଠାଯାଇଥିଲା। ଅକ୍ଟୋବର ୬ରେ ଅଭିନେତାଙ୍କୁ ପଚରାଉଚରା ପାଇଁ ହାଜର ହେବାକୁ…

କଥା ଦେଲେ ପ୍ରିୟଙ୍କା, କଂଗ୍ରେସ ସରକାର ଗଠନ କଲେ ହେବ ଜାତି ଭିତ୍ତିକ ଜନଗଣନା

ରାୟପୁର,୬।୧୦: କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଘୋଷଣା କରିଛନ୍ତି ଯେ ଛତିଶଗଡରେ ପୁଣିଥରେ କଂଗ୍ରେସ ସରକାର ଗଠନ ହେବା ମାତ୍ରେ ଆମେ ଜାତିଗତ ଜନଗଣନା କରିବୁ। ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି। କାଙ୍କେରରେ ଏକ…

ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀଙ୍କୁ ଭେଟିଲେ ଶରଦ ପାଓ୍ବାର

ନୂଆଦିଲ୍ଲୀ,୬।୧୦: ‘ଇଣ୍ଡିଆ’ ମିଳିତ ମଞ୍ଚର ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂଗଠନର ନେତାମାନେ ପୁଣି ଥରେ ଏକାଠି ନଜର ଆସିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାର ଶୁକ୍ରବାର କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ସୂତ୍ରରୁ…

ଗାଁରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣ: ୫୧ ମୃତ

କିଭ୍‌,୬ା୧୦: ୟୁକ୍ରେନ୍‌ ପୂର୍ବଭାଗରେ ଥିବା କୁପିଆନ୍‌ସ୍କ ସହର ନିକଟ ଏକ ଗାଁରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣରେ ୫୧ଜଣଙ୍କ ମୃତ୍ୟୁ ଘଟିଛି। ଆହତଙ୍କ ମଧ୍ୟରୁ କେତେଜଣ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଯୁଦ୍ଧ ଆରମ୍ଭରୁ ଇତିମଧ୍ୟରେ ସାଧାରଣ ଲୋକଙ୍କ ବିରୋଧରେ…

ନ୍ୟୁଜ କ୍ଲିକ ବିରୋଧରେ ଏଫଆଇଆରରେ ଅନେକ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ,୬।୧୦: ଅନଲାଇନ ପୋର୍ଟାଲ ନ୍ୟୁଜ କ୍ଲିକ ବିରୋଧରେ ଦିଲ୍ଲୀ ପୋଲିସ ସ୍ପେଶାଲ ୟୁପିଏ ଏବଂ ଆଇପିସି ଧାରା ଅଧୀନରେ ଦାଖଲ ହୋଇଥିବା ଏଫଆଇଆରର ତଥ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି। ପୋଲିସ ଏଫଆଇଆରରେ କହିଛି ଯେ ବିଶ୍ୱ ତଥା ଘରୋଇ ସ୍ତରରେ ଦେଶର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri