ଦୁର୍ଘଟଣାର ଶିକାର ହେଲେ ଗଞ୍ଜାମ ଆର୍ଆଇ
ଗଞ୍ଜାମ,୨୩ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଆର୍ଆଇ ରବୀନ୍ଦ୍ର କୁମାର ପ୍ରଧାନ ଗୁରୁବାର ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଆର୍ଆଇ ନିଜ ମୋଟରସାଇକେଲରେ ଅଫିସ ଆସୁଥିବା ବେଳେ ଜଣେ ବାଇକ୍ ଚାଳକ ପଛରୁ ଧକ୍କା ଦେଇଥିଲେ। ଫଳରେ ଗାଡ଼ିରୁ ଛିଟିକି ପଡ଼ିଥିଲେ ଆର୍ଆଇ…
ବିଧାନସଭା ଆଗରେ ଧାରଣା ଦେଲେ ଫିଲ୍ମ ପ୍ରଯୋଜିକା
ଭୁବନେଶ୍ୱର,୨୩ା୧୧: ଗୁରୁବାରଠାରୁ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ। ସନଲିଶା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି) ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ଟି ଦାବି ରଖିଛନ୍ତି। ଏହି ଦାବିଗୁଡ଼ିକ ମଧ୍ୟରେ ବ୍ଲକ ମୁଖ୍ୟାଳୟରେ…
ହାଇକୋର୍ଟରେ ୮ କୋଟି ଟଙ୍କା ଦେଲେ ରିଲିଜ ହେବ ଏହି ଫିଲ୍ମ
ମୁମ୍ବାଇ: ଗୌତମ ମେନନଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ତାମିଲ ଫିଲ୍ମ ‘ଧ୍ରୁବ ନାଚଥିରାମ’ ଆସନ୍ତାକାଲି ଅର୍ଥାତ୍ ୨୪ ନଭେମ୍ବରରେ ମୁକ୍ତିଲାଭ କରିବାକୁ ଘୋଷଣା କରାଯାଇଛି। ଏହି ଫିଲ୍ମ ୟୁ/ଏକୁ ସେନ୍ସର କରାଯାଇଛି। ତେବେ ତାମିଲନାଡୁ ଏବଂ ଅନ୍ୟ କେତେକ ସ୍ଥାନରେ ଫିଲ୍ମର…
ବୋଲିଂ ଯାଦୁ ଦେଖାଇଲେ ଚହଲ
ନୂଆଦିଲ୍ଲୀ,୨୩।୧୧: କ୍ରିକେଟର ୟୁଜବେନ୍ଦ୍ର ଚହଲ ଟିମ ଇଣ୍ଡିଆ ବାଦ୍ ପଡିଛନ୍ତି। କିନ୍ତୁ ସେ ଅନେକ ଥର ଦୃଢ ପ୍ରଦର୍ଶନ କରିଛନ୍ତି। କିନ୍ତୁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ। ଚହଲ ଏବେ ଘରୋଇ ମ୍ୟାଚ୍ରେ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି। ବିଜୟ ହଜାରେ…
ଏହି କ୍ରିକେଟର୍ଙ୍କୁ ୬ ବର୍ଷ ବାସନ୍ଦ କଲା ଆଇସିସି
ନୂଆଦିଲ୍ଲୀ,୨୩।୧୧: ଆଇସିସି କିମ୍ବଦନ୍ତୀ ୱେଷ୍ଟଇଣ୍ଡିଜ କ୍ରିକେଟର ମାର୍ଲନ ସାମୁଏଲ୍ସଙ୍କୁ ୬ ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ କରିଛି। ଅନେକ ଥର ୱେଷ୍ଟଇଣ୍ଡିଜ ପାଇଁ ସାମୁଏଲ୍ସ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅବସର ପରେ ସେ ଘରୋଇ ଲିଗରେ ଖେଳୁଛନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କୁ…
ଫ୍ୟାନ୍ଠୁ ବି ତୀବ୍ର ଗତିରେ ହାତ ବୁଲାଇଲେ ଯୁବକ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
କିଛି ଲୋକ ଡ୍ୟାନ୍ସ କରିବାରେ ବହୁତ ପାରଙ୍ଗମ। ତାଙ୍କର ଡ୍ୟାନ୍ସ କେବଳ ଚିତ୍ତାକର୍ଷକ ନୁହେଁ ବରଂ ଏମିତି ଷ୍ଟେପ୍ କରନ୍ତି ଯାହା ଲୋକଙ୍କୁ ଚକିତ କରିଦିଏ। ଏହିଭଳି ଏକ ଡ୍ୟାନ୍ସ କରୁଥିବା ଜଣେ ଯୁବକଙ୍କୁ ଦେଖିବାକୁ ମିଳିଛି। ଯେଉଁଥିରେ ସେ ଜଣେ…
ମୋଦିଙ୍କୁ ଗାଳି କରିବାର ଫଳ କଂଗ୍ରେସକୁ ନିଶ୍ଚୟ ମିଳିବ: ଶାହା
ଜୟପୁର,୨୩।୧୧: ରାଜସ୍ଥାନରେ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁର୍ବ୍ୟବହାର କରିବାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ରାଜସ୍ଥାନରେ ମୋଦିଜୀଙ୍କୁ ଦୁର୍ବ୍ୟବହାର କରାଯାଇଛି, ଯେତେବେଳେ ବି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୁର୍ବ୍ୟବହାର କରାଯାଏ,…
ବିନା ପୋଷାକରେ ଫଟୋ ସୁଟ କଲେ ପାକିସ୍ତାନୀ ଅଭିନେତା, ଭିଡିଓ ଭାଇରାଲ…
ଇସଲାମାବାଦ : ପାକିସ୍ତାନୀ ଅଭିନେତା ୱାହାଜ ଅଲୀ ନିଜର ଅଭିନୟ ପାଇଁ ପାକିସ୍ତାନରେ ପ୍ରସିଦ୍ଧ। ସମ୍ପ୍ରତି ଅଭିନେତା ହେଡଲାଇନରେ ରହିଛନ୍ତି। ବଲିଉଡ ଅଭିନେତା ରଣବୀର ସିଂଙ୍କ ପଥ ଅନୁସରଣ କରି ବର୍ତ୍ତମାନ ୱାହାଜ ଅଲୀ ମଧ୍ୟ ବିନା ପୋଷାକରେ ଫଟୋ ସୁଟ…
କୋଚ ଭାବେ ଆଉ ରହିବାକୁ ଚାହୁନାହାନ୍ତି ରାହୁଲ ଦ୍ରାବିଡ: ଏହି ପ୍ରସିଦ୍ଧ କ୍ରିକେଟର ହୋଇପାରନ୍ତି ଭାରତର କୋଚ
ନୂଆଦିଲ୍ଳୀ,୨୩।୧୧: ବିଶ୍ୱକପ ପରେ ଟିମ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡଙ୍କ କୋଚ ଭାବରେ କାର୍ଯ୍ୟକାଳ ଶେଷ ହୋଇଛି। ବର୍ତ୍ତମାନ ଭିଭିଏସ ଲକ୍ଷ୍ମଣ ତାଙ୍କ ସ୍ଥାନରେ ଟିମ ଇଣ୍ଡିଆ ପାଇଁ କୋଚିଂ ଦାୟିତ୍ୱ ଗ୍ରହଣ କରିପାରନ୍ତି। ରିପୋର୍ଟ ଅନୁଯାୟୀ, ରାହୁଲ ଦ୍ରାବିଡଙ୍କ ନିଜ…
ପିକାଚୁ ହୋଇ ବାଇକରେ ବୁଲୁଥିଲେ ଯୁବକ, ତାପରେ ହେଲା ଏପରି, ଭିଡିଓ ଭାଇରାଲ…
ନୋଏଡା,୨୩।୧୧ : ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବକ ପିକାଚୁ ଥିମ ହେଲମେଟ ପିନ୍ଧିଥିବାର ଦେଖାଯାଉଛି। ତେବେ ତାଙ୍କୁ ପୋଲିସ ଧରିଥିଲା। ଯୁବକନ ଏପରି ହେଲମେଟ ପିନ୍ଧି ବାଇକ ଚଳାଉଥିବାର ଦେଖି ପୋଲିସ…
ଆକାଶରେ ଉଡିଲା ସ୍କୁଟି, ତାପରେ ଯାହା ହେଲା, ଦେଖନ୍ତୁ ଭିଡିଓ…
ମୁମ୍ବାଇ,୨୩।୧୧ : ସ୍କୁଟର, ବାଇକ ଏବଂ କାର୍ ରାସ୍ତାରେ ଯାଉଥିବାର ଆମେ ଦେଖୁଛେ, କିନ୍ତୁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଝିଅ ନିଜ ସ୍କୁଟିକୁ ଆକାଶରେ ଉଡାଉଛନ୍ତି। ଏହି ଭିଡିଓ ଦେଖିବା ପରେ ୟୁଜର…
୪୮ ବର୍ଷ ରେକର୍ଡ ଭାଙ୍ଗିଲା: ବିଶ୍ୱକପ ୨୦୨୩ରେ ଛକା-ଶତକ ବର୍ଷା
ନୂଆଦିଲ୍ଳୀ,୨୩।୧୧: ଦିନିକିଆ ବିଶ୍ୱକପ ୨୦୨୩ ବ୍ୟାଟ୍ସମ୍ୟାନଙ୍କ ପାଇଁ ସର୍ବଶ୍ରେଷ୍ଠ ଥିଲା। କାରଣ ଟୁର୍ନାମେଣ୍ଟର ଏହି ସଂସ୍କରଣରେ ସର୍ବାଧିକ ଛକା ଓ ଶତକ ଦେଖାଯାଇଥିଲା। ୧୯୭୫ରେ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟର ୧୩ତମ ସଂସ୍କରଣ ଭାରତୀୟ ମାଟିରେ ଖେଳାଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ ଚାମ୍ପିୟନ…
Archives


