Home Left

ଏୟାର ଇଣ୍ଡିଆ ଉପରେ ଲାଗିଲା ୧୦ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୨।୧୧: ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଇଣ୍ଡିଆ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ବୈଧ ଟିକେଟ ଧରିଥିବା ଯାତ୍ରୀମାନଙ୍କୁ ବୋର୍ଡିଂକୁ ମନା କରିଦେଇଥିବାରୁ ଡିଜିସିଏ ଏୟାର ଇଣ୍ଡିଆ ଉପରେ…

ସ୍ବାମୀ ଜାଣି ନ ଥିଲେ ବୁଢ଼ା ପ୍ରେମିକଙ୍କ ସହ ରାତିରେ ଗପୁଥିଲେ ସ୍ତ୍ରୀ, ଜାଣିଲା ପରେ…

ସ୍ତ୍ରୀ-ସ୍ବାମୀଙ୍କ ସମ୍ପର୍କ ଏପରି ହୋଇଥାଏ ଯେ, ଯଦି ବିଶ୍ୱାସ ଥାଏ ତେବେ ସବୁକିଛି ଠିକ୍‌ ରହିଥାଏ। ନଚେତ୍‌ ମାମଲା ଆହୁରି ଖରାପ ହୋଇଯାଏ। ଉଭୟ ସୁଖ ଏବଂ ଦୁଃଖରେ ପରସ୍ପରକୁ ସମର୍ଥନ କରନ୍ତି। ଯଦି ସମୟ ଭଲ ନ ଥାଏ ତେବେ…

୧୧ଦିନରେ ଦେଶରେ ହେବ ୩୮ଲକ୍ଷ ବାହାଘର

ନୂଆଦିଲ୍ଲୀ,୨୨।୧୧: ଆଉ କେଇଟା ଦିନ ପରେ ଆରମ୍ଭ ହୋଇଯିବ ବିବାହ ଋତୁ। ମାର୍କେଟରେ ସେ ଲାଗି ଗହଳ ଚହଳ ଆରମ୍ଭ ହୋଇଯିବ। କିନ୍ତୁ ଏଥର ବିବାହ ଋତୁ କିଛି ଖାସ୍‌ ହେବାକୁ ଯାଉଛି। ବିବାହ ଋତୁ ନଭେମ୍ବର ୨୩ ଗୁରବାରରେ ଆରମ୍ଭ…

ଚେତାବନୀ ପରେ ସଫେଇ ଦେଲେ ସ୍ବାମୀ ରାମଦେବ

ହରିଦ୍ୱାର,୨୨।୧୧: ଯୋଗ ଗୁରୁ ସ୍ବାମୀ ରାମଦେବ ବୁଧବାର ସଫେଇ ଦେଇଛନ୍ତି। ହରିଦ୍ୱାରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ବିଭିନ୍ନ ଗଣମାଧ୍ୟମ ସାଇଟରେ ଏକ ଖବର ଭାଇରାଲ ହେଉଛି ସେ ସୁପ୍ରିମକୋର୍ଟ ପତଞ୍ଜଳିକୁ ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଯଦି…

ଚୋରି କରିବାକୁ ଆସି ସିଗାରେଟ ଟାଣି ଶୋଇ ପଡିଲେ ଚୋର, ତାପରେ…

ବେଜିଂ,୨୨।୧୧ : ଦକ୍ଷିଣ ପଶ୍ଚିମ ଚାଇନାର ୟୁନାନ ପ୍ରଦେଶରେ ଏକ ମଜାଦାର ଘଟଣା ଘଟିଛି । ଏଠାରେ, ଜଣେ ଚୋର ଚୋରି କରିବା ଉଦ୍ଦେଶ୍ୟରେ ଏକ ଘରେ ପ୍ରବେଶ କରିଥିଲେ। ଚୋର ଘରେ ପଶି ପ୍ରଥମେ ସିଗାରେଟ ଟାଣିଥିଲେ। ଏହା ପରେ…

ବିଶ୍ୱଚାମ୍ପିୟନ୍‌ ହେବାପରେ ଘରେ ପହଞ୍ଚିଲେ ଅଷ୍ଟ୍ରେଲିଆ ଖେଳାଳି: ସ୍ବାଗତ କରିବାକୁ କେହି ଆସିଲେନି

ସିଡନୀ,୨୨।୧୧: କ୍ରିକେଟ ବିଶ୍ୱକପ ଟ୍ରଫି ସହ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଅଷ୍ଟ୍ରେଲିଆରେ ଅବତରଣ କରିଛନ୍ତି। କିନ୍ତୁ ବିମାନବନ୍ଦରରେ ବିଶ୍ୱକପ ବିଜେତା ଅଧିନାୟକଙ୍କୁ ସ୍ବାଗତ କରିବାକୁ କେହି କରିବାକୁ ଅନେକ ପ୍ରଶଂସକ ଆସି ନ ଥିଲେ। ଏହା ଦେଖି ଭାରତୀୟ ପ୍ରଶଂସକମାନେ…

ବିଶ୍ୱକପ ପୂର୍ବରୁ ୨ ଘଣ୍ଟା ବେହୋସ ଥିଲେ ଶାମି, ନ ଖେଳିବାକୁ କହିଥିଲେ ଡାକ୍ତର…

ନୂଆଦିଲ୍ଲୀ,୨୨।୧୧ : ମହମ୍ମଦ ଶାମି ସମଗ୍ର ବିଶ୍ୱକପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଟୁର୍ନାମେଣ୍ଟରେ ସର୍ବାଧିକ ୱିକେଟ ନେଇ ଶାମି ଭାରତର ଶ୍ରେଷ୍ଠ ବୋଲର ହୋଇଥିଲେ। ସମଗ୍ର ବିଶ୍ୱକପରେ ଟିମ ଇଣ୍ଡିଆର ପ୍ରଦର୍ଶନ ଅତ୍ୟନ୍ତ ଭଲ ଥିଲା, କିନ୍ତୁ ବିଶ୍ୱକପ ଫାଇନାଲରେ ଟିମ…

ସରକାରଙ୍କ ବିରୋଧରେ ଗର୍ଜିଲା ଭାଜପା

ପାଟଣା,୨୨ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କାର୍ଯ୍ୟାଳୟକୁ ବୁଧବାର ପାଟଣା ବ୍ଲକ ଭାଜପା ପକ୍ଷରୁ ରାଜ୍ୟରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ବ୍ଲକ ଘେରାଉ ସହ ବ୍ଲକ ସମ୍ମୁଖରେ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୧…

ଆସନ୍ତାକାଲିଠାରୁ କାର୍ତ୍ତିକ ମାସ ପଞ୍ଚୁକ ବ୍ରତ ଆରମ୍ଭ; ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ,୨୨।୧୧: ପବିତ୍ର କାର୍ତ୍ତିକମାସର ପଞ୍ଚୁକ ବ୍ରତ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ପୁରୀ ଶ୍ରୀମନ୍ଦିରରେ ପଂଚୁକ ବ୍ରତରେ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଦର୍ଶନ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭିଡକୁ ଦୃଷ୍ଟିରେ ରଖି ମରିଚିକୋଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ…

ଆଇପିଏଲ୍‌ ୨୦୨୪ରେ ଏହି ୧୦ ଖେଳାଳିଙ୍କ ଉପରେ ହେବ ଧନ ବର୍ଷା

ନୂଆଦିଲ୍ଲୀ,୨୨।୧୧: ଆଇପିଏଲ୍‌ ୨୦୨୪ ପାଇଁ ଖେଳାଳିଙ୍କୁ ରିଟେନ ଏବଂ ରିଲିଜ୍‌ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ସମସ୍ତ ୧୦ଟି ଫ୍ରାଞ୍ଚାଇଜର ଏହି ତାଲିକା କିଛି ଦିନ ମଧ୍ୟରେ ପ୍ରକାଶ ପାଇବ ଏବଂ ତା’ପରେ ଡିସେମ୍ବରରେ ହେବାକୁ ଥିବା ନିଲାମ ପାଇଁ ପ୍ରସ୍ତୁତି…

ଟ୍ରେନ୍‌କୁ କରିଦେଲେ ସିନେମା ହଲ୍‌, ଭିଡିଓ ଦେଖିଲେ…

ଭାରତୀୟ ରେଳ ବିଶ୍ୱର ଚତୁର୍ଥ ବୃହତ୍ତମ ନେଟ୍‌ଓ୍ବାର୍କ ହୋଇଥିବା ବେଳେ ଏସିଆରେ ଦ୍ୱିତୀୟ। ଯଦି ଆମେ ଭାରତୀୟ ରେଳବାଇ ବିଷୟରେ କହିବା ତେବେ ଦେଶରେ ରେଳ ଟ୍ରାକ୍‌ର ଲମ୍ବ ୬୮ ହଜାର କିଲୋମିଟରରୁ ଅଧିକ। ରେଳ ନେଟ୍‌ଓ୍ବାର୍କ ଦେଶର ରାଜ୍ୟଗୁଡ଼ିକୁ ବିଭିନ୍ନ…

ନମ୍ବର ୧ ମୁକୁଟ ହରାଇଲେ ସିରାଜ

ନୂଆଦିଲ୍ଲୀ,୨୨।୧୧: ଦିନିକିଆ ବିଶ୍ୱକପ ୨୦୨୩ ପରେ ଆଇସିସି ଦ୍ୱାରା ନୂତନ ର଼୍ୟାଙ୍କିଂ ପ୍ରକାଶ ପାଇଛି। ଏଥିରେ ଅନେକ ଭାରତୀୟ ଖେଳାଳି ଉପକୃତ ହୋଇଛନ୍ତି। କିନ୍ତୁ ମହମ୍ମଦ ସିରାଜ ୧ ନମ୍ବର ମୁକୁଟ ହରାଇଛନ୍ତି। ତେବେ ଷ୍ଟାର ଇଣ୍ଡିଆନ ଓପନର୍‌ ଶୁବମନ ଗିଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri