ରଶ୍ମିକା ମନ୍ଦାନା ଡିପଫେକ ଭିଡିଓ ମାମଲାରେ ଦିଲ୍ଲୀ ପୋଲିସକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ/ମୁମ୍ବାଇ,୨୩।୧୧: ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଡିପଫେକ ଭିଡିଓ ବିଷୟରେ ଦିଲ୍ଲୀ ପୋଲିସ କହିଛି ଯେ ଏହି ଭିଡିଓ ସହ ଜଡିତ ମାମଲାର ତଦନ୍ତରେ ସେମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି ଏବଂ ବୈଷୟିକ ବିଶ୍ଳେଷଣ ମାଧ୍ୟମରେ ଏହାର ଯାଞ୍ଚ କରାଯାଉଛି। ବୈଷୟିକ ବିଶ୍ଳେଷଣର…
ରାହୁଲ ଗାନ୍ଧୀଙ୍କ ‘ପନୌତି’ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ଶାମି
ନୂଆଦିଲ୍ଲୀ,୨୩।୧୧: ବିଶ୍ୱକପ ୨୦୨୩ରେ ମହମ୍ମଦ ଶାମି ସର୍ବାଧିକ ୱିକେଟ ନେଇ ରେକର୍ଡ କରିଥିଲେ। ସେ ମାତ୍ର ୭ ଟି ମ୍ୟାଚରେ ୨୪ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ସେ ଫାଇନାଲରେ ୧ଟି ୱିକେଟ ନେଇଥିଲେ। ବିଶ୍ୱକପର ଫାଇନାଲ ମ୍ୟାଚ ଦେଖିବା ପାଇଁ…
ତେଲଙ୍ଗାନାରେ ଭାଜପା କ୍ଷମତାକୁ ଆସିଲେ ୩୦ ମିନିଟ୍ରେ ହାଇଦ୍ରାବାଦର ନାମ ପରିବର୍ତ୍ତନ କରାଯିବ
ହାଇଦ୍ରାବାଦ,୨୩ା୧୧: ତେଲଙ୍ଗାନାରେ ଭାଜପା କ୍ଷମତାକୁ ଆସିଲେ ୩୦ ମିନିଟ୍ ମଧ୍ୟରେ ହାଇଦ୍ରାବାଦକୁ ‘ଭାଗ୍ୟନଗର’ ଭାବେ ନାମିତ କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରକାଶ କରିଛନ୍ତି ଚାର୍ମିନାରଠାରେ ଭାଜପାର ଏକ ରାଲିକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି।…
ବଢିଲା ପ୍ରକାଶ ରାଜଙ୍କ ଅଡୁଆ
ମୁମ୍ବାଇ: ବଲିଉଡ ଅଭିନେତା ପ୍ରକାଶ ରାଜଙ୍କ ଅଡୁଆ ବଢିବାରେ ଲାଗିଛି। ପ୍ରୋନଜି ଜୁଏଲର୍ସ ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ସମନ ପଠାଇଛି। ସୂଚନାଯୋଗ୍ୟ, ତ୍ରିଚି ଭିତ୍ତିକ ଭାଗିଦାରୀ ସଂସ୍ଥା ପ୍ରୋନଜି ଜୁଏଲର୍ସଙ୍କ ବିରୋଧରେ ମନି ଲଣ୍ଡରିଂ ଯାଞ୍ଚ ସଂପର୍କରେ ଏନଫୋର୍ସମେଣ୍ଟ…
ଚେନ୍ନାଇ ସୁପର କିଙ୍ଗ୍ସକୁ ଝଟକା, ଆଇପିଏଲ ୨୦୨୪ରେ ଖେଳିବେନି ବେନ ଷ୍ଟୋକ୍ସ
ନୂଆଦିଲ୍ଲୀ,୨୩।୧୧: ଆଇପିଏଲ ୨୦୨୪ ସିଜିନ୍ ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ସୂଚନାନୁଯାୟୀ, ବେନ ଷ୍ଟୋକ୍ସ ଆଇପିଏଲ ୨୦୨୪ର ଏକ ଅଂଶ ହେବ ନାହିଁ । ଚେନ୍ନାଇ ସୁପର କିଙ୍ଗ୍ସ…
୨୦୨୪ ସୁଦ୍ଧା ପାକିସ୍ତାନରୁ ବାହାରିବେ ୧୦ ଲକ୍ଷ ଅବୈଧ ବିଦେଶୀ ନାଗରିକ
ଇସଲାମାବାଦ,୨୩।୧୧: ଦାରିଦ୍ର୍ୟ ତଥା ଅନାହାରରେ ପୀଡିତ ପାକିସ୍ତାନ କ୍ରମାଗତ ଭାବରେ ଦେଶରୁ ବେଆଇନ ପ୍ରବାସୀମାନଙ୍କୁ ବହିଷ୍କାର କରୁଛି। ଅକ୍ଟୋବର ୫ରେ ଡକ୍ୟୁମେଣ୍ଟ ହୋଇନଥିବା ଶରଣାର୍ଥୀଙ୍କୁ ଦେଶରୁ ବିତାଡିତ କରିବାକୁ ନିଷ୍ପତ୍ତି ଘୋଷଣା କରିବା ପରେ ପାକିସ୍ତାନ ୩୪୦,୦୦୦ରୁ ଅଧିକ ପ୍ରବାସୀଙ୍କୁ ଦେଶରୁ…
ବଲିଉଡରେ ଡେବ୍ୟୁ କରିବେ ମାଧୁରୀଙ୍କ ସ୍ବାମୀ!
ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବଂ ତାଙ୍କ ସ୍ବାାମୀ ଡ. ଶ୍ରୀରାମ ନେନେ ହେଉଛନ୍ତି ବଲିଉଡର ପାଓ୍ବାର କପଲ। ଦୁହିଁଙ୍କ ମଧ୍ୟରେ ପ୍ରେମ ବେମିସାଲ। ମାଧୁରୀ୧୯୯୯ରେ ଡ. ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଦୁଇଟି ପୁଅ…
ନନ୍ଦନକାନନ ଯିବ ଆହତ ହାତୀଛୁଆ
କେନ୍ଦୁଝର,୨୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜ ମଇଦାନକେଲ ସଂରକ୍ଷିତ ଜଙ୍ଗଲରେ ଏକ ୧୨ ଟିକିଆ ହାତୀ ଦଳରେ ବୁଲୁଥିବା ଆହତ ମାଈ ହାତୀଛୁଆକୁ ବନ ବିଭାଗ ଏକ ସପ୍ତାହ ପରେ ଧରିବାରେ ସଫଳ ହୋଇଛି। ତେବେ ହାତୀଛୁଆର ଗୋଡ଼ରେ ଏକ…
ବିଶ୍ୱକପ୍ରେ ଭାରତ ପରାଜୟର ପ୍ରକୃତ କାରଣ କହିଲେ ଶାମି
ଲକ୍ଷ୍ନୌ,୨୩।୧୧: ଭାରତରେ ଆୟୋଜିତ କ୍ରିକେଟ ବିଶ୍ୱକପ ଶେଷ ହୋଇଛି। ଦ୍ରୁତ ବୋଲର ମହମ୍ମଦ ଶାମି ବିଶ୍ୱକପ୍ରେ ଚମତ୍କାର ବୋଲିଂ କରି ସର୍ବାଧିକ ଉଇକେଟ ନେଇଥିଲେ। ବିଶ୍ୱକପ୍ ଶେଷ ପରେ ସେ ନିଜ ଜନ୍ମ ଗ୍ରାମ ଆମରୋହାରେ ପହଞ୍ଚିଛନ୍ତି। ବିଶ୍ୱକପ ସମୟରେ ସେମିଫାଇନାଲ…
ଜି-୨୦: ରାଜନୈତିକ ସମ୍ପର୍କ ଖରାପ ଥିଲେ ବି ଭର୍ଚୁଆଲ ମିଟିଂରେ ସାମିଲ ହେଲେ ଜଷ୍ଟିନ ଟ୍ରୁଡୋ
ଟରଣ୍ଟୋ,୨୩।୧୧: ଖାଲିସ୍ତାନୀ ଆତଙ୍କବାଦୀ ନିଜାରଙ୍କ ମୃତ୍ୟୁ ପରଠାରୁ କାନାଡା ଏବଂ ଭାରତ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି। ଯେଉଁଥିପାଇଁ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କକୁ ନେଇ ତିକ୍ତତା ଦେଖାଦେଇଥିଲା। କାନାଡାର ପ୍ରଧାନମନ୍ତ୍ରୀ ତାଙ୍କ ସଂସଦରେ ଭାରତୀୟ ଗୁପ୍ତଚର ଏଜେନ୍ସି…
ସୂର୍ଯ୍ୟକୁମାରଙ୍କ ସାମ୍ବାଦିକ ସମ୍ମିଳନୀକୁ ଆସିଲେ ମାତ୍ର ୨ ସାମ୍ବାଦିକ: ସାଢେ ୩ ମିନିଟ୍ରେ କାର୍ଯ୍ୟକ୍ରମ ଶେଷ
ବିଶାଖାପାଟନମ୍,୨୩।୧୧: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ସୁର୍ଯ୍ୟକୁମାର ଯାଦବ ଟିମ ଇଣ୍ଡିଆର ଅଧିନାୟକ ହୋଇଛନ୍ତି। ଆଜି ଏହି ସିରିଜର ପ୍ରଥମ ମ୍ୟାଚ ବିଶାଖାପାଟନମରେ ଖେଳାଯିବ। ଏହାପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଏକ ସାମ୍ବାଦିକ ସମ୍ମିଳନୀ…
ପିଲାଙ୍କୁ ପାଠ ପଢାଉ ପଢାଉ ପ୍ରେମର ପାଠ ପଢିଥିଲେ ନିତା ଅମ୍ବାନି
ମୁମ୍ବାଇ: ବିଶ୍ୱ ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ କିଛି ନା କିଛି କାରଣକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ବୃତ୍ତିଗତ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ, ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କ…
Archives


