ଚାକିରି ଦେବା ନାଁରେ ବଡ଼ ଧରଣର ଠକେଇ, ୨ ଗିରଫ
ଭୁବନେଶ୍ୱର,୨୪।୧୧(ସୂର୍ଯ୍ୟକାନ୍ତ ବେହେରା): ମୁମ୍ବାଇ ପୋର୍ଟ ଟ୍ରଷ୍ଟ ନାମରେ ନକଲି ୱେବ୍ସାଇଟ ଖୋଲି ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଏକ ଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଯାଜପୁର ଜିଲା…
ଘରେ ସାପ ଛାଡ଼ି ସ୍ତ୍ରୀ, ଝିଅଙ୍କୁ ହତ୍ୟା
କବିସୂର୍ଯ୍ୟନଗର,୨୪ା୧୧ (କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେ ସାପ କାମୁଡ଼ାରେ ମା’ ଓ ଝିଅଙ୍କ ମୃତ୍ୟୁ ଘଟଣା ଭିନ୍ନମୋଡ଼ ନେଇଛି। ଦେଢ଼ମାସ ପରେ ପୋଲିସ ଘଟଣାର ରହସ୍ୟ ଉନ୍ମୋଚନ କରିଛି। ମୃତ ମହିଳାଙ୍କ ସ୍ବାମୀ ଘରେ ସାପ…
ରାଷ୍ଟ୍ରପତି ପୁରସ୍କାର ପାଇବେ କିନ୍ନର ଦୀପା
କଟକ,୨୪ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ରାଷ୍ଟ୍ରପତି ପୁରସ୍କାର ପାଇବେ କଟକରେ ରହୁଥିବା କିନ୍ନର ଦୀପା ସାହୁ। ଆସନ୍ତା ୩୦ରେ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଦୀପା ପୁରସ୍କୃତ ହେବେ ବୋଲି କିଛିଦିନ ପୂର୍ବରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ତାଙ୍କ ନିକଟକୁ ଚିଠି ଆସିଛି। ଭାରତର…
ଭିକ୍ଷାବୃତ୍ତି କରି ଅଲାରନାଥଙ୍କୁ ରୁପା ଢାଳ ପ୍ରଦାନ
ବ୍ରହ୍ମଗିରି,୨୪ା୧୧(ସ୍ବାଧିନ ଚମ୍ପତ୍ତିରାୟ): ଜଣେ ମହିଳା ଭିକ୍ଷା ବୃତ୍ତି କରି ନିଜର ପେଟ ପୋଷିବା ସହିତ ବଳକା ଅର୍ଥକୁ ଏକ ମହାନ କାର୍ଯ୍ୟରେ ବିନିଯୋଗ କରି ଉଦାହରଣ ପାଲଟିଛନ୍ତି। ଏହି ମହିଳାଜଣଙ୍କ ହେଲେ ବ୍ରହ୍ମଗିରି ଅଞ୍ଚଳର କେଉଟକୁଦୀ ଗ୍ରାମର ତାରା ଘଡ଼େଇ। ତାଙ୍କ…
ରାଜ୍ୟ ବାହାରକୁ କର୍ମ ଅନ୍ବେଷଣରେ ଯାଇଛନ୍ତି ୪୦ ହଜାର ଶ୍ରମିକ
ଭୁବନେଶ୍ୱର,୨୪ା୧୧(ଅନିଲ ଦାସ):ରାଜ୍ୟରୁ ୪୦୦୮୮ ଜଣ ଶ୍ରମିକ ବାହାର ରାଜ୍ୟ ତଥା ଦେଶକୁ ଦାଦନ ଖଟିବାକୁ ଯାଇଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଲିଖିତ ପ୍ରଶ୍ନରେ ବିଧାନସଭାରେ ଉତ୍ତର ଶ୍ରମ, ନିୟୋଜନ ଓ କର୍ମଚାରୀ ବିମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ…
୨ ବର୍ଷରେ ବିକ୍ରି ହେଲାଣି ୬୬ ହଜାର ଇଲେକ୍ଟ୍ରିକ ଯାନ
ଭୁବନେଶ୍ୱର,୨୪ା୧୧(ଅନିଲ ଦାସ):ଓଡିଶା ବୈଦ୍ୟୁତିକ ଯାନ ନୀତି-୨୦୨୧ ଲାଗୁ ହେବା ପରଠାରୁ ୨୦୨୩ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୬୬ ହଜାର ୪୬୭ ଟି ଦୁଇ ଚକିଆ, ୩ ଚକିଆ, ୪ ଚକିଆ ଯାନ ବିକ୍ରି ହୋଇଛି। ସେଥିରୁ ୫୮ ହାଚର…
ଖର୍ଚ୍ଚ ହୋଇ ପାରୁନି ବିଧାୟକ, ଏମ୍ପି ଆଞ୍ଚଳିକ ଉନ୍ନୟନ ପାଣ୍ଠି
ଭୁବନେଶ୍ୱର,୨୪ା୧୧(ଅନିଲ ଦାସ):ରାଜ୍ୟରେ ବିଧାୟକ ଓ ଏମପି ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ଖର୍ଚ୍ଚ ହୋଇ ପାରୁ ନାହିଁ। ଦୀର୍ଘ ବର୍ଷ ଧରି ବହୁ କୋଟି ଟଙ୍କା ପଡ଼ି ରହୁଛି। ୨୦୧୪-୧୫ରୁ ୨୦୧୯-୨୦ ମସିହା ପର୍ଯ୍ୟନ୍ତ ରାଜ୍ୟର ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି(ଏମଏଲଏ ଲ୍ୟାଡ୍)…
କେବିସି ଜୁନିଅରରେ ଓଡ଼ିଆ ପୁଅ ଅତ୍ୟୁକ୍ତ
ଭୁବନେଶ୍ୱର, ୨୪ା୧୧(ଅସମାପିକା ସାହୁ):ଚଳିତ ସିଜନ୍ର କୌନ୍ ବନେଗା କରୋଡ଼ପତି(କେବିସି) ଜୁନିଅରରେ ଚମକିଛନ୍ତି ଓଡ଼ିଆ ପୁଅ ଅତ୍ୟୁକ୍ତ ବେହୁରାୟ। ପଞ୍ଚମ ଶ୍ରେଣୀରେ ପଢୁଥିବା ୧୦ ବର୍ଷ ବୟସ୍କ ଅତ୍ୟୁକ୍ତ ୨୫ ଲକ୍ଷ ଟଙ୍କା ପୁରସ୍କାର ଜିତିଛନ୍ତି। କେବଳ ଏତିକି ନୁହେଁ, କେବିସିର ସଞ୍ଚାଳକ…
ରାହୁଲ ଜଣେ ଯୋଦ୍ଧା, କାହାକୁ ଭୟ କରିବେ ନାହିଁ: ସୁପ୍ରିୟା
ନୂଆଦିଲ୍ଲୀ,୨୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପନୌତି ବୋଲି କହି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ ଏକ ନୋଟିସ୍ ଜାରି କରିଛନ୍ତି। ଏହା ଉପରେ ଭାଜପା ଓ ବିରୋଧୀ ଦଳ ମଧ୍ୟରେ ବାକ୍ଯୁଦ୍ଧ ଚାଲିଛି। ଜାତୀୟତାବାଦୀ କଂଗ୍ରେସ ଦଳର…
ଚିଡ଼ିଆଖାନାରେ ବୁଲୁଥିଲେ ପର୍ଯ୍ୟଟକ, ଗାଡ଼ି ଭିତରକୁ ପଶି ଆସି ସିଂହୀ କଲା ଏମିତି, ଭିଡିଓ ଦେଖିଲେ…
ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ଆଶ୍ଚର୍ଯ୍ୟ କରିଦିଏ। ଏବେ ସେମିତି ଏକ ଛାତିଥରା ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ପର୍ଯ୍ୟଟକମାନେ ଚିଡ଼ିଆଖାନା ଭିତରେ ବୁଲୁଛନ୍ତି। ଏକ ସିଂହୀ ଗାଡ଼ି ଭିତରକୁ…
ଡିକେ ଶିବକୁମାରଙ୍କ ବିରାଧରେ ସିବିଆଇ ଯାଞ୍ଚ ରଦ୍ଦ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଲେ କର୍ନାଟକ ସରକାର
ବେଙ୍ଗାଲୁରୁ,୨୩।୧୧: କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ବିରୋଧରେ ହୋଇଥିବା ଅନୁପଯୁକ୍ତ ସମ୍ପତ୍ତି ମାମଲାରେ ଚାଲିଥିବା ସିବିଆଇ ତଦନ୍ତକୁ ବନ୍ଦ କରିବାକୁ ରାଜ୍ୟ ସରକାର ଗୁରୁବାର ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରସ୍ତାବକୁ କର୍ନାଟକର ଗୃହ ବିଭାଗ କ୍ୟାବିନେଟକୁ ଉପସ୍ଥାପନ କରିଛି।…
ରଶ୍ମିକା ମନ୍ଦାନା ଡିପଫେକ ଭିଡିଓ ମାମଲାରେ ଦିଲ୍ଲୀ ପୋଲିସକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ/ମୁମ୍ବାଇ,୨୩।୧୧: ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଡିପଫେକ ଭିଡିଓ ବିଷୟରେ ଦିଲ୍ଲୀ ପୋଲିସ କହିଛି ଯେ ଏହି ଭିଡିଓ ସହ ଜଡିତ ମାମଲାର ତଦନ୍ତରେ ସେମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି ଏବଂ ବୈଷୟିକ ବିଶ୍ଳେଷଣ ମାଧ୍ୟମରେ ଏହାର ଯାଞ୍ଚ କରାଯାଉଛି। ବୈଷୟିକ ବିଶ୍ଳେଷଣର…
Archives


