Home Left

ମମତା ସରକାରଙ୍କୁ ବଡ ଝଟକା: ଭାଜପା ରାଲିକୁ ମଞ୍ଜୁରୀ ଦେଲେ ହାଇକୋର୍ଟ…

କୋଲକାତା,୨୪।୧୧ : କଲିକତା ହାଇକୋର୍ଟ ଏହାର ଏକକ ଜଜ ବେଞ୍ଚର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଏବଂ କୋଲକାତାରେ ଭାଜପାକୁ ଏକ ବଡ ରାଲି କରିବାକୁ ଅନୁମତି ଦେଇଛନ୍ତି। ନଭେମ୍ବର ୨୯ ରେ କୋଲକାତାର ଭିକ୍ଟୋରିଆ ହାଉସ ନିକଟରେ ଏହି ରାଲି ଅନୁଷ୍ଠିତ…

ଅଜବ ବିମାନ: ୯ ପଙ୍ଖା, ୮ ଇଞ୍ଜିନ

ଦୁନିଆର ସବୁଠାରୁ ଅଜବ ବିମାନ। ଏହାକୁ ଏପରି ଭାବରେ ଡିଜାଇନ କରାଯାଇଥିଲା ଯେ, ଏହା ଆଟ୍‌ଲାଣ୍ଟିକ ଦେଇ ୧୦୦ ଲୋକଙ୍କୁ ନେଇପାରିବ ଏବଂ ଆବଶ୍ୟକ ସ୍ଥଳେ ପାଣି ଉପରେ ମଧ୍ୟ ଚଢ଼ିପାରିବ। ଏହି ଅନନ୍ୟ ବିମାନର ନାମ ଥିଲା କ୍ୟାପ୍ରୋନି ସିଏ-୬୦…

ଜଣଙ୍କୁ ଧରି ଜବରଦସ୍ତ ବିବାହ କରିବା ବେଆଇନ: ହାଇକୋର୍ଟ…

ପଟନା,୨୪।୧୧ : ପାଟନା ହାଇକୋର୍ଟ ପକଡୋଆ ବିବାହକୁ ବେଆଇନ ଘୋଷଣା କରିଛନ୍ତି। ଏଭଳି ଜବରଦସ୍ତ ବିବାହ ଆଇନ ଅନୁସାରେ ମାନ୍ୟ ହେବ ନାହିଁ। ବନ୍ଧୁକ ମୁନରେ ଏଭଳି ବିବାହ କରିବାକୁ ବିବାହ କୁହାଯିବ ନାହିଁ। ଏହାର ଅର୍ଥ କୌଣସି ମହିଳାଙ୍କ କପାଳରେ…

ବାଥ୍‌ରୁମ୍‌ରେ ଟଳିପଡିଲେ ପ୍ରସିଦ୍ଧ ଫିଲ୍ମ ନିର୍ମାତା

ବଲିଉଡର ଭେଟେରାନ ଚଳଚ୍ଚିତ୍ର ନିର୍ମାତା ରାଜକୁମାର କୋହଲିଙ୍କର ହୃଦ୍‌ଘାତରେ ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ପରିବାର ସୂତ୍ର ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ସମୟରେ ରାଜକୁମାର କୋହଲି ଗାଧୋଇବାକୁ ବାଥରୁମକୁ ଯାଇଥିଲେ। କିନ୍ତୁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ…

ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଲକୁ ବିଚାରାଧୀନରଖି ପାରିବେ ନାହିଁ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୪।୧୧ : ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ରାଜ୍ୟପାଳ ତାଙ୍କ କୌଣସି ବିଲକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଚାରାଧୀନ ରହିପାରିବେ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟପାଳଙ୍କର ସାମ୍ବିଧାନିକ ଶକ୍ତି ଅଛି କିନ୍ତୁ ସେ ଏହି କ୍ଷମତାକୁ ରାଜ୍ୟ ସରକାରଙ୍କ ଆଇନ…

ହମାସ୍‌ କବ୍ଜାରେ ଅଛନ୍ତି ୯ ବର୍ଷର ଝିଅ: ମୁକ୍ତ ପାଇଁ ଆକୁଳ ନିବେଦନ କଲେ ବାପା

ଜେରୁଜେଲମ୍‌,୨୪।୧୧: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଅନେକ ବନ୍ଧକଙ୍କୁ ମୁକ୍ତ କରାଯିବ। ହମାସ୍‌ କବ୍ଜାରେ ଜଣେ ୯ ବର୍ଷର ଝିଅ ଏମିଲି ହ୍ୟାଣ୍ଡ ଅଛନ୍ତି। ଝିଅ ମୁକ୍ତ ପାଇଁ ଆକୁଳ ନିଦେନ କରିଛନ୍ତି। ଗତ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ…

ସତ୍ୟେନ୍ଦ୍ରଙ୍କୁ ଆଶ୍ୱସ୍ତି: ମଧ୍ୟବର୍ତ୍ତୀକାଳୀନ ଜାମିନ ବୃଦ୍ଧି କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୪।୧୧ : ଅର୍ଥ ହେରଫେର ମାମଲାରେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କର ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଡିସେମ୍ବର ୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସୁପ୍ରିମକୋର୍ଟରେ ଜଷ୍ଟିସ ବେଲା ତ୍ରିବେଦୀଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ସତ୍ୟେନ୍ଦ୍ରଙ୍କ ନିୟମିତ…

ୟୁଥ୍‌ କନ୍‌କ୍ଲେଭ୍‌ରେ ଯୋଗଦେଲେ ସୋନୁ ସୁଦ୍‌

ଭୁବନେଶ୍ୱର,୨୪ା୧୧: ‘ଧରିତ୍ରୀ’ର ୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଏକ ନିଆରା ପ୍ରଚେଷ୍ଟା ଆରମ୍ଭ ହୋଇଛି। ଜଳବାୟୁ ପରିବର୍ତ୍ତନକୁ ନେଇ ଶୁକ୍ରବାର ରେଳ ଅଡିଟୋରିୟମ୍‌ଠାରେ ‘ଧରିତ୍ରୀ’ ପକ୍ଷରୁ ୟୁଥ୍‌ କନ୍‌କ୍ଲେଭ୍‌ ଆରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନର ମୁଖ୍ୟ ଆକର୍ଷଣ ସାଜିଛନ୍ତି…

ଗାଜାରେ ୫,୮୫୦ ପିଲାଙ୍କ ସମେତ ୧୪,୮୦୦ରୁ ଅଧିକଙ୍କର ମୃତ୍ୟୁ…

ଜେରୁଜେଲମ,୨୪।୧୧ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ବନ୍ଦ ରହିଛି । ଅକ୍ଟୋବର ୭ ରେ, ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ବହୁ ଲୋକଙ୍କୁ ହତ୍ୟା କରିଥିଲା। ଏଥିସହ ୨୦୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖିଥିଲା। ଏହା…

ଜାଣନ୍ତି କି ବିମାନ ତିଆରି ପରେ ବିମାନବନ୍ଦରକୁ ଆସେ କେମିତି, ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ ରୋଚକ କଥା…

ଲୋକମାନେ ବିମାନରେ ବସି ଏହାର ଯାତ୍ରାକୁ ଉପଭୋଗ କରନ୍ତି। କିନ୍ତୁ ବିମାନଟି କିପରି ତିଆରି ହୁଏ କେହି କେବେ ଭାବିଛନ୍ତି କି? ଅନ୍ୟାନ୍ୟ ଯାନ ପରି, ଏହା ଏକ କାରଖାନାରେ ବି ନିର୍ମିତ ହୋଇଥାଏ। ତେବେ ଏହାକୁ କିପରି ବିମାନବନ୍ଦରକୁ ଅଣାଯାଏ…

ତାଲିବାନ ଦେଖାଇଲା ନିଜର ଅସଲି ରୂପ: ସ୍ଥାୟୀ ଭାବେ ବନ୍ଦ କଲା ଭାରତରେ ଦୂତାବାସ…

ନୂଆଦିଲ୍ଲୀ,୨୪।୧୧ : ଆଫଗାନିସ୍ତାନର ଶାସକ ତାଲିବାନ ନିଜର ଅସଲି ରୂପ ଦେଖାଇଛି। ତାଲିବାନ ଘୋଷଣା କରିଛି ଏହା ନୂଆଦିଲ୍ଲୀରେ ଥିବା ଦୂତାବାସକୁ ସବୁଦିନ ପାଇଁ ବନ୍ଦ କରି ଦେଇଛି। ଆଫଗାନିସ୍ତାନର କୂଟନୈତିକ ମିଶନ ପକ୍ଷରୁ ବିବୃତ୍ତି ଜାରି କରି ଏହି ସୂଚନା…

ଦମ୍ପତିଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ୍‌, ୪ ଜଣଙ୍କୁ ବାନ୍ଧିଲା ପୋଲିସ

ଛତ୍ରପୁର,୨୩ା୧୧(ଦିଲ୍ଲୀପ ସାମଲ): ମା’ ଉଜ୍ଜ୍ୱଳେଶ୍ୱରୀ ମନ୍ଦିର ନିକଟ ରାଜପଥରେ ଦମ୍ପତିଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ୍‌ କରିଥିବା ଘଟଣାରେ ୪ ଅଭିଯୁକ୍ତଙ୍କୁ ଧରିଛି ପୋଲିସ। ଅଭିଯୁକ୍ତଙ୍କଠାରୁ ଲୁଟ୍‌ ହୋଇଥିବା ଟଙ୍କା ପୋଲିସ ଏହି ଦମ୍ପତିଙ୍କୁ ଫେରାଇ ଦେଇଛି। ପୋଲିସ କହିବା ଅନୁସାରେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri