ଓଲିଉଡ୍ ନାଇଟ୍ରେ ଝୁମିବ ବାଲିଯାତ୍ରା
କଟକ,୨୭ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ବାଲିଯାତ୍ରା ମହୋତ୍ସବରେ ଓଲିଉଡ୍ ଏବଂ ବଲିଉଡ୍ କଣ୍ଠଶିଳ୍ପୀଙ୍କୁ ନେଇ ଜମିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଓଲିଉଡ୍ ନାଇଟ୍ରେ ୧୯ଜଣ କଳାକାର ଏବଂ କଣ୍ଠଶିଳ୍ପୀ ନୃତ୍ୟ, ସଙ୍ଗୀତ ପରିବେଷଣ କରିବାକୁ ଥିବାବେଳେ ବଲିଉଡ୍ର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଯୋଡ଼ି ସଚିନ- ଜିଗର ଏବଂ…
ଆଜି ପାରାଦୀପ ବନ୍ଦର ଦିବସ, ବୋଇତ ବନ୍ଦାଣ ଉତ୍ସବ
ପାରାଦୀପ,୨୭।୧୧(ଶରତ ରାଉତ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ପାରାଦୀପ ବନ୍ଦର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସହ ଏହି…
୮୧.୭୮ କୋଟି ଫେରିଯିବା ଆଶଙ୍କା
ଯାଜପୁର,୨୭ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ପୌରାଞ୍ଚଳକୁ ରେଳ ଲାଇନ ୨ ଭାଗ କରିଛି। ଏହାର ପୂର୍ବ-ଉତ୍ତର ଦିଗରେ ମୁଖ୍ୟ ସହର ରହିଥିବାବେଳେ ବିପରୀତ ଦିଗରେ ଡାକ୍ତରଖାନା, କେନ୍ଦ୍ରୀୟ ବିଦ୍ୟାଳୟ, ଏନ୍ସି ହାଇସ୍କୁଲ, ପ୍ରାଣୀ ଚିକିତ୍ସାଳୟ, ବାଳିକା ହାଇସ୍କୁଲ,…
ରାଜଘାଟ-କଳସପୁର ନଦୀବନ୍ଧ ବିପର୍ଯ୍ୟସ୍ତ
ଯାଜପୁର ସଦର,୨୭ା୧୧(ସମର ବିଜୟ ଶରଣ): ଯାଜପୁର ବ୍ଲକ ଅନ୍ତର୍ଗତ ଖରସ୍ରୋତା ନଦୀ ବନ୍ଧର ରାଜଘାଟଠାରୁ କଳସପୁର ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜାରକା ଜଳସମ୍ପଦ ବିଭାଗ ଅଧୀନରେ ଥିବା ଏହି ବନ୍ଧର କିଛି ମାସ ତଳେ ମରାମତି କରାଯାଇଥିଲା। ଏଥିପାଇଁ ବିପୁଳ ଟଙ୍କା…
ଆଜିଠୁ ବାଲିଯାତ୍ରା
କଟକ,୨୭ା୧୧ (ସୁପ୍ରିୟା ପ୍ରିୟଦର୍ଶିନୀ): ସୋମବାରଠାରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। କଟକ ଜିଲା ପ୍ରଶାସନ ଏବଂ ସିଏମ୍ସି ପକ୍ଷରୁ ବାଲିଯାତ୍ରାକୁ ଉଚ୍ଚକୋଟୀର କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ପ୍ରଚାରପ୍ରସାରଠୁ ନେଇ ସାଜସଜ୍ଜା ପର୍ଯ୍ୟନ୍ତ କାର୍ଯ୍ୟ…
ରାଜ୍ୟସ୍ତରୀୟ ଉଲୁଣ୍ଡା କପ୍ ଫୁଟବଲ: କୁଚିଣ୍ଡା ଚାମ୍ପିୟନ
ଉଲୁଣ୍ଡା,୨୬ା୧୧: ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ସ୍ପୋଟର୍ସ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ୨୬ତମ ରାଜ୍ୟସ୍ତରୀୟ ଉଲୁଣ୍ଡା କପ୍ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ରବିବାର ଅନୁୁଷ୍ଠିତ ଫାଇନାଲରେ ମହାବୀର ସ୍ପୋର୍ଟିଂ କୁଚିଣ୍ଡା ଦଳ ୫-୪ ଟାଇବ୍ରେକର ଜରିଆରେ ଜେ.ଡି. କ୍ଳବ ଫୁଲବାଣୀକୁ…
ଆଇପିଏଲ ୨୦୨୪: ଜାଣନ୍ତୁ ଅକ୍ସନରେ କେଉଁ ଦଳକୁ ମିଳିଲା କତେ ଟଙ୍କା
ନୂଆଦିଲ୍ଲୀ,୨୬।୧୧: ରବିବାର ଆଇପିଏଲ ଦଳଗୁଡିକ ନିଜ ନିଜର ରିଟେନ ତଥା ରିଲିଜ ଖେଳାଳିଙ୍କ ଫାଇନାଲ ଲିଷ୍ଟକୁ ବିସିସିଆଇରେ ଦାଖଲ କରିବାକୁ ପଡିଲା। ଅବଶ୍ୟ, ସମସ୍ତ ୧୦ଟି ଆଇପିଏଲ ଦଳ ସେମାନଙ୍କ ସଂରକ୍ଷିତ ତଥା ମୁକ୍ତ ଖେଳାଳିଙ୍କ ଅନ୍ତିମ ତାଲିକା ବିସିସିଆଇରେ ଦାଖଲ…
ପ୍ରେମିକାଙ୍କୁ କରିଥିଲେ ୩୧ ଖଣ୍ଡ: ଧରାପଡ଼ିଲେ ଦମ୍ପତି
ରାଇଘର/ନବରଙ୍ଗପୁର, ୨୬।୧୧ (କିରଣ ପଟ୍ଟନାୟକ/ସଦାଶିବ ପ୍ରହରାଜ): ପ୍ରେମିକାଙ୍କୁ ହତ୍ୟା କରି ୩୧ ଖଣ୍ଡ କରିବା ଅଭିଯୋଗରେ ଅଟକ ଥିବା ନବରଙ୍ଗପୁର ଜିଲା ରାଇଘର ବ୍ଲକ ଗୋନା ପଞ୍ଚାୟତ ମୁରୁମଡିହି ଗ୍ରାମର ପ୍ରେମିକ ଚନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀ ସିଆଙ୍କୁ ରବିବାର…
୧୪ ଇସ୍ରାଏଲ, ୩ ବିଦେଶୀ ନାଗରିକଙ୍କୁ ମୁକ୍ତ କଲା ହମାସ
ତେଲ ଆଭିଭ,୨୬।୧୧: ହାମାସ ତୃତୀୟ ଦଳ ବନ୍ଦୀଙ୍କୁ ରବିବାର ମୁକ୍ତ କରିଛି। ଟାଇମ୍ସ ଅଫ ଇସ୍ରାଏଲ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ସେନା କହିଛି ଯେ ଗାଜା ଅଞ୍ଚଳରେ ବନ୍ଧକ ରଖିଥିବା ୧୪ ଜଣ ଇସ୍ରାଏଲ ଏବଂ ତିନିଜଣ ବିଦେଶୀ ନାଗରିକଙ୍କୁ ମୁକ୍ତ…
‘ଆମକୁ କେହି ଅଟକାଇ ପାରିବେ ନାହିଁ’,ଗାଜାରେ ପହଞ୍ଚି ସେନା ଯବାନଙ୍କୁ ଭେଟିଲେ ନେତାନ୍ୟାହୁ
ଜେରୁଜେଲମ,୨୬।୧୧: ଉଗ୍ରବାଦୀ ସଂଗଠନ ହମାସ ସହିତ ଚାଲିଥିବା ଅସ୍ତ୍ରବିରତି ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଉତ୍ତର ଗାଜା ଅଞ୍ଚଳରେ ପହଞ୍ଚି ସେନା ଯବାନମାନଙ୍କୁ ଭେଟି କହିଛନ୍ତି ଯେ ଯୁଦ୍ଧ ଶେଷ ପର୍ଯ୍ୟନ୍ତ ଜାରି ରହିବ, ଇସ୍ରାଏଲକୁ କେହି ଅଟକାଇ ପାରିବେ…
ଫାଣ୍ଡିରୁ ଫେରାର ମାରିଲେ ଅଭିଯୁକ୍ତ
ସଇଁତଳା, ୨୬ା୧୧(ରାଖାଲ ପ୍ରସାଦ ଶତପଥି): ରବିବାର ପ୍ରାତଃ ଭ୍ରମଣରେ ଯାଉଥିବା ୩ଜଣ ଯୁବତୀଙ୍କ ମୋବାଇଲ ଫୋନ ଛଡାଇ ନେବା ଅଭିଯୋଗରେ ଲୋକେ ଜଣେ ଯୁବକଙ୍କୁ ଧରି ବଲାଙ୍ଗୀର ଜିଲା ଟିକ୍ରାପଡ଼ା ଫାଣ୍ଡି ପୋଲିସ ଜିମା ଦେଇଥିଲେ। ହେଲେ ଏହାର କିଛି ସମୟ…
ଦୁନିଆର ସବୁଠୁ ମହଙ୍ଗା ଚା’: ପିଇବାକୁ ହେଲେ ବିକ୍ରି କରିବାକୁ ପଡ଼ିବ ଜମି
ପାଣି ପରେ ଯଦି ଭାରତରେ କୌଣସି ପାନୀୟ ଅଧିକ ଖାଆନ୍ତି ତେବେ ଏହା ବୋଧହୁଏ ଚା’ ହେବ। ଏଠାରେ ତାରକା ହୋଟେଲରୁ ଆରମ୍ଭ କରି ରାସ୍ତା କଡ଼ ଷ୍ଟଲ ପର୍ଯ୍ୟନ୍ତ ସବୁଠି ଚା’ ମିଳେ। ଭାରତରେ ଚା’ ମୂଲ୍ୟ ସ୍ଥାନ ଅନୁଯାୟୀ…
Archives


