Home Left

ଧୋନୀଙ୍କ ରେକର୍ଡ ଭାଙ୍ଗିଦେଲେ ଇଶାନ କିଶନ

ଥିରୁଭାନନ୍ତପୁରମ୍‌,୨୭।୧୧: ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୪୪ ରନ୍‌ରେ ପରାସ୍ତ କରିଛି। ଭାରତର ବିଜୟରେ ଇଶାନ କିଶନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଇଶାନ କିଶନ ୩୨ ବଲରେ ୫୨ ରନ…

ହୃଦୟ ଜିତିଲେ ଶୁବମନ

ମୁମ୍ବାଇ,୨୭।୧୧: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୫ ବର୍ଷ ପୂରଣ ହୋଇଛି। ୨୦୦୮ରେ ୨୬/୧୧ ଅର୍ଥାତ୍‌ ନଭେମ୍ବର ୨୬ରେ ସେଠାରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା ଯେଉଁଥିରେ ଅନେକ ସୁରକ୍ଷା କର୍ମୀ ଏବଂ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ତେବେ ସୋସିଆଲ ମିଡିଆରେ ଏକ…

ଆମେରିକା ସେନାର ଦାବି, ଯୁଦ୍ଧ ଜାହାଜ ଉପରେ ମିଶାଇଲ ଆକ୍ରମଣ କରିଛନ୍ତି ୟମନର ହୁତି ବିଦ୍ରୋହୀ

ଓ୍ବାଶିଂଟନ,୨୭।୧୧: ଆମେରିକାର ସେନା ଦାବି କରିଛନ୍ତି ଯେ ଏହାର ଯୁଦ୍ଧ ଜାହାଜ ୟୁଏସଏସ ମେସନ ଉପରେ ରବିବାର ରାତିରେ ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ନିୟନ୍ତ୍ରିତ ୟେମେନ ଅଞ୍ଚଳରୁ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା। ଯୁଦ୍ଧ ଜାହାଜ ଉପରକୁ ଦୁଇଥର…

ଆମେରିକାରେ ୩ ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳି

ଓ୍ବାଶିଂଟନ,୨୭।୧୧: ଆମେରିକାରେ ୩ଜଣ ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳି କରାଯାଇଥିଲା, ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଓ୍ବେଷ୍ଟ ବ୍ୟାଙ୍କରେ ଅବସ୍ଥିତ ଛାତ୍ରମାନଙ୍କ ପାଇଁ ଥିବା ବଚପନ ସ୍କୁଲ କହିଛି ଶନିବାର ରାତିରେ ବୁର୍ଲିଂଟନ ଏବଂ ଓ୍ବର୍ମେଂଟରେ ଆମେରିକାର କଲେଜରେ…

ଫିଲ୍ମଫେୟାର ଓଟିଟି ପୁରସ୍କାର ଘୋଷଣା: ଆଲିଆ-ମନୋଜ ଶ୍ରେଷ୍ଠ

ଫିଲ୍ମଫେୟାର ଓଟିଟି ପୁରସ୍କାର ୨୦୨୩ ଘୋଷଣା କରାଯାଇଛି। ଓଟିଟି ସିରିଜ ଏବଂ ୱେବ ଅରିଜିନ୍‌ ଫିଲ୍ମର ଶ୍ରେଷ୍ଠ ଅଭିନେତା, ନିର୍ଦ୍ଦେଶକ, କାହାଣୀକାର, ରଚନା ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ସମ୍ମାନିତ କରିବା ପାଇଁ ଏକ ପୁରସ୍କାର ଉତ୍ସବ ଆୟୋଜିତ ହୋଇଥିଲା। ଆମାଜନ ପ୍ରାଇମ…

ପୃଥିବୀ ବାହାରେ ଡାଇନୋସର

ବିଭିନ୍ନ ଜାତିର ଜୀବମାନଙ୍କ ଭିତରୁ ସରୀସୃପ ଅନ୍ୟତମ। ସାପ, ଝିଟିପିଟି, ଏଣ୍ଡୁଅ, କଇଁଛ, ଗୋଧି ଓ କୁମ୍ଭୀର ଭଳି କାତି ରହିଥିବା ଟାଣ ଓ ଶୁଖିଲା ଦେହର ଜୀବମାନେ ଏଇ ଜାତିର। ପୃଥିବୀକୁ ମଣିଷ ଆସିବାର ବହୁ ବର୍ଷ ପୂର୍ବରୁ ସରୀସୃପମାନେ…

ମାଲେସିଆରେ ଭାରତୀୟ ନାଗରିକଙ୍କୁ ମିଳିବ ଭିଜା ଫ୍ରି ଏଣ୍ଟ୍ରି

କୁଆଲାଲମପୁର,୨୭।୧୧: ମାଲେସିଆ ଭାରତୀୟ ନାଗରିକମାନଙ୍କୁ ଏକ ମାସ ପାଇଁ ଭିଜା ବିନା ଦେଶରେ ପ୍ରବେଶ କରିବାକୁ ସୁବିଧା ଦେଇଛି। ରବିବାର ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଡିସେମ୍ବର ୧ରୁ ଭାରତ ଏବଂ ଚାଇନା…

କ୍ରିକେଟ୍‌ରେ କମାଲ୍‌ କଲା ଉଗାଣ୍ଡା: ୨୦୨୪ ବିଶ୍ୱକପ୍‌ରେ ହୋଇପାରେ ସାମିଲ୍‌

ନୂଆଦିଲ୍ଲୀ,୨୭।୧୧: ଉଗାଣ୍ଡା କ୍ରିକେଟ ଦଳ ଏକ ସ୍ମରଣୀୟ ବିଜୟ ହାସଲ କରିଛି। ଏହି ଦଳ ଟି-୨୦ କ୍ରିକେଟରେ ଜିମ୍ବାୱେକୁ ୫ ଉଇକେଟରେ ପରାସ୍ତ କରିଛି। ପ୍ରଥମ ଥର ପାଇଁ ଉଗାଣ୍ଡା କ୍ରିକେଟରେ ଏକ ବଡ ଦଳକୁ ପରାସ୍ତ କରିଛି। ବିଶେଷ କଥା…

ନାଟକୀୟ ଭାବେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା: ୨ ଘଣ୍ଟାରେ ବଦଳି ଗଲା ସବୁ ଖେଳ

ନୂଆଦିଲ୍ଲୀ,୨୭।୧୧: ଆଇପିଏଲସ୍‌ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଦଳ ସେମାନଙ୍କ ଖେଳାଳିଙ୍କ ରିଲିଜ ଓ ରିଟେନଶନ ତାଲିକା ପ୍ରକାଶ କରିଛନ୍ତି। ଏହି ସଂପର୍କରେ ଗୁଜରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି। ଅଲ୍‌ରାଉଣ୍ଡର…

ମହାରେକର୍ଡ ହାସଲ କଲେ ଜୟସ୍ବାଲ

ଥିରୁଭାନନ୍ତପୁରମ୍‌,୨୭।୧୧: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଯଶସ୍ବୀ ଜୟସ୍ବାଲ ସ୍‌ଅର୍ଦ୍ଧଶତକ ହାସଲ କରିଥିଲେ। ଜୟସ୍ବାଲ ୯ ଚୌକା ଓ ୨ ଛକା ସହାୟତାରେ ୨୫ ବଲରେ ୫୩ ରନ ସ୍କୋର କରିଥିଲେ। ଅନ୍ତର୍ଜାତୀୟ ଟି-୨୦ରେ ଭାରତ ପାଇଁ ଅର୍ଦ୍ଧଶତକ ହାସଲ କରିଥିବା…

କ୍ରିକେଟ୍‌ ପରେ ଏବେ ରାଜନୀତି କରିବେ ପ୍ରସିଦ୍ଧ କ୍ରିକେଟର୍‌: ଏହି ଦଳରେ ଯୋଗଦେବେ

ନୂଆଦିଲ୍ଲୀ,୨୭।୧୧: ୨୦୨୩ ବିଶ୍ୱକପ୍‌ରେ ନିଜ ଦଳର ଖରାପ ପ୍ରଦର୍ଶନ ପରେ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଥିବା ବାଂଲାଦେଶ ଅଧିନାୟକ ଶାକିଲ ଅଲ ହାସନ ବର୍ତ୍ତମାନ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି। ସେ…

କୋହଲା ପାଗ ଚାଷୀଙ୍କ ଚିନ୍ତା ବଢ଼ାଇଲା

କୋକସରା,୨୭।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲାରେ ଗତ କିଛିଦିନ ହେବ କୋହଲା ପାଗ ଲାଗି ରହିଛି। ବର୍ତ୍ତମାନ ଖରିଫ ଋତୁ ଧାନ ପ୍ରାୟ ୬୦/୭୦ ପ୍ରତିଶତ ଅମଳ କରି ଖୋଲା ଆକାଶ ଧାନ ଖଳାରେ ରଖି ମଣ୍ଡି କେବେ ଖୋଲିବ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri