Home Left

ଆଜି କାର୍ତ୍ତିକ ପୂର୍ଣ୍ଣିମା: ଡଙ୍ଗା ଭସାଇଲେ ଲୋକେ

ଭୁବନେଶ୍ୱର/କଟକ,୨୭ା୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ‘ଆ କା ବା ବୈ…ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’ କହି ଗାଁଠୁ ସହର ଯାଏ ସମସ୍ତ ଲୋକେ ଡଙ୍ଗା ଭସାଇଛନ୍ତି ଲୋକେ। ଲିଙ୍ଗରାଜ ମନ୍ଦିର ନିକଟ ବିନ୍ଦୁସାଗରରେ…

ଅବ୍ୟବସ୍ଥାରେ ପ୍ଲାଣ୍ଟସାଇଟ୍‌ ଉପଡାକଘର

ରାଉରକେଲା,୨୭।୧୧(ଦିନେଶ ମିଶ୍ର): ଷ୍ଟିଲସିଟି ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳରେ ଥିବା ଉପଡାକଘରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଫଳରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସୂଚନା ଅନୁସାରେ, ପ୍ଲାଣ୍ଟସାଇଟ ଉପଡାକଘର…

ପ୍ରାଣୀଧନ ଚିକିତ୍ସା ପ୍ରତି ଅବହେଳା

ବଇଣ୍ଡା,୨୭ା୧୧ (ପରିକ୍ଷିତ ସାହୁ): ପ୍ରାଣୀ ସମ୍ପଦର ବିକାଶ ଦିଗରେ ସରକାର ବହୁ ଯୋଜନା ହାତକୁ ନେଇଛନ୍ତି। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଓ ଚାଷୀଙ୍କୁ ଅଧିକରୁ ଅଧିକ ଲାଭ ପହଞ୍ଚାଇବା ପାଇଁ ଗୋରୁ, ଛେଳି ଓ କୁକୁଡ଼ା ଚାଷ ନିମନ୍ତେ ପ୍ରୋତ୍ସାହନ…

ଆବର୍ଜନା ଦୁର୍ଗନ୍ଧରେ ଅତିଷ୍ଠ ସହରବାସୀ

ବ୍ରହ୍ମପୁର,୨୭ା୧୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ଚଳିତବର୍ଷ ନିଗମ ସ୍ବଚ୍ଛ ସର୍ବେକ୍ଷଣ ଦାୈଡରେ ସର୍ବାଧିକ ଜନମତ ସଂଗ୍ରହ କରିଛି। ସହରର ପରିମଳ ଦାୟିତ୍ୱ ବିଇଏମସିର ସାନିଟେସନ ବିଭାଗ ହାତରେ ରହିଛି। ମହାନଗରର ୪୨ ଓ୍ବାର୍ଡରେ ଘର ଘର ବୁଲି ଆବର୍ଜନା ସଂଗ୍ରହ…

ପାଠ ଛାଡ଼ି ଗାଈ ଚରାଉଛନ୍ତି ରାହୁଳ

ମୋହନା,୨୭ା୧୧(ମନ୍ମଥ ମିଶ୍ର): ଯେଉଁ ବୟସରେ ହାତରେ କଲମ ଧରି ପାଠ ପଢ଼ିବା କଥା, ସେହି ବୟସରେ ହାତରେ ଏବେ ବାଡ଼ି ଧରି ଗାଈ ଚରାଉଛନ୍ତି। ମା’ଙ୍କୁ ହତ୍ୟା କରି ବାପା ଏବେ ଜେଲ୍‌ର ଚାରି କାନ୍ଥ ଭିତରେ ସଜ୍ଜା କାଟୁଛନ୍ତି। ଏପଟେ…

ପତ୍ନୀଙ୍କ କଟା ଜିଭ ଛିଣ୍ଡାଇ ମଜା ନେଉଥିଲେ: ଜେଲ ଗଲେ ସ୍ବାମୀ

ନୟାଗଡ଼,୨୭ା୧୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ଧାନ କଟାଯାଇ ଅମଳ ଆରମ୍ଭ ହୋଇଛି। ତେବେ ମରୁଡ଼ି ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ। ଜିଲାର ଜଳଳସେଚିତ ଜମିକୁ ଛାଡ଼ିଦେଲେ ପ୍ରାୟ ୭୫ ପ୍ରତିଶତ ଜମିର ଧାନରେ ଅଧିକ ଅଗାଡ଼ି ବାହାରୁଛି। ଅନ୍ୟପକ୍ଷେ ଧାନରୁ ଅଗାଡ଼ି…

ମୋହନ ବାଗାନକୁ ଆଜି ଭେଟିବ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୭।୧୧(ତପନ ସ୍ବାଇଁ): ଚଳିତ ଏଏଫ୍‌ସି କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଓଡ଼ିଶା ଏଫ୍‌ସି ସୋମବାର ମୋହନ ବାଗାନ ସୁପର ଜାଏଣ୍ଟକୁ ଭେଟିବ। କୋଲକାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ (ଭିଓ୍ବାଇବିକେ)ରେ ଗ୍ରୁପ୍‌ ‘ଡି’ର ଏହି ମ୍ୟାଚ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ…

ଆବୁଧାବି ଗ୍ରାଁ ପ୍ରି ଜିତିଲେ ଭର୍ଷ୍ଟାପେନ୍‌

ଆବୁଧାବି (ୟୁଏଇ)୨୭ା୧୧ (ଏପି): ରେଡବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ରବିବାର ବର୍ଷ ଶେଷ ଆବୁଧାବି ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଫଳରେ ଚଳିତ ସିଜନରେ ତାଙ୍କ ରେକର୍ଡ ବିଜୟ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ଏଥିସହିତ ଓଭର ଅଲ୍‌ ୫୪ତମ ବିଜୟ…

ଏନ୍‌ଟୋଡ୍‌ର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୨୭।୧୧: ଦେଶର ପ୍ରମୁଖ ଘରୋଇ ସ୍ବାସ୍ଥ୍ୟଭିତ୍ତିକ କମ୍ପାନୀ ଏନ୍‌ଟୋଡ୍‌ ଫାର୍ମାସ୍ୟୁଟିକାଲ୍ସର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର ଜାତୀୟ ମାୟୋପିଆ ସପ୍ତାହ ପାଇଁ କମ୍ପାନୀ ମାତାନନ୍ଦ ଫାଉଣ୍ଡେଶନ ସହିତ ମିଳିତ ଭାବେ କାର୍ଯ୍ୟ କରୁଛି। ଏପରିକି ଷ୍ଟ୍ରାବିସମ୍ସ…

ରେଟର୍ନ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର,୨୭।୧୧ (ଅଭୟ ଦାଶ): ଓଡ଼ିଶା ବୁଣାକାରମାନଙ୍କର ସର୍ବବିଧ ଉନ୍ନତି ତଥା ରାଜ୍ୟ ସରକାରଙ୍କ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପର ପ୍ରଚାର ଓ ପ୍ରସାର ପାଇଁ ରିଟାୟର୍ଡ ଟେକ୍ସଟାଇଲ ଅଫିସର୍ସ ରି-ନାଟିଭ(ରେଟର୍ନ)ର ରାଜ୍ୟ କାର୍ଯ୍ୟାଳୟ ଶନିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି…

ସ୍ପ୍ଲାସ୍‌ର ୧୧ତମ ସଂସ୍କରଣ

ଭୁବନେଶ୍ୱର,୨୭।୧୧: ଆକ୍ସିସ୍‌ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ବାର୍ଷିକ ସର୍ବଭାରତୀୟ ପ୍ରତିଯୋଗିତା ‘ସ୍ପ୍ଲାସ୍‌’ର ୧୧ତମ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୭ରୁ ୧୪ବର୍ଷ ବୟସର ପିଲାମାନଙ୍କ ପାଇଁ କଳା, ହସ୍ତଶିଳ୍ପ ଏବଂ ସାହିତ୍ୟ ଆଦି ଉପରେ ଉପରୋକ୍ତ ପ୍ରତିଯୋଗିତାର…

ଆଜିଠୁ ବାଲିଯାତ୍ରା: ଟନେଲ ଆକ୍ୱାରିୟମ ଟିକେଟ ୧୫୦ ଟଙ୍କା

କଟକ,୨୭ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ପ୍ରତିବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯାଉଛି। ଚଳିତବର୍ଷ ବାଲିଯାତ୍ରାରେ ଲୋକମାନେ ଟନେଲ ଆକ୍ୱାରିୟମରେ ମଜା ଉଠାଇପାରିବେ। ପ୍ରଥମଥର ପାଇଁ ଏହି ଆକ୍ୱାରିୟମ ବାଲିଯାତ୍ରାକୁ ଆସିବ, ଯାହାର ଲମ୍ବ ୨୫୦ ଫୁଟ୍‌ ରହିଥିବାବେଳେ ଓସାର ୬୦ ଫୁଟ ରହିଛି। ଲୋକମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri