Home Left

ଷ୍ଟେଜ୍‌ ଉରେ କନ୍ୟାଙ୍କୁ ଧରି ଏମିତି ବୁଲାଇଲେ ବର, ଶେଷରେ ଯାହା ଘଟିଲା ଦେଖିଲେ…

ବର୍ତ୍ତମାନ ବିବାହ ସିଜିନ୍‌ ଚାଲିଛି। ଏହି ସମରେ ବର, କନ୍ୟା ବିବାହର ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖି ହସିହସି ଗଡିଯିବେ। ବର ଷ୍ଟେଜ୍‌ ଉପରେ କନ୍ୟାଙ୍କୁ ଧରି କ୍ୟାମେରା ଆଗରେ…

୧୦ରୁ ଜାତୀୟ ନାଟ୍ୟ ମହୋତ୍ସବ

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଆସନ୍ତା ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଆୟୋଜିତ ହେବ ଜାତୀୟ ନାଟ୍ୟୋତ୍ସବ ‘ଶ୍ରୀ ରଙ୍ଗ ସମାଗମ’। ସମ୍ବଲପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ କଲଚରାଲ ଆସୋସିଏଶନ…

କାଲିଠୁ ଜୁନିୟର ହକି ବିଶ୍ୱକପ୍‌ ଆରମ୍ଭ: ଭାରତ-କୋରିଆ ମୁହାଁମୁହିଁ

କୁଆଲାଲମ୍ପୁର,୪ା୧୨: ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ମଙ୍ଗଳବାରଠାରୁ ଆରମ୍ଭ ହେବା। ଭାରତ-କୋରିଆ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। କୋରିଆ ବିପକ୍ଷ ମ୍ୟାଚ୍‌ରେ ଭାରତ ଫେଭରିଟ ରହିଛି। ଭାରତ ପୁଲ୍‌ ସି’ରେ ସ୍ପେନ୍‌, କାନାଡା ଓ କୋରିଆ ସହିତ ସ୍ଥାନ ପାଇଛି। ପ୍ରତ୍ୟେକ…

ଥାନା ଅଧିକାରୀ ମନୋରଞ୍ଜନ ମିଶ୍ର ହତ୍ୟା ମାମଲା: ଅଭିଯୁକ୍ତ ସମୀରଙ୍କୁ ଆଜୀବନ କାରାଦଣ୍ଡ

ଆସିକା,୪ା୧୨(ସୁରେନ୍ଦ୍ର ନାଥ ସାହୁ): ୨୦୧୦ ନଭେମ୍ବର ୨୬ ତାରିଖ ରାତିରେ ଶେରଗଡ ଥାନାର ତତ୍କାଳୀନ ଥାନା ଅଧିକାରୀ ମନୋରଞ୍ଜନ ମିଶ୍ରଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ୩ ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବରୁ ସୁଶାନ୍ତ ବେହେରାଙ୍କୁ ଆଜୀବନ ଜେଲ୍‌ ହୋଇଥିବା ବେଳେ ସୋମବାର…

‘ମୁଖତାର ଅଂସାରୀଙ୍କୁ ଜେଲରେ ହତ୍ୟା କରିପାରେ ପୋଲିସ, ସେଥିପାଇଁ…’, ସୁପ୍ରିମକୋର୍ଟରେ ଆବେଦନ କଲେ ପୁଅ

ନୂଆଦିଲ୍ଲୀ,୪।୧୨: ବାହୁବଳୀ ମୁଖାର ଅନସାରୀଙ୍କ ପୁଅ ଓମାର ଅନସାରୀ ତାଙ୍କ ପିତାଙ୍କ ହତ୍ୟାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ଉତ୍ତର ପ୍ରଦେଶ ଜେଲରେ ତାଙ୍କୁ ନ ରଖିବାକୁ ସେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନରେ କୁହାଯାଇଛି ଯେ…

ମଣିପୁର ଟେଙ୍ଗନୁପାଲରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ, ୧୩ ମୃତ

ନୂଆଦିଲ୍ଲୀ,୪ା୧୨: ମଣିପୁରର ଟେଙ୍ଗନୁପାଲ ଜିଲାରେ ଦୁଇ ଉଗ୍ରବାଦୀ ଗୋଷ୍ଠୀଙ୍କ ମଧ୍ୟରେ ଗୁଳି ବିନିମୟରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ପିଟିଆଇ ରିପୋର୍ଟ ଅନୁଯାୟୀ ସୋମବାର ଅପରାହ୍ନରେ ଲିଥୁ ଗ୍ରାମରେ ଏହି ଘଟଣା ଘଟିଥିବା ଅଧିକାରୀ କହିଛନ୍ତି। ସେ କହିଛନ୍ତି, ମିଆଁମାର ଯାଉଥିବା…

ଫୋନ ଚୋରି ହୋଇଗଲେ କେମିତି ବନ୍ଦ କରିବେ ଗୁଗଲ ପେ, ଫୋନ ପେ…ଜାଣନ୍ତୁ

ଆଜିକାଲି ଭାରତରେ ଅନଲାଇନ ପେମେଣ୍ଟ ସାଧାରଣ ହୋଇଗଲାଣି। ଲୋକମାନେ ନିଜ ପାଖରେ ନଗଦ ଟଙ୍କା ରଖିବା ଅପେକ୍ଷା, ୟୁପିଆଇ ମାଧ୍ୟମରେ ଦେୟ ଦେବାକୁ ପସନ୍ଦ କରୁଛନ୍ତି। ଅନଲାଇନ ପେମେଣ୍ଟ ପାଇଁ ପାଖରେ କେବଳ ମୋବାଇଲ ଫୋନ ରହିବା ଆବଶ୍ୟକ ଏବଂ ଏହା…

ବୋମାମାଡ, ଗୁଳି ଶବ୍ଦରେ ଥରିଲା ପାଟନା ୟୁନିଭର୍ସିଟି କ୍ୟାମ୍ପସ

ପାଟନା,୪।୧୨: ସୋମବାର ପାଟନା ବିଶ୍ୱବିଦ୍ୟାଳୟର ଆଇନ କଲେଜ ପରିସରରେ ବୋମା ଓ ଗୁଳି ଶବ୍ଦରେ ଥରି ଉଠିଛି କ୍ୟାମ୍ପସ। ଏହି ଘଟଣା ସୋମବାର ସକାଳ ପ୍ରାୟ ୧୧ଟା ସମୟରେ ଘଟିଛି। ଇକବାଲ ହଷ୍ଟେଲର ଛାତ୍ର ଏବଂ ମୌଲାନା ଅବୁଲ ହାସନ ଅଲି…

ବାତ୍ୟା ମିଗଜୋମ୍‌ ଲାଗି ଚାଷୀଙ୍କୁ ସତର୍କ

ବୁଗୁଡା,୪ା୧୨(କାଳି ଚରଣ ଦାଶ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମିଗଜୋମ୍‌ର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ୩ ଦିନ ଭାରି ବର୍ଷାର ସମ୍ଭାବନା…

ସ୍ବାମୀଙ୍କୁ ଏହି ୩ ନାଁରେ ଡାକନ୍ତି କ୍ୟାଟ୍ରିନା

ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ ବଲିଉଡ୍‌ର ସବୁଠୁ ହଟ୍‌ କପଲ୍‌ ଭାବେ ଜଣାଶୁଣା। ଉଭୟ ପରସ୍ପରର ପ୍ରଶଂସା କରିବାକୁ ଆଦୌ ପଛାନ୍ତି ନାହିଁ। ନିକଟରେ କରଣ ଜୋହରଙ୍କ ପପୁଲାର ଶୋ’ କଫି ଓ୍ବିଥ୍‌ କରଣରେ ଅଭିନେତ୍ରୀ କିଆରା ଆଡଭାନୀଙ୍କ…

ତେଲଙ୍ଗାନାରେ ମୁଖ୍ୟମନ୍ତ୍ରୀ କାହାକୁ କରାଯିବ ନିଷ୍ପତ୍ତି ନେବେ ଖାର୍ଗେ

ହାଇଦ୍ରାବାଦ,୪।୧୨: ୧୧୯ ଆସନ ବିଶିଷ୍ଟ ତେଲଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ୬୪ଟି ଆସନରେ ବିଜୟୀ ପରେ ସରକାର ଗଠନ କରିବା ନେଇ ସୋମବାର କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଆଇସିସି ପର୍ଯ୍ୟବେକ୍ଷକ ତଥା କର୍ନାଟକ ଉପ ମୁଖ୍ୟମନ୍ତ୍ରୀ ଡିକେ…

ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମର ପୋଲ୍‌ ଖୋଲିଦେଲେ ଏଲନ ମସ୍କ

କାଲିଫର୍ନିଆ,୪।୧୨: ଏକ୍ସ ସିଇଓ ଏଲନ ମସ୍କ ଏକ୍ସରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ଏଲନ ମସ୍କ ମେଟାର ଫେସବୁକ ଏବଂ ଇନଷ୍ଟାଗ୍ରାମ ତୁଳନାରେ ଏକ୍ସର ଅର୍ଗାନିକ୍‌ ଟ୍ରାଫିକ ଅଧିକ ବୋଲି କହିଛନ୍ତି। ଏହି ଦୁଇଟି ପ୍ଲାଟଫର୍ମରେ ଟ୍ରାଫିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri