ହାରିବା ପରେ ‘ଆଘାତ’ ବୋଲି କହି ରାଜନୀତିରୁ ବିରତି ନେଲେ ସତିଶ ପୁନିଆ
ଜୟପୁର,୪।୧୨: ରାଜସ୍ଥାନର ନିର୍ବାଚନ ଯୁଦ୍ଧରେ ଭାରତୀୟ ଜନତା ପାର୍ଟି (ଭାଜପା)ପରମ୍ପରାକୁ ବଜାୟ ରଖି କଂଗ୍ରେସକୁ ପରାସ୍ତ କରି ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଥିଲା। କିନ୍ତୁ ସେଠାରେ ଅନେକ ଆସନ ଥିଲା ଯେଉଁଠାରେ ଭାଜପାର ବରିଷ୍ଠ ନେତାଙ୍କୁ ମଧ୍ୟ ପରାଜୟର ସମ୍ମୁଖୀନ ହେବାକୁ ପଡୁଥିଲା।…
୭୫ ବର୍ଷ ହେବ ଲଗାତର ଜଳୁଛି ଏହି ଦୋକାନର ଚୁଲି
ଭାରତରେ ଏପରି ଅନେକ ଦୋକାନ ଅଛି, ଯାହା ପିଢି ପରେ ପିଢି ଚାଲିଆସୁଛି। ପ୍ରାୟତଃ ଏହିପରି ଅନେକ ଦୋକାନ ଦେଖିପାରିବେ, ଯାହା ଗୋଟିଏ ପିଢିରୁ ଅନ୍ୟ ପିଢିକୁ ଚାଲିଆସୁଛି। ରାଜସ୍ଥାନର ଏମିତି ଏକ ଦୋକାନ ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ…
ଆସନ୍ତା ଦୀପାବଳିରେ ରିଲିଜ୍ ହେବନି ଅକ୍ଷୟ କୁମାରଙ୍କ ଫିଲ୍ମ ‘ହାଉସଫୁଲ-୫’, ଜାଣନ୍ତୁ କେବେ ହେବ ରିଲିଜ୍
ମୁମ୍ବାଇ: ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ‘ହାଉସଫୁଲ’ ଅନ୍ୟତମ। ଲୋକପ୍ରିୟ ଫ୍ରାଞ୍ଚାଇଜ ‘ହାଉସଫୁଲ’ ଏହାର ପ୍ରତ୍ୟେକ ଚଳଚ୍ଚିତ୍ର ସହିତ ଦର୍ଶକଙ୍କୁ ହସାଇ ଥାଏ। ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫ୍ରାଞ୍ଚାଇଜର ପଞ୍ଚମ ପାର୍ଟ ପାଇଁ ଅପେକ୍ଷା…
ସ୍କ୍ରାପ୍, ଗଛ, ଲୁହା ବ୍ୟବହାର କରି ନୌସେନାର ଜାହାଜ ନିର୍ମାଣ କଲେ ଛାତ୍ରୀଛାତ୍ର
ଛତ୍ରପୁର,୪ା୧୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ସରକାରୀ ଆଇଟିଆଇ ଛାତ୍ରୀଛାତ୍ର ଏକ ସ୍ବତନ୍ତ୍ର କାର୍ଯ୍ୟ କରି ଦେଖାଇଛନ୍ତି। ଅଦରକାରୀ ସ୍କ୍ରାପ୍, ଗଛ, ଲୁହା ଆଦିକୁ ବ୍ୟବହାର କରି ଅବିକଳ ନୌସେନାର ସ୍ବଦେଶୀ ଯୁଦ୍ଧ ଜାହାଜ ନିର୍ମାଣ କରିଛନ୍ତି। ସୋମବାର ନାଭି…
୭୦ ବର୍ଷରେ ମା’ ହେଲେ ମହିଳା: କୌଣସି ‘ଚମତ୍କାର’ଠାରୁ କମ୍ ନୁହେଁ କାହାଣୀ
ଉଗାଣ୍ଡାରେ ଏକ ଚମତ୍କାର ଘଟଣା ଘଟିଛି। ଏଠାରେ ଜଣେ ୭୦ବର୍ଷୀୟା ମହିଳା ସେଠାରେ ଯମଜ ଶିଶୁ ଜନ୍ମ ଦେଇଛନ୍ତି। ଏହି ମହିଳାଙ୍କ ନାମ ସାଫିନା ନାମୁକାଓ୍ବାୟା ବୋଲି କୁହାଯାଉଛି। ସେ ରାଜଧାନୀ କାମ୍ପାଲାର ଏକ ଡାକ୍ତରଖାନାରେ ଏକ ଝିଅ ଏବଂ ପୁଅ…
ଗଛ ଲଗାଇ କିପରି ମାତ୍ର ୧୨ ବର୍ଷରେ ହେବେ କୋଟିପତି, ଜାଣନ୍ତୁ…
ନୂଆଦିଲ୍ଲୀ,୪।୧୨ : ଗାଁ ହେଉ କିମ୍ବା ସହର ହେଉ, ଏପରି ଏକ ବ୍ୟବସାୟିକ ଚିନ୍ତାଧାରା ଅଛି ଯାହା ଜଣଙକ୍କୁ ମାତ୍ର ୧୨ ବର୍ଷରେ କୋଟିପତି କରିଦେବ। ଏହି ବ୍ୟବସାୟରେ ପ୍ରଥମେ କେବଳ ୧ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ ଏବଂ…
ଭେଣ୍ଡିଂ ଜୋନ୍ରେ ଅସାମାଜିକଙ୍କ ଆଡ୍ଡା
ରାଉରକେଲା,୪।୧୨(ଦିନେଶ ମିଶ୍ର): ରାସ୍ତାକଡ ଉଠା ବ୍ୟବସାୟୀମାନଙ୍କୁ ଥଇଥାନ କରିବା ପାଇଁ ଆରଏମ୍ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି। ଏହି ଭେଣ୍ଡିଂ ଜୋନରେ ବ୍ୟବସାୟ କରି ବ୍ୟବସାୟୀ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ…
ଇତିହାସ ରଚିଲେ ଋତୁରାଜ ଗାଇକ୍ୱାଡ: ଟି-୨୦ରେ କଲେ ବଡ଼ କାରନାମା
ବେଙ୍ଗାଲୁରୁ,୪।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଋତୁରାଜ ଗାଇକ୍ୱାଡ ଚମତ୍କାରପ୍ରଦର୍ଶନ କରିଛନ୍ତି। ଯଦିଓ ଗାଇକ୍ୱାଡ ପଞ୍ଚମ ତଥା ଶେଷ ଟି-୨୦ରେ ମାତ୍ର ୧୦ ରନ ସ୍କୋର କରିଥିଲେ, ତଥାପି ସେ ଏହି ସିରିଜରେ ବ୍ୟାଟିଂ କରି ଭଲ ପ୍ରଦର୍ଶନ କରିଥିଲେ। ପାଞ୍ଚ…
ପଟ୍ଟା ନାହିଁ, ଆକାଉଣ୍ଟକୁ ଛଡାଯାଉନି ଦ୍ୱିତୀୟ କିସ୍ତି
କୁନ୍ଦୁରା,୪ା୧୨(ସନ୍ତୋଷ ପ୍ରହରାଜ): ଗ୍ରାମାଞ୍ଚଳଗୁଡିକରେ ବର୍ତ୍ତମାନ ସୁଦ୍ଧା ଘରବାରି ପଟ୍ଟା ସମସ୍ତଙ୍କୁ ମିଳିନାହିଁ। ଯିଏ ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ଗୃହ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିଥିଲା। ପରେ ହିତାଧିକାରୀ ଗୃହ ନିର୍ମାଣ ଆରମ୍ଭ କରିଛନ୍ତି।…
ପାକିସ୍ତାନ କ୍ରିକେଟରଙ୍କ ଦୁଃଖ, ଅଷ୍ଟ୍ରେଲିଆରେ ‘ନୋ ଓ୍ବେଲକମ’
କାନବେରା,୪।୧୨: ନିକଟରେ ସଲମାନ ବଟଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡର ଚୟନ କମିଟିରୁ ହଟାଇ ଦିଆଯାଇଛି। ବାସ୍ତବରେ ସଲମାନ ବଟଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡର ଚୟନ କମିଟିରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଯାହା ପରେ ବହୁତ ବିବାଦ ହୋଇଥିଲା। ପାକିସ୍ତାନୀ ଗଣମାଧ୍ୟମ ଏବଂ ପୂର୍ବତନ…
ପରାଜୟର କ୍ରୋଧ ସଂସଦରେ ପ୍ରକାଶ କରିବା ଉଚିତ୍ ନୁହେଁ: ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୪।୧୨: ସୋମବାର ଠାରୁ ସଂସଦର ଶୀତକାଳୀନ ଅଧିବେଶନ ହେଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମ ସହ କଥାବାର୍ତ୍ତା କରିଛନ୍ତି। ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ ସେ କହିଛନ୍ତି, ଦେଶ ନକାରାତ୍ମକତାକୁ ପ୍ରତ୍ୟାଖ୍ୟାନ…
ଘୋଡ଼ାକୁ ନିଜ ହାତରେ ଦାନା ଖୁଆଇ ଚର୍ଚ୍ଚାରେ ଧୋନି, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୪।୧୨: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ମହେନ୍ଦ୍ର ସିଂ ଧୋନି ଚାଷ ଏବଂ ତାଙ୍କ ଗୃହପାଳିତ ପଶୁମାନଙ୍କ ସହ ବହୁ ସମୟ ଅତିବାହିତ କରୁଛନ୍ତି। ଗୃହପାଳିତ ପଶୁମାନଙ୍କ ସହିତ ଧୋନିଙ୍କ ଭିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହିପରି…
Archives


