Home Left

ସମାନ ହିତାଧିକାରୀଙ୍କୁ ଏକାଧିକ ଥର ଗୃହ ଆବଣ୍ଟନ

ସୋନପୁର,୪।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସରକାରୀ ନିୟମ ଉଲ୍ଲଂଘନ କରି ହିତାଧିକାରୀ ଚୟନ କରାଯାଇଛି। ଜଣେ ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ଗୋଟିଏ ଘର ମିଳିବାର ନିୟମ…

ପ୍ରମାଣ ଅଭାବରୁ ମାମଲା ବନ୍ଦ କଲା ସିବିଆଇ

କେପ୍‌ଟାଉନ,୩ା୧(ପି.ଟି): ୨୦୧୯ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବେଟିଂ ମାମଲାକୁ ପ୍ରମାଣ ଅଭାବରୁ ବନ୍ଦ କରିଛି ସିବିଆଇ। ପାକିସ୍ତାନରୁ ମିଳିଥିବା ତଥ୍ୟ ଆଧାରରେ ମେ’ ୨୦୨୨ରେ ସିବିଆଇ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇଥିଲା। ସିବିଆଇ ପକ୍ଷରୁ ଦିଲ୍ଲୀର ରୋହିଣୀରେ ରହୁଥିବା…

ଓଡ଼ିଶାର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ବରୋଦା

ଭୁବନେଶ୍ୱର, ୩।୧ (ତପନ ସ୍ବାଇଁ): ରଣଜୀ ଟ୍ରଫି ସିଜନ ୨୦୨୩-୨୪ର ପ୍ରଥମ ୨ ମ୍ୟାଚ ଖେଳିବା ପାଇଁ ଓଡ଼ିଶା ଦଳ ମଙ୍ଗଳବାର ଭଦୋଦରା ଯାତ୍ରା କରିଛି। କାରଣ ଓଡ଼ିଶାର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ବରୋଦା। ଭଦୋଦରାର ମୋତିବାଗ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା-ବରୋଦା…

ଅଲ୍‌ ରାଉଣ୍ଡରେ ରାକେଶ ଶୀର୍ଷରେ

ଭୁବନେଶ୍ୱର, ୩।୧ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଜାତୀୟ ସିନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ପ୍ରତିଯୋଗିତାର ଅଲ୍‌ରାଉଣ୍ଡ ବିଭାଗରେ ଓଡ଼ିଶାର ରାକେଶ ପାତ୍ର ଚମତ୍କାର ପ୍ରଦର୍ଶନ କରି ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ପୁରୁଷ ଦଳଗତ ବିଭାଗରେ ରେଲଓ୍ବେ…

ଚେନ୍ନାଇ ବିପକ୍ଷରେ ଓଡ଼ିଶାର ଦ୍ୱିତୀୟ ଟାଇ

ଭୁବନେଶ୍ୱର, ୩।୧ (ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋରେ ମଙ୍ଗଳବାର ଅନୁଷ୍ଠିତ ଓଡ଼ିଶା ଜଗରନଟ୍ସ-ଚେନ୍ନାଇ କୁଇକ୍‌ ଗନ୍ସ ମ୍ୟାଚ ୩୦-୩୦ ପଏଣ୍ଟରେ ଟାଇ ରହିଛି। ଏହା ପୂର୍ବରୁ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ…

ଦେଶରେ ୩୧୨ ଜେଏନ୍‌.୧ ସଂକ୍ରମିତ

ନୂଆଦିଲ୍ଲୀ,୩।୧(ପି.ଟି.): ଦେଶରେ ମୋଟ ୩୧୨ ଜଣ କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ରେ ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି। ସେଥିରୁ ୪୭ ପ୍ରତିଶତ କେରଳରୁ ବୋଲି ଆଇଏନ୍‌ଏସ୍‌ଏସିଓଜି ତଥ୍ୟରୁ ଜଣାପଡ଼ିଛି। କେରଳରେ ୧୪୭ ଜଣ ଜେଏନ୍‌.୧ରେ ଆକ୍ରାନ୍ତ ହୋଇଥିବାବେଳେ ଗୋଆ ୫୧, ଗୁଜରାଟ ୩୪,…

ଜାପାନ ଭୂକମ୍ପ ମୃତ୍ୟୁସଂଖ୍ୟା ୫୫

ଟୋକିଓ,୩।୧: ନୂଆବର୍ଷର ପ୍ରଥମ ଦିନରେ ଜାପାନରେ ୭.୬ ତୀବ୍ରତାର ଭୂକମ୍ପ ସାଙ୍ଗକୁ କ୍ରମାଗତ ୧୫୫ ଥର କମ୍ପନ ହେବା ଫଳରେ ୫୫ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି। ଘରଗୁଡ଼ିକର ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ…

ୟୁକ୍ରେନ୍‌ର ୨ ସହରରେ ରୁଷିଆର କ୍ଷେପଣାସ୍ତ୍ର ମାଡ଼: ୫ ମୃତ

କିଭ୍‌,୩।୧: ୟୁକ୍ରେନ୍‌ର ଦୁଇଟି ବୃହତ୍‌ ସହର ଉପରେ ମଙ୍ଗଳବାର ରୁଷିଆ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ଯୁଦ୍ଧକୁ ଦୁଇବର୍ଷ ପୂରିବାକୁ ଯାଉଥିବାବେଳେ କ୍ରେମ୍‌ଲିନ୍‌ ୟୁକ୍ରେନ୍‌ ସହରାଞ୍ଚଳ ଉପରେ ଆକ୍ରମଣ ବଢ଼ାଇଛି।…

ସୁରକ୍ଷାବଳକୁ ପୁଣି ଟାର୍ଗେଟ

ନୂଆଦିଲ୍ଲୀ,୩।୧(ପି.ଟି.): ମଣିପୁରର ଥୋଉବଲ ଜିଲାରେ ସୋମବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ପରେ ବ୍ୟାପକ ପୋଡ଼ାଜଳା ହୋଇଥିଲା। ହିଂସାକାଣ୍ଡ ପରେ ୫ ଉପତ୍ୟକା ଜିଲାରେ ପୁଣିଥରେ କର୍ଫ୍ୟୁ ଜାରି କରାଯାଇଥିଲା। ମଙ୍ଗଳବାର ସକାଳେ ଟେଙ୍ଗନୌପାଲ ଜିଲାର ମୋରେହ ଜିଲାରେ…

ଫେବୃଆରୀ ୨୨ରେ ରକୁଲଙ୍କ ବାହାଘର

ମୁମ୍ବାଇ: ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଦୀର୍ଘଦିନ ଧରି ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ତଥା ଅଭିନେତା ଜ୍ୟାକି ଭଗ୍ନାନୀଙ୍କୁ ଡେଟ୍‌ କରୁଛନ୍ତି। ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏନେଇ ରକୁଲ ଘୋଷଣା କରିଛନ୍ତି। ଚଳିତବର୍ଷ ଫେବୃଆରୀ ୨୨ ତାରିଖରେ ଉଭୟେ…

୨ ଯାଆଁଳାଙ୍କ ଜନ୍ମ ଭିନ୍ନ ବର୍ଷରେ

ଟ୍ରେନଟନ୍‌: ଆମେରିକାର ଏକ ରିପୋର୍ଟ ମୁତାବକ, ପ୍ରତିଦିନ ପୃଥିବୀରେ ୩.୮ ଲକ୍ଷ ପିଲା ଜନ୍ମ ହେଉଛନ୍ତି। ନିକଟରେ ନ୍ୟୁ ଜର୍ସିରେ ୨ ଯାଆଁଳା ପିଲା ଜନ୍ମ ହୋଇଛନ୍ତି, ହେଲେ ୨ ଭିନ୍ନ ବର୍ଷରେ। ରିପୋର୍ଟ ଅନୁଯାୟୀ, ନ୍ୟୁ ଜର୍ସିର ଏକ ଦମ୍ପତି…

୨ଟି ପୋଲରେ ବିଶ୍ୱକୁ ସଂଯୋଗ

ଏଥେନ୍ସ: ଗ୍ରୀସ୍‌ର ପଶ୍ଚିମରେ ଏକ ସୁନ୍ଦର ଦ୍ୱୀପ ରହିଛି। ସେହି ଦ୍ୱୀପଟି କେବଳ ୨ଟି ପୋଲ ସାହାଯ୍ୟରେ ଅନ୍ୟ ସ୍ଥାନ ସହିତ ଯୋଡ଼ି ହେଉଛି। ଏଠାରେ ଥିବା ଐତିହାସିକ କାନ୍ଥ, ନ୍ୟାଶନାଲ ପାର୍କ, ଏକ ଚର୍ଚ୍ଚ ଏଠାକାର ସୌନ୍ଦର୍ଯ୍ୟକୁ ଅଧିକ ବଢାଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri