Home Left

ଗଞ୍ଜାମ କନ୍ଧମାଳ ସୀମାରେ ଲାଗିଲା ମାଓ ପୋଷ୍ଟର

ଭଞ୍ଜନଗର,୧୨।୧୧(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଲାଗିଛି ମାଓ ପୋଷ୍ଟର। ଭଞ୍ଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦରେ ମାଓ ପୋଷ୍ଟର୍‌ ଶନିବାର ରାତିରେ ମରାଯାଇଛି। ରବିବାର ସକାଳେ ଏହି ଘଟଣା ଜଣାପଡିବା ପରେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପୋଷ୍ଟର୍‌ଟି ମାଓବାଦୀମାନେ…

ରେକର୍ଡ ପରିମାଣର ଧନ୍‌ତେରସ୍‌ କାରବାର: ୨୦୦ କୋଟିରୁ ଅଧିକ

ଭୁବନେଶ୍ୱର,୧୨।୧୧ (ଅଭୟ ଦାଶ): ଚଳିତ ବର୍ଷର ଧନ୍‌ତେରସ୍‌ କାରବାର ରେକର୍ଡ ପରିମାଣରରେ ହୋଇଛି। ଏପରିକି ଗତ ୩ ଦିନ ହେବ ଧନ୍‌ତେରସ୍‌ କାରବାର ପୂର୍ବବର୍ଷ ଅପେକ୍ଷା ଭଲ ରହିଥିଲାବେଳେ କାରବାର ୨୦୦ କୋଟିରୁ ଅଧିକ ହୋଇଛି ବୋଲି ଓଡ଼ିଶାର ଅଗ୍ରଣୀ ଅଳଙ୍କାର…

୨ ହାତ,୪ ଗୋଡ ସହ ଜନ୍ମ ନେଲା ଅଜବ ଶିଶୁ: ସମସ୍ତେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୧୨।୧୧: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମୁଜାଫରନଗର ବାସିନ୍ଦା ଇରଫାନଙ୍କ ସ୍ତ୍ରୀ ୬ ନଭେମ୍ବରରେ ଏକ ସନ୍ତାନ ଜନ୍ମ ଦେଇଥିଲେ, ଯାହାର ୪ ହାତ, ୪ ଗୋଡ ଏବଂ ୨ଟି ଗୁପ୍ତାଙ୍ଗ ଅଛି। ଏହି ଅସ୍ବାଭାବିକ…

ରିଲାଏନ୍ସ ଡିଜିଟାଲର ‘ଫେଷ୍ଟିଭାଲ ଅଫ୍‌ ଇଲେକ୍‌ଟ୍ରୋନିକ୍ସ’

ଭୁବନେଶ୍ୱର,୧୨।୧୧: ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ‘ଫେଷ୍ଟିଭାଲ ଅଫ୍‌ ଇଲେକ୍‌ଟ୍ରୋନିକ୍ସ’ ସେଲ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଦୀପାବଳିରେ ପ୍ରେମ, ଆଲୋକ ଓ ଖୁସି ବାଣ୍ଟନ୍ତୁ ଏବଂ ଆପଣଙ୍କ ପ୍ରିୟଜନ ଓ ନିଜ ପାଇଁ ଉତ୍କୃଷ୍ଟ ଉପହାର ପାଆନ୍ତୁ।…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ପଦ କଥା ଦୂର କରିଥିଲା ସାଇରା ବାନୁଙ୍କ ଦୁଃଖ

ଅଭିନେତ୍ରୀ ସାଇରା ବାନୁ ଜୀବନର ଏକ ରହସ୍ୟ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ଉନ୍ମୋଚନ କରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି, ଜୁଲାଇ ୭,୨୦୨୧ ସ୍ବାମୀ ଦିଲୀପ କୁମାର ମୋତେ ଛାଡି ଚାଲିଯିବାପରେ ପ୍ରତିକ୍ଷଣ…

ଭ୍ରମାତ୍ମକ ଅଫର ପ୍ରତି ଗ୍ରାହକ ସାବଧାନ ରୁହନ୍ତୁ: ସଞ୍ଜୟ

ଭୁବନେଶ୍ୱର,୧୨।୧୧(ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାରା ଦେଶ ଧନ୍‌ତେରସ୍‌ ଓ ଆଲୋକର ପର୍ବ ଦୀପାବଳି ପାଳନ ଉପଲକ୍ଷେ ଅଳଙ୍କାର ଓ ମୂଲ୍ୟବାନ୍‌ ସାମଗ୍ରୀ କ୍ରୟ କରିବେ। ଏପରିକି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ…

Tiger 3 FIRST Review: ରିଲିଜ ହେଲା ଟାଇଗର-୩, ପ୍ରଶଂସକ କହିଲେ ଫିଲ୍ମ ବ୍ଲକବଷ୍ଟର

ମୁମ୍ବାଇ: ଦୀପାବଳି ଅବସରରେ ମୁକ୍ତିଲାଭ କରିଛି ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଟାଇଗର-୩। ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଶୋ’ରୁ ହିଁ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି। ୟଶରାଜ ସ୍ପାଏ ୟୁନିଭର୍ସର ଏହା ପଞ୍ଚମ…

ଦୀପାବଳି ପର୍ବର ମହତ୍ୱ ଆମେ ବୁଝୁ: ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି

କେପଟାଉନ,୧୨।୧୧: ଆଜି ସମଗ୍ର ଭାରତରେ ଦୀପାବଳି ପାଳନ କରାଯାଉଛି। ଏହି ପର୍ବ ପାଇଁ କେବଳ ଦେଶରେ ନୁହେଁ, ବିଶ୍ୱର ଅନେକ ଦେଶରେ ମଧ୍ୟ ଏହାର କ୍ରେଜ୍‌ ରହିଛି। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ତାଙ୍କ ଦେଶର ନାଗରିକମାନଙ୍କୁ ଦୀପାବଳି ଅବସରରେ…

ଜାତିସଂଘରେ ପୁଣି ଇସ୍ରାଏଲ ବିରୋଧରେ ପ୍ରସ୍ତାବ ଆଗତ: ଏଥର ଭାରତ ନେଲା ଆଶ୍ଚର୍ଯ୍ୟଜନକ ପଦକ୍ଷେପ

କାଲଫର୍ନିଆ,୧୨।୧୧: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନରେ ଇସ୍ରାଏଲ ବସତି ବିରୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମିଳିତ ଜାତିସଂଘରେ ଆଗତ କରାଯାଇଥିଲା। ଏଥିରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଏହି ପ୍ରସ୍ତାବକୁ ଭାରତ ଭୋଟ ଦେଇଛି। ଏହି ପ୍ରସ୍ତାବକୁ ସମର୍ଥନ କରି ୧୪୫…

ଜଳିଗଲା ବାଣ ଦୋକାନ

ଜଗତସିଂହପୁର,୧୨।୧୧: ଆଜି ଆଲୋକର ପର୍ବ ଦୀପାବଳି। ବାଣ ଫୁଟାଇ, ମିଠା ଖାଇ ଲୋକ ଦୀପାବଳୀ ପାଳନ କରୁଛନ୍ତି। କିନ୍ତୁ ପାରାଦୀପରେ ଏତିକିବେଳେ ଏକ ଅଘଟଣ ଘଟି ଯାଇଛି। ପାରାଦୀପର ଏକ ବାଣ ଦୋକାନରେ ଭୋର ସମୟରେ ନିଆଁ ଲାଗି ଯାଇଛି। ଲକ୍‌…

ପ୍ରଧାନମନ୍ତ୍ରୀଙ୍କୁ ଧରି କାନ୍ଦିଲେ ମାଡିଗା ନେତା

ହାଇଦ୍ରାବାଦ୍‌,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନାରେ ମାଡିଗା ସମ୍ପ୍ରଦାୟର ସଶକ୍ତିକରଣ ପାଇଁ ସମସ୍ତ ସମ୍ଭାବ୍ୟ ପଦ୍ଧତି ଗ୍ରହଣ କରାଯିବ ବୋଲି ଘୋଷଣା କରିଛନ୍ତି। ଅନୁସୂଚିତ ଜାତିର ବର୍ଗୀକରଣ ପାଇଁ ମାଡିଗା ସମ୍ପ୍ରଦାୟର ଦାବି ପରିପ୍ରେକ୍ଷୀରେ ସେ ଏହା କହିଛନ୍ତି। ଏଠାରେ ମାଡିଗା…

ବିଶ୍ୱକପରୁ ପାକିସ୍ତାନ ବିଦା ହେବା ପରେ ବାବରଙ୍କ ଉପରେ ଝୁଲୁଛି ଖଣ୍ଡା: ଯାଇପାରେ ଅଧିନାୟିକତ୍ୱ ପଦ

ନୂଆଦିଲ୍ଲୀ,୧୨।୧୧:୨୦୨୩ ବିଶ୍ୱକପରୁ ପାକିସ୍ତାନ ଦଳ ବାଦ୍‌ ପଡିଛି। ସେମିଫାଇନାଲ ଖେଳିବାର ଏହାର ଶେଷ ଆଶା ଇଂଲଣ୍ଡ ବିପକ୍ଷରେ ଟସ ହାରିବା ସହିତ ଶେଷ ହୋଇଥିଲା। ବିଶ୍ୱକପରେ ୯ଟି ମ୍ୟାଚରେ ମାତ୍ର ୪ଟି ବିଜୟ ସହ ପାକିସ୍ତାନ ଦଳ ବର୍ତ୍ତମାନ ନିଜ ଦେଶକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri