Home Left

ଜାତୀୟ ପାରା ଆଥ୍‌ଲେଟିକ୍ସ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୮ା୧(ସରୋଜ ଜେନା): ଗୋଆର ପଣଜିରେ ଜାନୁଆରୀ ୮ରୁ ୧୩ ଯାଏଁ ଜାତୀୟ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହେବ। ଓଡ଼ିଶା ପକ୍ଷରୁ ୪୨ ଜଣିଆ ଦଳ ଯାଉଥିବା ବେଳେ ଶନିବାର କଳିଙ୍ଗ ଷ୍ଟାଡିୟମରେ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ…

ଅର୍ଦ୍ଧାଧିକ ଚାଷଜମି ଜଳସେଚନରୁ ବଞ୍ଚିତ

କେନ୍ଦ୍ରାପଡ଼ା,୮ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ଶୁକ୍ରବାରଠାରୁ ୧୧୮ ସ୍ଥାନରେ ସରକାରୀ ଧାନମଣ୍ଡି ଖୋଲିବ। ବଳକା ଧାନ ବିକ୍ରି ପାଇଁ ପଞ୍ଜୀକୃତ ଚାଷୀଙ୍କୁ ଟୋକନ୍‌ ଦିଆଯାଇଛି। ତେବେ ଚଳିତବର୍ଷ ପୂର୍ବବର୍ଷ ତୁଳନାରେ ଖରିଫ ଧାନ ସଂଗ୍ରହ କମ୍‌ ରହିବ ବୋଲି ପ୍ରାଥମିକ…

ସତ୍ୟ ସ୍ବରୂପ ତ୍ରିପାଠୀ ଚାମ୍ପିୟନ

ଭୁବନେଶ୍ୱର,୮ା୧(ସରୋଜ ଜେନା): ପୋଖରୀପୁଟ ଠାରେ ଥିବା ଆର୍‌. ବି. ଚେସ ସେଣ୍ଟର୍‌ ଆନୁକୁଲ୍ୟରେ ଅନୁଷ୍ଠିତ ଦ୍ବିତୀୟ ଆର୍‌. ବି. ଚେସ ଟୁର୍ନାମେଣ୍ଟ -୨୦୨୩ ପ୍ରତିଯୋଗିତାରେ ସତ୍ୟ ସ୍ବରୂପ ତ୍ରିପାଠୀ ଚାମ୍ପିୟନ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଇହାନ ଚୌଧୁରୀ (ରନର୍‌ଅପ), ଆଦ୍ୟା ଅଦ୍ଭିତ…

ଜାତୀୟ ଜୁନିୟର ହ୍ୟାଣ୍ଡ୍‌ବଲ ପାଇଁ ଓଡ଼ିଶା ଦଳ

ଭୁବନେଶ୍ବର, ୮।୧ (ତପନ ସ୍ବାଇଁ): ଚଳିତ ମାସ ୯ରୁ ୧୩ ପର୍ଯ୍ୟନ୍ତ ଜୟପୁରର କରୋଲିଠାରେ ହେବାକୁ ଯାଉଥିବା ୪୬ ତମ ଜାତୀୟ ଜୁନିୟର ବାଳକ ହ୍ୟାଣ୍ଡ୍‌ବଲ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି। ମନୋନୀତ ଖେଳାଳି ମାନେ ହେଲେ ଆର୍ଯ୍ୟନ…

ଜାପାନ କରାଟେରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୮।୧ (ତପନ ସ୍ବାଇଁ): ଜାପାନ କରାଟେ ଆସୋସିଏଶନ ଇଣ୍ଡିଆ (ଜେକେଏଆଇ)ର ୮ମ ଜାତୀୟ ଚାମ୍ପିୟନଶିପ ମୁମ୍ବାଇସ୍ଥିତ ଜିସିସି କ୍ଲବରେ ରବିବାର ଉଦ୍‌ଯାପିତ ହୋଇଛି। ଜେକେଏଆଇ ଓଡ଼ିଶା ମୁଖ୍ୟ ସନ୍ତୋଷ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ରାଜ୍ୟରୁ ୬ ଜଣିଆ ଦଳ ଭାଗ ନେଇଥିଲା।…

ଦାୟିତ୍ୱସମ୍ପନ୍ନ ପୁଞ୍ଜି ଲଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୮।୧: ଇଣ୍ଟର ସାଇନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ଟେକ୍‌ନୋଲୋଜି (ଆଇଆଇଏମ୍‌ଟି) ଏବଂ ଦି ୟୁନାଇଟେଡ ନେଶନ୍‌ସ ଏଜୁକେଶନାଲ, ସାଇଣ୍ଟିଫିକ ଆଣ୍ଡ କଲଚରାଲ ଅଗ୍ରାନାଇଜେଶନ ବା ୟୁନେସ୍କୋର ମିଳିତ ସହଯୋଗରେ ଏକ ଦିନିକିଆ କର୍ମଶାଳା ଭୁବନେଶ୍ୱରର କଣ୍ଟାବାଡ଼ସ୍ଥିତ ଆଇଆଇଏମ୍‌ଟି କ୍ୟାମ୍ପସ…

ଖିମ୍‌ଜୀକୁ ରିଟେଲ ଜୁଏଲେରି ଏମ୍‌ଡି ଆଣ୍ଡ ସିଇଓ ଆୱାର୍ଡ

ଭୁବନେଶ୍ୱର, ୮।୧(ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ‘ରିଜିଓନାଲ ରିଟେଲ ଚେନ୍‌ ଅଫ୍‌ ଦି ଇୟର (ଇଷ୍ଟ) ପୁରସ୍କାର’ ପ୍ରଦାନ କରାଯାଇଛି। ଏପରିକି ଭାରତର ପୂର୍ବାଞ୍ଚଳରୁ ଜୁଏଲେରି ଶିଳ୍ପରେ…

ଉତ୍କଳ କ୍ୟାନ୍‌ସର କନ୍‌କ୍ଲେଭ ଉଦ୍‌ଯାପିତ

ଭୁବନେଶ୍ୱର,୮।୧: ଉତ୍କଳ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ହସ୍ପିଟାଲ ବା ଉତ୍କଳ ହସ୍ପିଟାଲ ଭୁବନେଶ୍ବର ପକ୍ଷରୁ ରବିବାର ଦିନିକିଆ କର୍ମଶାଳା ‘ଉତ୍କଳ କର୍କଟ କନ୍‌କ୍ଲେଭ-୨୦୨୪’ ହୋଟେଲ ମେ ଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ…

ୟୁନିକମର୍ସ ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର,୮।୧: ଦେଶର ପ୍ରମୁଖ ଇ-କମର୍ସ କମ୍ପାନୀ ୟୁନିକମର୍ସ ଇ-ସଲ୍ୟୁସନ୍ସ ଲିମିଟେଡ୍‌ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍‌ ହିୟରିଂ ପ୍ରସ୍‌ପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ଏପରିକି କମ୍ପାନୀର ଅଫର ଫର୍‌ ସେଲ୍‌ରେ ଅଂଶଧନକାରୀମାନେ ୨,୯୮,୪୦,୪୮୬…

ମେ-ଜୁନ ବିବାହରେ ଉପୁଜିପାରେ ବାଧା! ଜାଣନ୍ତୁ ଜ୍ୟୋତିଷ କ’ଣ ଦେଉଛନ୍ତି ଯୁକ୍ତି

ଜୟପୁର: ନୂଆ ବର୍ଷରେ, ଫେବୃଆରୀରେ ବିବାହ ପାଇଁ ୨୦ ରୁ ଅଧିକ ଶୁଭ ସମୟ ଆସୁଛି । କିନ୍ତୁ ମେ ଏବଂ ଜୁନରେ ବିବାହରେ ବାଧା ଉପୁଜିପାରେ ବୋଲି କୁହାଯାଉଛି। ଜ୍ୟୋତିଷଙ୍କ ଅନୁଯାୟୀ, ମେ-ଜୁନରେ ବୃହସ୍ପତି ଏବଂ ଶୁକ୍ରଙ୍କ ସ୍ଥାପନା ହେତୁ…

ପୁରୁଣା ଚାକୁଣ୍ଡା ଗଛ ପାଲଟିଛି ମୂକସାକ୍ଷୀ

ମହାକାଳପଡ଼ା,୮ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ରାମନଗରଠାରେ ମା’ ରାମଚଣ୍ଡୀଙ୍କ ମନ୍ଦିର ପରିସରରେ ରହିଥିବା ପୁରୁଣା ଚାକୁଣ୍ଡା ଗଛ ମୂକସାକ୍ଷୀ ଭାବେ ଠିଆ ହୋଇଛି। ଇତିମଧ୍ୟରେ ଏହି ଗଛ ଅନେକ ବିପର୍ଯ୍ୟୟକୁ ସାମ୍ନା କରିଛି। ଭାଙ୍ଗି ଯାଇଛି ଶାଖା ପ୍ରଶାଖା, ତଥାପି…

ଟିପିସିଓଡିଏଲ୍‌କୁ ଆଇସିଏସ୍‌ଆଇ ସିଏସ୍‌ଆର୍‌ ଏକ୍ସଲେନ୍ସ ଆୱାର୍ଡ

ଭୁବନେଶ୍ୱର, ୮।୧ (ଅଭୟ ଦାଶ): ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସମ୍ମାନ ‘ଆଇସିଏସ୍‌ଆଇ ସିଏସ୍‌ଆର୍‌ ଏକ୍ସଲେନ୍ସ ଆୱାର୍ଡ’ ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଦି ଇନ୍‌ଷ୍ଟିଚ୍ୟୁଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri