Posted inଫୁରସତ

ପିଜା ଖାଇବାକୁ ବିମାନ ବୁକ୍‌ କରି ବିଦେଶରେ ପହଞ୍ଚିଲେ ଯୁବତୀ

ବାସ୍ତାବରେ ଧନୀମାନଙ୍କର ପରିଭାଷା କ’ଣ? ଏହାର ଅର୍ଥ ହେଲା ଧନୀଙ୍କ ପାଖରେ ଅର୍ଥର ଅଭାବ ନ ଥାଏ। ତେଣୁ ମନ ଯାହା ଚାହେଁ, ତାହା କରିଦିଅନ୍ତି। ସାମାନ୍ୟ ଜିନିଷ ପାଇଁ ବି ଧନୀମାନେ ବିଦେଶ ଯାତ୍ରା କରିଥାନ୍ତି। ଏପରି ଅନେକ ଉଦାହରଣ ରହିଛି। କିଛିଦିନ ପୂର୍ବରୁ ଜଣେ ଯୁବକ ଗାଧୋଇବା ପାଇଁ ବିମାନ ବୁକ୍‌ କରି ବିଦେଶ ଯାତ୍ରା କରିଥିଲେ। ଆଜି ସେମିତି ଆଉ ଏକ ଉଦାହରଣ ହେଉଛି ଦୁଇ ଯୁବତୀଙ୍କର ପିଜା ଖାଇବାକୁ ଇଚ୍ଛା ହେବାରୁ ବିମାନ ବୁକ୍‌ କରି ସିଧା ବିଦେଶରେ ପହଞ୍ଚିଲେ।

London City takes crown as UK's best airport for security waiting time - CityAM

ମୋର୍ଗାନ ଏବଂ ଜେସ ନାମକ ଦୁଇ ବାନ୍ଧବୀ କେବଳ ପିଜା ଖାଇବା ଏବଂ ବୁଲିବା ପାଇଁ ୮ ଘଣ୍ଟା ବିମାନ ଯାତ୍ରା କରିଥିଲେ। ଏହା ପରେ ତାଙ୍କର ଇଚ୍ଛା ମଧ୍ୟ ଖୁବ୍‌ ଆକର୍ଷଣୀୟ ଥିଲା।

Which London airport is the best choice for business travellers?

ଏକ ରିପୋର୍ଟ ଅନୁଯାୟୀ, ମୋର୍ଗାନ ବୋଲ୍ଡ ଏବଂ ଜେସ ଓ୍ବୁଡର୍‌ ନାମକ ଦୁଇ ବ୍ରିଟିଶ ଯୁବତୀ ଲଣ୍ଡନର ବାସିନ୍ଦା। ସେ ପିଜା ଖାଇବାକୁ ଇଚ୍ଛା କଲେ। ବିମାନ ବୁକ୍‌ କରି ସେମାନେ ଶପିଂ, ବୁଲାବୁଲି କରି ଏଠାରେ ପିଜା ଖାଇଲେ। କେବଳ ଏତିକି ନୁହେଁ, ସେ ପରଦିନ ଅଫିସ ଯିବା ପୂର୍ବରୁ ମଧ୍ୟ ଫେରିଥିଲେ। କୌତୂହଳର ବିଷୟ ହେଉଛି ସେମାନେ କହିଛନ୍ତି, ଲଣ୍ଡନରୁ ଲିଭରପୁଲ ଯାତ୍ରା କରିବା ଅପେକ୍ଷା ତାଙ୍କର ପୂରା ଦିନର ଯାତ୍ରା ଏବଂ ବିମାନର ମୂଲ୍ୟ କମ୍‌ ଅଟେ।

पिज्ज़ा खाने इटली पहुंच गईं सहेलियां. (Credit- Canva)

ମୋର୍ଗାନ କହିଛନ୍ତି, ସେ ଏସବୁ ମାତ୍ର ୧୭,୭୩୦ ଟଙ୍କାରେ ଶେଷ କରିଛନ୍ତି। ବିମାନ ଯୋଗେ ତାଙ୍କର ଯାତ୍ରା ଖର୍ଚ୍ଚ ୧୦,୫୦୦ ଟଙ୍କା ଥିଲା, ସେ ବିମାନବନ୍ଦର ପାର୍କିଂରେ ୨୮୦୦ ଟଙ୍କା ଖର୍ଚ୍ଚ କରିଥିଲେ ଏବଂ ପିଜା ଖାଇବାରେ ୪୦୦୦ ଟଙ୍କା ଖର୍ଚ୍ଚ କରିଥିଲେ। ସେ କହିଛନ୍ତି, ଲଣ୍ଡନରେ ଟ୍ରେନ ଭଡ଼ା ଯେତିକି ମହଙ୍ଗା ହୋଇଥାନ୍ତା ଏବଂ ଖାଦ୍ୟ ଏବଂ ପାନୀୟ ଅଧିକ ମହଙ୍ଗା ହୋଇଥାନ୍ତା। ସେ ପିଜାର ଲିନିଙ୍ଗ ଟାଓ୍ବାରକୁ ଦେଖିଥିବାବେଳେ ସେଠାରେ ପିଜାର ମଜା ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମହାରାଷ୍ଟ୍ର,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?