ପୋଟଳି ନେଇ କଲେକ୍ଟରଙ୍କ ଅଫିସ ପହଞ୍ଚିଲେ ବିଧାୟକ, ଖୋଲିବା ପରେ ସମସ୍ତେ ହେଲେ ଆଶ୍ଚର୍ଯ୍ୟ
ବାରାଣସୀ,୧୦।୫: ବାରାଣାସୀ ଲୋକ ସଭା ଆସନରେ ଏକ ଅଜବ ଚିତ୍ର ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ସ୍ବାଧୀନ ପ୍ରାର୍ଥୀ କଏନ ନେଇ ନାମାଙ୍କନ ଫର୍ମ ଫି ସହିତ ଆସିଥିଲେ, ତାହା ମଧ୍ୟ ୧୦୦ କିମ୍ବା ୨୦୦ ଟଙ୍କା ନୁହେଁ ବରଂ ପୂରା…
ବୃଦ୍ଧଙ୍କ ଉପରେ ମାଡ଼ିଗଲା ଚିପ୍ସ ବୋଝେଇ ହାଇୱା
ଦେଓଗାଁ,୧୦।୫(କୃଷ୍ଣପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ଦେଓଗାଁ କଲେଜ ଛକରେ ଶୁକ୍ରବାର ଏକ ହାଇୱା ଚାପାରେ ଜଣେ ସାଇକେଲ ଆରୋହୀଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ ସାଗରପାଲି ଗ୍ରାମର ୬୨ ବର୍ଷୀୟ ବୃଦ୍ଧ ମହେଶ୍ୱର ରଣା ।…
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଭିଜିଗଲା ସମସ୍ତ ଦେଶବାସୀଙ୍କ ଆଖି: ରାଘବ ଚଢା
ନୂଆଦିଲ୍ଲୀ,୧୦।୫: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାମିନ ପାଇବା ମାତ୍ରେ ଏଏପି ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବା ଆରମ୍ଭ କରିଛି। ଏଏପିର ରାଜ୍ୟ ସଭା ଏମପି ରାଘବ ଚଢା ମଧ୍ୟ ତାଙ୍କ ନିରବତାକୁ ଭାଙ୍ଗି କିଛି ହୃଦୟସ୍ପର୍ଶୀ କଥା…
କେଜରିଓ୍ବାଲଙ୍କୁ ଜାମିନ ମିଳିବା ପରେ ପ୍ରଥମେ କାହାକୁ ଭେଟିଥିଲେ ସୁନିତା
ନୂଆଦିଲ୍ଲୀ,୧୦।୫: ଶୁକ୍ରବାର ସୁପ୍ରିମକୋର୍ଟ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସ୍ତ୍ରୀ ସୁନୀତା କେଜରିୱାଲଙ୍କ ସମେତ ସମଗ୍ର ଆମ ଆଦମୀ ପାର୍ଟି ଉତ୍ସବ ପାଳନ କରୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ…
କେଜରିଓ୍ବାଲଙ୍କୁ ଜାମିନ ମିଳିବା ପରେ…, ଏଏପିର ବଡ ନିଷ୍ପତ୍ତି, ରଦ୍ଦ ହେଲା ସମସ୍ତ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ସୁପ୍ରିମକୋର୍ଟରୁ ଜାମିନ ପାଇଛନ୍ତି। ଏହା ପରେ ଦଳ ଶୁକ୍ରବାର ନିଜର ସମସ୍ତ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ବାତିଲ କରିଦେଇଛି। ଅରବିନ୍ଦ କେଜରିୱାଲଙ୍କ ଜାମିନକୁ ଦୃଷ୍ଟିରେ ରଖି ଦଳର…
ବିମାନ ବନ୍ଦରରେ ଲାଗିଲା ନିଆଁ, ଇମିଗ୍ରେଶନ ସିଷ୍ଟମ ପ୍ରଭାବିତ
ଲାହୋର,୧୦।୫: ଗୁରୁବାର ପାକିସ୍ତାନର ପଞ୍ଜାବ ପ୍ରଦେଶ ଲାହୋରର ଆଲାମା ଇକବାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ସମଗ୍ର ଇମିଗ୍ରେସନ ସିଷ୍ଟମକୁ କ୍ଷତି ପହଞ୍ଚାଇଛି ଏବଂ ବିମାନ ଚଳାଚଳକୁ ବାଧା ଦେଇଛି। ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (CAA)…
ନାମାଙ୍କନପତ୍ର ଦାଖଲ ବେଳେ ଅଘଟଣ: ଟ୍ରକ୍ ଧକ୍କାରେ ଚାଲିଗଲା କର୍ମୀଙ୍କ ଜୀବନ
ଯାଜପୁର,୧୦।୫(ହର୍ଷବର୍ଦ୍ଦନ ବେହେରା): ଏକ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଶୁକ୍ରବାର ନାମାଙ୍କନପତ୍ର ଦାଖଲ ବେଳେ ଏକ ଅଘଟଣ ଘଟିଛି। ଏକ ସଡ଼କ ଦୁର୍ଘଟଣାରେ ଜଣେ କର୍ମୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, କର୍ମୀମାନେ ପ୍ରାର୍ଥୀଙ୍କ ନାମାଙ୍କନ ଶୋଭାଯାତ୍ରାରେ ଯାଉଥିଲେ। ସୁକିନ୍ଦା…
ଆଇପିଏଲ୍ର ୧୦ ଟିମ୍ର ମାଲିକ କିଏ ଜାଣନ୍ତି
ଏବେ ଆଇପିଏଲ ଚାଲିଛି। ଏବେ ଏହି ମହାସମର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ମାତ୍ର ୨ ସପ୍ତାହ ମଧ୍ୟରେ ଚଳିତବର୍ଷର ବିଜେତା କିଏ ଜଣାପଡିବ। ତେବେ ଆଇପିଏଲରେ ଭାଗ ନେଉଥିବା ୧୦ ଦଳର ମାଲିକ କିଏ ଜାଣନ୍ତି। ଶାହାରୁଖ ଖାନଙ୍କ ବ୍ୟତୀତ…
ସଞ୍ଜୟ ରାଉତଙ୍କ ବିବାଦୀୟ ବୟାନକୁ ନେଇ ଜବାବ ରଖିଲେ ମୋଦି
ମୁମ୍ବାଇ,୧୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ରର ନନ୍ଦୁରବାରରେ ବିରୋଧୀ ମହାବିକାଶ ଆଘାଡି ମେଣ୍ଟକୁ କଡ଼ା ଟାର୍ଗେଟ କରିଛନ୍ତି। ତାଙ୍କ ବିରୋଧରେ ସଞ୍ଜୟ ରାଉତଙ୍କ ଆପତ୍ତିଜନକ ବୟାନକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି…
ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁନ୍ନା ଖାଁ
କୋକସରା,୧୦ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ହାତ ଗଣତି ସମୟ ରହିଛି। ପ୍ରଚାର ପାଇଁ ଦିନରାତି ଏକ କରି ଦେଇଛନ୍ତି ପ୍ରାର୍ଥୀ ଓ ସମର୍ଥକ। ଗୁରୁବାର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ କଳାହାଣ୍ଡି ଜିଲା କୋକସରା ବ୍ଲକର…
ଭାଜପାରେ ମିଶିଲେ ପୂର୍ବତନ ବିଧାୟକ
ବୁଗୁଡ଼ା,୧୦ା୫(କାଳୀଚରଣ ଦାଶ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶୁକ୍ରବାର ବୁଗୁଡ଼ାସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା ଭାଜପାରେ ସାମିଲ ହୋଇଥିବା ଜଣାପଡ଼ିଛି। ବୁଗୁଡ଼ା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଭାଜପାର ବିଧାୟକ…
‘ଯଦି ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି, ଆମ ପାଖରେ ମୋଦି ଅଛନ୍ତି’, ତେଜସ୍ବୀ ସୂର୍ଯ୍ୟା
ନୂଆଦିଲ୍ଲୀ,୧୦।୫: କଂଗ୍ରେସ ନେତା ମଣି ଶଙ୍କର ଆୟାର ପୁଣିଥରେ ପାକିସ୍ତାନ ସମ୍ପର୍କରେ ଏକ ବୟାନ ଦେଇ ଦେଶର ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛନ୍ତି। ସେ ପାକିସ୍ତାନ ସହ ପୁନଃ ବୁଝାମଣା କରିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ବିବୃତ୍ତି ପରେ ଭାଜପା ବର୍ତ୍ତମାନ…

