Home Left

୩୦ ବର୍ଷ ହେବ ‘ମୌନ ବ୍ରତ’ କରିଛନ୍ତି ଏହି ମହିଳା: ଜାନୁୟାରୀ ୨୨ରେ ଭାଙ୍ଗିବେ

ରାଞ୍ଚି,୯।୧: ଜାନୁୟାରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବ। ଝାଡଖଣ୍ଡର ଜଣେ ୮୫ ବର୍ଷ ବୟସ୍କା ବୃଦ୍ଧା ତିନି ଦଶନ୍ଧି ଧରି ରଖିଥିବା ‘ମୌନ ବ୍ରତ’ ଭାଙ୍ଗିବେ। ୧୯୯୨ରେ ବାବ୍ରି ମସଜିଦ ଭାଙ୍ଗି ଦିଆଯାଇଥିଲା, ସେହି ଦିନ ସରସ୍ବତୀ…

ଭାରତ-ମାଳଦ୍ୱୀପ ମଧ୍ୟରେ ଚାଲିଥିବା ବିବାଦରେ ଏହି କମ୍ପାନୀକୁ ହେଲା ଫାଇଦା

ନୂଆଦିଲ୍ଲୀ, ୯।୧: ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଚାଲିଥିବା ରାଜନୈତିକ ବିବାଦର ପ୍ରଭାବ କିଛି ଭାରତୀୟ କମ୍ପାନୀର ବ୍ୟବସାୟରେ ଦୃଶ୍ୟମାନ ହେଉଛି। ଅନେକ କମ୍ପାନୀ ମାଳଦ୍ୱୀପ ସହ ଜଡିତ ବ୍ୟବସାୟକୁ ସ୍ଥଗିତ ରଖିଛନ୍ତି। ତେବେ ଗୋଟିଏ କମ୍ପାନୀ ଅଛି ଯାହା ଦୁଇ…

ବିଦେଶରେ ଖେଳାଯିବ କି ଆଇପିଏଲର ୧୭ତମ ସଂସ୍କରଣ

ନୂଆଦିଲ୍ଲୀ,୯।୧: ଆଇପିଏଲର ୧୭ତମ ସଂସ୍କରଣ ଆରମ୍ଭ ପାଇଁ ଅଧିକ ସମୟ ବାକି ନାହିଁ। କ୍ରିକେଟ ଜଗତର ଏହି ସବୁଠୁ ବଡ ଲିଗ ମାର୍ଚ୍ଚରୁ ଆରମ୍ଭ ହେବ। ବର୍ତ୍ତମାନ ସୁଦ୍ଧା ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇ ନାହିଁ। କିନ୍ତୁ ମାର୍ଚ୍ଚ ଶେଷ ସପ୍ତାହରେ…

‘ରାମ ମନ୍ଦିର ସମସ୍ତଙ୍କର, ଭାଜପା ପାଖରେ ଏହାର ଲିଜ୍ ନାହିଁ’: କମଲ ନାଥ

ନୂଆଦିଲ୍ଲୀ ,୯।୧: ଜାନୁଆରୀ ୨୨ ରେ ରାମ ମନ୍ଦିରରେ ଭଗବାନ ରାମଙ୍କର ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶରେ ଉତ୍ସାହ ରହିଛି। ଏହି କାର୍ଯ୍ୟ ପାଇଁ ବିଜେପି ବହୁତ ଉତ୍ସାହିତ। ସେପଟେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା…

ଇମ୍ରାନ୍‌ ଖାନଙ୍କୁ ଝଟକା, ଜିଏଚ୍‌କ୍ୟୁ ଆକ୍ରମଣ ମାମଲାରେ ହେଲେ ଗିରଫ

ଇସଲାମାବାଦ,୯।୧: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ମେ ୨ରେ ହୋଇଥିବା ଜିଏଚ୍‌କ୍ୟୁ ଆକ୍ରମଣ ମାମଲାରେ ଗିରଫ କରାଯାଇଛି। ଇମ୍ରାନ୍‌ ପ୍ରଥମରୁ ହିଁ ଆଦିଆଲା ଜେଲ୍‌ରେ ଦଣ୍ଡ ଭୋଗୁଛନ୍ତି। ରାୱଲପିଣ୍ଡିରେ ଆତଙ୍କବାଦ ବିରୋଧୀ କୋର୍ଟ (ଏଟିସି)…

ଯେଉଁ ରୁମ୍‌ରେ ଶୋଇଥିଲେ ସ୍ତ୍ରୀ-ସ୍ବାମୀ ସେଇ ରୁମ୍‌ରୁ ଲୁଟିନେଲେ ଦୁବୃର୍ତ୍ତ

ଭୁବନେଶ୍ୱର,୯।୧: ଭୁବନେଶ୍ୱର ଗଣ୍ଡମୁଣ୍ଡା ଅଞ୍ଚଳରେ ଲୁଟ ହୋଇଛି । ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରୁ ଏହି ଲୁଟ୍‌ ହୋଇଛି । ଘରେ ଶୋଇଥିବା ବେଳେ ଭୋର ସମୟରେ ଏଭଳି ଘଟଣା ଘଟିଛି। ପ୍ରାୟ ଦେଢ଼ ଲକ୍ଷ ନଗଦ…

ଏହି ଦେଶରେ କୁକୁର ମାଂସ ଖାଇବା, ବିକ୍ରି କରିବା ଉପରେ ଲାଗିବ ପ୍ରତିବନ୍ଧକ

ସିଓଲ,୯।୧: ଦକ୍ଷିଣ କୋରିଆ ସଂସଦ ମଙ୍ଗଳବାର କୁକୁର ମାଂସ ଖାଇବା ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ବିଲ ପାରିତ କରିଛି। ଦକ୍ଷିଣ କୋରିଆ ଏହି ପ୍ରଥାକୁ ଶୀଘ୍ର ନିଷିଦ୍ଧ କରିବ। କୋରିଆବାସୀ ବିଶ୍ୱାସ କରନ୍ତି ଯେ କୁକୁର…

ଉପନିର୍ବାଚନ ହାରିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଭାଜପା ନେତା

ଜୟପୁର,୯।୧: ରାଜସ୍ଥାନର ଶ୍ରୀଗଙ୍ଗାନଗର ଅନ୍ତର୍ଗତ କରନପୁର ବିଧାନସଭା କ୍ଷେତ୍ର ପାଇଁ ଡିସେମ୍ବର ୩୦ରେ ହୋଇଥିବା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ତଥା ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ସୁରେନ୍ଦ୍ର ପାଲ ସିଂ ଟିଟି ପରାଜିତ ହୋଇଛନ୍ତି। ପରାଜୟ ପରେ ସେ ମନ୍ତ୍ରୀ ପଦରୁ…

ବୌଦ୍ଧରେ ଲାଗିଲା ମାଓବାଦୀ  

ବୌଦ୍ଧ,୯।୧: ବୌଦ୍ଧ ଜିଲା  ମନମୁଣ୍ଡା ବାଇପାସ ରାସ୍ତାର ନୁର୍ପା ଛକ ଅଞ୍ଚଳରେ ମଙ୍ଗଳବାର ସକାଳ  ସମୟରେ ମାଓବାଦୀପୋଷ୍ଟର ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ମନମୁଣ୍ଡା ଥାନା ଅନ୍ତର୍ଗତ ନୁର୍ପା ଛକରେ କେକେବିଏନ୍‌ ଡିଭିଜନ ପକ୍ଷରୁ ମାଓବାଦୀ ପୋଷ୍ଟର ରାସ୍ତାରେ ପକାଯାଇଛି। ମାଓବାଦୀପୋଷ୍ଟର…

ଆକାଶ ପଥ ସହ ଯୋଡ଼ି ହେଲା ମାଲକାନଗିରି, ଲୋକାର୍ପିତ ହେଲା ମାଲକାନଗିରି ବିମାନବନ୍ଦର

ମାଲକାନଗିରି, ୯।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ମାଲକାନଗିରି ବିମାନ ବନ୍ଦର ଲୋକାର୍ପଣ କରିଛନ୍ତି । ଏହାଦ୍ୱାରା ମାଲକାନଗିରି ସ୍ୱାଭିମାନ ଅଞ୍ଚଳକୁ ଆକାଶପଥରେ ସଂଯୋଗ କରିବ। ୭୦ କୋଟି ଟଙ୍କା ବ୍ୟୟରେ ୨୩୩ ଏକର ଅଞ୍ଚଳରେ ପରିବ୍ୟାପ୍ତ ଏହି ବିମାନ ବନ୍ଦରର…

ରାଷ୍ଟ୍ରପତିଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କଲେ ଶାମି

ନୂଆଦିଲ୍ଲୀ,୯।୧: ଅର୍ଜୁନ ପୁରସ୍କାର ପାଇବାରେ ଭାରତୀୟ କ୍ରିକେଟର ମହମ୍ମଦ ଶାମି ୫୮ ତମ କ୍ରିକେଟର ହୋଇଛନ୍ତି। ଆଜି ତାଙ୍କୁ ଏହି ବଡ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି। କ୍ରିକେଟ ଜଗତରେ…

୨୭ରେ ସମଲେଇ ପ୍ରକଳ୍ପ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର,୯।୧(ପ୍ରମୋଦ ବହିଦାର): ସମ୍ବଲପୁରରେ ଚାଲିଥିବା ସମଲେଇ ପ୍ରକଳ୍ପ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୨୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଉଦ୍‌ଘାଟନ କରିବେ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମଲେଇ ପ୍ରକଳ୍ପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri