ଦିବ୍ୟାଙ୍ଗ କ୍ରିକେଟର ଆମିର ହୁସେନଙ୍କ ହେବ ବାୟୋପିକ୍
ଶ୍ରୀନଗର: ଦୁଇ ହାତ ନ ଥିବା ସତ୍ତ୍ୱେ କଶ୍ମୀରର ପ୍ରସିଦ୍ଧ ଦିବ୍ୟାଙ୍ଗ କ୍ରିକେଟର ଆମିର ହୁସେନ ନିଜର ଯାଦୁ ସମସ୍ତଙ୍କୁ ଦେଖାଇ ପାରିଛନ୍ତି। ତେବେ ଆଗକୁ ତାଙ୍କ ଜୀବନୀ ଉପରେ ବାୟୋପିକ୍ ହେବାକୁ ଯାଉଛି। ମହେଶ ଭଟ୍ଟ ତାଙ୍କର ଏହି ବାୟୋପିକ୍…
ହିନ୍ଦୀ ଚତୁର୍ଥ ଶ୍ରେଷ୍ଠ କଥିତ ଭାଷା
ଅଧିକ ସଂଖ୍ୟକ ଲୋକ ବୁଝିପାରୁଥିବା ଭାଷା ଦ୍ୱାରା ଏବେ ସରକାର ବିଭିନ୍ନ ନୀତି ପ୍ରଣୟନ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏହାଦ୍ୱାରା ଅଧିକ ଲୋକ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଅବଗତ ହୋଇପାରିବେ। ଭାରତରେ ରାଷ୍ଟ୍ରଭାଷା ଭାବେ ହିନ୍ଦୀକୁ ଗ୍ରହଣ କରାଯାଇଛି। ହିନ୍ଦୀ ଭାଷା…
ଓଏମ୍ସିକୁ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର
ଭୁବନେଶ୍ୱର,୧୦।୧(ଅନୁରାଧା ମହାରଣା): କ୍ରୀଡ଼ାର ବିକାଶରେ ତଥା ପ୍ରୋସତ୍ାହନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ଖଣି ନିଗମ (ଓଏମ୍ସି)କୁ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି। ମଙ୍ଗଳବାର ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ଓଏମ୍ସିର ପରିଚାଳନା…
‘ମାଇଁ ଓଡ଼ିଶା,ଇଣ୍ଡିଆଜ୍ ପ୍ରାଇଡ୍’ର ଶୁଭାରମ୍ଭ
ଭୁବନେଶ୍ୱର,୧୦।୧: ଟାଟା ପାୱାରର ଡିସ୍କମ୍ଗୁଡ଼ିକ ପକ୍ଷରୁ ‘ମାଇଁ ଓଡ଼ିଶା,ଇଣ୍ଡିଆଜ୍ ପ୍ରାଇଡ୍’ର ଶୁଭାରମ୍ଭ ସମ୍ପର୍କରେ କରାଯାଇଛି। ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଯୁବ ପ୍ରତିଭାମାନଙ୍କୁ ସମୃଦ୍ଧ କରିବା ଏବଂ ସଂସ୍କୃତିକୁ ସୁଦୃଢ଼ କରିବା ଦିଗରେ କମ୍ପାନୀର ଏହି ପଦକ୍ଷେପ…
୨୫୦ ଏକର ପରିବ୍ୟାପ୍ତ ପ୍ଲାଣ୍ଟରେ ୧୦୦୦ କୋଟିର ନିବେଶ
ଭୁବନେଶ୍ୱର,୧୦।୧(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଆଡଭାନ୍ସଡ ମ୍ୟାଟେରିଆଲ୍ସ (ଜାମ୍) ତାମିଲନାଡୁରେ ପ୍ରାୟ ୧୦୦୦ କୋଟି ଟଙ୍କା ନିବେଶ କରିବ ବୋଲି ଚେନ୍ନାଇଠାରେ ଆୟୋଜିତ ୨ଦିନିଆ ବୈଶ୍ୱିକ ନିବେଶକ ସମ୍ମିଳନୀରେ କମ୍ପାନୀ ବିସ୍ତୃତ ଭାବେ ଘୋଷଣା କରିଛି।…
ଲାଲୁଙ୍କ ପରିବାର ନାଁରେ ଚାର୍ଜଶିଟ୍
ନୂଆଦିଲ୍ଲୀ,୧୦।୧(ପି.ଟି.): ଜମି ବଦଳରେ ରେଲଓ୍ବେରେ ନିଯୁକ୍ତି ପ୍ରଦାନ ମାମଲାର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ, ତାଙ୍କ ଝିଅ ତଥା ସାଂସଦ ମିସା ଭାରତୀ ଓ ଅନ୍ୟମାନଙ୍କ ବିରୋଧରେ ପ୍ରଥମ…
୨ ପକ୍ଷ କଳିରେ ଚାଇନାର ଲାଭ
ନୂଆଦିଲ୍ଲୀ/ମାଲେ/ବେଜିଂ,୧୦ା୧: ୫ ଦିନିଆ ବେଜିଂ ଗସ୍ତରେ ଥିବା ମାଳଦ୍ୱୀପ ରାଷ୍ଟ୍ରପତି ମେହାମେଦ ମୁଇଜୁ ମଙ୍ଗଳବାର ନିଜ ଦେଶକୁ ଅଧିକ ପର୍ଯ୍ୟଟକଙ୍କ ପଠାଇବା ପାଇଁ ଚାଇନାକୁ ଅନୁରୋଧ କରିଛନ୍ତି। ଭାରତ ସହ କୂଟନୈତିକ ବିବାଦ ସୃଷ୍ଟି ହେବା ପରେ ପ୍ରଥମ ଥର ପାଇଁ…
କର୍ନାଟକ ରାଜ୍ୟପାଳଙ୍କୁ କରୋନା
ବାଙ୍ଗାଲୁରୁ, ୯।୧: କର୍ନାଟକ ରାଜ୍ୟପାଳ ଥାଓ୍ବାରଚାନ୍ଦ ଗେହଲଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ତାଙ୍କୁ ବାସଭବନରେ କ୍ୱାରାଣ୍ଟାଇନ୍ରେ ରଖାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ଆଗାମୀ ସୂଚନା ମିଳିବା ଯାଏ ସମସ୍ତ ପ୍ରକାର କାର୍ଯ୍ୟକ୍ରମରେ ସାମିଲ ହେବାକୁ…
ଦକ୍ଷିଣ କୋରିଆରେ କୁକୁର ମାଂସ ଖାଇବା ଉପରେ ଲାଗିଲା ପ୍ରତିବନ୍ଧକ, ଉଲ୍ଲଂଘନ କଲେ ୩ ବର୍ଷର ଜେଲଦଣ୍ଡ ସହ…
ସିଓଲ,୯।୧: ଆଉ କୁକୁର ମାଂସ ଖାଇପାରିବେ ନାହିଁ ଦକ୍ଷିଣ କୋରିଆବାସୀ। ମଙ୍ଗଳବାର ଦେଶର ସଂସଦରେ ଉପଭୋଗ ଲାଗି କୁକୁରଙ୍କ ପ୍ରଜନନ ଏବଂ ହତ୍ୟା ସମ୍ପର୍କିତ ଏକ ବିଲ୍ ପାସ୍ ହୋଇଛି। ଫଳରେ କୁକୁର ମାଂସ ଖାଇବାକୁ ନେଇ ରହିଥିବା ବିବାଦାସ୍ପଦ ପ୍ରଥା…
ଭାରତୀୟଙ୍କ ବୟକଟ୍ ଟ୍ରେଣ୍ଡ ପରେ ଚାଇନାକୁ ଏଭଳି ଅପିଲ୍ କଲେ ମାଳଦ୍ୱୀପ ରାଷ୍ଟ୍ରପତି
ନୂଆଦିଲ୍ଲୀ,୯।୧: ‘ବୟକଟ ମାଳଦ୍ୱୀପ’କୁ ନେଇ ଭାରତୀୟମାନଙ୍କ ପ୍ରତିକ୍ରିୟା ସାମ୍ନା କରିବା ପରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚାଇନାକୁ ଅଧିକ ପର୍ଯ୍ୟଟକ ପଠାଇବାକୁ ଅପିଲ କରିଛନ୍ତି। ଚାଇନାକୁ ଆଧିକାରୀକ ଭାବେ ଗସ୍ତ କରିଥିବା ମୁଇଜୁ ଫୁଜିୟାନ ପ୍ରାନ୍ତରେ ମାଳଦ୍ୱୀପ ବ୍ୟବସାୟୀ ଫୋରମ୍କୁ ସମ୍ବୋଧିତ…
କେପ୍ଟାଉନ୍ର ନ୍ୟୁଲାଣ୍ଡ୍ସ ପିଚ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କଲା ଆଇସିସି
ଦୁବାଇ, ୯ା୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଇଥିବା ନ୍ୟୁଲାଣ୍ଡ୍ସ ପିଚ୍ର ଲକ୍ଷଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ମ୍ୟାଚଟି ୫ଟି ସେସନ ଭିତରେ ସୀମିତ ରହଥିଲା। ଟେଷ୍ଟ କ୍ରିକେଟ ଇତିହାସରେ …
ଲକ୍ଷ୍ମୀ ବସ୍ ଧକ୍କାରେ ଯୁବକ ଗୁରୁତର
ମାଲକାନଗିରି,୯।୧: ଜଣେ ଯୁବକଙ୍କୁ ଧକ୍କା ଦେଇଛି ଲକ୍ଷ୍ମୀ ବସ୍। ଯେଉଁଥିରେ ସେ ଗୁରୁତର ଆହତ ହୋଇଛନ୍ତି। ମାଲକାନଗିରି ଚିତ୍ରକୋଣ୍ଡା ଥାନା ହନ୍ତାଳଗୁଡା ଘାଟିରେ ଏପରି ଘଟଣା ଘଟିଯାଇଛି। ସରକାରୀ ବସ୍ ଭାବେ ପରିଚିତ ଲକ୍ଷ୍ମୀ ବସ୍ ଧକ୍କାରେ ଗୁରୁତର ଆହତ ହୋଇ…
Archives


