ଭୋଟରଙ୍କୁ ଆକୃଷ୍ଟ ଲାଗି କଲ୍ ସେଣ୍ଟର
ରାୟଗଡ଼ା,୧୪।୧(ଆଶିଷ ରଞ୍ଜନ ପଣ୍ଡା): ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ଡିଜିଟାଲ ମିଡିଆ ସମେତ କଲ୍ ସେଣ୍ଟର ବ୍ୟବହାର କରୁଥିବା ସାଧାରଣରେ ଆଲୋଚନା ଜୋର ଧରିଛି। ନିଜ…
ଦଶପଲ୍ଲା ରେଞ୍ଜରେ ବଢୁଛି ବାଘ ଶିକାର
ନୟାଗଡ଼,୧୪।୧(ଲୋକନାଥ ମିଶ୍ର)ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜରେ କଲରାପତରିଆ ବାଘ ଶିକାର ବଢ଼ିବାରେ ଲାଗିଛି । ଦଶପଲ୍ଲା ବନବିଭାଗ ପକ୍ଷରୁ କଲରାପତରିଆ ବାଘକୁ ସୁରକ୍ଷା ଦିଆଯାଇ ପାରୁ ନ ଥିବାରୁ ଧିରେ ଧିରେ ଏମାନଙ୍କ ସଂଖ୍ୟା ହ୍ରାସ ପାଉଛି। ଅନ୍ୟପକ୍ଷେ ଦଶପଲ୍ଲା ରେଞ୍ଜର…
ବିଜେଡିରେ ଭାଜପା ନେତା
ସୁନ୍ଦରଗଡ,୧୪।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡର ଯୁବନେତା, ପୂର୍ବତନ କାଉନସିଲର ତଥା ଭାଜପା ନେତା ଡ. ହିମାଂଶୁ ଷଡ଼ଙ୍ଗୀ ଶନିବାର ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଓ…
ପାଦରେ ଚାଲି ମଧ୍ୟପ୍ରଦେଶରୁ ପୁରୀ
ଗଣିଆ,୧୪ା୧(ସନ୍ତୋଷ କୁମାର ପ୍ରଧାନ)ଜଗା ଦର୍ଶନର ଅଦ୍ୟମ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ। ଶ୍ରୀକ୍ଷେତ୍ରଧାମରେ ଚତୁର୍ଦ୍ଦାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ସୁଦୂର ମଧ୍ୟପ୍ରଦେଶରୁ ୪ଜଣିଆ ତୀର୍ଥଯାତ୍ରୀ ଦଳ ପୁରୁଣା ଜଗନ୍ନାଥ ସଡ଼କରେ ପାଦରେ ଚାଲି ଚାଲି ପୁରୀ ଅଭିମୁଖେ ଯାଉଛନ୍ତ। ଏହି…
ରାମଲାଲାଙ୍କୁ ସମର୍ପଣ କରାଯିବ ମୟୂରକଣ୍ଠିଆ ଧନୁତୀର
ଖଣ୍ଡପଡ଼ା,୧୪ା୧(ଅଜୟ କୁମାର ମହାରଣା)ଆସନ୍ତା ୨୨ ତାରିଖରେ ଅଯୋଦ୍ଧାରେ ରାମ ମନ୍ଦିର ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ୍ ଅଧୀନ କଣ୍ଟିଲୋ ପଞ୍ଚାୟତ ଖୁଦବେହେରା ପାଟଣାର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୁଦର୍ଶନ ସାହୁଙ୍କ ଦ୍ୱାରା…
ରାଜ୍ୟ ପ୍ରଭାରୀଙ୍କୁ ଭେଟିଲେ ଗିରିଧରଙ୍କ ପରିବାର
ଗୁଣପୁର,୧୪।୧(ପ୍ରଦୀପ କୁମାର ପାଢ଼ୀ): ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର ଏବେ କଂଗ୍ରେସ ଶରଣରେ ପଶିଲା ଭଳି ସ୍ଥିତିରେ ଗିରିଧରଙ୍କ ସ୍ତ୍ରୀ ତଥା ପୂର୍ବତନ ଏମ୍ପି ହେମା ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ଶନିବାର ନୂଆଦିଲ୍ଲୀଠାରେ ରାଜ୍ୟ ପ୍ରଭାରୀ…
ରିଲାଏନ୍ସ ଇଣ୍ଡଷ୍ଟ୍ରିର ନୂତନ ଅଭିଯାନ
ଭୁବନେଶ୍ୱର,୧୪।୧ (ଅଭୟ ଦାଶ): ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍)ର ବହୁ ପ୍ରତୀକ୍ଷିତ ତଥା ଏକ ନୂତନ ଅଭିଯାନ ‘ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି (ଜିଇଟି) ପ୍ରୋଗ୍ରାମ ୨୦୨୪’ କାର୍ଯ୍ୟକ୍ରମର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ପେଟ୍ରୋକେମିକାଲ୍ସଠାରୁ ଆରମ୍ଭକରି ନୂତନ ଶକ୍ତି ପର୍ଯ୍ୟନ୍ତ ସମସ୍ତ…
ମକରରେ ବିସର୍ଜନ ନିଅନ୍ତି ଟୁସୁମଣୀ
କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ ଚମ୍ପୁଆ(ମହେଶ୍ୱର ଦାସ),୧୪ା୧ମକର ସଂକ୍ରାନ୍ତିରେ ସମସ୍ତେ ପୂଜାପାଠ କରିବା ସହ ନୂଆ ଲୁଗା ପିନ୍ଧି ପିଠାପଣା ଖାଇ ମେଳା ବୁଲିଥାନ୍ତି। ମାତ୍ର କୁଡୁମୀ ସମ୍ପ୍ରଦାୟର ମହିଳାମାନେ ମକର ପର୍ବରେ ପାରମ୍ପରିକ ଟୁସୁ(ମାଟିରେ ତିଆରି ଦେବୀ ମୂର୍ତ୍ତି)ଙ୍କୁ ପୂଜାର୍ଚ୍ଚନା କରି…
ବିନା ଅସ୍ତ୍ରୋପଚାରରେ ୩ ସନ୍ତାନ ଜନ୍ମ
ଜଗନ୍ନାଥ ପ୍ରସାଦ, ୧୪ା୧(ବିଭୁ ପ୍ରସାଦ ପଟ୍ଟନାୟକ)ଏକକାଳୀନ ୩ଟି କନ୍ୟା ସନ୍ତାନକୁ ଜନ୍ମଦେଲେ ମହିଳା । ଶୁକ୍ରବାର ରାତି ପ୍ରାୟ ୮.୩୦ ସମୟରେ ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ନୟାଗଡ ଜିଲା ଓଡଗାଁ…
ରକ୍ତଭଣ୍ଡାରରେ ରକ୍ତ ଅଭାବ
ବ୍ରହ୍ମପୁର,୧୪।୧(ସୁବାସ ଚନ୍ଦ୍ର ପାଢ଼ୀ)ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲ ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି। ସ୍ଥିତି ଏଭଳି ହୋଇଛି ଯେ ନେଗେଟିଭ ଗ୍ରୁପ ପୂରା ଖାଲି ହୋଇଯାଇଛି। ଫଳରେ ଜରୁରୀ ପରିସ୍ଥିତିରେ ରୋଗୀ ନାହିଁ ନ ଥିବା…
ମମତାପଲରେ ୪ଜି ଟାଓ୍ବାର ଭିତ୍ତିପ୍ରସ୍ତର
ଭୁବନେଶ୍ୱର,୧୪।୧: ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍)ର ଓଡ଼ିଶା ୟୁନିଟ୍ ପକ୍ଷରୁ ଶନିବାର ମୟୂରଭଞ୍ଜ ଜିଲା ଅନ୍ତର୍ଗତ ବେତନଟୀ ବ୍ଲକର ମମତାପଲ ଗ୍ରାମରେ ୪ଜି ଟାଓ୍ବାରର ଭିତ୍ତିପ୍ରସ୍ତର ହୋଇଯାଇଛି। ଏପରିକି ଓଡ଼ିଶାରେ ସ୍କିପର ଲିମିଟେଡ୍ ଜରିଆରେ ୪ଜି ଟାଓ୍ବାର ସାଚୁରେଶନ ପ୍ରୋଜେକ୍ଟ (ସଂତୃପ୍ତୀକରଣ…
ଅଁଳା ଗଛରେ ବାସ କରିଥାନ୍ତି ସ୍ବୟଂ ଲକ୍ଷ୍ମୀନାରାୟଣ, ଜାଣନ୍ତୁ ଏହାର ମହତ୍ତ୍ୱ…
ଅଁଳା ଗଛ ଯେତିକି ପବିତ୍ର ସେତିକି ଉପକାରୀ ମଧ୍ୟ। କାରଣ ଏହି ଗଛରେ ଭରି ରହିଛି ଅନେକ ଔଷଧୀୟ ଗୁଣ। ସେହିପରି ଏହାର ଆଧ୍ୟାତ୍ମିକ ଗୁଣ ମଧ୍ୟ ବେଶ୍ ଉଚ୍ଚକୋଟୀର। ଏହି ଗଛରେ ସ୍ବୟଂ ଲକ୍ଷ୍ମୀନାରାୟଣ ବାସ କରିଥାନ୍ତି ବୋଲି ବିଶ୍ୱାସ…
Archives


