ଅହିଂସାର ରେଶମ ‘କରୁଣା ସିଲ୍କ’
ଭୁବନେଶ୍ୱର,୨୨ ।୧୧(ଶର୍ମିଷ୍ଠା ପାଣିଗ୍ରାହୀ): ଏଣ୍ଡିକୀଟ ମାରି ରେଶନ ଉତ୍ପାଦନ କରିବା କଥା ପ୍ରାୟ ସମସ୍ତଙ୍କୁ ଜଣାଥିବ। ମାତ୍ର ଏବେ ଏଣ୍ଡିକୀଟକୁ ନ ମାରି ବି ରେଶନ ଉତ୍ପାଦନ କରାଯାଇପାରିବ। ରେଶମ ଉତ୍ପାଦନ ବେଳେ ପାରମ୍ପରିକ ପଦ୍ଧତିରୁ ବାହାରି ଏକ ନୂଆ ବାଟ…
ବଲ ଧରିବା ସମୟରେ ଟାୱେଲ ବ୍ୟବହାର କରିବାରୁ ୫ ରନ ପେନାଲ୍ଟି ,ଭିଡିଓ ଭାଇରାଲ…
ସିଡନୀ,୨୨।୧୧: ଅନ୍ତର୍ଜାତୀୟ ସ୍ତରରେ ଖେଳାଳିମାନେ ଖେଳର ସମସ୍ତ ନିୟମକୁ ଭଲ ଭାବରେ ବୁଝ ଖେଳୁଆଡ ମନୋବୃତ୍ତି ନେଇ ଖେଳିବେ ବୋଲି ଆଶା କରାଯାଇଥାଏ। କିନ୍ତୁ ବେଳେବେଳେ ସେମାନେ ପଡ଼ିଆରେ ଏପରି ଛୋଟ ପିଲାଙ୍କ ଭଳି କାର୍ଯ୍ୟ କରନ୍ତି ଯାହା ଦ୍ୱାାରା ଦଳକୁ…
ଫିଫା-ଏଆଇଏଫ୍ଏଫ୍ ଟ୍ୟାଲେଣ୍ଟ ଏକାଡେମୀ ଉଦ୍ଘାଟିତ
ଭୁବନେଶ୍ୱର, ୨୨।୧୧ (ତପନ ସ୍ବାଇଁ): ଭାରତୀୟ ଫୁଟ୍ବଲ ଇତିହାସରେ ମଙ୍ଗଳବାର ଯୋଡ଼ିହୋଇଛି ଏକ ନୂଆ ଅଧ୍ୟାୟ। କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଭାରତ-କାତାର ଫିଫା ବିଶ୍ୱକପ୍ ୨୦୨୬ ଓ ଏଏଫ୍ସି ଏସିଆନ କପ୍ ୨୦୨୭ କ୍ୱାଲିଫାୟର୍ସ ରାଉଣ୍ଡ-୨ ମ୍ୟାଚ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ…
ଜୀବନକୁ ବିପଦରେ ପକାଇ ସାପ ମୁଣ୍ଡକୁ କିସ୍ କରୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
କିଙ୍ଗ୍ କୋବ୍ରା ଦୁନିଆର ସବୁଠାରୁ ବିପଜ୍ଜନକ ସାପ ଭାବରେ ପରିଗଣିତ ହୁଏ। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ଶୀଘ୍ର ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ସାପର ମୁଣ୍ଡକୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। ଲୋକମାନେ ଏହି ଭିଡିଓକୁ…
ଜଣେ ମଣିଷ କେତେ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ? ବୈଜ୍ଞାନିକ କଲେ ଖୁଲାସା
ଜୀବନର ସବୁଠାରୁ ବଡ ସତ୍ୟ ହେଉଛି ମୃତ୍ୟୁ । ଏହି ଦୁନିଆରେ ଜନ୍ମିତ ସମସ୍ତ ଲୋକଙ୍କର କେବେ ନା କେବେ ମୃତ୍ୟୁ ହେବ। ଏହା ହିଁ ପ୍ରକୃତ ସତ୍ୟ। ହେଲେ ଗୋଟିଏ କଥା ନିଶ୍ଚିତ ଯେ ଯଦି କେହି ତାଙ୍କର ଖାଇବା…
ମୋଲୁକା ସାଗରରେ ୬.୦ ତୀବ୍ରତାର ଭୂକମ୍ପ
ଜାକର୍ତ୍ତା,୨୨।୧୧: ମୋଲୁକା ସାଗରରେ ଭୂକମ୍ପ ଝଟକା। ବୁଧବାର ସକାଳ ପ୍ରାୟ ୮.୧୮ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଏକ ବିବୃତ୍ତିରେ ଏହି ସୂଚନା ଦେଇଛି।…
ନଦୀ ପୁନରୁଦ୍ଧାରର ଅଗ୍ରଦୂତ
ସାରା ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନ ଏବେ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କର ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏ କ୍ଷେତ୍ରରେ ସହଭାଗୀ କରାଇବେ, ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ…
୫ ବର୍ଷରେ ମଲେଣି ୨,୮୧୭ ବନ୍ୟପ୍ରାଣୀ
ଭୁବନେଶ୍ୱର,୨୨।୧୧(ଅନିଲ ଦାସ): ରାଜ୍ୟର ଜଙ୍ଗଲରେ ବନ୍ୟପ୍ରାଣୀ ସୁରକ୍ଷିତ ନାହାନ୍ତି। ରେଳ ଦୁର୍ଘଟଣା, ରାସ୍ତା ଦୁର୍ଘଟଣା, ବିଦ୍ୟୁତ୍ ଆଘାତ, ଶିକାରୀ ଏବଂ ବିଷ ପ୍ରୟୋଗ ଯୋଗୁ ଅଧିକାଂଶ ବନ୍ୟପ୍ରାଣୀଙ୍କ ମୃତ୍ୟୁ ଘଟୁଛି। ବିଭିନ୍ନ କାରଣରୁ ଗତ ୫ ବର୍ଷରେ ରାଜ୍ୟରେ ୨,୮୧୭ ବନ୍ୟପ୍ରାଣୀଙ୍କ…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଜି -୨୦ର ଭର୍ଚୁଆଲ ସମ୍ମିଳନୀ, ରୁଷିଆ ରାଷ୍ଟ୍ରପତି, ଚାଇନା ପ୍ରଧାନମନ୍ତ୍ରୀ ମଧ୍ୟ ହେବେ ସାମିଲ
ନୂଆଦିଲ୍ଲୀ,୨୨।୧୧: ବୁଧବାର ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ ଜି -୨୦ ଶିଖର ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ସାମିଲ ହେବେ। ଭାରତର ଅଧ୍ୟକ୍ଷତାରେ ସେପ୍ଟେମ୍ବରରେ ଦଳର ବାର୍ଷିକ ଶିଖର ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଥିବା…
ଚୋର ସନ୍ଦେହ: ୨ ଜଣଙ୍କୁ ପିଟି ହତ୍ୟା
ବରଗଡ଼,୨୨।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ଅଧୀନ ସାହୁଟିକ୍ରା ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଚୋର ସନ୍ଦେହରେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକମାନେ ଠେଙ୍ଗା, ବାଡ଼ି ଆଦି ମାରଣାସ୍ତ୍ରରେ ପିଟି ପିଟି ୨ଜଣ ଯୁବକଙ୍କୁ ହତ୍ୟା କରିଛନ୍ତି। ମୃତକ…
ଆମେରିକା ନାଗରିକଙ୍କୁ ଦେଶରେ ପ୍ରବେଶ କରିବା ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଲା ଫିଲିପାଇନ୍ସ
ଓ୍ବାଶିଂଟନ୍,୨୨।୧୧: ଆମେରିକୀୟ ଯାତ୍ରୀ ଆନ୍ଥୋନି ଲରେନ୍ସ ଉପରେ ଫିଲିପାଇନ୍ସ ଆଜୀବନ ପ୍ରତିବନ୍ଧକ ଲଗାଇଛି। ଡିଜିଟାଲ ଇମିଗ୍ରେଶନ ଫର୍ମରେ “ଅପମାନଜନକ ଶବ୍ଦ” ପୂରଣ କରିବା ଏବଂ ଇମିଗ୍ରେଶନ ଅଧିକାରୀଙ୍କ ସହ ଅସଦାଚରଣ ପାଇଁ ଫିଲିପାଇନ୍ସ ବ୍ୟୁରୋ ଅଫ ଇମିଗ୍ରେଶନ ଦ୍ୱାରା ଏହି ପଦକ୍ଷେପ…
ଶ୍ରେଣୀଗୃହରେ ଉଠବସ୍: ଛାତ୍ରଙ୍କ ମୃତ୍ୟୁ
ରସୁଲପୁର,୨୨।୧୧(ରଞ୍ଜିତ ରାଉତ): ଯାଜପୁର ଜିଲା କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ସାନଓରାଳି ସୂର୍ଯ୍ୟନାରାୟଣ ନୋଡାଲ ଉପ୍ରା ବିଦ୍ୟାଳୟର ଶ୍ରେଣୀ କକ୍ଷରେ ଉଠବସ୍ବେଳେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ହେଲେ ସାନଓରାଳି ଗ୍ରାମର ନିତ୍ୟାନନ୍ଦ ସେଠୀଙ୍କ ପୁଅ ତଥା…
Archives


