ରାମମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଏହି ପାକିସ୍ତାନୀ କ୍ରିକେଟର୍: ଲେଖିଲେ ଜୟ ଶ୍ରୀରାମ
ନୂଆଦିଲ୍ଲୀ,୧୫।୧: ରାମମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ରହିଛି। ଦେଶର କୋଣ ଅନୁକୋଣରୁ ରାମ ଭକ୍ତମାନେ ଅଯୋଧ୍ୟା ଆସୁଛନ୍ତି। ଭକ୍ତଙ୍କ ଭିଡ ଦେଖି ପ୍ରଶାସନ ଜାନୁୟାରୀ ୨୨ ପରେ ରାମଲାଲାଙ୍କ ଦର୍ଶନ କରିବାକୁ ଅପିଲ୍ କରିଛି। ଏହା ସତ୍ତ୍ୱେ…
ଶିଶୁର କଟାମୁଣ୍ଡକୁ ଖାଇଗଲା କୁକୁର
ଯାଜପୁର/ଯାଜପୁର ରୋଡ୍ (ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି), ୧୪ା୧ ଯାଜପୁର ଜିଲାରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଯାଜପୁର ରୋଡ ଥାନା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗ୍ରାମରୁ ଏକ ଶିଶୁର କଟାମୁଣ୍ଡ ଦେଖିବାକୁ ମିଳିଛି। ପୋଲିସ ଘଟଣାସ୍ଥଳକୁ…
ଆମେରିକାର ୨ ନାବିକ ସମୁଦ୍ରରେ ନିଖୋଜ
ଓ୍ବାଶିଂଟନ,୧୪।୧: ଆମେରିକା ନାଭି ସିଲ୍ର ୨ ଜଣ ସଦସ୍ୟ ସୋମାଲିଆ ଉପକୂଳରୁ ନିଖୋଜ ହୋଇଯାଇଛନ୍ତି। ଜାହାଜରେ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ସେମାନେ ସିଡ଼ିରୁ ଖସିପଡ଼ି ସମୁଦ୍ରରେ ନିଖୋଜ ହୋଇଯାଇଥିଲେ। ଉକ୍ତ ଅଞ୍ଚଳରେ ତଲାସି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।…
ସରକାରୀ ବସ୍-କାର୍ ମୁହାଁମୁହିଁ ଧକ୍କା: ୧୦ରୁ ଊର୍ଦ୍ଧ୍ୱ ଗୁରୁତର
ନୂଆପଡ଼ା,୧୪।୧(ମକାରୁ ବେମାଲ): ୩୫୩ ନମ୍ବର ଜାତୀୟ ରାଜପଥ ନୂଆପଡା ଜିଲା କୋମନା ଥାନା ତରବୋଡ ସମ୍ଭବ ମାନିଗୁଡା ଛକ ନିକଟରେ ରବିବାର ଏକ ବସ୍-କାର୍ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଦୁର୍ଘଟଣାରେ ୧୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ଏଥିରେ ଗୁରୁତର…
ଆମେରିକାରେ ପ୍ରଥମଥର ନାଇଟ୍ରୋଜେନ ଗ୍ୟାସରେ ଦିଆଯିବ ମୃତ୍ୟୁଦଣ୍ଡ
ଓ୍ବାଶିଂଟନ: କୌଣସି ଦେଶରେ ଏକ ଅପରାଧିଙ୍କୁ ଅପରାଧ ପାଇଁ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ମୃତ୍ୟୁଦଣ୍ଡ ଦିଆଯାଏ। ସାଧାରଣତଃ ମୃତ୍ୟୁଦଣ୍ଡ ମାମଲାରେ ଦୋଷୀକୁ ଫାଶୀ ଦିଆଯାଏ। କିନ୍ତୁ ଏଥର ଆମେରିକାର ଆଲାବାମାରେ ଜାନୁଆରୀ ୨୫ରେ ନାଇଟ୍ରୋଜେନ ହାଇପୋକ୍ସିଆ ମାଧ୍ୟମରେ…
ଭତ୍ତା ଟଙ୍କା ନ ଦେବାରୁ ମା’ଙ୍କୁ ଠେଙ୍ଗାରେ ପିଟିଲେ ପୁଅ
ଆସିକା, ୧୪ା୧(ସୁରେନ୍ଦ୍ର ନାଥ ସାହୁ): ଭତ୍ତା ଟଙ୍କା ନ ଦେବାରୁ ମା’ଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି ପୁଅ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ଆସିକା ଥାନା କୋଟନଡ଼ା ଥାନା ଅନ୍ତର୍ଗତ ପଢ଼ାଳ ଗ୍ରାମରେ। ଆହତ ବୃଦ୍ଧା…
ରାମ ମନ୍ଦିର ପ୍ରତିଷ୍ଠାରେ କ’ଣ ହେଉଛି ଅଶାସ୍ତ୍ରୀୟ କାର୍ଯ୍ୟ ? ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ଦେଲେ ଏହାର ଉତ୍ତର
ନୂଆଦିଲ୍ଲୀ ,୧୪।୧: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ। ଏବେ ଏହାକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଜଡିତ ବିବାଦ ଥମିବାର ନାଁ ନେଉନାହିଁ। ଏହି ବିଷୟରେ ଗଣମାଧ୍ୟମ ସହିତ ଆଲୋଚନା କରି…
ଜାନୁୟାରୀ ୨୨ରେ ଅଯୋଧ୍ୟା ଆସିବେ ନାହିଁ ପ୍ରଭୁ ଶ୍ରୀରାମ: ତେଜପ୍ରତାପ ଯାଦବଙ୍କୁ ହେଲା ସ୍ବପ୍ନାଦେଶ
ପାଟନା,୧୪।୧: ରାଷ୍ଟ୍ରୀୟ ଜନତା ଦଳ ଜାତୀୟ ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତଥା ରାଜ୍ୟ ନୀତୀଶ କୁମାର ସରକାରଙ୍କ ମନ୍ତ୍ରୀ ତେଜ ପ୍ରତାପ ପୁଣି ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ପ୍ରଭୁ ରାମ ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ…
ଦିଲ୍ଲୀକୁ ଫେରିଲା ପୁଣି କଟକଣା
ନୂଆଦିଲ୍ଲୀ,୧୪।୧: ରାଜଧାନୀ ଦିଲ୍ଲୀରେ ବାୟୁର ମାନ ନିକୃଷ୍ଟତର ହେବା ପରେ ପୁଣି ଥରେ କଟକଣା ଲାଗୁ କରିବାକୁ କେନ୍ଦ୍ର ସରକାର ରବିବାର ନିର୍ଦ୍ଦେଶ ଦେଇଛନ୍ତି। ଜରୁରୀ ନ ଥିବା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ଏବଂ ବିଏସ୍-୩ ପେଟ୍ରୋଲ ଓ ବିଏସ୍-୪…
ଇତିହାସ ରଚିଲେ ରୋହିତ ଶର୍ମା
ଇନ୍ଦୋର,୧୪।୧: ଇନ୍ଦୋରରେ ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ପୁରୁଷ କ୍ରିକେଟର ଭାବରେ ୧୫୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛନ୍ତି। ସେ ୧୯ ସେପ୍ଟେମ୍ବର ୨୦୦୭ରେ ଇଂଲଣ୍ଡ ବିପକ୍ଷରେ…
ରୋଷେଇ ନ ଆସିବାରୁ ଦିଅର କଲେ ଅଭିଯୋଗ ମହିଳା ପହଞ୍ଚିଲେ କୋର୍ଟ, ଏବେ ଆସିଲା ଏହି ରାୟ
ମୁମ୍ବାଇ,୧୪।୧: ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି ଯେ ‘କିପରି ରାନ୍ଧିବା ଜାଣେ ନାହିଁ’ ଉପରେ ଦିଆଯାଇଥିବା ମନ୍ତବ୍ୟ ଆଇପିସିର ଧାରା 498A ଅନୁଯାୟୀ କ୍ରୁରତା ନୁହେଁ। ବାସ୍ତବରେ ଜଣେ ମହିଳା ସ୍ବାମୀଙ୍କ ସମ୍ପର୍କୀୟଙ୍କ ବିରୋଧରେ ଏଫଆଇଆର ଦାଖଲ…
ବାଥରୁମରେ ଓସ୍କାର ରଖନ୍ତି ଏହି ଅଭିନେତ୍ରୀ
କାଲିଫର୍ନିଆ: ଚଳଚ୍ଚିତ୍ର ଟାଇଟାନିକରେ ରୋଜ ଭୂମିକାରେ ଅଭିନୟ କରିଥିବା ହଲିଉଡ ତାରକା ଅଭିନେତ୍ରୀ କେଟ ୱିନ୍ସଲେଟ ବିଶ୍ୱରେ ବେଶ ପରିଚିତ। ଅଭିନେତ୍ରୀଙ୍କ ବିୟୁଟି ଏବଂ ଅଭିନୟ ଦେଖି ଦର୍ଶକମାନେ ଦିଓ୍ବାନା ହୋଇଯାଇଥିଲେ ଏବଂ ହଁ, ଟାଇଟାନିକ ଲୋକଙ୍କର ସର୍ବକାଳୀନ ପ୍ରିୟ ଚଳଚ୍ଚିତ୍ର…
Archives


