Home Left

କୂଅ ସଫା ବେଳେ ଶ୍ୱାସରୁଦ୍ଧ ହୋଇ ଶ୍ରମିକଙ୍କ ଜୀବନ ଗଲା

ଦିଗପହଣ୍ଡି,୨୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ଗଣିଆନାଳ ଗଣେଶ୍ୱରପୁର ଗ୍ରାମର ନାରାୟଣ ସାହୁଙ୍କ ଘର ବାଡ଼ିରେ ଥିବା କୂଅ ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ…

IWF ବିଶ୍ୱ ଯୁବ ଚାମ୍ପିଅନସିପ୍ ୨୦୨୪ରେ ଓଡ଼ିଆ ଝିଅଙ୍କ ଚମକ, ପ୍ରୀତୀସ୍ମିତାଙ୍କୁ ସ୍ୱର୍ଣ୍ଣ, ଜ୍ୟୋତ୍ସ୍ନାଙ୍କୁ ରୌପ୍ୟ

ନୂଆଦିଲ୍ଲୀ, ୨୩।୫: ଗୁରୁବାର ପେରୁ ରାଜଧାନୀ ଲିମାରେ ଅନୁଷ୍ଠିତ ୨୦୨୪ ଆଇଡବ୍ଲ୍ୟୁ ବିଶ୍ୱ ଯୁବ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରୀତୀସ୍ମିତା ଭୋଇ ମହିଳା ୪୦ କିଲୋଗ୍ରାମ ବର୍ଗରେ କ୍ଲିନ୍ ଆଣ୍ଡ ଜର୍କରେ ସ୍ୱର୍ଣ୍ଣ ଜିତିଥିବାବେଳେ ଅନ୍ୟତମ ଓଡ଼ିଆ ପ୍ରତିଯୋଗୀ ଯୋଶନା ଜ୍ୟୋତ୍ସ୍ନା ସବର…

କେଜରିଓ୍ବାଲଙ୍କ ସ୍ତ୍ରୀଙ୍କ ସମେତ ମାତାପିତାଙ୍କୁ ହେବ ପଚରାଉଚରା

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀ ପୋଲିସ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମପି ସ୍ବାତି ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆକ୍ରମଣ ଓ ନିର୍ଯ୍ୟାତନା ମାମଲାର ତଦନ୍ତରେ ବ୍ୟସ୍ତ ଅଛି। ସଦ୍ୟତମ ମାମଲାରେ ଦିଲ୍ଲୀ ପୋଲିସ ଟିମ ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା…

ଲୁହ ଛଳଛଳ ଆଖିରେ ଆଇପିଏଲ୍‌ରୁ ବିଦାୟ ନେଲେ ଏହି ଖେଳାଳି!

ଅହମ୍ମଦାବାଦ୍‌,୨୩।୫: ଆଇପିଏଲ ୨୦୨୪ର ଏଲିମିଟର ମ୍ୟାଚ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ପରାଜୟ ସହିତ ଆଇପିଏଲ ୨୦୨୪ରେ ବେଙ୍ଗାଲୁରୁର ଯାତ୍ରା ସମାପ୍ତ ହୋଇଛି। ଆରସିବି ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ…

ପଶ୍ଚିମବଙ୍ଗରେ ପୁଣି ହିଂସା: ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ

କୋଲକାତା,୨୩ା୫: ମେ’ ୨୫ରେ ଷଷ୍ଠ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା ଘଟିଛି। ରାଜ୍ୟର ନନ୍ଦିଗ୍ରାମରେ ଭାଜପା-ଟିଏମ୍‌ସି କର୍ମୀଙ୍କ ମଧ୍ୟରେ ହିଂସା ଘଟିଥିବା ଖବର ଆସିଛି। ବୁଧବାର (୨୨ ମେ’) ରାତିରେ ନନ୍ଦିଗ୍ରାମରେ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀମାନେ…

ଜଳବାୟୁ ପରିବର୍ତ୍ତନ ଆଣୁଛି ଭୟଙ୍କର ଟର୍ବୁଲେନ୍ସ, ବିମାନ ଭିତରେ ନିଜ ସିଟ୍‌ରୁ ଉଡ଼ିବାରେ ଲାଗୁଛନ୍ତି ଯାତ୍ରୀ…

ନୂଆଦିଲ୍ଲୀ,୨୩।୫: ଯାତ୍ରାବେଳେ ଉଚ୍ଚ ଆକାଶରେ ବିମାନ ଟର୍ବୁଲେନ୍ସକୁ ସାମ୍ନା କରିବା ସ୍ବାଭାବିକ। କିନ୍ତୁ ଯାତ୍ରୀ ମୃତାହତ ହେବା ଭଳି ସିଭିଅର୍‌ ଟର୍ବୁଲେନ୍ସ ବିରଳ। ଏହି କାରଣରୁ ଲଣ୍ଡନରୁ ସିଙ୍ଗାପୁର ଫେରୁଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା…

ଆରସିବି ହାରିବା ଦୁଃଖରେ ଏମିତି କହିଦେଲେ ଏବି ଡି ଭିଲିୟର୍ସ

ଅହମ୍ମଦାବାଦ୍‌,୨୩।୫:ଆଇପିଏଲ ୨୦୨୪ର ଏଲିମିଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ହାରିଛି। ଏହି ପରାଜୟ ସହିତ ପୁଣି ଥରେ ବେଙ୍ଗାଲୁରୁର ପ୍ରଥମ ଟ୍ରଫି ଜିତିବାର ସ୍ବପ୍ନ ଭାଙ୍ଗି ଯାଇଛି। ଏହି ପରାଜୟ ଆରସିବିର ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ…

ଆକ୍ରମଣାତ୍ମକ ଢଙ୍ଗରେ ଜିତି ହୁଏ ନାହିଁ ଟ୍ରଫି, କାହିଁକି ଏମିତି କହିଲେ ସିଏସ୍‌କେର ପୂର୍ବତନ ବ୍ୟାଟ୍ସମ୍ୟାନ୍‌

ଅହମ୍ମଦାବାଦ୍‌,୨୩।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ପ୍ରଥମ ଆଇପିଏଲ ଟ୍ରଫି ଜିତିବାର ସ୍ବପ୍ନ ପୁଣି ଅଧୁରା ରହିଯାଇଛି। ଆଇପିଏଲ ୨୦୨୪ର ଏଲିମିଟର ମ୍ୟାଚରେ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ପରାଜୟ ପରେ ଦଳ ଟୁର୍ନାମେଣ୍ଟରୁ…

ଜୁନ୍‌ ୩ରେ ଆକାଶରେ ଧାଡ଼ିବାନ୍ଧିବେ ୬ ଗ୍ରହ, ଭୋରରେ ଦେଖିହେବ ଏହି ବିରଳ ଜାଗତିକ ଦୃଶ୍ୟ

ଜୁନ୍‌ ୩ରେ ସୌରଜଗତର ୬ ଗ୍ରହ ଗୋଟିଏ ଧାଡ଼ିରେ ଦୃଶ୍ୟ ହେବେ। ସେଦିନ ଭୋର ସମୟର ଆକାଶରେ ଏହି ବିରଳ ଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଜ୍ୟୋତିର୍ବିଜ୍ଞାନୀମାନଙ୍କ କହିବା ଅନୁଯାୟୀ ଏକସଙ୍ଗେ ବୁଧ, ମଙ୍ଗଳ, ବୃହସ୍ପତି, ଶନି,…

ବିଜେଡିରେ ରହିବେ ଜ୍ୟୋତି ପାଣିଗ୍ରାହୀ, ମିଳିଲା ବାଲେଶ୍ୱର ଜିଲା ସଭାପତି ଦାୟିତ୍ୱ

ଭୁବନେଶ୍ୱର, ୨୩।୫: ବୁଧବାର ବିଜେଡିରୁ ଇସ୍ତଫା ଦେଇଥିବା ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମନ ପରିବର୍ତ୍ତନ କରି ବିଜେଡିରେ ରହିଛନ୍ତି। ଏଥିପାଇଁ ଦଳ ପକ୍ଷରୁ ତାଙ୍କୁ ପୁରସ୍କାର ସ୍ୱରୂପ ବାଲେଶ୍ୱର ଜିଲା ସଭାପତି ଏବଂ ବିଜେଡିର…

ନିବେଶକଙ୍କୁ ଠକୁଛନ୍ତି ପିଗ୍‌ ବଚରିଙ୍ଗ୍‌ ସ୍କାମର, ଜାଣନ୍ତୁ ଏହା କ’ଣ?

ଭୁବନେଶ୍ୱର,୨୩।୫ (ଅନୁରାଧା ମହାରଣା): ଷ୍ଟକ୍‌ ମାର୍କେଟରେ ପୁଞ୍ଜି ବିନିଯୋଗ କରିବା ଧାରା ବୃଦ୍ଧି ପାଉଥିବାବେଳେ ନୂତନ ପ୍ରକାର ଠକେଇ ଏବଂ ସ୍କାମ୍‌ ମଧ୍ୟ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଏହିପରି ଅନେକ ମାମଲା ସାମ୍ନାକୁ ଆସୁଛି ଯେଉଁଥିରେ ଲୋକମାନେ ବିଭିନ୍ନ ସୋସିଆଲ ମିଡିଆ…

ତାଇଓ୍ବାନ୍‌ ଉପରେ କବ୍‌ଜା କରିବ ଚାଇନା: ଚାରିପାଖରେ ସୈନ୍ୟ ଛାଉଣୀ

ବେଜିଂ,୨୩।୬: ସମ୍ପ୍ରସାରଣ ନୀତି ଅନୁସରଣ କରୁଥିବା ଚାଇନା ବର୍ତ୍ତମାନ ତାଇୱାନ ଉପରେ ନଜର ରଖିଛି। ଏସୀୟ ଦେଶ ଦାବି କରିଥିବା ଡ୍ରାଗନ ଏହାକୁ କାବୁ କରିବାକୁ ଚେଷ୍ଟା କରୁଛି। ବୋଧହୁଏ ଏହା ହେଉଛି ତାଇୱାନର ଚାରିପାଖରେ ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?