ସୀତାବିଞ୍ଜରେ ରହିଛି ଲବକୁଶଙ୍କ ଅନ୍ତୁଡ଼ିଶାଳ
କେନ୍ଦୁଝର,୨୨ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ। ଏହାକୁ ନେଇ ସାରା ଦେଶରେ ରାମଭକ୍ତଙ୍କ ମଧ୍ୟରେ ଉତ୍ସାହ ଓ ଭକ୍ତିଭାବ ଦେଖାଦେଇଛି। ଏଭଳି ସମୟରେ କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍ ଡାଙ୍ଗୁଆପଶି ଗ୍ରାମ ନିକଟରେ ଥିବା…
‘ବିଭାଗୀୟ ପତ୍ରାଳାପରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଲୋଗୋ ବ୍ୟବହାର କର’
ଭୁବନେଶ୍ୱର,୨୨।୧(ଅସମାପିକା ସାହୁ): ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଉନ୍ମୋଚିତ ଲୋଗୋକୁ ବହୁଳ ଭାବେ ବ୍ୟବହାର କରାଯିବ। ସମସ୍ତ ବିଭାଗୀୟ ପତ୍ରାଳାପରେ ଏହାକୁ ପ୍ରମୁଖ ଭାବେ ସ୍ଥାନିତ କରାଯିବ। ଏତଦ୍ବ୍ୟତୀତ ସମସ୍ତ ସରକାରୀ ଗାଡ଼ିରେ ଏହି ସମ୍ମିଳନୀ ଲୋଗୋକୁ ବ୍ୟବହାର ସହ ରାଜ୍ୟର…
ଚାନ୍ଦି ଭଣ୍ଡାରର ସ୍ବତନ୍ତ୍ର ‘ୱିଣ୍ଟର ୱେଡିଂ କଲେକ୍ସନ’
ନୂଆଦିଲ୍ଲୀ, ୨୨।୧(ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ରୁପା ଅଳଙ୍କାର ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାରର ସ୍ବତନ୍ତ୍ର ଓ୍ବିଣ୍ଟର ଓ୍ବେଡିଂ କଲେକ୍ସନକୁ ଶନିବାର ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି, ଓଡ଼ିଶାର ଜଣାଶୁଣା ୪…
ଜଙ୍ଗଲ ବିଭାଗ ଅନୁମତି ବିନା ଗଛ କାଟିଲା ପ୍ରଶାସନ
ମାହାଙ୍ଗା,୨୨ା୧(ଯଯାତି ସିଂହ): ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ଆକାଶୀ ଓ ତାଳଗଛକୁ ତରବରିଆ ଭାବେ କମ୍ ଦାମ୍ରେ ନିଲାମ କରି କାଟି ଦିଆଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗଛ କାଟିବା ପାଇଁ ଜଙ୍ଗଲ…
ଦୂରଦର୍ଶନରେ ରାମ ମନ୍ଦିର ପ୍ରତିଷ୍ଠାର ସିଧା ପ୍ରସାରଣ
ଭୁବନେଶ୍ୱର,୨୨।୧(ଅନୁରାଧା ମହାରଣା): ସୋମବାର ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀରାମ ମନ୍ଦିର ଉଦ୍ଘାଟନ କରିବେ। ଏହି ଶୁଭ ଉତ୍ସବର ସିଧା ପ୍ରସାରଣ ସମସ୍ତ ଦୂରଦର୍ଶନ ଡିଡି ଚ୍ୟାନେଲରେ ଲାଇଭ୍ ଟେଲିକାଷ୍ଟ କରାଯିବ। ଅତ୍ୟାଧୁନିକ ଯନ୍ତ୍ରପାତି ସହିତ…
ବକୁଳରେ ଖୋଲିଲା ପାଣିପାଗ କେନ୍ଦ୍ର
ଭୁବନେଶ୍ୱର,୨୨।୧(ଶର୍ମିଷ୍ଠା ପାଣିଗ୍ରାହୀ): ବକୁଳ ଲାଇବ୍ରେରିରେ ଏକ ପାଣିପାଗ କେନ୍ଦ୍ର ରବିବାର ଉଦ୍ଘାଟିତ ହୋଇଯାଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ୍ ଏହାକୁ ଉଦ୍ଘାଟନ କରିଛନ୍ତି। ଆମେରିକାର ସିଟି ୟୁନିଭର୍ସିଟି ଅଫ୍ ନ୍ୟୁୟର୍କର ବ୍ରୋନକ୍ସ କମ୍ୟୁନିଟି କଲେଜର…
ରାମମନ୍ଦିର ପ୍ରାଣପ୍ରତିଷ୍ଠା: ପଞ୍ଚମ ୧୨୧ ଆଚାର୍ଯ୍ୟଙ୍କ ପୂଜାର୍ଚ୍ଚନା
ନୂଆଦିଲ୍ଲୀ, ୨୨।୧: ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ଗତ ୧୬ ତାରିଖରୁ ମନ୍ଦିରରେ ବିଭିନ୍ନ ରୀତିନୀତି ଜାରି ରହିଛି। ପଞ୍ଚମ ଦିନରେ ଅନୂ୍ୟନ ୧୨୧ ଆଚାର୍ଯ୍ୟ ବିଭିନ୍ନ ଧର୍ମୀୟ ଉତ୍ସବ ଅନୁଷ୍ଠାନ କରିଛନ୍ତି। ପ୍ରଥମ ଦୁଇଦିନରେ ଧାର୍ମିକ କ୍ରିୟାକର୍ମ ମନ୍ଦିର କମ୍ପ୍ଲେକ୍ସ…
ଖୋଲୁନି ଧାନମଣ୍ଡି, ଚାଷୀ ଅସନ୍ତୁଷ୍ଟ
ପିପିଲି,୨୨।୧(ଦୁର୍ଗାମାଧବ ମିଶ୍ର): ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ଉଚ୍ଛୁପୁର ସେବା ସମବାୟ ସମିତିରେ ଚଳିତ ଖରିଫ ମଣ୍ଡିରେ ଧାନକ୍ରୟ ଆରମ୍ଭ ହୋଇ ନ ଥିବାରୁ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିବରଣୀରୁ ପ୍ରକାଶ ସମବାୟ ସମିତି ସମ୍ପାଦକ ଚଳିତବର୍ଷ…
୨୪ରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ବିଲ୍ଡିଂ ଲୋକାର୍ପଣ
ସାକ୍ଷୀଗୋପାଳ,୨୨।୧(ପ୍ରଶାନ୍ତ ବାରିକ୍/କିଶୋର ମହାପାତ୍ର): ପୁରୀ ଜିଲା ସତ୍ୟବାଦୀରେ ରାଜ୍ୟ ସରକାରଙ୍କ ନିର୍ମାଣାଧୀନ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ ବିଲ୍ଡିଂକୁ ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ(ଭିସି) ମାଧ୍ୟମରେ ଲୋକାର୍ପଣ କରିବେ। ନିର୍ମାଣାଧୀନ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଏକ ପ୍ରଶାସନିକ କୋଠା,…
୬ ରାମମନ୍ଦିରରେ ହୋଇଥାଏ ଭକ୍ତଙ୍କ ସମାଗମ
ନୂଆଦିଲ୍ଲୀ, ୨୨।୧: ଭଗବାନ ରାମଙ୍କ ଜନ୍ମଭୂମି କୁହାଯାଉଥିବା ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ସହ ବହୁ ଆଡ଼ମ୍ବର ସହକାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ଏଥିପାଇଁ ଗଣମାଧ୍ୟମଠାରୁ ସୋସିଆଲ ମିଡିଆରେ ଜୋର୍ଦାର ପ୍ରଚାର ଜାରି ରହିଛି। ଫଳରେ ଅଯୋଧ୍ୟା ସହର…
ପ୍ରତିକୂଳ ପାଗ ସତ୍ତ୍ୱେ ବହୁସଂଖ୍ୟାରେ ଦେଖାଦେଲେ ଡଲ୍ଫିନ୍
ରାଜନଗର,୨୨ା୧(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୌନ୍ଦର୍ଯ୍ୟଭରା ପ୍ରାକୃତିକ ବିଭବ ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହ ଆମତ୍ବିଭୋର କରିଦେଉଛି। ଏବେ ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଳ ମାଳ ଅଲିଭ୍ ରିଡ୍ଲେ କଇଁଛଙ୍କ ପ୍ରଜନନ…
ଅଓ୍ବଧପୁରୀ ଅଭେଦ୍ୟ ଦୁଗ: ଏଆଇ ସିସିଟିଭି, ଡ୍ରୋନ୍, ୧୩ ହଜାର ସୁରକ୍ଷା କର୍ମୀ
ନୂଆଦିଲ୍ଲୀ, ୨୨।୧: ଅଯୋଧ୍ୟା ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୩ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିବାରୁ ଅଯୋଧ୍ୟା ସହର ଏକ ଦୁର୍ଗରେ ପରିଣତ ହୋଇଛି। ରାଜ୍ୟ ପୋଲିସ ସମେତ ଆର୍ପିଏଫ୍ ଯବାନ,…
Archives


