Home Left

ମାଲଦ୍ୱୀପ ସଂସଦରେ ବିରୋଧୀ ସାଂସଦଙ୍କ ସହ ଭିଡିଲେ ମୁଇଜୁ କ୍ୟାବିନେଟ, ଭୋଟିଂ ସମୟରେ ମାଡପିଟ, ଭିଡିଓ ଭାଇରାଲ

ମାଲେ,୨୮।୧: ରବିବାର (ଜାନୁଆରୀ ୨୮) ରେ ମାଲଦ୍ୱୀପ ସଂସଦରେ ଶାସକ ଦଳ ଏବଂ ବିରୋଧୀ ସାଂସଦଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ଯାହା ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦ୍ୱାରା ଡକାଯାଇଥିବା ସ୍ବତନ୍ତ୍ର ଅଧିବେଶନର ପ୍ରକ୍ରିୟାକୁ ବାଧା ଦେଇଥିଲା। ଏହି ସମୟ ମଧ୍ୟରେ ସେଠାରେ…

ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ମିଳିଲା ଆଶ୍ୱସ୍ତି, ଆଇସିସି ହଟାଇଲା ବ୍ୟାନ

କଲମ୍ବୋ,୨୮।୧: ଆଇସିସି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ଆଇସିସି ରବିବାର ଏହି ନିଷ୍ପତ୍ତି ନେଇଛି। ତୁରନ୍ତ ପ୍ରଭାବ ସହିତ ଆଇସିସି ଶ୍ରୀଲଙ୍କା କ୍ରିକେଟ ଉପରେ ହୋଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ସରକାରୀ ହସ୍ତକ୍ଷେପ ଯୋଗୁଁ ଅନ୍ତର୍ଜାତୀୟ…

ମାନଚିତ୍ରରେ ଥାଇ ରେକର୍ଡରେ ନାହିଁ ଗାଁ

ମାଲକାନଗିର,୨୮ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାନଚିତ୍ରରେ ଏକ ଗାଁ ଥାଇ ରେକର୍ଡରେ ଉଲ୍ଲେଖ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଆନ୍ଧ୍ର ସୀମାନ୍ତକୁ ଲାଗି ଜୁମଡାଙ୍ଗ ଗ୍ରାମ ରହିଛି। ଏହା ଓଡ଼ିଶା ମାନଚିତ୍ରରେ ଥିବା ବେଳେ…

କୂଅରୁ ମିଳିଲା ମୃତଦେହ: ହତ୍ୟା ପରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ

ହେମଗିର,୨୮।୧(ଚୈତନ୍ୟ ପଟେଲ: ସୁନ୍ଦରଗଡଡ଼ ଜିଲା ହେମଗିର ଥାନା ଅଧୀନ ଛତାବର ଡୁଙ୍ଗୁରିପଡା ନିକଟ ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ରବିବାର ଉଦ୍ଧାର କରିଛି। ମୃତକ ହେଲେ ଛତାବର ଗ୍ରାମର ହୃଷୀକେଶ ମାଝି(୪୮)। ତେବେ ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ…

ଖାକିରେ ଲାଗିଲା ଦାଗ: ବ୍ୟବସାୟୀଙ୍କଠାରୁ ୩୦ ଲକ୍ଷ ଲୁଟ୍‌ ଉଦ୍ୟମ, କନ୍‌ଷ୍ଟେବଲଙ୍କ ସମେତ ୨ ଗିରଫ

ପାରଳାଖେମୁଣ୍ଡି ୨୮ା୧ (ଗିରିଧାରୀ ପରିଛା): ୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ ମିଥ୍ୟା ପ୍ରଲୋଭନ ଦେଖାଇ ଜଣେ ଆନ୍ଧ୍ର ବ୍ୟବସାୟୀଙ୍କଠାରୁ ୩୦ଲକ୍ଷ ଟଙ୍କା ଲୁଟ୍‌ ଉଦ୍ୟମ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣେ କନଷ୍ଟେବଲଙ୍କ ସହିତ ଆନ୍ଧ୍ରର ଜଣେ ଯୁବକଙ୍କୁ ଗିରଫ କରିଛି।…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଚାକିରି ନ ଥିଲେ ପତ୍ନୀଙ୍କ ଭରଣ ପୋଷଣ ପାଇଁ ଶ୍ରମିକ କାମ କରନ୍ତୁ ସ୍ବାମୀ

ଲକ୍ଷ୍ନୌ,୨୮।୧: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ କହିଛି ଯେ ସ୍ବାମୀଙ୍କର ଚାକିରିରୁ କୌଣସି ରୋଜଗାର ନଥିଲେ ମଧ୍ୟ ସେ ତାଙ୍କ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ବା ଭରଣ ପୋଷଣ ଯୋଗାଇବାକୁ ବାଧ୍ୟ, କାରଣ ସେ ଜଣେ ଅଣକୁଶଳି ଶ୍ରମିକ ଭାବରେ ପ୍ରତିଦିନ ପ୍ରାୟ…

କାହିଁକି ପୁଣି ଏନ୍‌ଡିଏ ସହ ମେଣ୍ଟ କଲେ ନୀତୀଶ କୁମାର: ପରଦା ପଛର ରହସ୍ୟ ଉନ୍ମୋଚନ କଲେ ବରିଷ୍ଠ ଜେଡିୟୁ ନେତା

ପାଟନା,୨୮।୧: ଜେଡିୟୁ ସଭାପତି ନୀତୀଶ କୁମାର ରବିବାର ଏନଡିଏ ସହ ମିଶି ପୁଣି ବିହାରରେ ସରକାର ଗଠନ କରିଛନ୍ତି। ଏହାପୂର୍ବରୁ ରବିବାର ସକାଳେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ବିହାରରେ ମିଳିତ ମେଣ୍ଟ ଇଣ୍ଡିଆ ଭାଙ୍ଗିବା ଏବଂ ନୀତୀଶଙ୍କ ଇସ୍ତଫା…

ରାମଲାଲାଙ୍କ ଦର୍ଶନ ପାଇଁ ଦିନକୁ ୪୦ରୁ ୫୦ କି.ମି ଚାଲିବାକୁ ପଡୁଥିଲା

ମାଲକାନଗିରି,୨୮।୧(ଦୁର୍ଯ୍ୟୋଧନ ପାତ୍ର): ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ଅବସରରେ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ୧୬୦୦ କି.ମି. ପଦଯାତ୍ରା କରି ରବିବାର ମାଲକାନଗିରି ଫେରିଛନ୍ତି ଦୁଇ ଶ୍ରଦ୍ଧାଳୁ। ସେମାନେ ହେଲେ ମାଲକାନଗିରି ସଦର ମହକୁମାର ଦିନେଶ ପଟ୍ଟନାୟକ ଏବଂ ଲୁଲୁ ଭାଇ। ଦୁହେଁ…

ଅଷ୍ଟ୍ରେଲିଆନ୍ ଓପନ ଜିତିଲେ ଜାନିକ୍ ସିନର, ରୋମାଞ୍ଚକର ଫାଇନାଲରେ ଡାନିଏଲ ମେଡଭେଡେଭଙ୍କୁ କଲେ ପରାସ୍ତ

ନୂଆଦିଲ୍ଲୀ, ୨୮।୧: ଅଷ୍ଟ୍ରେଲିଆନ୍ ଓପନରେ ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚର ନିର୍ଣ୍ଣାୟକ ସେଟରେ ଜାନିକ୍ ସିନର୍ ଡାନିଏଲ ମେଡଭେଡେଭଙ୍କୁ ପରାସ୍ତ କରିଛନ୍ତି। ଋଷର ଟେନିସ୍ ଏସ୍ ମେଡଭେଡେଭ୍ ଦୁଇଥର ପ୍ରଥମ ଦୁଇ ସେଟରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ମଧ୍ୟ ଇଟାଲୀୟ ଜାନିକ୍…

ଆଜି ବିଶ୍ୱାସଘାତକତାର ଏକ ନୂଆ ରେକର୍ଡ ସୃଷ୍ଟି ହେଲା: ଅଖିଳେଶ

ପାଟନା,୨୮।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଏନଡିଏ ସହ ସରକାର ଗଢି ପୁଣି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ବିହାରର ଏହି ରାଜନୈତିକ ହଲଚଲଉପରେ…

ଏଣିକି ଅଫିସ୍‌ରେ ୪ ଦିନ କାମ, ୩ ଦିନ ଆରାମ!

ବର୍ଲିନ,୨୮।୧: ସପ୍ତାହରେ କେବଳ ଚାରି ଦିନ କାମ କରିବାର ଧାରା ଧୀରେ ଧୀରେ ବୃଦ୍ଧି ପାଉଛି। ଏହାକୁ ଅନେକ ଦେଶରେ ଗ୍ରହଣ କରାଯାଉଛି। ଏହି ତାଲିକାରେ ଯୋଡି ହୋଇଥିବା ସର୍ବଶେଷ ନାମ ହେଉଛି ଜର୍ମାନୀ। ଏଠାରେ ଅନେକ କମ୍ପାନୀ ସପ୍ତାହରେ ୪…

ଏନଆଇଏ ଲଗାଇଲା ଆତଙ୍କବାଦୀଙ୍କ ପୋଷ୍ଟର, ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

ରତଲାମ,୨୮।୧: ଜୟପୁର ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିବା ପଳାତକ ଅଭିଯୁକ୍ତଙ୍କ ପୋଷ୍ଟର ରତଲାମ ସହରରେ ଲଗାଯାଇଛି। ଜାତୀୟ ସୁରକ୍ଷା ଏଜେନ୍ସି (ଏନଆଇଏ) ସହରର ଅନେକ ଅଞ୍ଚଳରେ ଫେରାରଥିବା ଅଭିଯୁକ୍ତ ଫିରୋଜ ଖାନଙ୍କ ପୋଷ୍ଟର ଲଗାଇଛି। ପଳାତକ ଆତଙ୍କବାଦୀ ଫିରୋଜଙ୍କ ଲାଗି ମଧ୍ୟ ୫…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri