ରାମଲାଲାଙ୍କ ଦର୍ଶନ ପାଇଁ ଦିନକୁ ୪୦ରୁ ୫୦ କି.ମି ଚାଲିବାକୁ ପଡୁଥିଲା
ମାଲକାନଗିରି,୨୮।୧(ଦୁର୍ଯ୍ୟୋଧନ ପାତ୍ର): ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ଅବସରରେ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ୧୬୦୦ କି.ମି. ପଦଯାତ୍ରା କରି ରବିବାର ମାଲକାନଗିରି ଫେରିଛନ୍ତି ଦୁଇ ଶ୍ରଦ୍ଧାଳୁ। ସେମାନେ ହେଲେ ମାଲକାନଗିରି ସଦର ମହକୁମାର ଦିନେଶ ପଟ୍ଟନାୟକ ଏବଂ ଲୁଲୁ ଭାଇ। ଦୁହେଁ…
ଅଷ୍ଟ୍ରେଲିଆନ୍ ଓପନ ଜିତିଲେ ଜାନିକ୍ ସିନର, ରୋମାଞ୍ଚକର ଫାଇନାଲରେ ଡାନିଏଲ ମେଡଭେଡେଭଙ୍କୁ କଲେ ପରାସ୍ତ
ନୂଆଦିଲ୍ଲୀ, ୨୮।୧: ଅଷ୍ଟ୍ରେଲିଆନ୍ ଓପନରେ ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚର ନିର୍ଣ୍ଣାୟକ ସେଟରେ ଜାନିକ୍ ସିନର୍ ଡାନିଏଲ ମେଡଭେଡେଭଙ୍କୁ ପରାସ୍ତ କରିଛନ୍ତି। ଋଷର ଟେନିସ୍ ଏସ୍ ମେଡଭେଡେଭ୍ ଦୁଇଥର ପ୍ରଥମ ଦୁଇ ସେଟରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ମଧ୍ୟ ଇଟାଲୀୟ ଜାନିକ୍…
ଆଜି ବିଶ୍ୱାସଘାତକତାର ଏକ ନୂଆ ରେକର୍ଡ ସୃଷ୍ଟି ହେଲା: ଅଖିଳେଶ
ପାଟନା,୨୮।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଏନଡିଏ ସହ ସରକାର ଗଢି ପୁଣି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ବିହାରର ଏହି ରାଜନୈତିକ ହଲଚଲଉପରେ…
ଏଣିକି ଅଫିସ୍ରେ ୪ ଦିନ କାମ, ୩ ଦିନ ଆରାମ!
ବର୍ଲିନ,୨୮।୧: ସପ୍ତାହରେ କେବଳ ଚାରି ଦିନ କାମ କରିବାର ଧାରା ଧୀରେ ଧୀରେ ବୃଦ୍ଧି ପାଉଛି। ଏହାକୁ ଅନେକ ଦେଶରେ ଗ୍ରହଣ କରାଯାଉଛି। ଏହି ତାଲିକାରେ ଯୋଡି ହୋଇଥିବା ସର୍ବଶେଷ ନାମ ହେଉଛି ଜର୍ମାନୀ। ଏଠାରେ ଅନେକ କମ୍ପାନୀ ସପ୍ତାହରେ ୪…
ଏନଆଇଏ ଲଗାଇଲା ଆତଙ୍କବାଦୀଙ୍କ ପୋଷ୍ଟର, ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା
ରତଲାମ,୨୮।୧: ଜୟପୁର ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିବା ପଳାତକ ଅଭିଯୁକ୍ତଙ୍କ ପୋଷ୍ଟର ରତଲାମ ସହରରେ ଲଗାଯାଇଛି। ଜାତୀୟ ସୁରକ୍ଷା ଏଜେନ୍ସି (ଏନଆଇଏ) ସହରର ଅନେକ ଅଞ୍ଚଳରେ ଫେରାରଥିବା ଅଭିଯୁକ୍ତ ଫିରୋଜ ଖାନଙ୍କ ପୋଷ୍ଟର ଲଗାଇଛି। ପଳାତକ ଆତଙ୍କବାଦୀ ଫିରୋଜଙ୍କ ଲାଗି ମଧ୍ୟ ୫…
୩ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି,୨୮ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲା ପୋଲିସ ନିକଟରେ ଆଜି ଜଣେ ଏକ ଲକ୍ଷ ଟଙ୍କା ପୁରସ୍କାର ମହିଳା ମାଓବାଦୀଙ୍କ ସହ ଆଉ ଦୁଇଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଚିନ୍ତାଗୁଫା…
Video: କମେଣ୍ଟ୍ରି ବକ୍ସରେ ହଠାତ୍ କାନ୍ଦିବାକୁ ଲାଗିଲେ ଭେଟେରାନ୍ ବ୍ରାଏନ୍ ଲାରା, ବୁଝାଇଲେ ଗିଲକ୍ରିଷ୍ଟ; କାରଣ ଜାଣିଲେ…
ଗାବା,୨୮।୧: ଇତିହାସ ରଚିଛି ଓ୍ବେଷ୍ଟଇଣ୍ଡିଜ୍ ଟିମ୍। ଅଷ୍ଟ୍ରେଲିଆ ବିପକ୍ଷରେ ଗାବାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଦଳ ରୋମାଞ୍ଚକର ମୁକାବିଲାରେ ଅଷ୍ଟ୍ରେଲିଆକୁ ୮ରନ୍ରେ ପରାଜିତ କରିଛି। ଅଷ୍ଟ୍ରେଲିଆକୁ ଘରୋଇ ମାଟିରେ ପରାସ୍ତ କରିବାର ହିରୋ ଶାମର ଜୋସେଫ ଏକାକି ୭ ଉଇକେଟ…
ଯଦି ଏପରି ନ ଘଟେ ରାଜନୀତି ଛାଡିଦେବି: କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର
ପାଟନା,୨୮।୧: ବିହାଟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳବଦଳ ରାଜନୀତିକୁ ନେଇ ତାଙ୍କୁ ଟାର୍ଗେଟ୍ କରିଛନ୍ତି ଜନ ସୁରଜ ସଂଯୋଜକ ପ୍ରଶାନ୍ତ କିଶୋର। ସେ କହିଛନ୍ତି, ନୀତୀଶ ଚତୁର ନୁହେଁ ଧୃତ ଅଟନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ଏଥି ସହିତ ସାମ୍ବାଦିକ…
ଜେଜେବାପାଙ୍କ ସହ ଖେଳୁଛନ୍ତି ଝିଅ, ଫଟୋ ଶେୟାର କରି ପ୍ରିୟଙ୍କା କହିଲେ…
ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍। ନିକଟରେ ସେ ବିଗ ବସ୍-୧୭ର ଫାଇନାଲରେ ପହଞ୍ଚିବା ପାଇଁ ସମ୍ପର୍କୀୟ ଭାଇ ମନ୍ନାରା ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ବର୍ତ୍ତମାନ ସେ ନିଜ ଇନ୍ଷ୍ଟାଗ୍ରାମ ପୋଷ୍ଟରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ…
ନିରାଶ କରୁଛନ୍ତି ଗିଲ, ନଂ- ୩ରେ ଫେଲ୍ ହେବା ପରେ ହୋଇପାରନ୍ତି ଦଳରୁ ବିଦା !
ହାଇଦ୍ରାବାଦ,୨୮।୧: ଟେଷ୍ଟ ଫର୍ମାଟରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ। ଏବେ ଦଳରେ ନଂ- ୩ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତାଙ୍କୁ ମିଳିଥିଲେ ହେଁ ତାଙ୍କ ବ୍ୟାଟ୍ ଚାଲୁନାହିଁ। ଏହାର ପ୍ରଭାବ ହାଇଦ୍ରାବାଦରେ ଖେଳାଯାଉଥିବା ଟେଷ୍ଟରେ ଦେଖିବାକୁ ମିଳିଛି।…
ଆଙ୍ଗୁଠି ଭାଙ୍ଗିଯିବା ସତ୍ତ୍ୱେ ପ୍ରତିଶ୍ରୁତି ପାଳନ କଲେ ଏହି କ୍ରିକେଟର୍
ବ୍ରିସବେନ,୨୮।୧: ୱେଷ୍ଟଇଣ୍ଡିଜ ୨୭ବର୍ଷ ପରେ ଟେଷ୍ଟରେ ଅଷ୍ଟ୍ରେଲିଆକୁ ତା’ ଘରୋଇ ମାଟିରେ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ପାଇଁ ପେସର୍ ଶାମର ଜୋସେଫ ବିଜୟର ହିରୋ ଥିଲେ। ସେ ଆଘାତକୁ ଖାତିର ନ କରି ମ୍ୟାଚ ଶେଷ ପର୍ଯ୍ୟନ୍ତ ବୋଲିଂ କରି ୭…
Video: ଗଛରେ ଝୁଲୁଛି ବିଶାଳକାୟ ଅଜଗର; ଦେଖିଲେ ଲାଗିବ ଭୟ…
ଗଛରେ ଝୁଲିଛି ବିଶାଳକାୟ ଅଜଗର। ଯିଏ ଦେଖୁଛି ଭୟରେ ଥରୁଛି। କିଛି ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଖିଆଗକୁ ଯେଉଁ ଦୃଶ୍ୟ ଆସୁଛି ତା’ ଉପରେ ବିଶ୍ୱାସ କରିହେଉନାହିଁ। ଏଯାବତ ହଜାର ହଜାର ଲୋକେ ଏହାକୁ…
Archives


