Home Left

ଭାଜପାର ବଡ଼ ବିଜୟ: ଏଏପି-କଂଗ୍ରେସକୁ ଝଟ୍‌କା

ଚଣ୍ଡିଗଡ,୩୦।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଏଏପି-କଂଗ୍ରେସ ମିଳିତ ମେଣ୍ଟକୁ ଏକ ବଡ଼ ଝଟ୍‌କା ଲାଗିଛି। ଏହି ନିର୍ବାଚନରେ ଭାଜପା ପ୍ରାର୍ଥୀ ମନୋଜ କୁମାର ସୋନକର ବିଜୟୀ ହୋଇଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଆସିଥିବା ଏହି ଫଳାଫଳକୁ ଇଣ୍ଡିଆ ସହଯୋଗୀ ଦଳ ପାଇଁ…

ସ୍ତ୍ରୀଙ୍କ ନିର୍ଯାତନା ସହି ନ ପାରି କ୍ଲିନିକରେ ଜୀବନ ହାରିଲେ ଡାକ୍ତର

ଲକ୍ଷ୍ନୌ,୩୦।୧: ଉତ୍ତରପ୍ରଦେଶର ଗୌଣ୍ଡାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ନିର୍ଯାତନା ସହି ନ ପାଇ ଡାକ୍ତର ସ୍ବାମୀ ନିଜ କ୍ଲିନିକରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।…

ମହାନଦୀରେ ୩ ଘଣ୍ଟା ଫଶିଲା ଯାତ୍ରୀବାହୀ ଡଙ୍ଗା

ମହାକାଳପଡା,୩୦।୧: ମହାନଦୀ ମଝିରେ ଫସିଥିଲା ଯାତ୍ରୀବାହୀ ଡ଼ଙ୍ଗା। କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ବାହାକୂଦ-ମୂଷାଡ଼ିଆ ଫେରିଘାଟରେ ଏଭଳି ଘଟଣା ଘଟିଛି। ଅଳ୍ପକେ ୫୦ଜଣ ଯାତ୍ରୀ ବର୍ତ୍ତିଯାଇଛନ୍ତି । ସୂଚନାଯୋଗ୍ୟ, ମହାକାଳପଡ଼ା ବ୍ଲକ ବାହାକୂଦ-ମୂଷାଡ଼ିଆ ଫେରିଘାଟର ମଙ୍ଗଳବାର ଭୋରରୁ ବାହାକୁଦ ପଟୁ ୫୦ରୁ…

ଆରବ ସାଗରରେ ପରାକ୍ରମ ଦେଖାଇଲା ଆଇଏନ୍‌ଏସ୍‌ ସୁମିତ୍ରା: ୩୬ ଘଣ୍ଟା ମଧ୍ୟରେ ଦୁଇ ଜାହାଜକୁ କଲା ଉଦ୍ଧାର

ନୂଆଦିଲ୍ଲୀ,୩୦।୧: ଆରବ ସାଗରରେ ଭାରତୀୟ ନୌସେନାର ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ସୁମିତ୍ରା ସେମାବାର ଇରାନର ଏକ ଜାହାଜକୁ ଜଳଦସ୍ୟୁଙ୍କ କବଳରୁ ଊଦ୍ଧାର କରିଥିବା ବେଳେ ପୁଣି ପାକିସ୍ତାନ ନାବିକଙ୍କୁ ସାହାଯ୍ୟର ହାତ ବଢାଇ ନିଜ ପରାକ୍ରମ ଦେଖାଇଛି। ଭାରତୀୟ ନୌସେନା ସୋମାଲିଆ ଉପକୂଳରୁ…

ବିହାରରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ବାପୁଙ୍କୁ ମନେ ପକାଇଲେ ରାହୁଲ

ପାଟନା,୩୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାରି ରହିଛି। ତେବେ ବିହାରରେ ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ ବାପୁଙ୍କୁ ମନେ ପକାଇଛନ୍ତି। ସେ କହିଛନ୍ତି, ବାପୁ ସମଗ୍ର ଦେଶକୁ ପ୍ରେମ ସହ ବଞ୍ଚିବାକୁ…

ସୁନାପୁର ବେଳାଭୂମିକୁ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ, ଟୁଇଟ୍‌ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୩୦।୧(ଅସମାପିକା ସାହୁ ): ଗଞ୍ଜାମ ଜିଲାର ସୁନାପୁର ବେଳାଭୂମିକୁ ୨୦୨୩-୨୪ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ପୁରସ୍କାର ପାଇଁ ବିବେଚିତ କରାଯାଇଛି। ଏଫଇଇ ସଂସ୍ଥା ପକ୍ଷରୁ ଏ ନେଇ ସର୍ଭେ କରାଯାଇଥିଲା । ୭୭ ଟି ଦେଶର ବେଳାଭୂମିର ସ୍ଥିତି ଉପରେ ସର୍ଭେ…

ଆଇପିଏଲ ୨୦୨୪ ପାଇଁ ପଞ୍ଜାବ କିଙ୍ଗ୍ସର ପ୍ରସ୍ତୁତି ଆରମ୍ଭ, ଦଳକୁ ନେଇ ଏଭଳି କହିଲେ ଶିଖର ଧାୱନ

ନୂଆଦିଲ୍ଲୀ,୩୦।୧: ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶିଖର ଧାୱନ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଧାୱନଙ୍କ ସହ ପଞ୍ଜାବର ଅନ୍ୟ ଖେଳାଳିମାନେ ମଧ୍ୟ ଅଭ୍ୟାସ ଆରମ୍ଭ କରିଛନ୍ତି। କିନ୍ତୁ ଅଧିକାଂଶ ଖେଳାଳି ବର୍ତ୍ତମାନ ଅନ୍ୟ ଦଳ ପାଇଁ…

ଅଜିତ ଗୋଷ୍ଠୀର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନିଷ୍ପତ୍ତି ୨ ସପ୍ତାହ ଘୁଞ୍ଚିଲା

ନୂଆଦିଲ୍ଲୀ,୩୦।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ଏନ୍‌ସିପି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର ନିଷ୍ପତ୍ତି ନେବା ସମୟସୀମାକୁ ସୁପ୍ରିମକୋର୍ଟ ଫେବୃଆରୀ ୧୫ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ସେମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଶରଦ ପାଓ୍ବ୍‌ାରଙ୍କ…

ଗୁଗ୍‌ଲ ମ୍ୟାପ ଦେଖି ଗନ୍ତବ୍ୟସ୍ଥଳକୁ ଯାଉଥିଲେ ଜଣେ ବ୍ୟକ୍ତି: ପରିସ୍ଥିତି ଏମିତି ହେଲା ଡାକିବାକୁ ପଡ଼ିଲା ପୋଲିସ

ବେଙ୍ଗାଲୁରୁ,୩୦।୧: କର୍ନାଟକର ଓଟି ନିକଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଶୀଘ୍ର ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଗୁଗଲ ମ୍ୟାପ ବ୍ୟବହାର କରିବା ମହଙ୍ଗା ପଡିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଅନୁଯାୟୀ,…

ଆତଙ୍କବାଦୀ ସଂଗଠନ ସିମି ଉପରେ ନିଷେଧାଦେଶ ଆଉ ୫ ବର୍ଷ ବଢ଼ିଲା

ନୂଆଦିଲ୍ଲୀ,୩୦।୧: କେନ୍ଦ୍ର ସରକାର ୟୁଏପିଏ ଆଇନ ବଳରେ ଆତଙ୍କବାଦୀ ସଂଗଠନ ଷ୍ଟୁଡେଣ୍ଟସ ଇସ୍‌ଲାମିକ୍‌ ମୁଭ୍‌ମେଣ୍ଟ ଅଫ୍‌ ଇଣ୍ଡିଆ (ସିମି) ଉପରେ ଲାଗୁ ହୋଇଥିବା ନିଷେଧାଦେଶକୁ ଆଉ ୫ ବର୍ଷ ବଢ଼ାଇଦେଇଛନ୍ତି। ଆତଙ୍କବାଦକୁ ପ୍ରୋତ୍ସାହିତ କରିବା, ଶାନ୍ତି ଓ ସାମ୍ପ୍ରଦାୟିକ ସଦ୍‌ଭାବନା ନଷ୍ଟ…

ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୟାକ୍ସ ରେକର୍ଡ ଲିକ୍‌ କରିବା ମାମଲାରେ ଦୋଷୀକୁ ୫ ବର୍ଷ ଜେଲ ଦଣ୍ଡାଦେଶ

ଓ୍ବାଶିଂଟନ,୩୦।୧: ଆମେରିକାର ପୂର୍ବତନ କୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଅନେକ ଲୋକଙ୍କ ଟ୍ୟାକ୍ସ ରେକର୍ଡ ଚୋରି ଏବଂ ଲିକ୍‌ କରିବା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ଦୋଷୀକୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ…

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ, ଡାକ୍ତରଙ୍କୁ ନିସ୍ତୁକ ଛେଚିଲେ ସମ୍ପର୍କୀୟ

ବଲାଙ୍ଗୀର, ୩୦।୧- (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁକୁ ନେଇ ରେ ଜଣେ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମରାଯାଇଛି । ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ଅଭିଯୋଗ ଆଣି ପରିବାର ଲୋକେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri