ଆରବିଆଇ ପରେ ପେଟିଏମକୁ ବଡ଼ ଝଟକା ଦେଲା ଇପିଏଫଓ, ଏହି ସେବା ଉପରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ,୧୦।୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଥିବା ପେଟିଏମ ପେମେଣ୍ଟସ ବ୍ୟାଙ୍କକୁ ଆଉ ଏକ ଝଟକା ଲାଗିଛି। କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ପେମେଣ୍ଟ ବ୍ୟାଙ୍କ ମାଧ୍ୟମରେ ହୋଉଥିବା ଜମା ଏବଂ କ୍ରେଡିଟ ଉପରେ ପ୍ରତିବନ୍ଧକ…
ପରଲୋକରେ ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ
ଭୁବନେଶ୍ୱର,୧୦।୨: ଖଲ୍ଲିକୋଟ ରାଜ ପରିବାରର ଶେଷ ଦାୟାଦ ରାଣୀସାହେବା ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କର ପରଲୋକ ଘଟିଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ରାତି ୧୨ଟା ୪୪ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ…
ଫୁଟ୍ବଲରେ ଖୁବ୍ଶୀଘ୍ର ବ୍ଲୁ କାର୍ଡ
ଟ୍ବଲରେ ଖୁବ୍ ଶୀଘ୍ର ‘ବ୍ଲୁ କାର୍ଡ’ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନୂଆ ନିୟମ ବିଶେଷକରି ରେଫରିଙ୍କୁ ସାହାଯ୍ୟ କରିବ। ରିପୋର୍ଟ ଅନୁସାରେ ଏକ ହ୍ୟାଣ୍ଡବଲ୍ ମ୍ୟାଚରେ ରେଫରି ମାର୍ଟିନ ଥୋଏନ୍ ବ୍ଲୁ କାର୍ଡ ନିୟମକୁ କାର୍ଯ୍ୟକାରୀ କରିଥିଲେ। ଏହାକୁ ପ୍ରଣୟନ…
ଆଜିଠୁ କଳିଙ୍ଗରେ ପୁରୁଷ ହକି ପ୍ରୋ-ଲିଗ୍
ଭୁବନେଶ୍ୱର, ୧୦।୨(ତପନ ସ୍ବାଇଁ): ମହିଳା ହକି ପ୍ରୋ ଲିଗ୍ ୨୦୨୩-୨୪ର ଭୁବନେଶ୍ୱର ଚରଣ ଶୁକ୍ରବାର ଶେଷ ହୋଇଛି। ୧୨ ତାରିଖଠାରୁ ଏହାର ରାଉରକେଲା ଚରଣ ଆରମ୍ଭ ହେବ। ପୁରୁଷ ହକି ପ୍ରୋ ଲିଗ୍ର ଭୁବନେଶ୍ୱର ଚରଣ ଶନିବାରଠାରୁ ଆରମ୍ଭ ହେବ। କଳିଙ୍ଗ…
ଅଷ୍ଟ୍ରେଲିଆକୁ ୬-୨ରେ ହରାଇଲା ନେଦରଲାଣ୍ଡ୍ସ
ଏଫ୍ଆଇଏଚ୍ ମହିଳା ହକି ପ୍ରୋ ଲିଗ୍ରେ ନେଦରଲାଣ୍ଡ୍ସର ଆଧିପତ୍ୟ ଅବ୍ୟାହତ ରହିଛି। କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ଅଷ୍ଟ୍ରେଲିଆକୁ ୬-୨ ଗୋଲରେ ପରାସ୍ତ କରିଛି। କଳିଙ୍ଗରେ ନେଦରଲାଣ୍ଡ୍ସର ଏହା କ୍ରମାଗତ ୪ର୍ଥ ବିଜୟ। ନେଦରଲାଣ୍ଡ୍ସ ଚଳିତ ସିଜନରେ…
୧୨ରୁ ଏଏସିସିଆଇର ଗ୍ରୀନ୍ କନ୍କ୍ଲେଭ
ଭୁବନେଶ୍ୱର,୧୦।୨: ଅନ୍ତର୍ଜାତୀୟ ଶିଳ୍ପ ସଙ୍ଗଠନ ଏସିଆନ୍-ଆଫ୍ରିକାନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଏଏସିସିଆଇ)ର ଓଡ଼ିଶା ଶାଖା (ଚାପ୍ଟର) ପକ୍ଷରୁ ଏକ ୩ଦିନିଆ ବିଜ୍ନେସ ସମ୍ମିଟ ଆଣ୍ଡ ଏକ୍ସପୋ ‘ଗ୍ରୀନ୍ କନ୍େକ୍ଲେଭ’ ଭୁବନେଶ୍ୱରର ଏକ ୫ତାରକା ହୋଟେଲ ପରିସରରେ ଆୟୋଜନ ହେବାକୁ ଯାଉଛି।…
କଟକରେ ଅଜନ୍ତାର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୧୦।୨ (ଅଭୟ ଦାଶ): ଅଜନ୍ତା ଶୁଜ୍ସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ କଟକର ବକ୍ସିବଜାରସ୍ଥିତ ବାରପଥରଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମିଶନରେଟ ପୋଲିସର କଟକ ଜୋନ୍-୨ ଏସିପି ଅମିତାଭ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ।…
ଆମେରିକା ବିପକ୍ଷରେ ଭାରତକୁ ବିଜୟ ସ୍ବାଦ
ଭୁବନେଶ୍ୱର, ୧୦।୨ (ତପନ ସ୍ବାଇଁ): ଏଫ୍ଆଇଏଚ୍ ମହିଳା ହକି ପ୍ରୋ ଲିଗ୍ର ଚଳିତ ସିଜନରେ ଭାରତ ଶୁକ୍ରବାର ପ୍ରଥମ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଘରୋଇ ଦଳ ୩-୧ଗୋଲରେ ଆମେରିକାକୁ ପରାସ୍ତ କରିଛି। ପୂର୍ବ ୩…
ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ
ଭୁବନେଶ୍ୱର,୧୦।୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ଭାଲେଣ୍ଟାଇନ୍ ଡେ ଜୁଏଲେରି କଲେକ୍ସନ’କୁ ନିକଟରେ ଶୁଭାରମ୍ଭ କରାଯାଇଛି। ଏପରିକି ସମଗ୍ର ବିଶ୍ୱରେ ଭାଲେଣ୍ଟାଇନ୍ ଡେର ପ୍ରକୃତ ଭାବନାକୁ ସାଥୀଙ୍କ ସହ ପାଳନ କରିବା ପାଇଁ ଏହି ସ୍ବତନ୍ତ୍ର କଲେକ୍ସନର…
୭ଲକ୍ଷ କୋଟି ଉପରେ ଏଲ୍ଆଇସିର ମାର୍କେଟ କ୍ୟାପ୍
ଭୁବନେଶ୍ୱର,୧୦।୨: ଭାରତୀୟ ଜୀବନ ବୀମା ନିଗମ ( ଲାଇଫ ଇନ୍ସ୍ୟୁରାନ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ ବା ଏଲ୍ଆଇସି ଇଣ୍ଡିଆ)କୁ ନିକଟରେ ଏକ ବଡ ସଫଳତା ମିଳିଛି। ଏଲ୍ଆଇସି ୭ଲକ୍ଷ କୋଟି ଟଙ୍କାରୁ ଅଧିକ ମାର୍କେଟ କ୍ୟାପ୍ ସହ ଭାରତର ୫ମ ମୂଲ୍ୟବାନ୍ କମ୍ପାନୀ…
ସଚେତନତା ହିଁ ନିଦାନ
ମୃତ୍ତିକା ଟ୍ରାନ୍ସମିଡ ହେଲମିନଥସ (ଏସଟିଏଚ) ଭାରତ ପାଇଁ ଏକ ଜନସ୍ବାସ୍ଥ୍ୟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ୧-୧୪ ବର୍ଷ ବୟସର ପ୍ରାୟ ୨୨ କୋଟି ଭାରତୀୟ ଶିଶୁଙ୍କ ଠାରେ କୃମି ସଂକ୍ରମଣ ହେବାର ଆଶଙ୍କା ରହିଛି। ଏହା ଦ୍ୱାରା ପିଲାମାନଙ୍କର…
ସୁପାରି ଦେଇ ସାନଭାଇଙ୍କୁ ହତ୍ୟା
ବାଲେଶ୍ୱର (ମାନସ ବିଶ୍ୱାଳ)/ ନୀଳଗିରି(ପ୍ରଶାନ୍ତ ବିଶ୍ୱାଳ), ୧୦ା୨: ପାରିବାରିକ କଳହ, ଜମି ଭାଗବଣ୍ଟା ଓ ଟଙ୍କା ଦେଣନେଣକୁ ନେଇ ସାଇଭାଇଙ୍କୁ ବଡ଼ ଭାଉଜଭାଇ ୧ଲକ୍ଷ ୪୦ହଜାର ଟଙ୍କା ସୁପାରି ଦେଇ ହତ୍ୟା କଲେ। ଏପରି କି ଘଟଣାକୁ ଲୁଚାଇବାକୁ ଦୁର୍ଘଟଣାର ରୂପ…
Archives


