Home Left

ଆମେ ସମସ୍ତଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁ: ଅମିତ ଶାହା

ନୂଆଦିଲ୍ଲୀ,୬।୨: ଭାରତ ସମଗ୍ର ବିଶ୍ୱ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁଛି, କିନ୍ତୁ ଦେଶର ସୀମା ତଥା ନାଗରିକଙ୍କ ସୁରକ୍ଷା ଉପରେ ଆମେ ଆପୋଷ ବୁଝାମଣା କରିବୁ ନାହିଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଶାହା କହିଛନ୍ତି, ଭାରତ ଏକ ଦେଶ ଭାବରେ…

ଭଗବାନ ରାମଙ୍କୁ ମନ୍ଦିର ନେଇ ଆସିଲେ ଅଥଚ ନିରବ ମୋଦିଙ୍କୁ ଆଣି ପାରିଲେ ନାହିଁ: ଭାଜପା ଉପରେ ବର୍ଷିଲେ ଦିଗବିଜୟ

ନୂଆଦିଲ୍ଲୀ,୬।୨: କଂଗ୍ରେସ ଏମପି ଦିଗବିଜୟ ସିଂ ପାର୍ଲାମେଣ୍ଟର ଉପର ଗୃହରେ ରାଜ୍ୟ ସଭାରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାରକୁ କଡ଼ା ଟାର୍ଗେଟ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)…

ବଡ଼ ପ୍ରତିଶ୍ରୁତି ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୬।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ରାଞ୍ଚିରେ ସେ କହିଛନ୍ତି,ଯଦି କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହୁଏ ତେବେ ସାରା ଦେଶରେ ଜାତିଭିତ୍ତିକ ଜନଗଣନା କରାଯିବ ଏବଂ ସଂରକ୍ଷଣ…

ବନ୍ଧୁକ ମୁନରେ ଓ୍ବେଷ୍ଟ ଇଣ୍ଡିଜ ଖେଳାଳିଙ୍କଠାରୁ ଲୁଟ

ଜୋହାନ୍ସବର୍ଗ,୬।୨: ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଏସଏଟି୨୦ କ୍ରିକେଟ ଲିଗ ପାଇଁ କ୍ରେଜ ଶିଖରରେ ଅଛି। ଏହି ଲିଗରେ ପ୍ରଶଂସକମାନେ ପ୍ରତିଦିନ ଅଧିକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ଯାଉଛନ୍ତି। ତେବେ ଏହି ଲିଗର ଉତ୍ସାହ ମଧ୍ୟରେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ଘଟିଛି ଯାହା…

ମାଳଦ୍ୱୀପରୁ ଫେରି ଆସିବେ ଭାରତୀୟ ସୈନ୍ୟ

ମାଲେ,୬।୨: ମାଳଦ୍ୱୀପରେ ଥିବା ଭାରତୀୟ ସୈନ୍ୟଙ୍କୁ ମେ’ ୧୦ ସୁଦ୍ଧା ଫେରାଇ ଦିଆଯିବ। ମାର୍ଚ୍ଚ ୧୦ ପୂର୍ବରୁ ପ୍ରଥମ ପର୍ଯ୍ୟାୟ ସୈନ୍ୟ ଫେରିବାକୁ ଥିବାବେଳେ ଅନ୍ୟମାନେ ମେ’ ୧୦ ପୂର୍ବରୁ ଫେରିଯିବେ ବୋଲି ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁ ପାର୍ଲାମେଣ୍ଟରେ କହିଛନ୍ତି।…

ନିର୍ବାଚନ ପ୍ରଚାରରେ ପିଲାଙ୍କୁ ମନା

ନୂଆଦିଲ୍ଲୀ,୫।୨: ନିର୍ବାଚନ ପ୍ରଚାରରେ ପିଲାମାନଙ୍କୁ କୌଣସି ପ୍ରକାରେ ବ୍ୟବହାର କରାଯାଇପାରିବ ନାହିଁ। ସେମାନଙ୍କୁ ପୋଷ୍ଟର, ପ୍ରଚାରପତ୍ର ବାଣ୍ଟିବା କିମ୍ବା ସ୍ଲୋଗାନ ଦେବାରେ ନିୟୋଜିତ କରାଯିବ ନାହିଁ। ଲୋକ ସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ(ଇସି) ସୋମବାର ଏକ ଆଡଭାଇଜରି ଜାରି କରି…

ସାମୂହିକ ଛୁଟିରେ ପ୍ରାଣୀଚିକିତ୍ସକ

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ କାର୍ଯ୍ୟରତ ପ୍ରାଣୀଚିକିତ୍ସକଙ୍କ ପ୍ରତି ସରକାର ଅଣଦେଖା ମନୋଭାବ କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବରଗଡ଼ ଜିଲାର ପ୍ରାଣୀଚିକିତ୍ସକମାନେ ସାମୂହିକ ଛୁଟି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତ ମାସ ୧୮ରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଆନ୍ଦୋଳନକୁ ୧୯ଦିନ…

୫ ଭାରତୀୟଙ୍କୁ ଗ୍ରାମୀ ଆଓ୍ବାର୍ଡ

ନୂଆଦିଲ୍ଲୀ,୫।୨: ଲସ୍‌ ଆଞ୍ଜେଲସ୍‌ରେ ଅନୁଷ୍ଠିତ ୨୦୨୪ ଗ୍ରାମୀ ଆଓ୍ବାର୍ଡ ଉତ୍ସବରେ ଭାରତୀୟ ସଙ୍ଗୀତକୁ ବଡ଼ ସଫଳତା ମିଳିଛି। ତବଲା ଉସ୍ତାଦ ଜାକିର ହୁସେନ୍‌, ବଂଶୀବାଦକ ରାକେଶ ଚୌରାସିଆଙ୍କ ସମେତ ୫ ଜଣ ଭାରତୀୟ ସଙ୍ଗୀତକାର ଗ୍ରାମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ହୁସେନଙ୍କୁ…

ବାଛୁରିକୁ ଧରି ଜିଲାପାଳଙ୍କ କାର୍ଯ୍ୟାଳୟରେ ମାଲିକ ପ୍ରାଣୀଧନ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁ …

ଅନୁଗୋଳ,୫ା୨ (ଅମିତ କୁମାର ସାମଲ): ୪ ଦିନ ତଳେ ଜନ୍ମ ହୋଇଥିବା ବାଛୁରିର ମଳଦ୍ୱାର ନାହିଁ। ଦିନକୁ ଦିନ ତା’ର ଯନ୍ତ୍ରଣା ବଢ଼ୁଛି। ଗୋଟିଏ ପରେ ଗୋଟିଏ ପ୍ରାଣୀଧନ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ସେଠାରୁ ନିରାଶ ହେବାକୁ ପଡ଼ିଛି। ପ୍ରାଣୀ ଚିକିତ୍ସକମାନେ…

୧୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୫।୨(ସତ୍ୟଜିତ୍‌ ରାଉତ): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗଡ଼ିଆପଡ଼ା ଗ୍ରାମ ନିକଟରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ରବିବାର ଚଢ଼ାଉ କରି ୩ କୁଇଣ୍ଟାଲ ୩ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଚାଲାଣକାରୀଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଛି।…

ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟି ଚିପି କରିଥିଲେ ହତ୍ୟା, ଆସିଲା ରାୟ…

ସମ୍ବଲପୁର,୫ା୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଧୀନ ବିଞ୍ଜିପାଲି ଗ୍ରାମରେ ୨୦୧୫ରେ ସଂଘଟିତ ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ସମ୍ବଲପୁର ପୋକ୍ସୋ ଅଦାଲତରେ ଚାଲିଥିବା ଉକ୍ତ ଘଟଣାର ରାୟ ଶୁଣାଇ ବିଚାରପତି…

ପ୍ରତି ୫ ବର୍ଷରେ ହେବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ: ଆଉ ୩ ଦିନ ଖୋଲା ରହିବ ମ୍ୟୁଜିୟମ

ଭୁବନେଶ୍ୱର, ୫।୨(ଅସମାପିକା ସାହୁ): ପ୍ରତି ୫ ବର୍ଷରେ ଥରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ। ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଉଦ୍‌ଯାପନ ଅବସରରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri