୭ଲକ୍ଷ କୋଟି ଉପରେ ଏଲ୍ଆଇସିର ମାର୍କେଟ କ୍ୟାପ୍
ଭୁବନେଶ୍ୱର,୧୦।୨: ଭାରତୀୟ ଜୀବନ ବୀମା ନିଗମ ( ଲାଇଫ ଇନ୍ସ୍ୟୁରାନ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ ବା ଏଲ୍ଆଇସି ଇଣ୍ଡିଆ)କୁ ନିକଟରେ ଏକ ବଡ ସଫଳତା ମିଳିଛି। ଏଲ୍ଆଇସି ୭ଲକ୍ଷ କୋଟି ଟଙ୍କାରୁ ଅଧିକ ମାର୍କେଟ କ୍ୟାପ୍ ସହ ଭାରତର ୫ମ ମୂଲ୍ୟବାନ୍ କମ୍ପାନୀ…
ସଚେତନତା ହିଁ ନିଦାନ
ମୃତ୍ତିକା ଟ୍ରାନ୍ସମିଡ ହେଲମିନଥସ (ଏସଟିଏଚ) ଭାରତ ପାଇଁ ଏକ ଜନସ୍ବାସ୍ଥ୍ୟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ୧-୧୪ ବର୍ଷ ବୟସର ପ୍ରାୟ ୨୨ କୋଟି ଭାରତୀୟ ଶିଶୁଙ୍କ ଠାରେ କୃମି ସଂକ୍ରମଣ ହେବାର ଆଶଙ୍କା ରହିଛି। ଏହା ଦ୍ୱାରା ପିଲାମାନଙ୍କର…
ସୁପାରି ଦେଇ ସାନଭାଇଙ୍କୁ ହତ୍ୟା
ବାଲେଶ୍ୱର (ମାନସ ବିଶ୍ୱାଳ)/ ନୀଳଗିରି(ପ୍ରଶାନ୍ତ ବିଶ୍ୱାଳ), ୧୦ା୨: ପାରିବାରିକ କଳହ, ଜମି ଭାଗବଣ୍ଟା ଓ ଟଙ୍କା ଦେଣନେଣକୁ ନେଇ ସାଇଭାଇଙ୍କୁ ବଡ଼ ଭାଉଜଭାଇ ୧ଲକ୍ଷ ୪୦ହଜାର ଟଙ୍କା ସୁପାରି ଦେଇ ହତ୍ୟା କଲେ। ଏପରି କି ଘଟଣାକୁ ଲୁଚାଇବାକୁ ଦୁର୍ଘଟଣାର ରୂପ…
ପୁନଃ ରିଲିଜ ହେଲା ‘କ୍ୟାମେରାମ୍ୟାନ୍ ଗଙ୍ଗାଥୋ ରାମବାବୁ’
ନନ୍ଦିଆଲା: ୨୦୧୨ରେ ମୁକ୍ତିଲାଭ କରିଥିବା ସୁପରଷ୍ଟାର ପଓ୍ବନ୍ କଲ୍ୟାଣଙ୍କ ଫିଲ୍ମ ‘କ୍ୟାମେରାମ୍ୟାନ୍ ଗଙ୍ଗାଥୋ ରାମବାବୁ’ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ପ୍ରସିଦ୍ଧ ନିର୍ଦ୍ଦେଶକ ପୁରୀ ଜଗନ୍ନାଦ୍ଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମରେ ପୱନ୍ କଲ୍ୟାଣଙ୍କ ସହ ତମନ୍ନା ଭାଟିଆ ମୁଖ୍ୟ…
ବଦଳିବ ବାଲେଶ୍ୱର ରେଳଷ୍ଟେଶନ ରୂପ
ଭୁବନେଶ୍ୱର,୧୦।୨(ଅନୁରାଧା ମହାରଣା): ବାଲେଶ୍ୱର ରେଳ ଷ୍ଟେଶନର ନବୀକରଣ କରାଯିବ। ଏଥିପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ୧୯୭ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଥିବାବେଳେ ଆସନ୍ତା ୫୦ବର୍ଷ ପାଇଁ ଏହି ଉନ୍ନତିକରଣ ହେବ। ବାଲେଶ୍ୱରର ପାରମ୍ପରିକ ସ୍ଥାପତ୍ୟ ଆଧାରରେ ଷ୍ଟେଶନର ଡିଜାଇନ ପ୍ରସ୍ତୁତ…
‘ଜଣେ ମହିଳା ଆମେରିକା ରାଷ୍ଟ୍ରପତି ହେବେ’
ଓ୍ବାଶିଂଟନ,୧୦।୨: ୨୦୨୪ରେ ଆମେରିକାରେ ଡେମୋକ୍ରାଟ୍ ଜୋ ବାଇଡେନ୍ କିମ୍ବା ରିପବ୍ଳିକାନ୍ ଡୋନାଲ୍ଡ ଟ୍ରମ୍ପ୍ ରାଷ୍ଟ୍ରପତି ହୋଇପାରିବେ ନାହିଁ। ଜଣେ ମହିଳା ହିଁ ଦେଶର ଏହି ସର୍ବୋଚ୍ଚ ଆସନ ଅଳଙ୍କୃତ କରିବେ ବୋଲି ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ଥିବା ଭାରତୀୟ ବଂଶୋଦ୍ଭବ ନିକ୍କି…
ସୁବର୍ଣ୍ଣପୁରରୁ ଗଡ଼ିଲା ସୋନପୁର-ପୁରୀ ଏକ୍ସପ୍ରେସ୍
ସୋନପୁର,୧୦।୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାବାସୀଙ୍କ ଦୀର୍ଘବର୍ଷର ସ୍ବପ୍ନ ପୂରଣ ହୋଇଛି । ପ୍ରଥମକରି ସୁବର୍ଣ୍ଣପୁରକୁ ରେଳ ଗଡ଼ିଛି। ସୋନପୁର ଷ୍ଟେଶନରୁ ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସ୍ ଶୁକ୍ରବାର ସନ୍ଧ୍ୟାରୁ ନିୟମିତ ଚାଲିଲା। ଜିଲାବାସୀ ଷ୍ଟେଶନରେ ଉପସ୍ଥିତ ରହି ଟ୍ରେନ୍ ଓ ଯାତ୍ରୀମାନଙ୍କୁ ଭବ୍ୟ…
ବିନା ଅସ୍ତ୍ରୋପଚାରରେ ଫୁସ୍ଫୁସ୍ରୁ ବାହାରିଲା ଛୁଞ୍ଚି
ଭୁବନେଶ୍ୱର, ୧୦।୨ (ବନ୍ଦନା ସେଠୀ): ବିରଳ ଚିକିତ୍ସା କ୍ଷେତ୍ରରେ ଏମ୍ସ ଭୁବନେଶ୍ୱରକୁ ଆଉଏକ ସଫଳତା ମିଳିଛି। ଏମ୍ସ ଶିଶୁ ବିଭାଗର ଡାକ୍ତରୀ ଟିମ୍ ବିନା ଅସ୍ତ୍ରୋପଚାରରେ ଜଣେ ୯ ବର୍ଷୀୟ ବାଳକଙ୍କ ଫୁସ୍ଫୁସ୍ରୁ ଏକ ଛୁଞ୍ଚତ୍ ବାହାର କରି ତାଙ୍କ ଜୀବନ…
ଜେଲରେ ଗର୍ଭବତୀ ହେଉଛନ୍ତି ମହିଳା କଏଦୀ
କୋଲକାତା, ୧୦।୨: ପଶ୍ଚିମବଙ୍ଗର ବିଭିନ୍ନ ଜେଲରେ ଥିବା ମହିଳା କଏଦୀମାନେ ଗର୍ଭବତୀ ହେଉଛନ୍ତି। ଏନେଇ କୋଲକାତା ହାଇକୋର୍ଟଙ୍କ ସାମନାରେ ଆମିକସ୍କ୍ୟୁରି ତାପସ ଭାନ୍ଜା ଏକ ଚାଞ୍ଚଲ୍ୟକର ରିପୋର୍ଟ ରଖିଛନ୍ତି। ଏହି ରିପୋର୍ଟ ଅନୁଯାୟୀ ପଶ୍ଚିମବଙ୍ଗର ବିଭିନ୍ନ ଜେଲରେ ବନ୍ଦୀ ଥିବା ମହିଳା କଏଦୀ…
ପ୍ରେମସମ୍ପର୍କକୁ ସୁଦୃଢ଼ କରେ ଟେଡି ଉପହାର, ଜାଣନ୍ତୁ ଏହି ରଙ୍ଗର ଟେଡି ଦେଲେ…
ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି ପ୍ରପୋଜ ଡେ’ ବା ପ୍ରେମ ନିବେଦନ ଦିବସ। ସେହିପରି ତୃତୀୟ ଦିବସରେ ଚକୋଲେଟ ଦେଇ…
୨ ଯୁବକଙ୍କୁ ମଡ଼ ମାରିଥିଲା ପୋଲିସ, ତାତିକି ଲୋକେ…
ବନ୍ତ,୯।୨(ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ବଜାର ଥାନାଛକରେ ଗୁରୁବାର ଦୁର୍ଘଟଣା ଘଟାଇଥିବା ଏକ ବାଲି ବୋଝେଇ ହାଇୱାକୁ ଅଟକାଇବା ସମୟରେ ୨ ଯୁବକଙ୍କୁ ପୋଲିସର ମାଡ଼ ନେଇ ପ୍ରତିବାଦ କରାଯାଇଛି। ବନ୍ତ ଥାନାଧିକାରୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିବା ସହ…
ବାହାଘର ବେଳେ ବର କନ୍ୟା ପରିବାର ମାଡ଼ପିଟ୍: ଘୋଷଡ଼ାଟଣା ପରେ…
ରାଉରକେଲା,୯ା୨(ସଙ୍ଗୀତା ଜେନା) ସେକ୍ଟର-୨ କମ୍ୟୁନିଟି ସେଣ୍ଟରରେ ବାସନ୍ତୀ କଲୋନୀର ବିକାଶ ପ୍ରସାଦଙ୍କ ସହ ଜଗଦା ଅଞ୍ଚଳର ସୁଭାସିନୀ ସିଂହଙ୍କ ବିବାହ ଗତ ୬ତାରିଖରେ ଅନୁଷ୍ଠିତ ହୋଇଥିଲା। ଉଭୟଙ୍କ ବିବାହ ଭୋଜି ବାସନ୍ତୀ କଲୋନୀ ଅତିଥି ଭବନରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା।…
Archives


