ବାହାଘର ବେଳେ ବର କନ୍ୟା ପରିବାର ମାଡ଼ପିଟ୍: ଘୋଷଡ଼ାଟଣା ପରେ…
ରାଉରକେଲା,୯ା୨(ସଙ୍ଗୀତା ଜେନା) ସେକ୍ଟର-୨ କମ୍ୟୁନିଟି ସେଣ୍ଟରରେ ବାସନ୍ତୀ କଲୋନୀର ବିକାଶ ପ୍ରସାଦଙ୍କ ସହ ଜଗଦା ଅଞ୍ଚଳର ସୁଭାସିନୀ ସିଂହଙ୍କ ବିବାହ ଗତ ୬ତାରିଖରେ ଅନୁଷ୍ଠିତ ହୋଇଥିଲା। ଉଭୟଙ୍କ ବିବାହ ଭୋଜି ବାସନ୍ତୀ କଲୋନୀ ଅତିଥି ଭବନରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା।…
ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ, କାରରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା
ଭୁବନେଶ୍ୱର,(ସତ୍ୟଜିତ୍ ରାଉତ)/ ରାୟଗଡ଼ା,୯ା୨(ଆଶିଷ ରଞ୍ଜନ ପଣ୍ଡା): କ୍ଷମତାର ଦୁରୁପଯୋଗ କରି ବେଆଇନ ଭାବେ ବିପୁଳ ସମ୍ପତ୍ତି ଠୁଳ କରୁଛନ୍ତି ସରକାରୀ ବାବୁ। କିଏ ଖସିଯାଉଛନ୍ତି ତ ଆଉ କିଏ ଧରାପଡୁଛନ୍ତି। ଏବେ ଭିଜିଲାନ୍ସ ପଞ୍ଝାରେ ଫସିଛନ୍ତି ଆଉଜଣେ ସରକାରୀ ବାବୁ। ସେ…
Video: ଲାଇଭ୍ ମ୍ୟାଚ୍ରେ ଡ୍ରାମା, କ୍ୟାଚ୍ ଧରିବା ଲାଗି ଇଞ୍ଚେ ବି ହଲିଲେ ନାହିଁ ଗୋଟିଏ ବି ଫିଲ୍ଡର, ରାଗରେ ଚିତ୍କାର କଲେ ବୋଲର୍
ନୂଆଦିଲ୍ଲୀ,୯।୨: ଟେଷ୍ଟ ଏବଂ ଦିନିକିଆ ସିରିଜ ଶେଷ ହେବା ପରେ ଏବେ ଅଷ୍ଟ୍ରେଲିଆ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଖେଳାଯାଉଛି। ସିରିଜର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିଜେତା ହୋଇଛି। ୧୧ ରନ୍ରେ ଦଳ ମ୍ୟାଚ୍ ଜିତି ନେଇଛି। ଏହି…
ପାକିସ୍ତାନରେ I LOVE YOU କୁ କ’ଣ କୁହନ୍ତି? ଶୁଣିଲେ…
ଭ୍ୟାଲେଣ୍ଟାଇନ୍ ସପ୍ତାହ ଚାଲିଛି। ଏମିତିରେ ଗୁଗୁଲ୍ରେ ଟ୍ରେଣ୍ଡ କରୁଛି #ILoveyou। ଭାରତରେ ପ୍ରଚଳିତ ପ୍ରତିଟି ଭାଷାରେ ‘ଆଇ ଲଭ୍ ୟୁ’ର ଭିନ୍ନ ଭିନ୍ନ ଶୈଳୀରେ କୁହାଯାଏ। ଯେମିତିକି ବଙ୍ଗଳାରେ ଏହାକୁ ‘ଆମେ ତୋମାକେ ଭାଲୋ ବାଶି’ କୁହାଯାଏ। ହିନ୍ଦୀରେ ଏହାକୁ ‘ମେଁ…
ଭି.ସୁଜ୍ଞାନ କୁମାରୀ ଦେଓ କିଏ, ଯାହାଙ୍କୁ ଭେଟିବାକୁ ଅଚାନକ ଚେନ୍ନାଇ ଗଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯ା୨(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସନ୍ଧ୍ୟାରେ ସ୍ବତନ୍ତ୍ର ବିମାନ ଯୋଗେ ଚେନ୍ନାଇ ଯାଇଛନ୍ତି। ବିଜେଡିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲକୁ ଗସ୍ତ କରିଥିବା…
କମ୍ପ୍ୟୁଟର ‘ମାଉସ୍’କୁ ‘ମାଉସ୍’ କାହିଁକି କୁହନ୍ତି, ଜାଣନ୍ତୁ ପଛରେ ଥିବା ରୋଚକ କାହାଣୀ
କମ୍ପ୍ୟୁଟରରେ ମାଉସ୍ ଏକ ଇନ୍ପୁଟ ଡିଭାଇସ। ଏହା କମ୍ପ୍ୟୁଟର ସ୍କ୍ରିନ୍ରେ ପଏଣ୍ଟର ନଚେତ କର୍ସରକୁ କଣ୍ଟ୍ରୋଲ କରିଥାଏ। ୧୯୬୦ରେ ମାଉସ୍ର ଆବିଷ୍କାର ଡଗଲସ୍ ସି. ଆଙ୍ଗେଲବର୍ଟ କରିଥିଲେ। ଦୁନିଆର ପ୍ରଥମ ମାଉସ୍ ଦେଖିବା ଲାଗି ଏକ କାଠ ବାକ୍ସ ଥିଲା। ଏଥିରେ…
ବିଦ୍ୟୁତ୍ ବିଭ୍ରାଟ, ବଢ଼ୁଛି ଅସନ୍ତୋଷ
ବରଗଡ଼,୯।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିଦ୍ୟୁତ୍ ବିଭ୍ରାଟ ବଢ଼ିଚାଲିଛି। ଜିଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ କାଟ୍ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ରକ୍ଷଣାବେକ୍ଷଣ ଦର୍ଶାଇ ନିୟମିତ ବ୍ୟବଧାନରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ସରବରାହକୁ ବନ୍ଦ କରି ଦିଆଯାଉଛି। ଏହାକୁ ନେଇ…
ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ପୁରସ୍କୃତ କରିବେ ମୁଖ୍ୟମନ୍ତ୍ରୀ, ଚିଠି ଲେଖି ଜଣାଇଲେ…
ଛତ୍ରପୁର,୯।୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ପୁରସ୍କୃତ କରିବେ ମୁଖ୍ୟମନ୍ତ୍ରୀ। ସ୍ବାସ୍ଥ୍ୟସେବା ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ଘୋଷଣା କରିଛନ୍ତି। ଆସନ୍ତା ୧୩ ତାରିଖରେ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବା ପାଇଁ ସ୍ବାସ୍ଥ୍ୟ…
ନବମ, ଦଶମ ପିଲାଙ୍କୁ ମଧ୍ୟାହ୍ନଭୋଜନ ପାଇଁ ଦାବି କଲେ ଅଷ୍ଟମ ଶ୍ରେଣୀ ଛାତ୍ର
ସମ୍ବଲପୁର,୯ା୨(ପ୍ରମୋଦ ବହିଦାର): ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ସେଥିମଧ୍ୟରେ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବଣ୍ଟନ ଅନ୍ୟତମ। ଏହି ଯୋଜନାରେ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା…
ପଦାର୍ଥ ବିଜ୍ଞାନ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଲଗାଇଲେ ହାଇକୋର୍ଟ, ଜାଣନ୍ତୁ ନିଯୁକ୍ତି ଲାଗି କାହିଁକି କରାଯାଇଥିଲା ଚ୍ୟାଲେଞ୍ଜ
କଟକ,୯ା୨(କାର୍ତ୍ତିକ ସାହୁ): ରାଜ୍ୟ ସରକାରଙ୍କ ପଦାର୍ଥ ବିଜ୍ଞାନ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିର୍ଦ୍ଧାରିତ ସର୍ବନିମ୍ନ ଯୋଗ୍ୟତା ମାନଦଣ୍ଡ ଉଲ୍ଲଂଘନ ନେଇ ରୁଜୁ ମାମଲାରେ ହାଇକୋର୍ଟ ଶୁକ୍ରବାର ରହିତାଦେଶ ଜାରି କରିଛନ୍ତି। ହାଇକୋର୍ଟର…
ଘାଟିରେ ଓଲଟିଲା ଟ୍ରାକ୍ଟର: ୨ ଶିଶୁ ଗୁରୁତର, ୧୧ ଆହତ
କୋରାପୁଟ,୯।୨(ଅମିତାଭ ବେହେରା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ବୋରିଗି ଘାଟିରେ ଶୁକ୍ରବାର ଏକ ଟ୍ରାକ୍ଟର ଓଲଟି ପଡିଛି। ଫଳରେ ୧୧ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଚିକିତ୍ସା ପାଇ ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ…
କୁକୁଡ଼ା ଅଣ୍ଡା, ମାଂସ ଉତ୍ପାଦନ ଏବେ ବାଧାପ୍ରାପ୍ତ
ଛତ୍ରପୁର,୯।୨(ସନ୍ତୋଷ ପାଢ଼ୀ): ପ୍ରାଣୀ ଚିକିତ୍ସକମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଲାଗି କୁକୁଡ଼ା ଚାଷୀମାନେ ନାନା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି । ଏମାନଙ୍କ ସହ ଆଲୋଚନା କରି ଆନ୍ଦୋଳନ ବନ୍ଦ କରିବା ଲାଗି ପଦକ୍ଷେପ ନେବା ପାଇଁ ଗଞ୍ଜାମ ଜିଲା କୁକୁଡ଼ା…
Archives


