Home Left

ଧର୍ମେନ୍ଦ୍ରଙ୍କ ସହ ତୁଳନା ହେବାରୁ ହାତ ଯୋଡି ପକାଇଲେ ଗୁରୁ ରାନ୍ଧଓ୍ବା

ପଞ୍ଜାବୀ ସିନେମାର ଜଣାଶୁଣା ଗାୟକ ଗୁରୁ ରାନ୍ଧୱା ‘କୁଛ୍‌ ଖଟ୍ଟା ହୋ ଜାୟେ’ ଫିଲ୍ମ ମାଧ୍ୟମରେ ହିନ୍ଦୀ ସିନେମାରେ ଅଭିନେତା ଭାବରେ ଡେବ୍ୟୁ କରୁଛନ୍ତି। ଏହି ଫିଲ୍ମର ଟ୍ରେଲର ବୁଧବାର ମୁମ୍ବାଇରେ ଲଞ୍ଚ କରାଯାଇଥିଲା। ଫିଲ୍ମର ଟ୍ରେଲର ଲଞ୍ଚ ପରେ ଗୁରୁ…

ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ବଡ଼ ବିସ୍ଫୋରଣ: ୨୫ ମୃତ, ୪୦ ଆହତ

ଇସଲାମାବାଦ୍‌,୭।୨: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ବୁଧବାର ବାଲୁଚିସ୍ତାନ ପ୍ରଦେଶର ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ନିର୍ବାଚନ କାର୍ଯ୍ୟାଳୟ ବାହାରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ଘଟିଛି। ଏଥିରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

ନୀତୀଶଙ୍କ ମୁହଁରେ ହସ: ଏନ୍‌ଡିଏ ସହ ପୁଣି ମେଣ୍ଟ ପରେ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ

ନୂଆଦିଲ୍ଲୀ,୭।୧: ଏନ୍‌ଡିଏ ସହ ପୁଣି ମେଣ୍ଟ ପରେ ପ୍ରଥମଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏହି ସମୟରେ ସେ ବେଶ୍‌ ଖୁସି ଜଣାପଡୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ନୀତୀଶ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ।…

ସ୍ୱାଧୀନତାର ୭୬ ବର୍ଷ ପରେ ଦେଶର ସାକ୍ଷରତା ହାର ୮୦ ପ୍ରତିଶତ ବୃଦ୍ଧି ପାଇଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୭ା୨: ୧୯୪୭ ମସିହାରେ ଦେଶରେ ସାକ୍ଷରତା ହାର ମାତ୍ର ୨୦ ପ୍ରତିଶତ ଥିବା ବେଳେ ସ୍ୱାଧୀନତାର ୭୬ ବର୍ଷ ପରେ ଏହି ହାର ପ୍ରାୟ ୮୦ ପ୍ରତିଶତକୁ ବୃଦ୍ଧି ପାଇଛି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର…

‘ଆମ ରାମଙ୍କୁ କଳା କରିଦେଲା ଭାଜପା’

ଡେରାଡୁନ୍‌,୭।୧: ଉତ୍ତରାଖଣ୍ଡ ବିଧାନସଭା ଅଧିବେଶନର ପ୍ରକ୍ରିୟା ସମୟରେ ସମାନ ନାଗରିକ ସଂହିତା (ୟୁସିସି) ବିଲ ଉପରେ ଏକ ବିତର୍କ ଦେଖିବାକୁ ମିଳିଥିଲା। ଏହା ସହିତ ଅଯୋଧ୍ୟାରେ ନିର୍ମିତ ମହାନ ରାମ ମନ୍ଦିରରେ ରାମ ଲାଲାର ମୂର୍ତ୍ତିର ରଙ୍ଗ ଉପରେ କଂଗ୍ରେସ ବିଧାୟକଙ୍କ…

ଘର ଭଡା ପାଇଁ ଦେବାକୁ ପଡୁଛି ଇଣ୍ଟରଭ୍ୟୁ, ପ୍ରଶ୍ନ UPSC ଠୁ ବି କଠିନ

ବେଙ୍ଗାଲୁର,୭।୨: ଭଡା ନେବା ପୂର୍ବରୁ ପ୍ରଥମେ ଘର ଦେଖିବା ପରେ ପସନ୍ଦ ଆସିଲେ ଆପଣ ଘର ମାଲିକଙ୍କୁ ଟଙ୍କା ଦେଇ କଥା ଫଇସଲା କରିଥା’ନ୍ତି। କିନ୍ତୁ ଘର ପାଇଁ ଯଦି ଆପଣଙ୍କକୁ ଇଣ୍ଟରଭ୍ୟୁ ଦେବାକୁ ପଡେ? ଏପରି ଘଟଣା ଘଟିଛି ଦେଶର…

ପେଟିଏମ୍‌ ପରେ ଭାରତ ପେ’କୁ ଝଟ୍‌କା, ବନ୍ଦ ହୋଇଯିବ କି ଅଶନୀର ଗ୍ରୋଭରଙ୍କ ୟୁପିଆଇ ଆପ୍‌?

ନୂଆଦିଲ୍ଲୀ,୭।୨: ଅନଲାଇନ ପେମେଣ୍ଟ ଏବଂ ବ୍ୟାଙ୍କିଙ୍ଗ ଆପ ପେଟିଏମ୍‌କୁ ନେଇ ବିବାଦ ଜାରି ରହିଥିବା ବେଳେ ବର୍ତ୍ତମାନ ଭାରତ ପେ ମଧ୍ୟ ଏକ ନୂଆ ନୋଟିସ ପାଇଛି। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅନଲାଇନ୍‌ ୟୁପିଆଇ ପେମେଣ୍ଟ ଆପ୍‌ ଏବଂ ଫିନ୍‌ଟେକ୍‌ କମ୍ପାନୀ…

ମୋ ପକେଟ୍‌ରେ ଅଛନ୍ତି ଧୋନୀ.,ପିଟରସନ୍‌ଙ୍କ କଥା ଶୁଣି ଜାହିର କହିଲେ…

ବିଶାଖାପାଟନମ,୭।୨; ବିଶାଖାପାଟନମରେ ଚାଲିଥିବା ଭାରତ ବନାମ ଇଂଲଣ୍ଡ ଟେଷ୍ଟର ଚତୁର୍ଥ ଦିନରେ ଇଂଲଣ୍ଡର କେଭିନ ପିଟରସନ ଏବଂ ଭାରତର ଜାହିର ଖାନ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ଦୁହେଁ ପରସ୍ପରକୁ ଟାର୍ଗେଟ୍‌ କରିଥିଲେ। କିନ୍ତୁ ଜାହିରଙ୍କ ଅପମାନ ପିଟରସେନଙ୍କ ପାଇଁ ଭାରୀ…

‘କୋହଲି ଯଦି ଆସିଯାଆନ୍ତି…’ ତୃତୀୟ ମ୍ୟାଚ୍‌ ପୂର୍ବରୁ ଡରିଲାଣି ଇଂଲଣ୍ଡ

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ୧-୧ ବରାବର ସ୍ଥିତିରେ ରହିଛି। ପ୍ରଥମ ମ୍ୟାଚ୍‌ ହାରିବା ପରେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ପ୍ରତ୍ୟାବର୍ତ୍ତନ କରି ବଡ଼ ବିଜୟ ହାସଲ କରିଥିଲା। ଏବେ ତୃତୀୟ ଟେଷ୍ଟ ପୂର୍ବରୁ…

ଦୀର୍ଘ ସମୟ ବସି ରହିଲେ ହେବ କ୍ୟାନସର! ଅଧ୍ୟୟନରୁ ଖୁଲାସା

ଯେକୌଣସି ସ୍ଥାନରେ ବସି ରହିବା ଏକ ପ୍ରକାର ସାଧାରଣ କଥା ହୋଇଗଲାଣି। ତାହା ଘରେ ବସି ଟିଭି ଦେଖିବା, ସୋସିଆଲ ମିଡିଆରେ ବିତାଇବା କୁହାଯାଉ କିମ୍ବା ଅଫିସରେ ଦୀର୍ଘ ସମୟ ବସି ରହି କାମ କରିବା। ଘରେ ହେଉ କି ବାହାରେ…

Video: କଂଗ୍ରେସ ତାଙ୍କ ଯୁବରାଜଙ୍କୁ ଷ୍ଟାର୍ଟଅପ୍‌ ଭାବେ ଲଞ୍ଚ କରିଛି, ହେଲେ ଯୁବରାଜ ମୂଳରୁ ଷ୍ଟାର୍ଟ ହେଉନାହାନ୍ତି: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୭।୨: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ସମ୍ବୋଧନ କରି ନାଁ ନନେଇ ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛନ୍ତି। କଂଗ୍ରେସ ଏବେ ସେମାନେ ତାଙ୍କ ଯୁବରାଜଙ୍କୁ ଏକ ଷ୍ଟାର୍ଟଅପ୍‌ ଦେଇଛନ୍ତି। ହେଲେ ଯୁବରାଜ ଲିଫ୍ଟ ହେଉଛନ୍ତି ନା ଲଞ୍ଚ ହେଉଛନ୍ତି, ଯୁବରାଜ…

ସୁନାଠାରୁ ଆହୁରି ମହଙ୍ଗା ରସୁଣ, କୃଷକଙ୍କ କ୍ଷେତରୁ ଖୋଳି ନେଉଛନ୍ତି ଚୋର

ଭୋପାଳ,୭ା୨: ଆଜିକାଲି ଭାରତରେ ରସୁଣକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ମଧ୍ୟପ୍ରଦେଶର ଅନେକ ଜିଲାରେ ମଣ୍ଡିରେ ରସୁଣର ମୂଲ୍ୟ ବୃଦ୍ଧି ହେବାର ଖବର ରହିଛି। ଅନେକ ସ୍ଥାନରେ ରସୁଣ ବଜାରରେ କ୍ୱିଣ୍ଟାଲ ପିଛା ୪୦,୦୦୦ଟଙ୍କାରେ ବିକ୍ରି ହେଉଛି। ଏଭଳି ପରିସ୍ଥିତିରେ ରସୁଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri