Home Left

କମ୍ପାନୀର ଅଜବ ସର୍ତ୍ତ: ଯେତେ ଟଙ୍କା ଗଣିପାରିବ, ସେତେ ବୋନସ ମିଳିବ

ଦେଶ ଏବଂ ବିଶ୍ୱରେ ଅନେକ କମ୍ପାନୀ ଅଛି। ଯାହା ପ୍ରତିବର୍ଷ ଏହାର କର୍ମଚାରୀମାନଙ୍କୁ ବୋନସ ଦେଇଥାଏ। କିଛି କମ୍ପାନୀ ବୋନସ ଭାବରେ କିଛି ଜିନିଷ ଦିଅନ୍ତି। ଏହି ସମୟରେ ଏଭଳି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ…

ନିଜ ବାର୍ଥ ର୍ଡେ ପାର୍ଟିରେ ୧୮ ଜଣ ସାଙ୍ଗକୁ ଧରି ପହଞ୍ଚିଥିଲେ, ବିଲ୍‌ ପୈଠ କରିବାକୁ ମନା କରିଦେଲେ ପ୍ରେମିକ, ଆଉ ତା’ପରେ…

ପ୍ରେମିକ ଏବଂ ପ୍ରେମିକାଙ୍କ ମଧ୍ୟରେ ଝଗଡା ହେବା ସାଧାରଣ କଥା । ବେଳେବେଳେ ସେ କିଛି ଛୋଟ ଜିନିଷକୁ ନେଇ ପରସ୍ପର ସହିତ ଝଗଡା କରିଥାନ୍ତି। ବେଳେବେଳେ ଝଗଡା କରିବାର ଏକ ବଡ଼ କାରଣ ମଧ୍ୟ ଥାଏ। ଅନେକ ଥର ଟଙ୍କାକୁ…

ବିବାହ ପୂର୍ବରୁ ମାରିଦେଲା ହସ, ଡାକ୍ତରଖାନାରେ…

ହାଇଦ୍ରାବାଦ,୨୧।୨: ହାଇଦ୍ରାବାଦର ଜଣେ ୨୮ ବର୍ଷୀୟ ବ୍ୟକ୍ତି ବିବାହ ପୂର୍ବରୁ ନିଜ ହସକୁ ପ୍ରଭାବୀ କରିବା ପାଇଁ ଏକ ଡେଣ୍ଟାଲ କ୍ଲିନିକ୍‌କୁ ଯାଇଥିଲେ। ସେଠାରେ ଚିକିତ୍ସା ପୂର୍ବରୁ ତାଙ୍କୁ ଅତ୍ୟଧିକ ନିଶ୍ଚେତକ ଦିଆଯିବାରୁ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ…

ସୁପ୍ରିମକୋର୍ଟର ବରିଷ୍ଠ ଓକିଲଙ୍କ ପରଲୋକ, ଇନ୍ଦିରା ସରକାରଙ୍କ ବିରୋଧରେ ଦେଇଥିଲେ ଇସ୍ତଫା

ନୂଆଦିଲ୍ଲୀ,୨୧।୨: ବରିଷ୍ଠ ଭାରତୀୟ ଓକିଲ ଫଲି ଏସ ନରିମନଙ୍କ ଦେହାନ୍ତ ହୋଇଛି। ବୁଧବାର ୯୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବରିଷ୍ଠ ଓକିଲ ନରିମନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଅତିରିକ୍ତ ସଲିସିଟର…

ଆଇପିଏଲ ୨୦୨୪ ପୂର୍ବରୁ ଆଫଗାନିସ୍ତାନର ଏହି ଖେଳାଳିଙ୍କୁ ୧୨ ମାସ ପାଇଁ ବ୍ୟାନ୍‌

ନୂଆଦିଲ୍ଲୀ,୨୧।୨: ଆଇପିଏଲ ୨୦୨୪ ପାଇଁ କାର୍ଯ୍ୟସୂଚୀ ଶୀଘ୍ର ଘୋଷଣା କରାଯାଇପାରେ। କିନ୍ତୁ ଏହାପୂର୍ବରୁ ଆଫଗାନିସ୍ତାନର ତାରକା ସ୍ପିନର ନୁର ଅହମ୍ମଦଙ୍କୁ ବଡ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଟୁର୍ନାମେଣ୍ଟ ପୂର୍ବରୁ ନୁରଙ୍କ ଉପରେ ୧୨ ମାସର ବ୍ୟାନ୍‌ ଲଗାଯାଇଛି। ଆଇପିଏଲରେ ନୁର…

ରାହୁଲ ବାଦ୍‌ ପଡିବା ଏହି ଖେଳାଳିଙ୍କ ପାଇଁ ବରଦାନ, ରାଞ୍ଚି ଟେଷ୍ଟରେ ନିଜକୁ ପ୍ରମାଣ କରିବାର ଶେଷ ସୁଯୋଗ

ନୂଆଦିଲ୍ଲୀ,୨୧।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ତିନୋଟି ମ୍ୟାଚ ଖେଳାଯାଇଛି। ଏହି ସିରିଜରେ ଭାରତୀୟ ୨-୧ରେ ଅଗ୍ରଣୀ ରହିଛି। ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ଚତୁର୍ଥ ଟେଷ୍ଟ ୨୩ ଫେବୃଆରୀରୁ ରାଞ୍ଚିରେ ଅନୁଷ୍ଠିତ ହେବ…

ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨୧।୨: ଆଜି ମାଘ ଶୁକ୍ଳ ଦ୍ୱାଦଶୀ ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏନେଇ ୩ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜିଉଙ୍କ ବନକଲାଗି ପାଇଁ ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ…

ଛକାପଞ୍ଝାରେ କଂଗ୍ରେସ ଆଶାୟୀ ପ୍ରାର୍ଥୀ

ଗୁଣପୁର,୨୧ା୨(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୦୯ରୁ ବିଜେଡି ପ୍ରାର୍ଥୀ ଜିତିଆସୁଛନ୍ତି। ୨୦୦୪ରେ କଂଗ୍ରେସରୁ ହେମାବତୀ ଗମାଙ୍ଗ ବିଜୟୀ ହୋଇଥିଲେ। ତେଣୁ କଂଗ୍ରେସ ଆଗାମୀ ନିର୍ବାଚନରେ ଏହି ଆସନ ଅକ୍ତିଆର କରିବା ଲାଗି କସରତ ଆରମ୍ଭ କରିଦେଇଛି।…

ପ୍ରଦୀପଙ୍କ ଭୂମିକା ଉପରେ ଆଖି

ବ୍ରହ୍ମପୁର, ୨୧ା୨(ଅଶୋକ କୁମାର ସାହୁ): ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଗୋପାଳପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ୧୯୭୪ରୁ ଲଗାତର ୪ ଥର ଜିତିଥିଲେ। ୧୯୯୦ ଓ ୧୯୯୫ରେ ଏହି ଆସନ ଜନତା ଦଳକୁ ଯାଇଥିଲା। ୨୦୦୦ରେ ବିଜେଡି ପ୍ରାର୍ଥୀ ଏଠାରୁ ବିଜୟୀ…

ନେଟ୍ସରେ ୫୦୦ ବଲ୍‌ ଖେଳୁଥିଲେ ସର୍ଫରାଜ

ନୂଆଦିଲ୍ଲୀ,୨୧ା୨(ପି.ଟି.):ରାଜକୋଟରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ପାଇଁ ପଦାର୍ପଣ କରିବା ସହ ନିଜ ପ୍ରଦର୍ଶନ ଜରିଆରେ ସଭିଙ୍କୁ ପ୍ରଭାବିତ କରିବାରେ ସମର୍ଥ ହୋଇଛନ୍ତି ସର୍ଫରାଜ ଖାଁ। ଦୀର୍ଘ ଦିନ ଧରି ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିବା ସହ…

ପଦକ ବିଜେତା ହକି ଖେଳାଳିଙ୍କୁ ପୁରସ୍କାର

ଭୁବନେଶ୍ୱର, ୨୧।୨(ତପନ ସ୍ବାଇଁ): ରାଜ୍ୟର ହକି ଖେଳାଳିଙ୍କ ଉଲ୍ଲେଖନୀୟ ସଫଳତାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରି ଓଡ଼ିଶାର କ୍ରୀଡ଼ା ଐତିହ୍ୟକୁ ପରିଚୟ ସ୍ବରୂପ ଏହି ପୁରସ୍କାର ପ୍ରଦାନ କରାଯିବ।…

ଭାରତରେ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ୍‌ସ ଶ୍ରେଷ୍ଠ

ନୂଆଦିଲ୍ଲୀ,୨୧।୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ମାଲାବାର ଗ୍ରୁପର ପ୍ରମୁଖ ରିଟେଲ ଚେନ୍‌ ‘ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ୍‌ସ’କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ମାନ୍ୟତା ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଡିଲଏଟ୍‌ର ଗ୍ଲୋବାଲ ପାୱାର ଅଫ୍‌ ଲକଜ୍ୟୁରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri