ଜାହିରଙ୍କ ସହ ବିବାହ ପରେ ଧର୍ମ ପରିବର୍ତ୍ତନ କରିବେ କି ସୋନାକ୍ଷୀ? ଶ୍ୱଶୁର ଦେଲେ ବଡ଼ ବୟାନ…

ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଜୁନ୍‌ ୨୩ରେ ଦୀର୍ଘଦିନର ପ୍ରେମିକ ଜାହିର ଇକବାଲଙ୍କ ହାତ ଧରିବେ ସେ। ଏହାକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି, ଯାହାର ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଏସବୁ ମଧ୍ୟରେ ସୋନାକ୍ଷୀ ଭିନ୍ନ ଧର୍ମରେ ବିବାହ କରିବାକୁ ଯାଉଥିବାରୁ ନୂଆ ନୂଆ ଚର୍ଚ୍ଚା ବଢ଼ୁଛି। ଜାହିରଙ୍କ ବାପା ବୋହୂ ଇକବାଲ ରତନସୀଙ୍କ ଧର୍ମ ପରିବର୍ତ୍ତନକୁ ନେଇ ବଡ଼ ବୟାନ ଦେଇଛନ୍ତି।

ରତନସୀ ଏକ ସାକ୍ଷାତକାରରେ କହିଛନ୍ତି, ଏହା ହିନ୍ଦୁ କିମ୍ବା ମୁସଲମାନ ରୀତିନୀତିରେ ହେବ ନାହିଁ। ଏହା ଏକ ସିଭିଲ୍‌ ବିବାହ ହେବାକୁ ଯାଉଛି। ଏହାଛଡ଼ା ସେ ଧର୍ମ ପରିବର୍ତ୍ତନ କରିବେ ନାହିଁ। ସେମାନଙ୍କର ହୃଦୟର ମିଳନ ହୋଇଛି। ଏଥିରେ ଧର୍ମର କୌଣସି ଭୂମିକା ନାହିଁ। ମୁଁ ମାନବତା ଉପରେ ବିଶ୍ୱାସ କରେ। ହିନ୍ଦୁ ଭଗବାନଙ୍କୁ ମାନନ୍ତି, ମୁସଲମାନ ଆଲ୍‌ହାଙ୍କୁ ମାନନ୍ତି। ହେଲେ ସର୍ବୋପରି ଆମେମାନେ ମଣିଷ। ମୋର ଆଶୀର୍ବାଦ ଉଭୟଙ୍କ ସହ ରହିଛି ବୋଲି ଜାହିରଙ୍କ ବାପା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦେବା’ରେ ଶାହିଦ୍‌ଙ୍କ ଆକ୍ସନ ଅବତାର

ମୁମ୍ବାଇ: ‘ତେରୀ ବାତୋ ମେଁ ଐସା ଉଲ୍‌ଝା ଜିଆ’ ପରେ ବଲିଉଡ୍‌ ଅଭିନେତା ଶାହିଦ୍‌ କପୁରଙ୍କୁ ଫିଲ୍ମ ‘ଦେବା’ରେ ଦେଖିବାକୁ ମିଳିବ। ‘ଜି ଷ୍ଟୁଡିଓଜ୍‌’ ଓ...

ହାର୍ଦ୍ଦିକ-ନତାଶାଙ୍କ ଛାଡପତ୍ର ପରେ ଏବେ କାହା ପାଖରେ ରହିବେ ପୁଅ ଅଗସ୍ତ୍ୟା?

ନୂଆଦିଲ୍ଲୀ,୧୯।୭: ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ ଆନୁଷ୍ଠାନିକ ଭାବେ ଅଲଗା ହୋଇଛନ୍ତି। ଛାଡପତ୍ର ଖବରକୁ ପାଣ୍ଡ୍ୟା ଏବଂ...

କରିଥିଲେ ପ୍ରେମ ବିବାହ, ଏହି ବଡ଼ କାରଣରୁ ଭାଙ୍ଗିଗଲା ହାର୍ଦ୍ଦିକ-ନତାଶାଙ୍କ ସମ୍ପର୍କ

ନୂଆଦିଲ୍ଲୀ,୧୯।୮: ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ଛାଡପତ୍ର ହୋଇଯାଇଛି। ଏନେଇ ଦୁହେଁ ଗୁରୁବାର ସୋସିଆଲ ମିଡିଆରେ ଶେୟାର...

ନତାଶାଙ୍କୁ ୩ଥର ବିବାହ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧୯।୭: ଭାରତୀୟ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସର୍ବିଆ ମଡେଲ ନତାଶା ଷ୍ଟାନକୋଭିକ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି...

ପାଣ୍ଡ୍ୟା- ନତାଶାଙ୍କ ହେଲା ଛାଡପତ୍ର, ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଲେ…

ନୂଆଦିଲ୍ଲୀ,୧୮।୭: ଟିମ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ ମଧ୍ୟରେ ଛାଡପତ୍ର ହୋଇଯାଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର...

ପୂରଣ ହେଲା ବିରାଟ କୋହଲିଙ୍କ ସ୍ବପ୍ନ, ସାମ୍ନାକୁ ଆସିଲା ପୁଅ ଅକାୟଙ୍କ ପ୍ରଥମ ଝଲକ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୭: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ଦୀର୍ଘ ଦିନ ଧରି କଳ୍ପନା ଜଳ୍ପନା...

ହସ୍ପିଟାଲରେ ଭର୍ତ୍ତି ହେଲେ ଜାହ୍ନବୀ କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ଫୁଡ୍‌ ପଏଜନ ହୋଇଥିଲା ଏବଂ ଏହି...

ନିଜ ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

ଅଭିନେତା ସଞ୍ଚୀବ କୁମାର ବଲିଉଡ୍‌ର ମେଗାଷ୍ଟାର ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ ପ୍ରଶଂସକଙ୍କ ଗହଣରେ ହରି ଭାଇ ଭାବେ ଜଣାଶୁଣା ଥିଲେ। ସେ ନିଜ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri