Home Left

ଜାନୁୟାରୀରେ କମିବ ଶୀତ

ଭୁବନେଶ୍ୱର,୧।୧: ଜାନୁୟାରୀରେ ଶୀତର ପ୍ରଭାବ କମିବା ନେଇ ସମ୍ଭାବନା ରହିଛି। ସ୍ବଭାବିକଠାରୁ ରାତିର ତାପମାତ୍ରା ବଢ଼ିବାରୁ ଥଣ୍ଡା କମ ରହିବ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଆଗାମୀ ୪ ଓ ୫ ତାରିଖରେ କେତେକ…

୧୦ ରାଜ୍ୟରେ କାୟାବିସ୍ତାର କରିସାରିଲାଣି ଜେଏନ୍‌.୧ ମାମଲା

ନୂଆଦିଲ୍ଲୀ,୧।୧: ଭାରତରେ ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ ସଂକ୍ରମଣ ୧୯୬ରେ ପହଞ୍ଚିଛି। ଆଇଏନ୍‌ଏସ୍‌ଏସିଓଜି ତଥ୍ୟରୁ ଏହା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିିତ ଅଞ୍ଚଳକୁ ଉକ୍ତ ଭାରିଆଣ୍ଟ ସଂକ୍ରମଣ କଲାଣି। କେରଳରେ ସର୍ବାଧିକ…

ଓପିଏସସି ନିଯୁକ୍ତି ୨୦୨୪: ୧୨୭୫ ପିଜିଟି ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ ଅଧିକ ସୂଚନା

ଭୁବନେଶ୍ୱର,୧।୧: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପୋଷ୍ଟ ଗ୍ରାଜୁଏଟ ଟିଚର(ପିଜିଟି) ନିଯୁକ୍ତି ୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଏବଂ ଏଥିପାଇଁ ଆବେଦନ ଆରମ୍ଭ ହୋଇଯାଇଛି। ଆବେଦନର ଶେଷ ତାରିଖ ୨ ମାର୍ଚ୍ଚ ୨୦୨୪ ରହିଛି। ଇଛୁକ ଅଶାୟୀମାନେ ଓପିଏସସିର ଅଫିସିଆଲ ୱେବସାଇଟ…

ଲେମ୍ବୁ , ଲଙ୍କା ପରି ଘର ଆଗରେ ଟଙ୍ଗା ହେଉଛି ନୀଳପାଣି ବୋତଲ: କାହିଁକି ଭାଇରାଲ ହେଉଛି ଏହି ଭିଡିଓ  

ଖରାପ ନଜରୁ  ରକ୍ଷା ପାଇବା ପାଇଁ ଲୋକେ ଘର ବାହାରେ ଲେମ୍ବୁ କିମ୍ବା କଞ୍ଚାଲଙ୍କା ଟାଙ୍ଗିଥାନ୍ତି। ଏହା  କରିବା ଦ୍ୱାରା  ଘର ଉପରେ କୌଣସି ଖରାପ ନଜର ପଡ଼ି ନଥାଏ।   ବର୍ତ୍ତମାନ ସୋସିଆଲ  ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି…

ଓଡ଼ିଶାରେ ୨୦୬୪ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଆସିଲା ବିଜ୍ଞପ୍ତି, ଏହି ତାରିଖରୁ ଆରମ୍ଭ ହେବ ଆବେଦନ

ଭୁବନେଶ୍ୱର,୧।୧: ରାଜ୍ୟ ଚୟନ ବୋର୍ଡ ଓଡିଶା ଆନୁଷ୍ଠାନିକ ଭାବରେ ସରକାରୀ ସହାୟତା ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକମାନଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିପାଇଁ ଜାନୁୟାରୀ ୦୮ ରୁ ଆବେଦନ ଆରମ୍ଭ ହୋଇ ଫେବୃଆରୀ ୦୭, ୨୦୨୪ ପର୍ଯ୍ୟନ୍ତ ଚାଲିବ।…

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍‌ଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୧।୧: ସୋମବାର କେନ୍ଦ୍ର ସରକାର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍‌ଙ୍କୁ ବେଆଇନ କାର୍ଯ୍ୟକଳାପ ଅଧିନିୟମ (ୟୁଏପିଏ) ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ନିଷିଦ୍ଧ ଖାଲିସ୍ତାନୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାଶନାଲ ସହିତ ଗୋଲ୍ଡି…

ଧୁମ୍‌ଧାମ୍‌ରେ ନୂଆବର୍ଷ ପାଳନ

କୋରାପୁଟ,୧।୧: ପୂଜାର୍ଚ୍ଚନା ସାଙ୍ଗକୁ ଭୋଜିଭାତରେ ଲୋକେ ନୂଆବର୍ଷ ୨୦୨୪କୁ ସ୍ବାଗତ କରିଛନ୍ତି। ଏପରିକି ଶ୍ରଦ୍ଧାଳୁ ନିଜ ପରିବାରର ମଙ୍ଗଳକାମନା ପାଇଁ ପ୍ରବଳ ଶୀତ ସତ୍ତ୍ୱେ ଭୋରରୁ ଶାବର ଶ୍ରୀକ୍ଷେତ୍ର ସମେତ ଗ୍ରାମଦେବୀ ମୁତ୍ୟୁଲୁ ମା’ ମନ୍ଦିର, ବାଟମଙ୍ଗଳା ମନ୍ଦିର ସମେତ ବିଭିନ୍ନ…

ଜାନୁୟାରୀ ୨୨ପରେ ତ୍ରେତୟା ଯୁଗ କଥା ମନେପଡ଼ିଯିବ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧।୧:କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୂଆ ବର୍ଷର ପ୍ରଥମ ଦିନ ସୋମବାର ୟୁପିରେ ମଥୁରା ପରିଦର୍ଶନ କରିଛନ୍ତି। ଏହି ସମୟରେ ରାଜନାଥ ସିଂ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୃନ୍ଦାବନରେ ବାଳିକାମାନଙ୍କ ପାଇଁ ‘ସମ୍ବିଦ…

ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ କରିବେ ଓଡ଼ିଶା ସରକାର

ନୂଆଦିଲ୍ଲୀ,୧।୧: ରାଜ୍ୟ ସରକାର ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଷୋଡଶତମ ଅର୍ଥ ଆୟୋଗ ଗଠନ ନେଇ ବିଜ୍ଞପ୍ତି ଜାରି ହେବା ପରେ ରାଜ୍ୟ ସରକାର ରାଜ୍ୟ…

Video: ନୂଆବର୍ଷରେ ଜାପାନକୁ ଥରାଇଲା ଶକ୍ତିଶାଳୀ ଭୂମିକମ୍ପ, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ

ଟୋକିଓ/ନୂଆଦିଲ୍ଲୀ,୧।୧: ୭.୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ସହିତ ନୂଆବର୍ଷ ଆରମ୍ଭ କରିଛି ଜାପାନ। ସୋମବାର ଅପରାହ୍ନରେ ଇଶିକାୱା ଜିଲା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଶକ୍ତିଶାଳୀ ଭୂମିକମ୍ପକୁ ଦୃଷ୍ଟିରେ ରଖି ଜାପାନ ଭୂବିଜ୍ଞାନ ପକ୍ଷରୁ ଚେତାବନୀ…

ଭାରତ-ପାକିସ୍ତାନ ପରସ୍ପର ମଧ୍ୟରେ ଶେୟାର କଲେ ଏହି ଲିଷ୍ଟ: ୩୨ ବର୍ଷ ହେବ ଚାଲିଛି ପରମ୍ପରା

ନୂଆଦିଲ୍ଲୀ,୧।୧: ୩୨ ବର୍ଷ ପୁରୁଣା ପରମ୍ପରାକୁ ଜାରି ରଖି ଭାରତ ଏବଂ ପାକିସ୍ତାନ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ନ୍ୟୁକ୍ଲିୟର୍‌ ଇନ୍‌ଷ୍ଟାଲେଶନର ତାଲିକା ଆଦାନପ୍ରଦାନ କରିଛନ୍ତି। ଏହି ଚୁକ୍ତି ଉଭୟ ପକ୍ଷକୁ ପରସ୍ପରର ଆଟମିକ୍‌ ଫାସିଲିଟିଜ୍‌ ଉପରେ ଆକ୍ରମଣ କରିବାକୁ ରୋକିଥାଏ। ଏହି…

ଜାନୁୟାରୀ ୩ରେ ସୁକ୍‌ତେଲ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର, ୧ା୧(ବୀରେନ୍ଦ୍ର କୁମାର ଝାଙ୍କର): ଜାନୁୟାରୀ ୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଆସିବେ। ବଲାଙ୍ଗୀର ଜିଲା ମାଗୁରବେଡ଼ା ଯାଇ ସେଠାରେ ବହୁପ୍ରତୀକ୍ଷିତ ଲୋୟର ସୁକ୍‌ତେଲ ପ୍ରକଳ୍ପ ଉଦ୍‌ଘାଟନ କରିବା ସହ ଜିଲାବାସୀଙ୍କୁ ନୂଆବର୍ଷ ଭେଟି ଦେବେ। ମିଳିଥିବା ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri