ଜାନୁୟାରୀ ୨୨ରେ ୧୧ଥର ଶ୍ରୀ ରାମ ଜପ କରିବାକୁ ମୁସଲମାନମାନଙ୍କୁ ଅପିଲ୍ କଲେ ଆର୍ଏସ୍ଏସ୍ ସଦସ୍ୟ
ନୂଆଦିଲ୍ଲୀ,୧।୧:ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍ଏସ୍ଏସ୍)ର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦେଶର ମୁସଲମାନମାନଙ୍କୁ ଏକ ଅପିଲ୍ କରିଛନ୍ତି। ସେ ଆଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଦିନ ଅର୍ଥାତ୍ ୨୨ ଜାନୁୟାରୀରେ ମସଜିଦ୍, ଦରଘା ଏବଂ ମଦରସାରେ ଶ୍ରୀ ରାମ, ଜୟ ରାମ, ଜୟ…
‘ଇଣ୍ଡିଆ’ର ସଂଯୋଜକ ହୋଇପାରନ୍ତି ନୀତୀଶ କୁମାର
ନୂଆଦିଲ୍ଲୀ,୧।୧: ଇଣ୍ଡିଆ ଗଠବନ୍ଧନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ଆଲାଇନ୍ସର ସଂଯୋଜକ ହୋଇପାରନ୍ତି।ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବାସ୍ତବରେ, ଦିଲ୍ଲୀର ଜେଡିୟୁ ରାଷ୍ଟ୍ରୀୟ ପରିଷଦରେ ମୁଖ୍ୟମନ୍ତ୍ରୀ ନୀତୀଶ କଂଗ୍ରେସ…
୩ ଜାହାଜକୁ ବୁଡ଼ାଇ ୧୦ ଉଗ୍ରବାଦୀଙ୍କୁ ହତ୍ୟା କଲା ଆମେରିକା
କାଇରୋ,୧।୧: ଲୋହିତ ସାଗରରେ ମସ୍କ କଣ୍ଟେନର୍ ଜାହାଜ ଉପରେ ଇରାନ ସମର୍ଥୀତ ହାଉତୀ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ। ହେଲେ ଆମେରିକା ଏହାର ଦୃଢ଼ ଜବାବ ଦେଇଛି। ଆମେରିକୀୟ ହେଲିକପ୍ଟର ହାଉତୀର ୩ଟି ଜାହାଜ ବୁଡ଼ାଇ ଦେବା ସହିତ ୧୦ଜଣ ହାଉତୀ ଉଗ୍ରବାଦୀଙ୍କୁ…
୫ ଦିନ ୩ ଥର ଥରିଲାଣି ଜାପାନ: ଉପକୂଳବର୍ତ୍ତୀ ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ
ଟୋକିଓ,୧।୧: ଜାପାନର ଉତ୍ତର କେନ୍ଦ୍ରୀୟ ଅଞ୍ଚଳରେ ସୋମବାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୭.୬ ରହିଥିବା ଜାପାନର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଇଶିକାୱା ନାଇଗାଟା ଓ ତୋମାୟାରେ ସୁନାମି ସତର୍କତା ଜାରି କରାଯାଇଛି। ଏନେଇ…
ରାମଲାଲାଙ୍କ ପ୍ରତିମା ପାଇଁ ପୋଷାକ ତିଆରି କରୁଛନ୍ତି ଆଗ୍ରାର ମହିଳା
ଲକ୍ଷ୍ନୌ,୧।୧: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାନୁୟାରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ଉଦ୍ଘାଟନ କରିବେ। ଏଭଳିସ୍ଥିତିରେ ରାମଲାଲାଙ୍କ ପ୍ରତିମା ପାଇଁ ଆଗ୍ରାରେ ଜଣେ ମହିଳା ପୋଷାକ ତିଆରି କରୁଥିବା ଏକ ଜାତୀୟ ଗଣମାଧ୍ୟମରେ…
୨୦ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୧ା୧: ରାଜ୍ୟରେ ସୋମବାର ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, କରୋନା ଟେଷ୍ଟିଂ…
୩୨ ହଜାର କୋଟି ଟଙ୍କାର ମାଲିକ, ହେଲେ ଲୋକାଲ ଟ୍ରେନରେ ଅଫିସ ଯାଆନ୍ତି ଏହି ବିଜନେସ ଟାଇକୁନ
ମୁମ୍ବାଇ: କୋଟିପତିଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ ବିଷୟରେ ଆପଣ ନିଶ୍ଚୟ ଅନେକ କାହାଣୀ ଶୁଣିଥିବେ। କୋଟି କୋଟି ଟଙ୍କା ମୂଲ୍ୟର ଧନୀ ବ୍ୟକ୍ତିଙ୍କ ପାଇଁ ଦାମୀ ଘରୋଇ ଜେଟ ଏବଂ ଦୁନିଆର ସବୁଠୁ ଦାମୀ କାର ସଂଗ୍ରହ କରିବା ସାଧାରଣ କଥା। ଆଜି…
୭ ଦିନ ମଧ୍ୟରେ ଦେଶରେ କୋଭିଡ ସଂକ୍ରମଣ ୨୨ ପ୍ରତିଶତ ବୃଦ୍ଧି
ନୂଆଦିଲ୍ଲୀ,୧।୧: ଦେଶରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୦୦ରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ୭ ମାସ ମଧ୍ୟରେ ପ୍ରଥମ ଥର ପାଇଁ ନୂଆ ସଂକ୍ରମଣ ସଂଖ୍ୟା ୭୦୦ ଅତିକ୍ରମ…
ସୁପର ରାଜନୀତି କରୁଛି ଭାଜପା: ଉଦିତ ରାଜ
ନୂଆଦିଲ୍ଲୀ,୧।୧: ରାମ ମନ୍ଦିରର ଉଦଘାଟନ ସମାରୋହକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଛି। ପୂର୍ବତନ ଏମ୍ପି ତଥା କଂଗ୍ରେସ ଦଳର ନେତା ଉଦିତ ରାଜ ଏକ ଟୁଇଟ୍ରେ କହିଛନ୍ତି, ମନୁବାଦ ୫୦୦ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରୁଛି। ମନ୍ଦିର…
ସୋଫାରେ ପ୍ରସ୍ତୁତ ଗାଡ଼ି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଆନନ୍ଦ ମହିନ୍ଦ୍ରା: ଭିଡିଓ ଶେୟାର କରି କହିଲେ…
ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଇଣ୍ଟରନେଟ ଦୁନିଆରେ ବହୁତ ସକ୍ରିୟ। ପ୍ରାୟତଃ ସେ ଭାଇରାଲ ଟୁଇଟ୍ ଉପରେ ମନ୍ତବ୍ୟ ଦିଅନ୍ତି। ସୋସିଆଲ ମିଡିଆରେ ତାଙ୍କ ଦ୍ୱାରା ଅଂଶୀଦାର ଅତ୍ୟନ୍ତ ଆକର୍ଷଣୀୟ ଜିନିଷ ଉପରେ ନିଜ ମନ୍ତବ୍ୟ ଦେବାକୁ ସେ ଆଦୌ…
ନୂଆବର୍ଷରେ ରୁପା ପରଭା, ଛତରରେ ସଜ୍ଜିତ ହେଲେ ମା’ ସମଲେଶ୍ୱରୀ
ସମ୍ବଲପୁର,୧ା୧(ବି.ଶଙ୍କର): ନୂଆବର୍ଷକୁ ଦୃଷ୍ଟିରେ ରଖି ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମା’ଙ୍କ ସ୍ଥିର ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୫ଟାରେ ମଙ୍ଗଳ ଆଳତି ଶେଷ ପରେ ସକାଳ ୬ଟାରେ…
ବୟଫ୍ରେଣ୍ଡ ଜ୍ୟାକିଙ୍କୁ ବିବାହ କରିବେ ରକୁଲପ୍ରୀତ!
ମୁମ୍ବାଇ: ଅନେକ ବଲିଉଡ ସେଲିବ୍ରିଟି ୨୦୨୪ରେ ବିବାହ କରିବାକୁ ଯାଉଛନ୍ତି। ଜାନୁୟାରୀ ପ୍ରଥମ ସପ୍ତାହରେ ଆମୀର ଖାନଙ୍କ ଝିଅ ରାନୀ ଇରା ଖାନ ତାଙ୍କ ପ୍ରେମିକ ନୁପୁର ଶିଖରଙ୍କୁ ବିବାହ କରିବାକୁ ଯାଉଥିବାବେଳେ ବର୍ତ୍ତମାନ ଏହି ବର୍ଷ ଅନ୍ୟ ଏକ ଦମ୍ପତି…
Archives


