ଟାର୍ଗେଟ ପୂର୍ବରୁ କାମ ସାରିବାରୁ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କଲା କମ୍ପାନୀ
କମ୍ପାନୀରେ ଯେଉଁମାନେ ଭଲ କାମ କରନ୍ତି ସେମାନଙ୍କୁ ବସ୍ ଓ କଲିକ୍ ଗୁରୁତ୍ୱ ଦେବା ସହ ପ୍ରଂଶସା କରିଥା’ନ୍ତି। ଯେଉଁମାନେ କେବଳ କାମରେ ହେଳା କରିଥାନ୍ତି, ଟାର୍ଗେଟ ପରେ ବି କାମ ଶେଷ ନ କରି ପାରନ୍ତି ସେମାନଙ୍କୁ କମ୍ପାନୀର ମୁଖ୍ୟ…
ଜଣାପଡ଼ିଲା ଅଶ୍ୱିନ ଟେଷ୍ଟ ଅଧାରୁ ବାହାରିଯିବାର ପ୍ରକୃତ କାରଣ
ରାଜକୋଟ,୧୭।୨: ଭାରତୀୟ ଟିମ୍ର ବରିଷ୍ଠ ସ୍ପିନର୍ ରବିଚନ୍ଦ୍ରନ ଅଶ୍ୱିନ ଶୁକ୍ରବାର ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ୫୦୦ ଉଇକେଟ ନେଇ ବଡ଼ ଉପଲବ୍ଧି ହାସଲ କରିଥିଲେ। ହେଲେ ବିଳମ୍ବିତ ରାତିରେ ହଠାତ୍ ପାରିବାରିକ କାରଣରୁ ଟେଷ୍ଟରୁ ଓହରିଯାଇଥିବା ବିସିସିଆଇ ସୂଚନା ଦେଇଥିଲା…
ବିସ୍ଫୋରଣରେ ଉଡ଼ିଗଲା ଘର: ଜଣେ ଅଗ୍ନିଶମ କର୍ମଚାରୀ ମୃତ, ୧୧ ଆହତ
ଓ୍ବାଶିଂଟନ,୧୭ା୨: ଭର୍ଜିନିଆର ଏକ ଘର ବିସ୍ଫୋରଣରେ ସମ୍ପୂର୍ଣ୍ଣ ଉଡ଼ିଯାଇଛି। ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାକୁ ଭିତରକୁ ପଶିଥିବା ବେଳେ ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଅଗ୍ନିକାଣ୍ଡରେ ୧୧ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ରାତିରେ ଆମେରିକାର ଷ୍ଟର୍ଲିଙ୍ଗର ଏକ…
ଗଛରେ ଫଳିଛି ଟଙ୍କା, ବିଶ୍ୱାସ ହେଉ ନ ଥିଲେ ଭିଡିଓ ଦେଖନ୍ତୁ…
କଥାରେ କଥାରେ ଅନେକ କୁହନ୍ତି, ଟଙ୍କା କ’ଣ ଗଛରେ ଫଳୁଛି। ଏବେ କିନ୍ତୁ ବାସ୍ତବରେ ସେଭଳି କିଛି ଘଟିଛି। ବିହାରରୁ ଭାଇରାଲ ହେଉଥିବା ଏକ ଭିଡିଓରେ କିଛି ଲୋକ ଗଛରୁ ଟଙ୍କା ବାହାର କରୁଥିବା ଦେଖାଯାଉଛି। ସୋସିଆଲ ମିଡିଆରେ ଏହାର ଭିଡିଓ…
୬୦ ବର୍ଷ ପରେ ବୃଦ୍ଧା ପିନ୍ଧିଲେ ବିବାହ ଦିନର ପୋଷାକ,ବୃଦ୍ଧ ସ୍ବାମୀ ଦେଲେ ଏଭଳି ପ୍ରତିକ୍ରିୟା ଯେ ଦେଖିଲେ…
କଥାରେ ଅଛି ‘ଜୀବନ ଏକ ସୁନ୍ଦର ଅନୁଭବ, ସଠିକ୍ ଭାବେ ଜିଇଁଲେ ଏହାର ମଜା ମିଳିଥାଏ। ଅନେକ ଲୋକ ନିଜ ଜୀବନସାଥୀଙ୍କ ସହ ଖୁସିରେ ବୈବାହିକ ଜୀବନ ଅତିବାହିତ କରିବା ଲାଗି ସମସ୍ତ ଶକ୍ତି ଲଗାଇ ଦେଇଥାନ୍ତି। କିଛି ଏଭଳି ଦୃଶ୍ୟ…
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ କଂଗ୍ରେସ କର୍ମୀ
ଛତ୍ରପୁର,୧୭ା୨(ଦିଲ୍ଲୀପ ସାମଲ): ଭାଜପା ଓ ବିଜେଡିର ଅଘୋଷିତ ମେଣ୍ଟ ପାଇଁ ଓଡ଼ିଶା ଓ ଓଡ଼ିଆଙ୍କ ଅସ୍ମିତା ଧ୍ୱଂସ ହେଉଥିବାରୁ ଶନିବାର ପୂର୍ବାହ୍ନରେ ଗଞ୍ଜାମ ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପା ଓ ବିଜେଡିର…
‘ପୁଷ୍ପା ୨’ ରିଲିଜ୍ ପୂର୍ବରୁ ‘ପୁଷ୍ପା ୩’ ନେଇ ଘୋଷଣା, ଅଲୁ ଅର୍ଜୁନ କଲେ କନଫର୍ମ
ମୁମ୍ବାଇ: ୨୦୨୧ରେ ଯେତେବେଳେ ଅଲୁ ଅର୍ଜୁନଙ୍କ ‘ପୁଷ୍ପା: ଦି ରାଇଜ’ ରିଲିଜ୍ ହେଲା, ଫ୍ୟାନ୍ସ ଏଥିରେ ଦିଓ୍ବାନା ହୋଇଗଲେ। ସେତେବେଳେ ସମସ୍ତଙ୍କ ଓଠରେ ଏକମାତ୍ର ସଂଳାପ ବାରବାର ଶୁଣାଗଲା ‘ଝୁୁକେଗା ନେହି ଶାଲା’। ଏହି ଫିଲ୍ମର ଗୀତଗୁଡ଼ିକ ମଧ୍ୟ ଦର୍ଶକଙ୍କ ହୃଦୟ…
ପ୍ରଫୁଲ୍ଲ ଓ ପୁଅ ପ୍ରୟାସକାନ୍ତିଙ୍କୁ ଇଡିର ସମନ, କାଗଜପତ୍ର ସହ ହାଜର ହେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୭।୦୨: ଭଣ୍ଡାରିପାଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡ଼ୁଆ ବଢିଛି। ବିଜେଡି ବିଧାୟକ ପ୍ରଫୁଲ୍ଲ ଓ ପୁଅ ପ୍ରୟାସକାନ୍ତିଙ୍କୁ ସମନ କରିଛି ଇଡି। ବାରିପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ତାଙ୍କୁ ସମନ ପଠାଯାଇଛି। କାଗଜପତ୍ର ସହ ହାଜର ହେବାକୁ କୁହାଯାଇଛି। ଗତ…
୧୯ ବର୍ଷରେ ଆଖି ବୁଜିଲେ ଆମିର୍ ଖାନ୍ଙ୍କ ଅନସ୍କ୍ରିନ୍ ଝିଅ
ବମ୍ବେ: ବଲିଉଡ୍ର ସଫଳ ଫିଲ୍ମ ‘ଦଙ୍ଗଲ’ରେ ବବିତା କୁମାରୀ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ସୁହାନୀ ଭଟ୍ଟନାଗରଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୧୯ ବର୍ଷ ହୋଇଥିଲା। ଫରିଦାବାଦର ଏମ୍ସ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ଏବେ ହଠାତ ମୃତ୍ୟୁ…
ଦୁନିଆର ସବୁଠୁ ଉଚ୍ଚ ଶିବମନ୍ଦିର, ନିର୍ମାଣ ପାଇଁ ଲାଗିଥିଲା ୪୦ ବର୍ଷ
ଦୁନିଆରେ ଅନେକ ଶିବ ମନ୍ଦିର ରହିଛି। ମାତ୍ର ଏକ ଶିବ ମନ୍ଦିର ଦୁନିଆର ସବୁଠୁ ଉଚ୍ଚ ବୋଲି ପରିଗଣିତ ହେଉଛି। ଏହି ଶିବ ମନ୍ଦିରର ଉପର ମୁଣ୍ଡରେ ୧୧ ଫୁଟ ଉଚ୍ଚର ଏକ କଳସ ରହିଛି। ଦେଶ ତଥା ବିଦେଶର ଭକ୍ତମାନେ…
ମେଲ୍ କେହି ପଢିଛନ୍ତି କି ନାହିଁ ଜାଣି ପାରୁନାହାନ୍ତି କି? ଚୁଟ୍କିରେ ଜାଣନ୍ତୁ
ସୋସିଆଲ ମିଡିଆ ଆପରେ ମେସେଜ ପଠାଇବା ପରେ, ମେସେଜ ପାଇଥିବା ବ୍ୟକ୍ତି ମେସେଜ ପାଇଲେ କି ନାହିଁ ଆମେ ବ୍ଲୁ ଟିକ ଦ୍ୱାରା ଜାଣିବାକୁ ପାଇଥାଉ। କିନ୍ତୁ ଇ-ମେଲ୍ ରେ ଏହାର ବ୍ୟତିକ୍ରମ ଦେଖାଯାଏ। ଅର୍ଥାତ୍ ଇ-ମେଲ ପହଞ୍ଚିଲା କି ନାହିଁ…
କାରରୁ ବାହାରିଲା ୨୧୫ କେଜି ଗଞ୍ଜେଇ: ୩ ଗିରଫ
ବ୍ରହ୍ମପୁର,୧୭।୨(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଗୁଇନ୍ଦା ଉପ ଅଧିକ୍ଷକ କୁବେର ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତି ନଗରରୁ ଏକ କାର ଭିତରୁ ୫୦ କେଜି ଗଞ୍ଜେଇ ଜବତ କରିଛି। ଅଭିଯୁକ୍ତ ଜଣଙ୍କ ଗଜପତି ଜିଲା ଆର.…
Archives


