ଆପଣଙ୍କ ସଉକରୁ ୭୦ହଜାର କୋଟି ଆୟ କରନ୍ତି ସରକାର, ଜାଣନ୍ତୁ ସିନ୍‌ ଟ୍ୟାକ୍ସ ବିଷୟରେ…

ନୂଆଦିଲ୍ଲୀ,୨୨।୬: ନିଜ କ୍ୟାରିୟର ପରେ ଜୀବନରେ ଅନ୍ୟ କୌଣସି ଜିନିଷରେ ସଉକ ରଖିବା ଭଲ କଥା। ଏବେ ସରକାର ମଧ୍ୟ ସମାନ କଥା କହୁଛନ୍ତି। କାରଣ ସରକାର ଆପଣଙ୍କର ସଉକରୁ ହିଁ ଅତିରିକ୍ତ ଆୟ କରୁଛନ୍ତି । ଏହି ପରିମାଣ ମଧ୍ୟ ଅଳ୍ପ ନୁହେଁ। ସରକାର ଏଥିରୁ ୭୦,୦୦୦କୋଟି ଟଙ୍କା ଆୟ କରୁଛନ୍ତି। ଅର୍ଥନୀତିର ଭାଷାରେ କହିଲେ, ସରକାର ଆପଣଙ୍କର ‘ହବି’ରୁ ଅତିରିକ୍ତ ଟ୍ୟାକ୍ସ ଉପାର୍ଜନ କରୁଛନ୍ତି। ଯାହାକୁ ସିନ ଟ୍ୟାକ୍ସ କୁହାଯାଏ।

ସାଧାରଣତଃ ପାନ ମସଲା, ମଦ, ସିଗାରେଟ, କୋଲ୍ଡ ଡ୍ରିଙ୍କ୍ସ, ମହଙ୍ଗା ପରଫ୍ୟୁମ, ଆମଦାନୀ ସାମଗ୍ରୀ ଏବଂ ଯାନ ଉପରେ ସିନ ଟ୍ୟାକ୍ସ ଆଦାୟ କରୁଛନ୍ତି। ଏହା ଏକ ପ୍ରକାର ଆପଣଙ୍କ ‘ବିଳାସବ୍ୟସନ’ ବା ଲଗଜରୀ ଉପରେ ଲାଗୁଥିବା ଟ୍ୟାକ୍ସ ଅଟେ। ଯଦିଓ ସିନ୍‌ର ଅର୍ଥ ହେଉଛି ପାପ। ଏପରି ପରିସ୍ଥିତିରେ, ଏହି ଜିନିଷଗୁଡ଼ିକରେ ନିଜ ଟଙ୍କା ଖର୍ଚ୍ଚ କରିବା ପ୍ରକୃତରେ ଏକ ’ପାପ’ କି ନୁହେଁ ତାହା ବ୍ୟକ୍ତି ଉପରେ ନିର୍ଭର କରେ। ସରକାର ଏହାକୁ ବିଳାସପୂର୍ଣ୍ଣ ଟ୍ୟାକ୍ସ ପରି ସଂଗ୍ରହ କରନ୍ତି।

ଯେତେବେଳେ ଜୁଲାଇ ୨୦୧୭ରେ ଦେଶରେ ଜିଏସଟି ବ୍ୟବସ୍ଥା ଆରମ୍ଭ ହୋଇଥିଲା, ସେତେବେଳେ ସର୍ବାଧିକ ଟ୍ୟାକ୍ସ ସ୍ଲାବକୁ ୨୮ ପ୍ରତିଶତରେ ରଖାଯାଇଥିଲା। କିନ୍ତୁ ବିଳାସପୂର୍ଣ୍ଣ ଦ୍ରବ୍ୟ ପାଇଁ ୧୫ ପ୍ରତିଶତ ପର୍ଯ୍ୟନ୍ତ ପୃଥକ ଲାଗୁ କରାଯାଇଥିଲା। ଏହା ଲାଗୁ କରିବାର ଉଦ୍ଦେଶ୍ୟ ଥିଲା ଯେ ଏହି ଆଇଟମରୁ ଆସୁଥିବା ଅର୍ଥ ରାଜ୍ୟଗୁଡିକର ରାଜସ୍ବ କ୍ଷତି ପୂରଣ କରିବ, ଯାହା ଜିଏସଟି ଲାଗୁ ହେତୁ ଘଟିପାରେ। ବର୍ତ୍ତମାନ ଏହି ଟ୍ୟାକ୍ସ ସରକାରଙ୍କ ପାଇଁ ସୁନା ଅଣ୍ଡା ପାଲଟିଛି। ଏହି ଖର୍ଚ୍ଚ ସରକାରଙ୍କୁ ୭୦ହଜାର କୋଟିର ଲାଭ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

୨୦୨୭ରେ ଏହି ୪ ରାଶି ଉପରେ ଶନିଙ୍କ କୋପଦୃଷ୍ଟି! ମେଷ-ମୀନ ସମେତ ଏମାନଙ୍କ ବଢ଼ିବ ଅଡୁଆ, ପାଦେ ପାଦେ ବିପଦ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବ ଏବଂ ତାଙ୍କର ପ୍ରଭାବକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ। ତାଙ୍କୁ କର୍ମଫଳଦାତା କୁହାଯାଏ ଏବଂ ତାଙ୍କର ସ୍ଥିତିର ପ୍ରଭାବ ବ୍ୟକ୍ତିର ବ୍ୟକ୍ତିଗତ ଜୀବନଠାରୁ…

ଗୋଆରୁ ଓଡ଼ିଆ ଶ୍ରମିକ ନିଖୋଜ, ଟ୍ରେନରେ ଗାଁ କୁ ଫେରୁଥିଲେ, ୧୨ ଦିନ ହେଲା ମିଳୁନି ପତ୍ତା

ଦିଗପହଣ୍ଡି,୧୧|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ସୁରେଶ ଗୌଡ଼(୫୬) ଦାଦନ ଶ୍ରମିକ ଭାବେ ଗୋଆର ଏକ ଘରୋଇ ଷ୍ଟିଲ…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

ଗଣେଶ ପୂଜା ପାଇଁ ବାନ୍ଧୁଥିଲେ ତୋରଣ, ବିଦ୍ୟୁତ୍‌ ତାରରେ ଲାଗିଗଲେ ନାବାଳକ, ଆଉ ତା’ପରେ…

ହିଞ୍ଜିଳିକାଟୁ,୧୦।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଣେଶ ପୂଜା ପାଇଁ ତୋରଣ ବନ୍ଧା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ୧୬ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ…

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?