Home Left

୨୦୨୩-୨୪ ଆର୍ଥିକ ବର୍ଷରେ ୮.୧୮ କୋଟି ଆଇଟିଆର୍‌ ଦାଖଲର ରେକର୍ଡ

ନୂଆଦିଲ୍ଲୀ,୨।୧: ୨୦୨୩ରେ ଆୟକର ବିଭାଗ ବଡ଼ ଉପଲବ୍ଧି ହାସଲ କରିଛି। ଆର୍ର୍ଥିକ ବର୍ଷ ୨୦୨୩-୨୪ ଲାଗି ଡିସେମ୍ବର ୩୧ ଯାଏ ଦାଖଲ କରାଯାଇଥିବା ଆୟକର ରିଟର୍ନ(ଆଇଟିଆର୍‌) ସଂଖ୍ୟା ୮.୧୮ କୋଟି ଯାଏ ପହଞ୍ଚି ରେକର୍ଡ ସୃଷ୍ଟି ହୋଇଛି। ତେବେ ୨୦୨୨ରେ ସମାନ…

କେନ୍ଦ୍ରର ଗତିବିଧି ଉପରେ ରୁହନ୍ତୁ ସାବଧାନ: ଓଓ୍ବାଇସି

ନୂଆଦିଲ୍ଲୀ,୨।୧: ରାମ ମନ୍ଦିରର ଉଦଘାଟନ ଦିନ ଯେତିକି ପାଖେଇ ଆସୁଛି ରାଜନୈତିକ ବାକ୍‌ଯୁଦ୍ଧ ମଧ୍ୟ ବଢୁଛି। ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମନ (ଏଆଇଏମଆଇଏମ) ସଭାପତି ଅସଦୁଦ୍ଦିନ ଓୱାଇସି ମୁସଲିମ ସମ୍ପ୍ରଦାୟର ଯୁବକମାନଙ୍କୁ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ଦ୍ୱାରା କରାଯାଉଥିବା କାର୍ଯ୍ୟକଳାପରୁ ସାବଧାନ…

ମା’ ହେବାକୁ ଯାଉଛନ୍ତି ଗ୍ରାଣ୍ଡସ୍ଲାମ ଚାମ୍ପିୟନ ପେଟ୍ରା କ୍ୱିଟୋଭ

ପ୍ରେଗ୍‌, ୨ା୧: ଦୁଇଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ପେଟ୍ରା କ୍ୱିଟୋଭା ପ୍ରଥମ ସନ୍ତାନର ମା’ ହେବାକୁ ଯାଉଛନ୍ତି ବୋଲି ବର୍ଷ ଆରମ୍ଭରେ ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଚେକ୍‌ ରିପବ୍ଲିକର ଏହି ଖେଳାଳି ଓ ତାଙ୍କ ସ୍ବାମୀ ନୂଆ ବର୍ଷ ଅଭିନନ୍ଦନ ଜଣାଇବା…

ଗୁଜରାଟର ପ୍ରଥମ ପରାଜୟ

ଭୁବନେଶ୍ୱର,୨ା୧(ସରୋଜ ଜେନା): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ର ଦ୍ୱିତୀୟ ସିଜନରେ ପ୍ରଥମ ପରାଜୟ ବରଣ କରିଛି ଗୁଜରାଟ ଜାଏଣ୍ଟ୍ସ। ଚେନ୍ନାଇ କୁଇକ୍‌ ଗନ୍ସ ପକ୍ଷରୁ ରାମଜୀ କଶ୍ୟପ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ…

ଗର୍ଲଫ୍ରେଣ୍ଡଙ୍କୁ ହେଲିକପ୍ଟରରେ ବୁଲାଇବା ସହ ଟଙ୍କାରେ ଚଲାଉଛନ୍ତି ଏହି ବ୍ୟକ୍ତି:ଦେଖନ୍ତୁ ଭିଡିଓ

ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଏହିପରି ଅନେକ ଭିଡିଓ ଦେଖିବାକୁ ମିଳେ ଯାହା ଜ୍ଞାନରେ ପରିପୂର୍ଣ୍ଣ। କିଛି ଭିଡିଓ ଅଛି, ଯାହା ଆଶ୍ଚର୍ଯ୍ୟ କରେ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ…

ଆଜିଠୁ ଜାତୀୟ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ

ଭୁବନେଶ୍ୱର, ୨।୧ (ତପନ ସ୍ବାଇଁ): ଜାତୀୟ ଜୁନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ର ସଫଳ ସମାପନ ପରେ କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ଏହାର ସିନିୟର ବର୍ଗ ପ୍ରତିଯୋଗିତା। ଏଥିପାଇଁ ଦେଶର ଅନେକ ତାରକା ଖେଳାଳିଙ୍କ ସମାଗମ ହୋଇଛି କଳିଙ୍ଗ…

ଲୋହିତ ସାଗର ବିପଦ

କୋଭିଡ୍‌-୧୯ ମହାମାରୀ ପରେ ବିଶ୍ୱର କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥା ପୂର୍ବାବସ୍ଥାକୁ ଫେରୁଥିବାବେଳେ ବିଭିନ୍ନ ସ୍ଥାନରେ ଯୁଦ୍ଧ ଆରମ୍ଭ ହେବା ଏବଂ ଚରମ ପାଣିପାଗ ସ୍ଥିତି ଏଥିରେ ବାଧା ସୃଷ୍ଟିକରି ଆସୁଛି। ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା…

ପ୍ରଥମ ଥର ପାଇଁ ଗଞ୍ଜେଇ ଖାଇଦେଲେ ଏହି ବ୍ୟକ୍ତି; ତା’ପରେ ଯାହା ହେଲା…

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳେ। ଆଜିର ସମୟରେ, ଯଦି କିଛି ଘଟେ, ଲୋକମାନେ ତୁରନ୍ତ ଏହାକୁ କ୍ୟାମେରାରେ କ୍ୟାପଚର କରି ସୋସିଆଲ ମିଡିଆରେ ପୋଷ୍ଟ କରନ୍ତ। ବେଳେବେଳେ ବିଭିନ୍ନ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ସୋସିଆଲ ମିଡିଆରେ…

ଦକ୍ଷିଣ ଆଫ୍ରିକା ବୋର୍ଡକୁ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ଓ୍ବଙ୍କ ସମାଲୋଚନା

ସିଡ୍‌ନୀ,୨ା୧: ଟେଷ୍ଟ କ୍ରିକେଟ ଅପେକ୍ଷା ଟି୨୦ ଲିଗ୍‌କୁ ପ୍ରାଧାନ୍ୟ ଦେଉଥିବା କାରଣରୁ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(ସିଏସ୍‌ଏ)କୁ ସମାଲୋଚନା କରିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ଓ୍ବ। ଦକ୍ଷିଣ ଆଫ୍ରିକାରେ ଟି୨୦ ଲିଗ୍‌ କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ…

ଏମ୍‌ବାପେଙ୍କ ଲିଭରପୁଲ୍‌, ବାର୍ସିଲୋନା କ୍ଲବ ଯିବା ନେଇ ଚର୍ଚ୍ଚା: ଜାଣନ୍ତୁ କେତେ ରହିଛି ମୂଲ୍ୟ

ପ୍ୟାରିସ୍‌, ୨ା୧ ନୂତନ ବର୍ଷ ଆରମ୍ଭ ହୋଇଥିବା ବେଳେ ପ୍ୟାରିସ୍‌ ସେଣ୍ଟ ଜର୍ମେନ(ପିଏସ୍‌ଜି) ଫରଓ୍ବାର୍ଡ କିଲିଆନ୍‌ ଏମ୍‌ବାପେଙ୍କ ଭବିଷ୍ୟତକୁ ନେଇ କାଉଣ୍ଟ ଡାଉନ୍‌(ଅବଗଣନା) ଆରମ୍ଭ ହୋଇଛି। ୨୦୨୪ ପିଏସ୍‌ଜିରେ ଏମ୍‌ବାପେଙ୍କ ଶେଷ ବର୍ଷ ହୋଇଥିବା ବେଳେ ସେ କେଉଁ କ୍ଲବରେ ଯୋଗଦେବେ…

ପାଣି ପିଇବାକୁ ନଦୀ କୂଳକୁ ଆସିଥିଲା ଚିତାବାଘ, ହଠାତ୍‌ ଟାଣିନେଲା କୁମ୍ଭୀର: ଆଉ ତା’ପରେ ଦେଖନ୍ତୁ ଛାତିଥରା ଭିଡିଓ

ସୋସିଆଲ ମିଡିଆରେ ଅନେକ ଥର ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ଏହିପରି ଭିଡିଓ ଲୋକମାନଙ୍କୁ ଭୟଭୀତ କରିବାକୁ ବାଧ୍ୟ କରିଥାଏ। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଏକ କୁମ୍ଭୀର ଚିତା ଉପରେ ଆକ୍ରମଣ କରି…

ରପ୍ତାନିରେ ଏମ୍‌ଏସ୍‌ଆଇଏଲର ସର୍ବକାଳୀନ ରେକର୍ଡ

ନୂଆଦିଲ୍ଲୀ,୨।୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌) ଗାଡ଼ି ରପ୍ତାନିରେ ଉଲ୍ଲେଖନୀୟ ଅଭିବୃଦ୍ଧି ସହ ସର୍ବକାଳୀନ ରେକର୍ଡ କରିଛି। ଏପରିକି ୨୦୨୩ ଡିସେମ୍ବରରେ କମ୍ପାନୀର ଗାଡ଼ି ବିକ୍ରି ସଂଖ୍ୟା ୨୦୨୨ର ସମାନ ଅବଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri