ବସୁଧାରୁ ମିଳୁନି ପାଣି, ଖୋଲାକୂଅ ଭରସା
ନୂଆପଡ଼ା,୨୨।୩(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ପଞ୍ଚାୟତ ଗାତିବେଡା ଗାଁରେ ଜଳ ସଙ୍କଟ ଦେଖାଦେଇଥିବା ବେଳେ କୂଅ ପାଣି ଉପରେ ଲୋକେ ନିର୍ଭର କରି ଚଳୁଛନ୍ତି। ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଗାତିବେଡା ଗାଁରେ ୩ଟି ପଡା…
ଶାମିଙ୍କ ସଙ୍କଟ ବଢିଲା: ସ୍ତ୍ରୀ ଆଣିଲେ ଗମ୍ଭୀର ଅଭିଯୋଗ
ନୂଆଦିଲ୍ଲୀ,୨୨।୩: ଭାରତୀୟ କ୍ରିକେଟର ମହମ୍ମଦ ଶାମି ଏବଂ ତାଙ୍କ ସ୍ତ୍ରୀ ହସିନ ଜାହାଁଙ୍କ ମାମଲା ଦୀର୍ଘ ବର୍ଷ ଧରି ଚାଲିଆସୁଛି। ନିକଟରେ ଭାରତୀୟ ଜନତା ପାର୍ଟିରେ ଭାଜପା ତାଙ୍କୁ ଟିକେଟ ଦେଇପାରିବ ବୋଲି ଶାମି ମୁଖ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ। ଯଦିଓ…
ନିର୍ମାଣର ବର୍ଷେ ନ ପୂରୁଣୁ ରାସ୍ତା ଦବିଲା
ଖଇରା,୨୨ା୩(ଉତ୍କଳବନ୍ଧୁ ପଣ୍ଡା): ବିଦ୍ୟାଧରପୁର ଡିଭିଜନ ଅନ୍ତର୍ଗତ ଖଇରା ସବଡିଭିଜନର ଆମ୍ବହତା କେନାଲ ପାର୍ଶ୍ୱ ରାସ୍ତା ନିର୍ମାଣ ହେବାର ବର୍ଷେ ମଧ୍ୟରେ ପୁନଃନିର୍ମାଣ କରାଯିବା ନାମରେ ରାସ୍ତାକୁ ୬ମାସ ହେଲା ଖୋଳି ଛାଡ଼ି ଦିଆଯାଇଛି। ଫଳରେ ଯାତ୍ରୀମାନେ ବିପଦସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି।…
ଲୁଚାଚୋରାରେ ଘରୋଇ ଜାଗାରେ ପଡ଼ୁଛି ଅଳିଆ
ଅନୁଗୋଳ, ୨୨ା୩ (ଅମିତ କୁମାର ସାମଲ): ଅନୁଗୋଳ ସହରରୁ ବାହାରୁଥିବା ଆବର୍ଜନା କେଉଁଠାରେ ପକାଯିବ ତାହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ଏଯାଏ ସମାଧାନ ହୋଇପାରୁ ନାହିଁ। ବିଭିନ୍ନ ଓ୍ବାର୍ଡରୁ ଏ ନେଇ ବିରୋଧ ଉଠିବା ପରେ ପୌରପାଳିକା ପୁଣି ଗଳା…
କପିଳାସ, ବଳରାମ ମନ୍ଦିର ପ୍ରସାଦ ପାଇଁ ଟେଣ୍ଡର ପଡ଼ିଲାନି
ଢେଙ୍କାନାଳ,୨୨ା୩(ରତନ ନାୟାର): ଢେଙ୍କାନାଳ ଜିଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଢେଙ୍କାନାଳ ସହରସ୍ଥିତ ଶ୍ରୀ ସିଦ୍ଧ ବଳରାମଙ୍କ ମନ୍ଦିର ଅବଢ଼ା ତଥା ପ୍ରସାଦ ନିମନ୍ତେ ନିର୍ଦ୍ଧାରିତ ତାରିଖ ସୁଦ୍ଧା କେହି ଟେଣ୍ଡର ପକାଇ ନାହାନ୍ତି। ଗୁରୁବାର ଜିଲା କାର୍ଯ୍ୟାଳୟ…
ଧୋନୀ ଅଧିନାୟିକତ୍ୱ ଛାଡିବା ପରେ ଏମିତି କହିଲେ ରୋହିତ ଶର୍ମା: ଭାବପ୍ରବଣ କରିଦେବ ପୋଷ୍ଟ
ନୂଆଦିଲ୍ଲୀ,୨୨।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଇତିହାସର ସବୁଠାରୁ ସଫଳ ଅଧିନାୟକଙ୍କ କଥା ଆସିଲେ, ପ୍ରଥମେ ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ନାମ ଶୀର୍ଷରେ ଆସେ। ରୋହିତ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ଏବଂ ଧୋନୀ ନିଜ ଅଧିନାୟକତ୍ୱରେ ଚେନ୍ନାଇ…
ପିଇବା ପାଣି ପାଇଁ ପ୍ରକୃତି ସାହା
ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି ଭରସା। ଏଠାକାର ଲୋକମାନେ ନଳକୂପରୁ ଶୁଦ୍ଧ ପିଇବା ପାଣି ପାଉ ନ ଥିବାରୁ ଗାଁ…
ବିଏମ୍ସି ଅଧିକାରୀଙ୍କ ଦାୟିତ୍ୱରେ ବଡ଼ ପରିବର୍ତ୍ତନ
ଭୁବନେଶ୍ୱର,୨୨।୩ (ବନ୍ଦନା ସେଠୀ): ନିର୍ବାଚନ ପୂର୍ବରୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଅଧିକାରୀଙ୍କ ଦାୟିତ୍ୱ ବଦଳିଛି। ପୁରୁଣା ଅଧିକାରୀ ଚୌକି ଛାଡ଼ିବା ସହ ନୂଆ ଅଧିକାରୀ କାର୍ଯ୍ୟରେ ଯୋଗଦେଇଛନ୍ତି। ଏହିକ୍ରମରେ ୪ଟି ବର୍ଗରେ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ବଣ୍ଟନ କରାଯାଇଛି। ଏନେଇ…
ବିଏମ୍ସିକୁ ୪ର୍ଥ ଥର ଚିଠି ଲେଖିଲା ଏଡବ୍ଲ୍ୟୁବିଆଇ
ଭୁବନେଶ୍ୱର,୨୨।୩ (ବନ୍ଦନା ସେଠୀ): କୁକୁର ବନ୍ଧ୍ୟାକରଣ ବା ଆନିମଲ୍ ବାର୍ଥ କଣ୍ଟ୍ରୋଲ (ଏବିସି) କାର୍ଯ୍ୟକ୍ରମ ପାଇଁ ସଂସ୍ଥା ଚୟନରେ ବିଏମ୍ସି ଚଞ୍ଚକତା କରିଛି। ଏନେଇ ଆନିମଲ୍ ଓ୍ବେଲ୍ଫେୟାର୍ ବୋର୍ଡ ଅଫ୍ ଇଣ୍ଡିଆ (ଏଡବ୍ଲ୍ୟୁବିଆଇ) ନିକଟରେ ଅଭିଯୋଗ ହେବାପରେ ଘଟଣାର ସତ୍ୟାସତ୍ୟ ଯାଞ୍ଚ…
ଜେଲ୍ରେ ବନ୍ଦ ଥିବା କେଜ୍ରିଓ୍ବାଲଙ୍କୁ ସାହାଯ୍ୟ କରିବେ ରାହୁଲ, ଆଜି ମୁଖ୍ୟମନ୍ତ୍ରୀ ପରିବାରକୁ ଭେଟିବେ
ନୂଆଦିଲ୍ଲୀ,୨୨।୩: କେରଳର ୱାୟନାଡରୁ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରିବାରକୁ ଭେଟି ପାରନ୍ତି। ଏହି ସମୟ ମଧ୍ୟରେ ସେ ଆମ ଆଦମୀ ପାର୍ଟି (ଏଏପି)ର ସଂଯୋଜକଙ୍କ ପରିବାରକୁ ଆଇନଗତ ସହାୟତା ପ୍ରଦାନ କରିବାକୁ ଚେଷ୍ଟା…
ଆଇପିଏଲ୍ରେ ଏହି ୫ ଖେଳାଳି ହୋଇପାରନ୍ତି ଗେମ୍ଚେଞ୍ଜର
ନୂଆଦିଲ୍ଲୀ,୨୨।୩:ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଚଳିତ ସିଜିନ୍ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏହି ମ୍ୟାଚ ଚେନ୍ନାଇରେ ଖେଳାଯିବ। ଯଦି ଆମେ ରେକର୍ଡଗୁଡିକୁ ଦେଖିବା ସିଏସ୍କେ ଏଠାରେ ଉପର ହାତ…
କାହିଁକି ଋତୁରାଜ ଗାଏକ୍ୱାଡ୍ଙ୍କୁ ଅଧିନାୟକ ପଦ ଦେଲେ ଧୋନୀ: ପଛରେ ରହିଛି ଏମିତି କାରଣ
ଚେନ୍ନାଇ,୨୨।୩: ୨୦୦୮ରେ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭରୁ କ୍ରିକେଟ ପ୍ରେମୀମାନେ ମହେନ୍ଦ୍ର ସିଂ ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ର ଅଧିନାୟକ ଭାବରେ ଦେଖୁଛନ୍ତି। କିନ୍ତୁ ତାଙ୍କର ଅଧିନାୟକ ଯାତ୍ରା ଏଠାରେ ଶେଷ ହୋଇଛି। ସେ ଆଇପିଏଲ ୨୦୨୪ ଆରମ୍ଭ…
Archives


