Home Left

ଆମାଜନରୁ ଅର୍ଡର କଲେ ଘର, ପୁରା ପ୍ୟାକ୍‌ ହୋଇ ଆସିଲା ଏମିତି, ଭିଡିଓ ଭାଇରାଲ

ଓ୍ବାଶିଂଟନ୍‌,୩।୨: ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭିତରେ ଖାଇବା, ପିନ୍ଧିବା ପରି ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ଆବଶ୍ୟକ। ଦିନଯାକ ଯେତେ ବାହାରେ ବୁଲିଲେ ବି ରାତିରେ ଶାନ୍ତିରେ ଥକ୍କା ମେଣ୍ଟେଇବା ପାଇଁ ସମସ୍ତେ ଘରକୁ ଫେରିଥାନ୍ତି। ଲୋକ ନିଜର ଘରଟିଏ ତୋଳିବା…

ନୀତୀଶ ରଖିଲେ ୩ ବିଭାଗ

ପାଟନା,୩।୨: ବିହାରରେ ମନ୍ତ୍ରୀଙ୍କ ବିଭାଗ ଆବଣ୍ଟନର ସରକାରୀ ତାଲିକା ପ୍ରକାଶ ପାଇଛି। ସୂଚନାନୁସାରେ, ଭାଜପା ହାଇକମାଣ୍ଡରୁ ସବୁଜ ସଙ୍କେତ ପାଇବା ପରେ ନୀତୀଶ କୁମାର ସମସ୍ତ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ନୀତୀଶ କୁମାର ନିଜ ପାଖରେ ଗୃହ ବିଭାଗକୁ ରଖିଛନ୍ତି।…

ବାଇଡେନ କହିଲେ ଯଦି କୌଣସି ଆମେରିକୀୟଙ୍କ କିଛି ବି କ୍ଷତି ହେଲା…

ଓ୍ବାଶିଂଟନ,୩।୨: ଇରାକ ଏବଂ ସିରିଆରେ ଲଗାତାର ଆକ୍ରମଣ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକା ମଧ୍ୟ ପୂର୍ବରେ ବିବାଦ ଚାହୁଁ ନାହିଁ, କିନ୍ତୁ ଯଦି କୌଣସି ଆମେରିକୀୟଙ୍କର କିଛି କ୍ଷତି ହୁଏ…

ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସମ୍ବଲପୁର,୩ା୨(ପ୍ରମୋଦ ବହିଦାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ବତନ୍ତ୍ର ବିମାନରେ ଆସି ଶନିବାର ଅପରାହ୍ନରେ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ସେଠାରୁ ସେ ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁର ଗସ୍ତ କରିବେ। ବସନ୍ତପୁରଠାରେ ନୂତନ ଭାବେ ନିର୍ମିତ  ଆଇଆଇଏମ ସମ୍ବଲପୁରର ସ୍ଥାୟୀ…

ଭାଷାବିତ୍‌ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମାନ

ଭୁବନେଶ୍ୱର,୩।୨: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଉଦ୍‌ଘାଟିତ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସାମୂହିକ ବନ୍ଦେ ଉତ୍କଳ ଗାନ କରାଯାଇଥିଲା । ପର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ଅତିଥୀଙ୍କୁ ସମ୍ବୋଧିତ କରିଥିଲେ…

ସ୍ବାମୀ ନ ଗାଧୋଇବାରୁ ସ୍ତ୍ରୀ ଦେଲେ ଡିଭର୍ସ, ତା’ପରେ…

ଅଙ୍କାରା,୩।୨: ପ୍ରତିଦିନ ଗାଧୋଇବା ଓ ନିଜକୁ ସଫାସୁତରା ରଖିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଦାୟିତ୍ୱ। ଖରାଦିନେ ଲୋକେ ଦିନକୁ ଦୁଇ-ତିନିଥର ଗାଧୋଇବାବେଳେ ଶୀତଦିନେ କମ୍‌ ଗାଧୋଇଥାନ୍ତି କିମ୍ବା ୪-୫ଦିନ ବ୍ୟବଧାନରେ ଗାଧୋଇଥାନ୍ତି। କିନ୍ତୁ ସ୍ବାମୀ ନ ଗାଧୋଇବା ଯୋଗୁ ଦୁହିଁଙ୍କ ମଧ୍ୟରେ ଛାଡପତ୍ର…

ଫୋପଡା ଯାଇଥିବା ଅଳିଆ ଏକାଠି କରି କୋଟିପତି ହେଲେ ମହିଳା

ବ୍ରିଟେନ: ଘରେ ଅଳିଆ ଆବର୍ଜନା ରଖିବାକୁ କେହି ଚାହାଁନ୍ତି ନାହିଁ। କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି ଯିଏ ଅଳିଆ ସଂଗ୍ରହ କରିବାକୁ ଭଲ ପାଆନ୍ତି। କେବଳ ଅଳିଆ ସଂଗ୍ରହ କରି ଏହି ମହିଳା କୋଟିପତି ହୋଇପାରିଛନ୍ତ। ହଁ, ଯଦି ଆପଣ…

ଅକ୍ଷୟ କୁମାରଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ, ଦେଖନ୍ତୁ…

ବମ୍ବେ: ଡିପ୍‌ଫେକ୍‌ ଜାଲରେ ଖିଲାଡ଼ି କିଙ୍ଗ ଅକ୍ଷୟ କୁମାର। ଏବେ ଅଭିନେତାଙ୍କର ଏକ ଭିଡିଓକୁ ଅନଲାଇନ୍‌ ଗେମ୍‌ରେ ପ୍ରମୋଶନ କରାଯାଇଛି। ଏନେଇ ଜଣାପଡ଼ିବା ପରେ ଅକ୍ଷୟ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଘଟଣାର ଯାଞ୍ଚ କରୁଛି। ଗତବର୍ଷ ଅଭିନେତ୍ରୀ…

ଚିନ୍ତାରେ ସାନିଆ: ଛାଡ଼ପତ୍ର ପରେ ସ୍କୁଲରେ ପୁଅ ଇଜହାନଙ୍କୁ କରାଯାଉଛି ର଼୍ୟାଗିଂ

ନୂଆଦିଲ୍ଲୀ,୩।୨: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ସ୍ବାମୀ ତଥା ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କଠାରୁ ଅଲଗା ହୋଇଛନ୍ତି। ନିକଟରେ ଶୋଏବ ତୃତୀୟ ବିବାହ କରିବା ପରେ ଏନେଇ ସ୍ପଷ୍ଟ ହୋଇଛି। ଏସବୁ ମଧ୍ୟରେ ସାନିଆଙ୍କ ପୁଅ ଇଜହାନ୍‌ଙ୍କୁ ନେଇ ବଡ଼…

ରାହୁଲଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ଦୁର୍ଘଟଣା, ପୋଲିସ ଅଧିକାରୀଙ୍କ କାର୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ

କୋଲକାତା,୩।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସମୟରେ ଏକ ସଡ଼କ ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଛି। ରାହୁଲଙ୍କ କନଭେରେ ସାମିଲ ଏକ ଆମ୍ବୁଲାନ୍ସ ବରିଷ୍ଠ ଜିଲା ପୋଲିସ ଅଧିକାରୀଙ୍କ କାରକୁ ଧକ୍କା ଦେଇଛି। ପଶ୍ଚିମବଙ୍ଗର ବୀରଭୂମ…

ମ୍ୟାଚ୍‌ ସମୟରେ ଅମ୍ପାୟାରଙ୍କ ସହ ଅଶ୍ୱିନଙ୍କ କଥା କଟାକଟି

ବିଶାଖାପାଟଣା,୩।୨: ଭାରତର ଅନୁଭବୀ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନଙ୍କର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଅମ୍ପାୟାରଙ୍କ ସହ କଥା କଟାକଟି ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ପ୍ରଥମ ଦିନ ଶେଷ ଓଭର ମଧ୍ୟରେ ଅଶ୍ୱିନ ଶତକ ମାରିଥିବା ଜଶସ୍ବୀ ଜୟସ୍ବାଲଙ୍କ ସହ କଥାବାର୍ତ୍ତା…

ଗୀତ ଗାଇଲେ ଅକ୍ଷୟ

ମୁମ୍ବାଇ: ଫିଲ୍ମ ବ୍ୟତୀତ ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ମ୍ୟୁଜିକ ଭିଡିଓ ପାଇଁ ପ୍ରଶଂସା ମଧ୍ୟ ପାଇଛନ୍ତି। ବର୍ତ୍ତମାନ ସେ ୨ ଏବଂ କାୟା ଲୋଗେ ତୁମ ପରେ ପୁଣି ଥରେ ଅକ୍ଷୟ କୁମାର ଏକ ମ୍ୟୁଜିକ ଭିଡିଓ ସହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri