ରାଜନୀତିରୁ ହେଲେ ସଫଳ ଚାଷୀ: ଆକର୍ଷଣ ପାଲଟିଛି ଷ୍ଟ୍ରବେରି ଚାଷ
କୁଚିଣ୍ଡା,୨୨ା୩(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଉପାନ୍ତ ଝାରମାଲ ଗ୍ରାମର ପୂର୍ବତନ ଜିଲା ପରିଷଦ ସଭ୍ୟା ତଥା ଏସ୍ଏଚ୍ଜି ସଦସ୍ୟା ଲୀନା ମାଝିଙ୍କୁ ଷ୍ଟ୍ରବେରି ଚାଷ ସ୍ବତନ୍ତ୍ର ପରିଚୟ ଦେବା ସହ ସ୍ବାବଲମ୍ବୀ କରାଇଛି। କୁଚିଣ୍ଡା ଉପଖଣ୍ଡ ଲଙ୍କା ମରିଚ,…
ଇଡି ଅଧିକାରୀଙ୍କ ଉପରେ ଗୋଇନ୍ଦାଗିରି କରୁଥିଲେ ଅରବିନ୍ଦ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୨୨ା୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସମସ୍ୟା ଆହୁରି ବଢିପାରେ। ସୂତ୍ରରୁ ପ୍ରକାଶ ଯେ ଅରବିନ୍ଦ କେଜ୍ରିଓ୍ବାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀଙ୍କ ଉପରେ ଗୁଇନ୍ଦାଗିରି କରୁଥିଲେ। ଅନୁସନ୍ଧାନକାରୀ ସଂସ୍ଥା ଏହାର ପ୍ରମାଣ ମଧ୍ୟ ପାଇଛନ୍ତି।…
ଦାମଙ୍କୁ ଝୁରୁଛନ୍ତି ପୂର୍ବତନ ଡ୍ରାଇଭର, କାନ୍ଦିକାନ୍ଦି କହିଲେ….
ଭୁବନେଶ୍ୱର,୨୨।୩: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଶୁକ୍ରବାର ଭୋରରୁ ପରଲୋକ ହୋଇଛି। ଦାମ ଜଣେ ଦକ୍ଷ ରାଜନେତା ଥିଲେ। ତାଙ୍କର ରୋକଠୋକ ଜବାବ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ତେବେ ଦାମଙ୍କ…
ବିଶାଳକାୟ ଗଛ ପଡ଼ି ୨ ପରିବାରର ୯ ଆହତ
ଦାରିଙ୍ଗବାଡ଼ି,୨୨ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି। ଗୁରୁବାର ରାତିରେ ଶୋଇଥିବା ଅବସ୍ଥାରେ ଘର ନିକଟରେ ରହିଥିବା ବିଶାଳକାୟ ଆମ୍ବଗଛ ପଡ଼ି ୨ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା…
ଟ୍ରକକୁ ପିଟିଲା ଟ୍ରକ: ଜୀବନ୍ତ ଜଳିଗଲେ ଡ୍ରାଇଭର
ନୂଆପଡ଼ା,୨୨।୩: ନୂଆପଡ଼ା ଜିଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା ଗାଁ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଏକ ଟ୍ରକଟି ହଠାତ୍ ବ୍ରେକ୍ ମାରିବାରୁ ପଛରେ ଥିବା ଅନ୍ୟ ଏକ ଟ୍ରକଟି ଭାରସାମ୍ୟ ହରାଇ…
ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…
ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍ ଉଦ୍ୟମ କରିଛନ୍ତି। କିନ୍ତୁ ଏଥିରେ ସେମାନେ ବିଫଳ ହୋଇଛନ୍ତି। ସୂଚନାନୁଯାୟୀ, କେତେଜଣ ଦୁର୍ବୃତ୍ତ ପ୍ରଥମେ…
କେ. କବିତାଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ଏକ୍ସାଇଜ ପଲିସି ସ୍କାମରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା ତଥା ପୂର୍ବତନ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଏମଏଲସି ଝିଅ କେ. କବିତା ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମିଳିନାହିଁ। ଶୁକ୍ରବାର କବିତାଙ୍କୁ ଜାମିନ ଦେବାକୁ କୋର୍ଟ ମନା…
କର୍ନାଟକରେ କଂଗ୍ରେସର ତୃତୀୟ ପ୍ରାର୍ଥୀ ତାଲିକାକୁ ନେଇ କନ୍ଦଳ, ୧୭ରୁ ୧୧ ପ୍ରାର୍ଥୀ ମନ୍ତ୍ରୀଙ୍କ ସମ୍ପର୍କୀୟ
ବେଙ୍ଗାଲୁରୁ,୨୨।୩: ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହୋଇଛନ୍ତି। ଏବେ କର୍ନାଟକର କଂଗ୍ରେସ ଦଳ ଗୁରୁବାର ଏହାର ତୃତୀୟ ତାଲିକାରେ ୧୭ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ଏହି ନାମଗୁଡିକୁ ନେଇ ଦଳ…
ଉଠା ପରିବା ବେପାରୀ ପାଇଲେ ନୂଆ ଠିକଣା
ଗଞ୍ଜାମ,୨୨ା୩(ବିଦ୍ୟାଧର ସାହୁ): ଦୀର୍ଘବର୍ଷ ପରେ ଉଠା ପନିପରିବା ବେପାରୀଙ୍କ ସମସ୍ୟା ସମାଧାନ ହୋଇଛି। ଶୁକ୍ରବାର ସେମାନେ ନୂଆ ଠିକଣା ପାଇଛନ୍ତି l ସ୍ଥାୟୀ ସମାଧାନ ଉଠା ଦୋକାନୀଙ୍କୁ ଥଇଥାନ ନିମନ୍ତେ ଦୀର୍ଘଦିନ ହେବ ସାନ ବଜାର ସଂଘ ସଭାପତି ସୁଧୀର କୁମାର…
ଦ୍ୱିତୀୟ ବିବାହ କଲେ ଜୋମାଟୋ ମାଲିକ ଦୀପିନ୍ଦର ଗୋଏଲ
ମୁମ୍ବାଇ,୨୨ା୩: ଜୋମାଟୋ ପ୍ରତିଷ୍ଠାତା ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ମେକ୍ସିକୋର ମହିଳା ବ୍ୟବସାୟୀ ଗ୍ରେସିଆ ମୁନୋଜଙ୍କୁ ବିବାହ କରିଛନ୍ତି। କିଛି ମାସ ପୂର୍ବରୁ ଉଭୟଙ୍କର ବିବାହ ହୋଇଥିବା ସୂତ୍ରରୁ ଜଣା ପଡିଛି। ମେକ୍ସିକୋରେ ଜନ୍ମ ହୋଇଥିବା ମୁନୋଜ ଜଣେ ପୂର୍ବତନ ମଡେଲ…
ଏହି କଥା ମନେପକାଇ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି
ଚେନ୍ନାଇ,୨୨।୩: ତାମିଲନାଡୁର ସାଲେମରେ ଅନୁଷ୍ଠିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇଥିଲେ। ଭାଜପା ନେତା ଅଡିଟର ରମେଶଙ୍କୁ ମନେ ପକାଇ ମୋଦି ଭାବପ୍ରବଣ ହୋଇ ପଡିଥିଲେ। ଆଜି ମୁଁ ଅଡିଟର ରମେଶଙ୍କୁ ମନେ ରଖିଛି। ତା’ପରେ ସେ ଏକ…
ଅବଧି ସରିଲା, ପୋଲ ନିର୍ମାଣ ସରିଲାନି
ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ଇନ୍ଦ୍ରାବତୀ ଜଳଭଣ୍ଡାର ଜଳବନ୍ଦୀ ଭାବେ ବାସ କରୁଥିବା ପୋଡାପଦର ଗ୍ରାମପଞ୍ଚାୟତର ୧୬ ଏବଂ ମାଳିଗାଁ ପଞ୍ଚାୟତର ଗୋଟିଏ ଏଭଳି ୧୭ଖଣ୍ଡ ଗ୍ରାମବାସୀଙ୍କ ଜୀବନ ଏବେ ଅଭିଶପ୍ତ ପାଲଟିଛି।…
Archives


