ଦାମ ବାବୁଙ୍କ ଜ୍ଞାନ, ଅଭିଜ୍ଞତା ବିଧାନସଭାରେ ଡକ୍ୟୁମେଣ୍ଟ ହୋଇ ରହିଛି: ମନମୋହନ
ଭୁବନେଶ୍ୱର,୨୨।୩: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଶୁକ୍ରବାର ଭୋରରୁ ପରଲୋକ ହୋଇଛି। ଦାମ ଜଣେ ଦକ୍ଷ ରାଜନେତା ଥିଲେ। ଦାମଙ୍କ ସହ ରାଜନୈତିକ ଜୀବନର ସ୍ମୃତି ବଖାଣିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ…
ଭାଜପାର ଚତୁର୍ଥ ପ୍ରାର୍ଥୀ ତାଲିକାରେ ୨ ରାଜ୍ୟର ୧୫ ଜଣଙ୍କ ମଧ୍ୟରେ ୨ ମହିଳା
ନୂଆଦିଲ୍ଲୀ,୨୨।୩: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର (ମାର୍ଚ୍ଚ ୨୨, ୨୦୨୪) ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରାର୍ଥୀଙ୍କ ନାମର ଚତୁର୍ଥ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦୁଇଟି ରାଜ୍ୟ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି…
୨ ନାବାଳକ ଭାଇ ହତ୍ୟା ସାମଲାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ: ୨୪ ଥର ଛୁରି ଭୁସି କରାଯାଇଛି ହତ୍ୟା
ବଦାୟୁଁ,୨୨।୩: ଉତ୍ତରପ୍ରଦେଶର ବଦାୟୁଁରେ ୨ ନାବାଳକ ଭାଇ ହତ୍ୟା ମାମଲାର ବ୍ୟବଚ୍ଛେଦ ରିପୋର୍ଟ ପରିବାର ଲୋକଙ୍କୁ ହସ୍ତଗତ ହୋଇଛି। ମୃତ ଆୟୁଷଙ୍କ ଶରୀରରେ ୧୩ ଥର ଛୁରି ଭୁସାଯାଇଥିବା ବେଳେ ସାନଭାଇ ଆୟାନଙ୍କୁ ୧୧ଥର ଛୁରିମାଡ଼ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏପରିକି…
ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍
ବ୍ରହ୍ମପୁର,୨୨ା୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ୍ ରୂପଶ୍ରୀ ଚୌଧୁରୀ ଏକ ହତ୍ୟା ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବାରୁ ସ୍ତ୍ରୀ’ ହତ୍ୟାକାରୀ ସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ସ୍ବାମୀ ନାରାୟଣ ସାହୁ(୪୫)ଙ୍କୁ ଆଜୀବନ…
ନବୀନ ନିବାସରେ ନିର୍ବାଚନୀ କସରତ: କିଏ କେଉଁ ଆସନରେ ଲଢିବେ କାହକୁ ଦିଆଯିବ ବାଦ୍
ଭୁବନେଶ୍ୱର,୨୨।୩: ମେଣ୍ଟ ଚର୍ଚ୍ଚା ମଧ୍ୟରେ ଶୁକ୍ରବାର ନବୀନ ନିବାସରେ ପୁଣି ନିର୍ବାଚନୀ କସରତ ଚାଲିଛି । ୩ଟି ସଂସଦୀୟ କ୍ଷେତ୍ର ବରଗଡ଼ କଳାହାଣ୍ଡି ଓ ବଲାଙ୍ଗୀର ସଂକ୍ରାନ୍ତରେ ଆଲୋଚନା ପାଇଁ ବିଧାୟକ, ନେତା ଓ ପର୍ଯ୍ୟପେକ୍ଷକ ପହଞ୍ଚିଛନ୍ତି । କିଏ କେଉଁ…
ନିର୍ବାଚନ ଲଢ଼ିବେ ଉର୍ବଶୀ
ନୂଆଦିଲ୍ଲୀ,୨୨ା୩: ବଲିଉଡ ସୁନ୍ଦରୀ ଉର୍ବଶୀ ରୋୖତେଲା ନିଜର ଫ୍ୟାସନ ଓ ଚୁଲବୁଲି ଅନ୍ଦାଜ ପାଇଁ ସବୁବେଳେ ଲାଇମ ଲାଇଟରେ ରହିଥାନ୍ତି। ଏହା ସହ ନିଜର ଡ୍ୟାନ୍ସ ଏବଂ ଅଭିନୟ ଦକ୍ଷତା ବଳରେ ବଲିଉଡରୁ ଆରମ୍ଭ କରି ତେଲୁଗୁ, ତାମିଲ ସହ ବିଭିନ୍ନ…
ବୟସ ମାତ୍ର ୮ ମାସ, ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା
କୁହାଯାଏ, ଯେତେବେଳେ ମଣିଷ ଦୁନିଆକୁ ଆସେ ସେତେବେଳେ ନିଜ ଭାଗ୍ୟ ନିଜେ ଆଣି ଆସିଥାଏ। ଯଦି ନିଜ ଭାଗ୍ୟ ହେତୁ ଭଲ ଶିକ୍ଷା ଏବଂ ଚାକିରି ମିଳିଯାଏ ତେବେ ସବୁକିଛି ଠିକ୍ ରହିଥାଏ। କେହି ଯଦି ଅଳ୍ପ ବୟସରେ ସେହି ସବୁ…
କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଆନ୍ନା ହଜାରେ
ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ପ୍ରସିଦ୍ଧ ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆନ୍ନା ହଜାରେ କହିଛନ୍ତି, ଆମେ ମଦ ବିରୋଧରେ ଥିଲୁ। ଅରବିନ୍ଦ ମଧ୍ୟ ଏଥିରେ ଆମକୁ ସମର୍ଥନ କରିଥିଲେ। ସେ…
କାଶିଆ ନାଳରେ ଭାସୁଛି ପାରାଲିସିସରେ ଆକ୍ରାନ୍ତ ବୃଦ୍ଧାଙ୍କ ମୃତଦେହ
ପାଟଣା,୨୨।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପଶି ଗ୍ରାମର ତଣ୍ଡିଆସାହି କାଶିଆ ନାଳରୁ ଶୁକ୍ରବାର ଜଣେ ୬୩ ବର୍ଷୀୟା ବୃଦ୍ଧାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ବୃଦ୍ଧା ଜଣକ ହେଉଛନ୍ତି ଚିନାମାଳିପଶି ଗ୍ରାମ ମୁଣ୍ଡା ସାହିର ମହେଶ୍ୱର…
ପ୍ରତିରକ୍ଷା ମନ୍ତ୍ରୀରୁ ହେବେ ରାଷ୍ଟ୍ରପତି
ଜାକର୍ତ୍ତା,୨୨।୩: ଇଣ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରୀ ପ୍ରାବୋଓ୍ବୋ ସୁବିଅନ୍ତୋ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ଘୋଷିତ ହୋଇଛନ୍ତି। ତାଙ୍କୁ ୫୮.୬ ପ୍ରତିଶତ ଭୋଟ ମିଳିଥିବା ବେଳେ ଜାକର୍ତ୍ତାର ପୂର୍ବତନ ଗଭର୍ନର ଆନିସ୍ ବାସ୍ବେଡାନଙ୍କୁ ୨୪.୯ ଏବଂ କେନ୍ଦ୍ରୀୟ ଜାଭାର ପୂର୍ବତନ ଗଭର୍ନର ଗଞ୍ଜର ପ୍ରାନୋଓ୍ବୋଙ୍କୁ…
ଆଜିଠୁ ଆଇପିଏଲ୍: ଜାଣନ୍ତୁ କେଉଁଠି ନେଇପାରିବେ ଏହି ଫଟାଫଟ୍ ଗେମ୍ର ମଜା
ନୂଆଦିଲ୍ଲୀ,୨୨।୩: : ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚ ଅର୍ଥାତ୍ ଆଜି ଚେନ୍ନାଇରେ ସିଏସ୍କେ ଏବଂ ଆରସିବି ମଧ୍ୟରେ ଖେଳାଯିବ। ନିର୍ବାଚନକୁ ଦୃଷ୍ଟିରେ ରଖି ବିସିସିଆଇ ପ୍ରଥମ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷଣା କରିଛି ଯାହା ମାର୍ଚ୍ଚ ୨୨ ରୁ ଏପ୍ରିଲ…
ନିର୍ବାଚନକୁ ନେଇ କଂଗ୍ରେସ ଦେଲା ଏହି ୯ ଗ୍ୟାରେଣ୍ଟି
କେନ୍ଦୁଝର,୨୨ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ୯ଟି ଗ୍ୟାରେଣ୍ଟି ଯୋଜନା ପ୍ରସ୍ତୁତ ହୋଇଛି। ୨୪ ବର୍ଷର ବିଜେଡି ଶାସନ ଓ ୯ ବର୍ଷର ବିଜେଡି-ଭାଜପା ଶାସନରେ ଯାହା ହୋଇନାହିଁ, ଆଜି ତାହା କଂଗ୍ରେସ କରି ଦେଖାଇବ।…
Archives


