ଶେୟାର ବଜାର କାରବାରରେ ଉତ୍ସାହ
ଭୁବନେଶ୍ୱର,୩।୨: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ବିଶେଷ କରି ଶୁକ୍ରବାର…
କେନ୍ଷ୍ଟାର୍ର ନୂତନ ଅଭିଯାନ
ଭୁବନେଶ୍ୱର,୩।୨: ଦେଶର ପ୍ରମୁଖ ତଥା ଲୋକପ୍ରିୟ ଏୟାର କୁଲର୍ସ (ଏସି) ବ୍ରାଣ୍ଡ ‘କେନ୍ଷ୍ଟାର୍’ର ବ୍ୟୟବହୁଳ ମଲ୍ଟିମିଡିଆ କ୍ୟାମ୍ପେନିଂ ତଥା ବ୍ରାଣ୍ଡ୍ର ନୂତନ ଅଭିଯାନ ‘ଏସି ଓ୍ବାଲି ଥଣ୍ଡକ, ଅବ୍ କେନ୍ଷ୍ଟାର୍ କୁଲର୍ସ ମେଁ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଉଭୟ…
ଓ୍ବିକିଲିକ୍ସର ହ୍ୟାକିଙ୍ଗ ସିକ୍ରେଟ ଦେଇଥିବା ବ୍ୟକ୍ତିଙ୍କୁ ୪୦ ବର୍ଷ ଜେଲ
ନ୍ୟୁୟର୍କ,୩।୨: ଜଣେ ପୂର୍ବତନ ସଫ୍ଟୱେୟାର ଇଞ୍ଜିନିୟର ଶିଶୁ ଯୌନ ଶୋଷଣର ଚିତ୍ର ଏବଂ ଭିଡିଓ ଏବଂ ଆମେରିକାର ଗୁପ୍ତଚର ଏଜେନ୍ସି ‘ସିଆଇଏ’ ଇତିହାସରେ ବର୍ଗୀକୃତ ତଥ୍ୟ ଚୋରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୩୫ ବର୍ଷିୟ ଜୋଶୁଆ ଶୁଲଟେଙ୍କୁ ଏହି ଅପରାଧ…
ଭୋଜି ଖାଇ ଗାଁକୁ ଫେରୁଥିଲେ: ଓଲଟିଲା କାର୍
ସଇଁତଳା,୩।୨(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଥାନା ଅର୍ନ୍ତଗତ କୁସମଖାଲ ଗ୍ରାମ ନିକଟରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ…
ବସ୍ ଧକ୍କାରେ ଚାଲିଗଲା ୨ ବାଇକ୍ ଆରୋହୀଙ୍କ ଜୀବନ
ନିଶ୍ଚିନ୍ତକୋଇଲି,୩।୨(ଅଶୋକ କୁମାର ମହାପାତ୍ର ): କଟକ ଜିଲା ସାଲିପୁର ଥାନା ଅଧୀନ କଟକ-ଚାନ୍ଦବାଲି ରାସ୍ତାର ଜହ୍ନିଆ ଛକ ନିକଟରେ ଶନିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଧକ୍କାରେ ୨ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ…
‘ବଞ୍ଚିଛନ୍ତି ପୁନମ…କଲେ ପବ୍ଲିସିଟି ଷ୍ଟଣ୍ଟ’, କଜିନଙ୍କ ସହ କଥା ହୋଇ ଟୁଇଟ କଲେ ଫିଲ୍ମ କ୍ରିଟିକ, ଦର୍ଶକେ ମାଗିଲେ ପ୍ରମାଣ
ମୁମ୍ବାଇ,୩।୨: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ପାଇ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକମାନେ ଦୁଃଖିତ। ଗର୍ଭାଶୟ କର୍କଟ କାରଣରୁ ପୁନମ ୩୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ଖବର ଆସିଛି। ତାଙ୍କ ମ୍ୟାନେଜର ନିଶ୍ଚିତ…
କଂଗ୍ରେସ କ୍ଷମା ମାଗି ମାୟାବତିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥି କରିଥିଲେ…, ବିଏସପି ଏମପିଙ୍କ ବୟାନ
ନୂଆଦିଲ୍ଲୀ,୩।୨: ବିରୋଧୀ ଦଳର ଇଣ୍ଡିଆ ମିଳିତ ମଞ୍ଚରେ ବିଭାଜନ ହୋଇଛି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏହି ମେଣ୍ଟର ହାତ ଛାଡିଥିବା ବେଳେ ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ଛାଡିଛି। ସେହିଭଳି ବଞ୍ଚିତ ବାହୁଜନ ଅଘାଡି ନେତା…
ଡେଭିସ୍ କପ୍ : ଆଜି ଭାରତ-ପାକିସ୍ତାନ ମହାମୁକାବିଲା
ଇସ୍ଲାମାବାଦ,୩ା୨: ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ୍ କପ୍ ଓ୍ବାଲର୍ଡ ଗ୍ରୁପ୍-୧ ପ୍ଲେ ଅଫ୍ ମୁକାବିଲା ଶନିବାରଠାରୁ ଖେଳାଯିବ। ଭାରତୀୟ ଟେନିସ ଦଳ ଦୀର୍ଘ ୬୦ ବର୍ଷ ପରେ ପାକିସ୍ତାନରେ ଖେଳିବ। ନିରାପତ୍ତା କାରଣରୁ ଭାରତ ବହୁ ବର୍ଷ ପରେ ପାକିସ୍ତାନରେ…
ଆଜି ସୁବର୍ଣ୍ଣପୁରରୁ ପୁରୀକୁ ଗଡ଼ିବ ଟ୍ରେନ୍
ସୋନପୁର,୩।୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାବାସୀଙ୍କ ପାଇଁ ୩ ତାରିଖ ଶନିବାର ଏକ ସ୍ମରଣୀୟ ଦିବସ ହେବାକୁ ଯାଉଛି। ଏହି ଦିନ ଦ୍ୱିତୀୟ ବାରାଣସୀ କୁହାଯାଉଥିବା ସୁବର୍ଣ୍ଣପୁର ରେଳ ମାନଚିତ୍ରରେ ସ୍ଥାନ ପାଇବ। ଜିଲା ସଦର ମହକୁମାରୁ ଶ୍ରୀକ୍ଷେତ୍ର ପୁରୀକୁ ଟ୍ରେନ୍ ଗଡିବ।…
ଆଜିଠୁ ମହିଳା ହକି ପ୍ରୋ-ଲିଗ୍: ଆମେରିକା- ନେଦରଲାଣ୍ଡ ପ୍ରଥମ ମ୍ୟାଚ୍
ଭୁବନେଶ୍ୱର, ୩।୨ (ତପନ ସ୍ବାଇଁ): ଏଫ୍ଆଇଏଚ୍ ମହିଳା ହକି ପ୍ରୋ-ଲିଗ୍ ଶନିବାରଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ଏଥିରେ ଭାରତ ସମେତ ଚାଇନା, ଆମେରିକା, ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ଆଦି ୫ଟି ଦଳ ଅଂଶଗ୍ରହଣ କରିବେ। ଲିଗ୍ର ପ୍ରଥମ ମ୍ୟାଚ ଆମେରିକା…
ଅରବିନ୍ଦ କେଜରିଓ୍ବାଲଙ୍କ ପରେ ଆତିଶିଙ୍କ ଘରେ ପହଞ୍ଚିଲେ କ୍ରାଇମ ବ୍ରାଞ୍ଚ ଟିମ
ନୂଆଦିଲ୍ଲୀ,୩।୨: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାକୁ ନେଇ ଆମ ଆଦମୀ ପାର୍ଟି (ଏଏପି) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ରାଜନୈତିକ ବିବାଦ ଜାରି ରହିଛି। ସୂଚନାନୁସାରେ, ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଟିମ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ନୋଟିସ…
ବିଶ୍ୱ ଦେଖିବ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ
ଭୁବନେଶ୍ୱର,୩।୨(ଶର୍ମିଷ୍ଠା ପାଣିଗ୍ରାହୀ/ଅନିଲ ଦାସ): ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରି ପୁଣିଥରେ ଓଡ଼ିଶା ବିଶ୍ୱରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଛି। ସବୁଠି ଉତ୍ସାହ, ଉଦ୍ଦୀପନା। ଭାଷାକୁ ନେଇ ସବୁଠି ପାଳନ…
Archives


