Home Left

ଟିଭିଏସ୍‌ ରୋନିନ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୩୦।୩: ଟିଭିଏସ୍‌ ମୋଟର କମ୍ପାନୀର ନୂତନ ଅଭିଯାନ ‘ଟେଷ୍ଟ-ରାଇଡ୍‌ କ୍ରିକେଟ ବା ଟିଆର୍‌ସି’ର ଶୁଭାରମ୍ଭ ନିକଟରେ ଘୋଷଣା ହୋଇଥିଲା। ଦେଶରେ କ୍ରିକେଟ ବିଶ୍ୱକପ୍‌ ଉତ୍ସାହକୁ ପାଳନ କରିବା ପାଇଁ ଟିଭିଏସ୍‌ ରୋନିନ୍‌-୨୦୨୩ କ୍ରିକେଟ ବିଶ୍ୱକପ୍‌ ସମୟରେ ଶୁବମନ ଗିଲ୍‌ଙ୍କ ଅଭିନୀତ ‘ମୁଭ୍‌…

ଏଚ୍‌ଏମ୍‌ଆଇଏଫ୍‌ର ‘ଆର୍ଟ ଫର୍‌ ହୋପ୍‌-ସିଜନ ୩’

ଭୁବନେଶ୍ୱର,୩୦।୩: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ର ସାମାଜିକ ପ୍ରତିଷ୍ଠାନ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଫାଉଣ୍ଡେଶନ(ଏଚ୍‌ଏମ୍‌ଆଇଏଫ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଆର୍ଟ ଫର୍‌ ହୋପ୍‌-ସିଜନ୩’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଚ୍‌ଏମ୍‌ଆଇଏଫ୍‌ର ଏମ୍‌ଡି ତଥା ସିଇଓ ଉନ୍‌ ସୋ କିମ୍‌,ଇଣ୍ଡିଆନ କାଉନସିଲ…

ଅନ୍ତଃ କନ୍ଦଳରେ ବୁଡ଼ି ରହିଛି ଭାଜପା

ପଟ୍ଟାମୁଣ୍ଡାଇ ୩୦ା୩ ( କଳ୍ପତରୁ ନାୟକ): ନିର୍ବାଚନ କମିଶନର ରାଜ୍ୟରେ ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ବିଜେଡି-ଭାଜପା ମେଣ୍ଟକୁ ନେଇ ଚର୍ଚ୍ଚା ହେବା ସହ ଉଭୟ ଦଳ ପକ୍ଷରୁ ଘନ ଘନ…

ଗହମ କଳାବଜାର, ମୂଲ୍ୟବୃଦ୍ଧିରେ ଲାଗିବ ରୋକ୍‌

ଭୁବନେଶ୍ୱର,୩୦।୩(ଅନୁରାଧା ମହାରଣା): ଗହମର ମୂଲ୍ୟବୃଦ୍ଧି କିମ୍ବା କଳାବଜାର ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଗହମ ଷ୍ଟକ୍‌ ଘୋଷଣା କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ସରକାର ପୂର୍ବରୁ ଗହମ ଉପରେ ଏକ ଷ୍ଟକ୍‌ ସୀମା ଧାର୍ଯ୍ୟ କରିଥିଲେ। ଏହାର…

ସରକାରୀ ନିର୍ଦ୍ଦେଶକୁ ଫୁ: ଗଢ଼ିଉଠିଛି ଶତାଧିକ ଇଟାଭାଟି

ଆଳି,୩୦ା୩ (ବନମାଳୀ ସେନାପତି): ସମସ୍ତ ପ୍ରକାର ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରି ଆଳି ଅଞ୍ଚଳର ବିଭିନ୍ନ ନଦୀ କୂଳବର୍ତ୍ତୀ ସ୍ଥାନ ଓ ରାସ୍ତାର ଦୁଇପାର୍ଶ୍ୱରେ ମାଲିକମାନେ ଇଟାଭାଟିମାନ ଗଢ଼ିଚାଲିଛନ୍ତି। ଏକ ସମୟରେ ଶତାଧିକ ଇଟାଭାଟିରେ ଅଗ୍ନି ସଂଯୋଗ ଯୋଗୁ ନିକଟରେ ବାସ…

ଟିପିସିଓଡିଏଲ୍‌ ପାଳିଲା ଆର୍ଥ ଆଓ୍ବାର

ଭୁବନେଶ୍ୱର,୩୦।୩: ପ୍ରତିବର୍ଷ ଭଳି ଚଳିତ ମଧ୍ୟ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ପକ୍ଷରୁ ନିକଟରେ ଆର୍ଥ ଆଓ୍ବାର ପାଳିତ ହୋଇଯାଇଛି। ବିଶେଷକରି ପରିବେଶ ଅବକ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଜରୁରୀ ପଦକ୍ଷେପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆର୍ଥ ଆୱାରରେ…

୪ ଟ୍ରିଲିୟନ ଉପରେ ଜିଇଏମ୍‌ କାରବାର

ଭୁବନେଶ୍ୱର,୩୦।୩: ପ୍ରତିବର୍ଷ ଭଳି ଚଳିତ ମଧ୍ୟ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ପକ୍ଷରୁ ନିକଟରେ ଆର୍ଥ ଆଓ୍ବାର ପାଳିତ ହୋଇଯାଇଛି। ବିଶେଷକରି ପରିବେଶ ଅବକ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଜରୁରୀ ପଦକ୍ଷେପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆର୍ଥ ଆୱାରରେ…

ଭାରତୀୟ ନାବିକଙ୍କୁ ନେଇ ବର୍ଣ୍ଣବିଦ୍ୱେଷୀ କାର୍ଟୁନ

ବଲ୍ଟିମୋର,୩୦।୩: ଆମେରିକାର ମେରିଲାଣ୍ଡସ୍ଥିତ ବଲ୍ଟିମୋରରେ ମଙ୍ଗଳବାର ମଧ୍ୟରାତ୍ରରେ କଣ୍ଟେନର ବୋଝେଇ ଜାହାଜ ‘ଡାଲି’ ଧକ୍କା ଦେବାରୁ ଫ୍ରାନ୍ସିସ୍‌ ସ୍କଟ୍‌ କି ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ ବ୍ରିଜ୍‌ ଉପରେ ମରାମତି କରୁଥିବା ୬ ନିର୍ମାଣ ଶ୍ରମିକ ପାଟାପ୍‌ସ୍କେ ନଦୀକୁ ଖସି ପ୍ରାଣ…

କଂଗ୍ରେସ ନେତାଙ୍କ ଭରସା ପାଉନି

ଚଣ୍ଡିଖୋଲ,୩୦ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ଏକ ପ୍ରମୁଖ ନିବାଚନମଣ୍ଡଳୀ ଭାବେ ବଡ଼ଚଣା ବିଧାନସଭା କ୍ଷେତ୍ର ପରିଗଣିତ। ଯାଜପୁର ଜିଲାର ପ୍ରବେଶ ଦ୍ୱାର ଭାବରେ ସଦାସର୍ବଦା ଏହା ଚର୍ଚ୍ଚାରେ ଥାଏ। ତେବେ ୨୦୨୪ ନିର୍ବାଚନରେ କାହାକୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯିବ…

ବ୍ୟଭିଚାରିଣୀଙ୍କୁ ପଥର ଫିଙ୍ଗି ମାରିଦିଆଯିବ: ତାଲିବାନ୍‌

କାବୁଲ,୩୦।୩: ଆଫଗାନିସ୍ତାନୀ ଯୁବତୀମାନଙ୍କୁ ଶିକ୍ଷାରୁ ବଞ୍ଚତ୍ତ କରିବା ପରେ ତାଲିବାନ ଏବେ ବ୍ୟଭିଚାରରେ ସମ୍ପୃକ୍ତ ମହିଳାଙ୍କ ପାଇଁ କଠୋର ଦଣ୍ଡ ଘୋଷଣା କରିଛି। ବ୍ୟଭିଚାରିଣୀଙ୍କୁ ସର୍ବସମ୍ମୁଖରେ ଚାବୁକ ମାଡ଼ କରାଯିବା ସହ ପଥର ଫିଙ୍ଗି ମାରିଦିଆଯିବ ବୋଲି ତାଲିବାନ ସୁପ୍ରିମୋ ମୁଲ୍ଲା ହିବାତୁଲ୍ଲା…

ବିଜେଡି ନ ଛାଡ଼ିବାକୁ ଧମକ ଦିଆଯାଉଛି: ପ୍ରଦୀପ

ଛତ୍ରପୁର,୩୦ା୩(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମର ବିଭିନ୍ନ ନିର୍ବାଚନ ମଣ୍ଡଳୀର ନେତା, କର୍ମୀ ଓ ଠିକାଦାରମାନଙ୍କୁ ଭାଜପାରେ ନ ମିଶି ବିଜେଡିରେ ରହିବାକୁ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଧମକ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବ୍ରହ୍ମପୁର ଭାଜପା ଏମପି ପ୍ରାର୍ଥୀ ଡ. ପ୍ରଦୀପ…

ପଦ୍ମ ଧରିପାରନ୍ତି ଆକାଶ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ କୋରେଇ, ବରୀ ଓ ବଡ଼ଚଣା ଆସନ ନିମନ୍ତେ ବିଜେଡି ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କାହାକୁ ମିଳିବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri