Home Left

ଲୋକ ସଭା ନିର୍ବାଚନ ପୂର୍ବରୁ ୪ ପ୍ରତିଶତ ଡିଏ ବୃଦ୍ଧି କଲେ ମମତା ସରକାର

କୋଲକାତା,୯।୨: ପଶ୍ଚିମବଙ୍ଗ ବିଧାନସଭାରେ ମମତା ସରକାରଙ୍କ ପକ୍ଷରୁ ଗୁରୁବାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାପନ କରାଯାଇଥିଲା। ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କ ବଜେଟ ଅଭିଭାଷଣରେ ଭାଜପା ବିଧାୟକମାନେ ଗୃହ ଭିତରେ ସ୍ଲୋଗାନ ଦେଇଥିଲେ। ଏଥିରେ ରାଗିଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ରୋନାଲଡୋଙ୍କ ଗୋଟିଏ ଘଣ୍ଟା ମୂଲ୍ୟରେ କିଣିହେବ ଫ୍ଲାଟ୍‌, କାର୍‌

ଦୁନିଆର ଶ୍ରେଷ୍ଠ ଫୁଟବଲର୍‌ ତାଲିକାରେ ସାମିଲ ଥିବା କ୍ରିଷ୍ଟିଆନୋ ରୋନାଲଡୋ ତାଙ୍କ ପ୍ରଦର୍ଶନ ଯୋଗୁ ଚର୍ଚ୍ଚାରେ ରହିଛନ୍ତି। ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ଗୋଲ ସ୍କୋର କରିବାରେ ଏହି ପର୍ତ୍ତୁଗୀଜ ଖେଳାଳି ଶ୍ରେଷ୍ଠ ତିନି ଖେଳାଳିଙ୍କ ମଧ୍ୟରେ ଅଛନ୍ତି। ଦାମୀ କାର ସହିତ…

ୟୁପିଆଇ ପରେ କ୍ରେଡିଟ୍‌ ସ୍କୋର ଲଞ୍ଚ କରିବ ଏନ୍‌ପିସିଆଇ, ସାଧାରଣ ଲୋକଙ୍କୁ ଏମିତି ମିଳିବ ସାହାଯ୍ୟ

ନୂଆଦିଲ୍ଲୀ,୯।୨: ୟୁପିଆଇ ପରେ ଏନ୍‌ପିସିଆଇ ଅର୍ଥାତ୍‌ ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ ଇଣ୍ଡିଆ ସାଧାରଣ ଲୋକଙ୍କୁ ଆଉ ଏକ ବଡ଼ ଉପହାର ଦେବାକୁ ପ୍ରସ୍ତୁତ ହେଉଛି । ପେମେଣ୍ଟ କର୍ପୋରେଶନ ନିଜର କ୍ରେଡିଟ ସ୍କୋର ଲଞ୍ଚ କରିବାକୁ ଯୋଜନା କରୁଛି, ଯାହା…

ଚାକିରି ଦୁର୍ନୀତି ମାମଲା: ଲାଲୁଙ୍କ ପରିବାରକୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୯।୨: ଚାକିରି ଦୁର୍ନୀତିରେ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଦିଲ୍ଲୀ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଶୁକ୍ରବାର ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟରେ ଲାଲୁ ଯାଦବ, ରାବ୍ରି…

ବିପୁଳ ବ୍ୟବଧାନରେ ଜିତିଲେ ଭାଇ-ଝିଅ: ହାରିଗଲେ ନୱାଜ ଶରିଫ

ଇସଲାମାବାଦ୍‌,୯।୨: ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନର ଫଳାଫଳ ଆସିବା ଆରମ୍ଭ କରିଛି। ପ୍ରାରମ୍ଭିକ ଧାରା ଅନୁଯାୟୀ, ନୱାଜ ଶରିଫଙ୍କ ନେତୃତ୍ୱରେ PML-N ଏବଂ ଇମ୍ରାନ ଖାନଙ୍କ ନେତୃତ୍ୱରେ ପିଟିଆଇ ଦ୍ୱାରା ସମର୍ଥିତ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଦର୍ଶାଉଛି। ଉଭୟ…

ସଚିନଙ୍କ ସ୍ବପ୍ନକୁ ଭାଙ୍ଗିଦେଇଥିଲେ ଅଷ୍ଟ୍ରେଲିଆର ଏହି ଦ୍ରୁତ ବୋଲର

ସିଡ଼ନୀ,୯।୨: ମହାନ ଅଷ୍ଟ୍ରେଲୀୟ କ୍ରିକେଟର ଗ୍ଲେନ ମ୍ୟାକଗ୍ରାଥ ତାଙ୍କ କ୍ୟାରିୟର ସମୟରେ ଅନେକ ଥର ମ୍ୟାଚ ଓ୍ବିନିଙ୍ଗ୍‌ ପ୍ରଦର୍ଶନ ଦେଇଛନ୍ତି। ବିଶ୍ୱ କ୍ରିକେଟର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ମ୍ୟାକଗ୍ରାଥ ସାମିଲ। ସେ ଏପରି ଅନେକ ରେକର୍ଡ କରିଛନ୍ତି, ଯାହା କୌଣସି ଖେଳାଳିଙ୍କ…

ରୋହିତ ଶର୍ମାଙ୍କୁ ଏହି ୩ ପ୍ରଶ୍ନର ଉତ୍ତର ଖୋଜିବାକୁ ପଡ଼ିବ

ରାଜକୋଟ,୯।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପରବର୍ତ୍ତୀ ଟେଷ୍ଟ ମ୍ୟାଚ ରାଜକୋଟରେ ଖେଳାଯିବ। ସିରିଜର ତୃତୀୟ ମ୍ୟାଚ ଫେବୃଆରୀ ୧୫ରୁ ଖେଳାଯିବ। ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ବାକି ତିନିଟି ମ୍ୟାଚ ପାଇଁ ଦଳ ଘୋଷଣା କରିନାହିଁ। କିନ୍ତୁ ଖେଳାଳିଙ୍କୁ…

IPL 2024: ଏହି ବ୍ୟାଟର୍‌ଙ୍କ ପାଇଁ ଏଥର ଆଇପିଏଲ ଟାଇଟଲ ଜିତିପାରେ ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୯।୨:ଆଇପିଏଲ ୨୦୨୪ ଆରମ୍ଭ ପାଇଁ ଆଉ କିଛି ମାସ ବାକି ଅଛି । ତେବେ କ୍ରିକେଟର ଏହି ବୃହତ ଲିଗ ଆରମ୍ଭ ପୂର୍ବରୁ ମଧ୍ୟ ଏଥର ସନରାଇଜର୍ସ ହାଇଦ୍ରାବାଦ ଟାଇଟଲ ଜିତିବ ବୋଲି ବିଶ୍ୱାସ କରାଯାଉଛି। ବାସ୍ତବରେ, ଏହାର କାରଣ ହେଉଛି…

ସ୍କୁଲ ଉଡ଼ାଇଦେବାକୁ ଧମକ

ଚେନ୍ନାଇ, ୯।୨: ଚେନ୍ନାଇର କେତେକ ସ୍କୁଲକୁ ବିସ୍ଫୋରଣରେ ଉଡ଼ାଇବାକୁ ଗୁରୁବାର ଇମେଲ୍‌ରେ ଧମକ ମିଳିଥିଲା। ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଭୟରେ ନିଜ ପିଲାମାନଙ୍କୁ ନେବାକୁ ବିଦ୍ୟାଳୟକୁ ଚାଲିଆସିଥିଲେ। ତୁରନ୍ତ ବୋମା ନିଷ୍କ୍ରିୟକାରୀ ଦଳକୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଥିଲା। ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷକ…

ଭୟରେ ବିମାନ ବିକିଦେଲେ

ସେଣ୍ଟ ଲୁଇସ: ଆମେରିକାର ପ୍ରସିଦ୍ଧ ପପ୍‌ ସିଙ୍ଗର ଟେଲର୍‌ ସ୍ବିଫ୍ଟ ପୁଣି ଚର୍ଚ୍ଚାରେ ଅଛନ୍ତି। ନିଜ ପାଖେ ଥିବା ଦୁଇଟି ପ୍ରାଇଭେଟ ଜେଟ୍‌ ବିମାନ ମଧ୍ୟରୁ ଗୋଟିଏକୁ ସେ ବିକ୍ରି କରିଛନ୍ତି। ଟେଲରଙ୍କ ପ୍ରାଇଭେଟ ଜେଟ୍‌ ବ୍ୟବହାର ନେଇ ଜଣା ପଡ଼ିବା…

ମହିଳାଙ୍କ ହେୟାର ଷ୍ଟାଇଲ ମୁଣ୍ଡରେ ଦେବେ ହାତ, ଭିଡିଓ ଦେଖିଲେ ହୋସ ଉଡିଯିବ…

ମଣିଷର ଲୁକକୁ ପ୍ରଭାବଶାଳୀ କରିବାରେ କେଶ ବହୁତ ସାହାଯ୍ୟ କରିଥାଏ। ସେଥିପାଇଁ ଲୋକମାନେ ନିଜ ମୁହଁ ଓ ଚେହେରା ଅନୁଯାୟୀ କେଶ ରଖନ୍ତି। କିଛି ଲୋକ ଲମ୍ବା କେଶ ରଖିବାକୁ ଭଲ ପାଆନ୍ତି ତ କିଛି ଲୋକ ଛୋଟ କେଶ ରଖନ୍ତି…

ବଜାରରେ କାଇନେଟିକ୍‌ ଗ୍ରୀନ୍‌ର ଇ-ଲୁନା

ଭୁବନେଶ୍ୱର,୯ା୨: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ ନିର୍ମାତା(ଇଲେକ୍ଟ୍ରି ଭେଇକିଲ ବା ଇଭି) କାଇନେଟିକ୍‌ ଗ୍ରୀନ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଇ-ଲୁନା’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri