Home Left

ରଙ୍ଗିନ କୋବିର ଆଦର ବଢୁଛି

ଚମ୍ପୁଆ,୮ା୨(ମହେଶ୍ୱର ଦାସ)କେନ୍ଦୁଝର ଜିଲା ଚମ୍ପୁଆ ଦୈନିକ ବଜାରରେ ଦିନକୁ ଦିନ ରଙ୍ଗିନ କୋବିର ଆଦର ବଢ଼ିବାରେ ଲାଗିଛି। ଏହି କୋବି ବିକ୍ରି କରି ଚାଷୀ ବେଶ ଲାଭବାନ ହୋଇପାରୁଛନ୍ତି। ସାଧାରଣ କୋବିଠାରୁ ଏହି କୋବି ଅଧିକ ସୁଆଦିଆ ଓ ରଙ୍ଗିନ ଦେଖାଯାଉଥିବାରୁ…

ବନ୍ଦ ହୋଇପଡ଼ିଛି ଏଣ୍ଡୋସ୍କୋପି ମେଶିନ

ବ୍ରହ୍ମପୁର,୮ା୨(ସୁବାସ ଚନ୍ଦ୍ର ପାଢ଼ୀ)ରୋଗୀଙ୍କ ଚିକିତ୍ସା ସେବା ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହାସତ୍ତ୍ୱେ ବି ଏମକେସିଜି ମେଡିକାଳ କଲେଜ ଓ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଅବହେଳା ପରିଲିଖିତ ହୋଇଛି। ଏହି ହସ୍ପିଟାଲରେ ଏଣ୍ଡୋସ୍କୋପି ପରୀକ୍ଷା…

ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୮।୨: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି) ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଅଜୟ କୁମାର ଶ୍ରୀବାସ୍ତବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲାବେଳେ ଓଜିବିର ଅଧ୍ୟକ୍ଷ ଋଷି…

ଏଲ୍‌ଆଇସିର ନୂତନ ପ୍ଲାନ୍‌ ‘ଇଣ୍ଡେକ୍ସ ପ୍ଲସ୍‌’ ଉନ୍ମୋଚିତ

ଭୁବନେଶ୍ୱର, ୮।୨: ଭାରତୀୟ ଜୀବନ ବୀମା ନିଗମ (ଲାଇଫ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ବା ଏଲ୍‌ଆଇସି ଇଣ୍ଡିଆ) ର ନୂତନ ପ୍ଲାନ୍‌ ‘ଇଣ୍ଡେକ୍ସ ପ୍ଲସ୍‌’(ପ୍ଲାନ- ୮୭୩) କୁ ସର୍ବଭାରତୀୟସ୍ତରରେ ଉନ୍ମୋଚନ (ଶୁଭାରମ୍ଭ) କରାଯାଇଛି। ଏହି ପରିପ୍ରେକ୍ଷୀରେ ଏଲ୍‌ଆଇସି ଇଣ୍ଡିଆ ପକ୍ଷରୁ ମୁମ୍ବାଇଠାରେ ଏକ…

ଆଇଓଟି ସ୍ମାର୍ଟ ସେଣ୍ଟ୍ରାଲ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୮।୨: ଦେଶର ଅଗ୍ରଣୀ ଟେଲିକମ୍‌ କମ୍ପାନି ଭୋଡାଫୋନ୍‌ ଆଇଡିଆ ଲିମିଟେଡ୍‌ (ଭିଆଇଏଲ୍‌)ର ବ୍ରାଣ୍ଡ୍‌ ୱିର ସଂସ୍ଥାଗତ ଶାଖା ୱି ବିଜନେସ୍‌ ପକ୍ଷରୁ ୱି ବିଜନେସ୍‌ ଆଇଓଟି ସ୍ମାର୍ଟ ସେଣ୍ଟ୍ରାଲ୍‌ର ଶୁଭାରମ୍ଭ କରାଯାଇଛି। ଏ ସମ୍ପର୍କରେ ଭୋଡାଫୋନ୍‌ ଆଇଡିଆର ଇଭିପି ଓ ଆଇଓଟି…

ପ୍ରପୋଜ ଡେ’ରେ ସାଥୀଙ୍କୁ କେମିତି କହିବେ ମନର କଥା ଜାଣନ୍ତୁ…

ବର୍ତ୍ତମାନ ଭାଲେଣ୍ଟାଇନ ଓ୍ବିକ ବା ପ୍ରେମ ସପ୍ତାହ ଚାଲିଛି। ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଏହି ସପ୍ତାହକୁ ଯୁବପିଢ଼ି ବେଶ ଉତ୍ସାହର ସହ ପାଳନ କରୁଛନ୍ତି। ରୋଜ ଡେ’କୁ ପ୍ରେମର ପ୍ରଥମ ଦିନ କୁହାଯାଉଥିବା ବେଳେ ଦ୍ୱିତୀୟ ଦିନକୁ ପ୍ରପୋଜ ଡେ’…

ଏସ୍‌ବିଆଇ ଲାଇଫର ନୂତନ ଅଭିଯାନ

ନୂଆଦିଲ୍ଲୀ, ୮।୨: ଏସ୍‌ବିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ଅଭିଯାନ ‘ଆପନେ ଲିଏ, ଆପନୋ କେ ଲିଏ’ର ଶୁଭାରମ୍ଭ କରାଯାଇଛି। ଏ ସମ୍ପର୍କରେ ଏସବିଆଇ ଲାଇଫ୍‌ର ବ୍ରାଣ୍ଡ୍‌, କର୍ପୋରେଟ୍‌ କମ୍ୟୁନିକେସନ ଓ ସିଏସ୍‌ଆର୍‌ ମୁଖ୍ୟ ରବିନ୍ଦ୍ର ଶର୍ମା କହିଛନ୍ତି, ଗ୍ରାହକମାନଙ୍କ ଆବଶ୍ୟକତାକୁ ପୂରଣ…

ଓଡ଼ିଶା ଟ୍ରାଭେଲ ବଜାର ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର, ୮।୨: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ସହଯୋଗରେ ଏକ ୩ ଦିନିଆ ପ୍ରଦର୍ଶନୀ ତଥା ୫ମ ଓଡ଼ିଶା ଟ୍ରାଭେଲ ବଜାର-୨୦୨୪ ପୁରୀର କୋଣାର୍କ ଇକୋ…

ଉଠିଯିବ ଦ୍ୱୀପାଞ୍ଚଳ ଡିଭିଜନ, ଚାଷୀମୁଣ୍ଡରେ ହାତ

କେନ୍ଦ୍ରାପଡ଼ା, ୮ା୨ (ଜଗନ୍ନାଥ ଧଳ)ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ଏବେ ଚାଷୀଙ୍କ ପାଇଁ ମରୀଚିକା ପାଲଟିଛି। ପ୍ରକଳ୍ପ ଅଧୀନ କେନାଲ ଉଦ୍‌ଘାଟନକୁ ପ୍ରାୟ ୨ ବର୍ଷ ହୋଇଥିଲେ ମଧ୍ୟ ଖରିଫ ଓ ରବି ଚାଷ ପାଇଁ ବୁନ୍ଦାଏ ପାଣି ଆସିନାହିଁ। ଅଦ୍ୟାବଧି…

ଶ୍ୱେତ କୁଷ୍ଠ ଦୂର କରୁଛି ପତଞ୍ଜଳି ‘ମେଲାନୋଗ୍ରାଇଟ’

ଭୁବନେଶ୍ୱର,୮।୨(ଅନୁରାଧା ମହାରଣା): ବ୍ରିଟେନର ବାୟୋକେମିକାଲ ସୋସାଇଟି ଦ୍ୱାରା ପ୍ରକାଶିତ ପ୍ରତିଷ୍ଠତ ଜର୍ଣ୍ଣାଲ ବାୟୋ ସାଇନ୍ସ ରିପୋର୍ଟର କଭର ପେଜରେ ପତଞ୍ଜଳି ଗବେଷଣା ସଂସ୍ଥା ଦ୍ୱାରା ବିକଶିତ ମେଲାନୋଗ୍ରାଇଟ ଔଷଧ ସମ୍ପର୍କରେ ଲେଖା ପ୍ରକାଶ ପାଇଛି। ପତଞ୍ଜଳି ଯୋଗପୀଠର ଆଚାର୍ଯ୍ୟ ବାଲକ୍ରିଷ୍ଣା ଏ…

ଭୂଇଁରୁ ଉଠିପାରୁନି କୋରେଇ ଭବନ

କୋରେଇ,୮।୨(ଚନ୍ଦ୍ରକାନ୍ତ ପତି)ଯାଜପୁର ଜିଲାର ଅନ୍ୟ ନିର୍ବାଚନମଣ୍ଡଳୀରେ ଭବନମାନ ନିର୍ମାଣ ହୋଇଥିବା ବେଳେ କୋରେଇ ଭବନ ନିର୍ମାଣ କାର୍ଯ୍ୟ ରାଜନୈତିକ ଓ ପ୍ରଶାସନିକ ଚାପରେ ଦିଗହରା ହୋଇଥିବା ଅଭିଯୋଗ ହୋଇଛି। ୨୦୦୯ରେ କୋରେଇ ଭବନ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ରାଜନୈତିକ…

ଅସ୍ତ୍ରୋପଚାର ପରେ ମହିଳାଙ୍କୁ ଚଟାଣରେ ଶୁଆଇଦେଲେ

ରାଜକନିକା,୮ା୨(ସଞ୍ଜୟ କୁମାର ଦାଶ)ଜନସାଧାରଣଙ୍କ ମୌଳିକ ସମସ୍ୟା ମଧ୍ୟରୁ ସ୍ବାସ୍ଥ୍ୟସେବା ପ୍ରମୁଖ । ଏହାକୁ ନଜରରେ ରଖି ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମାଗଣା ଔଷଧ ସହ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ମହିଳା ବାକରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri